ପ୍ରମୁଖ ଖବର

ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର
Browsing Category

ଆଇନ

ବିଧାନସଭା ପୂର୍ବରୁ ଅରୁଣଙ୍କ ମାଷ୍ଟର କାର୍ଡ

ୱେବିନାର କରି ୧୦୦୦ରୁ ଅଧିକ ଶିକ୍ଷାବିତ୍‌ଙ୍କ ସହିତ କଲେ ଆଲୋଚନାଆଶ୍ବାସନା ଦେଲେ ସଂଶୋଧିତ ଅଧ୍ୟାଦେଶ ବିଶ୍ବବିଦ୍ୟାଳୟର ସ୍ବାତନ୍ତ୍ରତା କ୍ଷୁର୍ଣ୍ଣ କରିବନିକୁଳପତିଙ୍କୁ ବି ବିଶ୍ବାସ ଦେଲେ ସରକାର, କାର୍ଯ୍ୟକାଳ ବଢୁଛି, ଅବସର ବୟସ ବିକୁଳପତି ନିଯୁକ୍ତିରେ ବି ରାଜ୍ୟ ସରକାରଙ୍କର ସହମତି
Read More...

ପରିବର୍ତନ ହେବ ଗାଡ଼ି ଲାଇସେନ୍ସ ଓ ପଞ୍ଜୀକରଣ ନିୟମ!

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଡ୍ରାଇଭିଂ ଲାଇସେନ୍ସ ଏବଂ ନୂତନ ଯାନର ପଞ୍ଜୀକରଣ ସମ୍ବନ୍ଧୀୟ ନିୟମ ପରିବର୍ତ୍ତନ ହୋଇପାରେ। ମୋଟର ଯାନ ଅଧିନିୟମରେ ସଂଶୋଧନ ପାଇଁ ଗ୍ରହଣ କରାଯାଇଥିବା ପ୍ରସ୍ତାବ ଉପରେ କେନ୍ଦ୍ର ସରକାର ସମସ୍ତ ହିତାଧିକାରୀଙ୍କଠାରୁ ପରାମର୍ଶ ଲୋଡିଛନ୍ତି। ଆସନ୍ତା କିଛି ମାସ
Read More...

ଅଚଳ,ଅବୈଧ ଫାଷ୍ଟଟ୍ୟାଗ ଗାଡିରୁ ୨ଗୁଣା ଟୋଲ ଫି

ଭୁବନେଶ୍ବର: ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ଟୋଲ (ପଥକର) ଆଦାୟ ସଂକ୍ରାନ୍ତ ନିୟମର ସଂଶୋଧନ କରାଯାଇ ଏକ ବିଜ୍ଞପ୍ତି ଚଳିତ ମାସ 15 ତାରିଖରେ ଜାରି କରାଯାଇଛି । ଏହା ଫଳରେ ୨୦୦୮ର ଜାତୀୟ ରାଜମାର୍ଗ ଦେୟ (ଦେୟ ନିର୍ଦ୍ଧାରଣ ଓ ସଂଗ୍ରହ) ଆଇନ ବଦଳିଛି । ନୂତନ ବିଜ୍ଞପ୍ତି
Read More...

ପ୍ରବାସୀଙ୍କ ରାସ୍ତା ପୁଣି ଖୋଲିଦେଲେ ସୁପ୍ରିମକୋର୍ଟ

ହାଇକୋର୍ଟଙ୍କ ନିର୍ଦେଶ ଉପରେ ସର୍ବୋଚ୍ଚନ୍ୟାୟାଳୟଙ୍କ ରହିତାଦେଶହାଇକୋର୍ଟ କହିଥିଲେ, ନେଗେଟିଭ୍ ଥିଲେ ହେଁ ପ୍ରବାସୀ ରାଜ୍ୟକୁ ପଶିବେଅକଳରେ ପଡିଗଲେ ରାଜ୍ୟ ସରକାର, ପ୍ରବାସୀଙ୍କ ସହିତ ଆସୁଛି କରୋନା ଭୁତାଣୁ ଭୁବନେଶ୍ବର: ନେଗେଟିଭ୍ ହେଲେ ହିଁ ପ୍ରବାସୀ ଶ୍ରମିକ ଓ଼ଡ଼ିଶା
Read More...

ଆଇନଜୀବୀଙ୍କ ପାଇଁ ଆସୁଛି ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ବିଭିନ୍ନ ତଳ କୋର୍ଟରେ ଖାଲି ପଡିଥିବା ପ୍ରାୟ ୫୦୦୦ ବିଚାରପତି ପଦବି ପୂରଣ ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ସମୟ ଅନୁସାରେ ଦକ୍ଷ ବିଚାରପତି ନିଯୁକ୍ତି ଲାଗି କେନ୍ଦ୍ର ସରକାର ଆସନ୍ତା ମୌସୁମୀ ଅଧିବେଶନରେ ଏକ ବିଲ୍ ଆଣିବାକୁ ଯାଉଛନ୍ତି।
Read More...

ସେଦିନ ସତ କହିଥିଲେ ଆମ୍ବେଦକର

ନୂଆଦିଲ୍ଲୀ: ଦେଶ ସ୍ବାଧୀନତା ଲାଭ କଲା। ପରବର୍ତୀ ସମୟରେ ବିଶ୍ବର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ରର ମାନ୍ୟତା ଲାଭ କରିଛି ଓଡ଼ିଶା। ସାର୍ବଭୌମ୍ୟ ଗଣତାନ୍ତ୍ରିକ ରାଷ୍ଟ୍ରର ମାନ୍ୟତା ପାଇଥିବା ଭାରତ ରବିବାର ୭୧ତମ ସାଧାରଣତନ୍ତ୍ର ଦିବସ ପାଳନ କରିଛି। କିନ୍ତୁ ଏହି ସମୟର କିଛି ସ୍ମୃତି ଏଭଳି
Read More...

ଏକାଠି ହୋଇଗଲା ପୂରା ପଶ୍ଚିମ ଓଡ଼ିଶା

ପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ ଭିନ୍ନ ମତ ଥିଲା ୫ରେ ବନ୍ଦ ଡାକରା, ଚାପରେ ରାଜ୍ୟ, କେନ୍ଦ୍ର ଭୁବନେଶ୍ବର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ହେବ କି ନାହିଁ, ତାହା ଭିନ୍ନ କଥା। କିନ୍ତୁ ଏହି ଘଟଣାଟି ଏକ ଭୀଷଣ ରୂପ ନେବାକୁ ଆରମ୍ଭ କଲାଣି। ପ୍ରଥମ ଥର ପାଇଁ
Read More...

ଆଇନ ପଢିବାକୁ ଆଗ୍ରହୀ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର

ଭୁବନେଶ୍ବର: ଓଡ଼ିଶା ପାଇଁ ଖୁସି ଖବର। ଶେଷରେ କଟକସ୍ଥିତ ଜାତୀୟ ଆଇନ ବିଶ୍ବବିଦ୍ଯାଳୟରେ ଓଡ଼ିଆ ପିଲାମାନଙ୍କ ପାଇଁ ୨୫% ଆସନ ସଂରକ୍ଷଣ ରହିବ। ଆଜି ଏକ ସ୍ବତନ୍ତ୍ର ବୈଠକରେ ବିଶ୍ବବିଦ୍ଯାଳୟ କର୍ତ୍ତୃପକ୍ଷ ଏଭଳି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା ଆଇନ ବିଶ୍ବବିଦ୍ୟାଳୟରେ ପଢିବା ପାଇଁ
Read More...

ଓହରିଗଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ନିର୍ଭୟା ବେଞ୍ଚରୁ ଆଜି ପ୍ରଧାନ ବିଚାରପତି ଏସ୍ ଏ ବୋବଡେ ଓହରିଯାଇଛନ୍ତି। ଏହି ମାମଲାର ଦୋଷୀ ଅକ୍ଷୟ ସିଂଙ୍କ ରିଭ୍ୟୁ ପିଟିସନ ଶୁଣାଣି ପୂର୍ବରୁ ପ୍ରଧାନ ବିଚାରପତିଙ୍କ ଏଭଳି ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି। ଏହି ମାମଲାରେ ପୀଡିତାଙ୍କ ପକ୍ଷରୁ ଏକଦା
Read More...

ସରକାରୀ କର୍ମଚାରୀଙ୍କୁ ଇସ୍ତଫା ମହଙ୍ଗା

ନୂଆଦିଲ୍ଲୀ: କିଛି ବର୍ଷ କାମ କରିବା ପରେ ସରକାରୀ କର୍ମଚାରୀଙ୍କ ଚାକିରି ଉପରୁ ମୋହ ତୁଟିଯାଉଥିଲା। କିଏ ବଡ଼ ଚାକିରି ପାଇଁ , ଆଉ କିଏ ରାଜନୀତି ମଇଦାନରେ ପାଦ ଥାପିବା ଲାଗି ଇସ୍ତଫା ଦେଉଥିଲେ। ସରକାର କର୍ମଚାରୀଙ୍କୁ ଏ କ୍ଷେତ୍ରରେ ବଡ଼ ଝଟକା ଲାଗିଛି। ସର୍ବୋଚ୍ଚ ଅଦାଲଚ ଏକ ରାୟରେ
Read More...