ପ୍ରମୁଖ ଖବର

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ତିରୁପରଙ୍କୁନ୍ଦ୍ରମ ପାହାଡ଼ରେ ଜଳିଲା କାର୍ତ୍ତିଗାଇ ଦୀପମ୍
ମହିଳା ସଂରକ୍ଷଣକୁ ମାୟାବତୀଙ୍କ ସମର୍ଥନ, ଏସ୍‌ସି-ଏସ୍‌ଟି ମହିଳାଙ୍କ ପାଇଁ ସ୍ୱତନ୍ତ୍ର କୋଟା ଦାବି
ଇଟାଲୀରେ ବୁର୍ଖା, ନକାବ ପିନ୍ଧିବା ଉପରେ ରୋକ୍
ଆଫଗାନିସ୍ତାନରେ ସ୍କୁଲରେ ବିସ୍ଫୋରଣ, ୭ ମୃତ; ୯୭ ଆହତ
ଉତ୍ତରାଖଣ୍ଡରେ ଘାଟିକୁ ଖସିଲା ଗାଡ଼ି, ୭ ମୃତ
ମହିଳା ସଂରକ୍ଷଣ ଲାଗୁ କରିବାକୁ ସରକାର ପ୍ରତିବଦ୍ଧ: ମୋଦି
ବିସଲେରି ପାଣିର ମାନ ନେଇ ପ୍ରଶ୍ନ, କମ୍ପାନୀ ବିରୋଧରେ ମାମଲା
ସୀମା ନିର୍ଦ୍ଧାରଣ ବିଲ୍‌କୁ ଡିଏମକେର ସମର୍ଥନ
Browsing Category

ଆଇନ

ଉଚ୍ଛେଦ ହେଲା ଓଡିଶା ପ୍ରଶାସନିକ ଟ୍ରିବ୍ୟୁନାଲ

ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲ(ସ୍ୟାଟ୍ )କୁ କେନ୍ଦ୍ର ସରକାର ଉଚ୍ଛେଦ କରିଛନ୍ତି। ଏନେଇ ଆଜି କେନ୍ଦ୍ର କାର୍ମିକ,ସାଧାରଣ ଅଭିଯୋଗ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ହାଇକୋର୍ଟଙ୍କ ସମ୍ମତି ଓ ଓଡ଼ିଶା ସରକାରଙ୍କ ଅନୁରୋଧ ଆଧାରରେ ଓଡ଼ିଶା…
Read More...

କୁନ୍ଦୁଲି ରିପୋର୍ଟ ବଢାଇଲା ସରକାରଙ୍କ ଅଡୁଆ, କାହିଁକି ଜାଣନ୍ତୁ

ଭୁବନେଶ୍ୱର: ବହୁଚର୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଘଟଣା ରାଜ୍ୟ ସରକାରଙ୍କୁ ଅକଳରେ ପକାଇ ଦେଇଛି । କମିସନଙ୍କ ରିପୋର୍ଟ ସରକାର ଏ କଳଙ୍କରୁ ଶତ ପ୍ରତିଶତ ମୁକ୍ତ କରିପାରିନି । ଯଦିଓ ଗଣଦୁଷ୍କର୍ମ ମିଥ୍ୟା ବୋଲି ଏଥିରେ କୁହାଯାଇଛି, କିନ୍ତୁ କେଉଁ ପରିସ୍ଥିତିରେ ଜଣେ ନାବାଳିକା ନିଜ ମୁଣ୍ଡକୁ…
Read More...

ଏବେ କେମିତି ଜୀବନ ବିତାଇବେ ସାରଥୀ ବାବା

ଭୁବନେଶ୍ୱର: ଜେଲରୁ ମୁକୁଳିବା ପରେ ସାରଥୀ ବାବା ଧର୍ମସଭା କରିପାରିବେ ନାହିଁ । ପ୍ରବଚନ କରିପାରିବେ ନାହିଁ । ଭକ୍ତଙ୍କୁ ଭେଟିପାରିବେ ନାହିଁ । ବାରିମୁଳ ଆଶ୍ରମକୁ ଯାଇପାରିବେ ନାହିଁ । ଏମିତି ସର୍ତ ସହ ବାବା ସାରଥୀଙ୍କୁ ହାଇକୋର୍ଟ ଗତକାଲି ଜାମିନ ଦେଇଛନ୍ତି । ଏଣୁ ବାବା…
Read More...

ଏକସଙ୍ଗରେ ୧୧୦ଟି ସ୍ଥାନରେ ସିବିଆଇ ଚଢଉ

ଦୁର୍ନୀତି ବିରୋଧରେ କେନ୍ଦ୍ରର ବଡ଼ ପଦକ୍ଷେପ୧୯ଟି ରାଜ୍ୟରେ ଚଢଉ କରୁଛନ୍ତି କର୍ତୃପକ୍ଷଦୁର୍ନୀତି, ଅସ୍ତ୍ରଶସ୍ତ୍ର ଚୋରାଚାଲାଣ କ୍ଷେତ୍ରରେ ୩୦ମାମଲା ନୂଆଦିଲ୍ଲୀ: ବ୍ୟାଙ୍କିଙ୍ଗ୍‍ କ୍ଷେତ୍ରରେ ହୋଇଥିବା ଦୁର୍ନୀତି ସଂକ୍ରାନ୍ତରେ ଗତ ସପ୍ତାହରେ ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା…
Read More...

ମାର୍ଚ୍ଚ ୩୧ ସୁଦ୍ଧା ଲୋକାୟୁକ୍ତ ଚୟନ, ୮ରୁ କାର୍ଯ୍ୟ

ସୁପ୍ରିମକୋର୍ଟରେ ହାଜର ହୋଇ ସତ୍ୟପାଠ ଦାଖଲ କଲେ ମୁଖ୍ୟସଚିବ ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଲୋକାୟୁକ୍ତ ଚୟନ କରାଯିବ । ଏପ୍ରିଲ ୮ ତାରିଖରୁ ଲୋକାୟୁକ୍ତ ଓଡ଼ିଶାରେ କାର୍ଯ୍ୟ କରିବେ । ଲୋକାୟୁକ୍ତ ନିଯୁକ୍ତି ନେଇ ଆଜି ମୁଖ୍ୟଶାସନ ସଚିବ ସର୍ବୋଚ୍ଚ ନ୍ୟାୟାଳୟରେ ଏମିତି…
Read More...

ସୁପ୍ରିମ କୋର୍ଟଙ୍କ ନିର୍ଦେଶ ସହ ଖେଳ!

ଏମିତି କହି ସିବିଆଇକୁ ନିର୍ଧୁମ ବର୍ଷିଲେ କୋର୍ଟଅଡୁଆରେ ନାଗେଶ୍ବର, ଅଦାଲତ ଅବମାନନା ନୋଟିସ ନୂଆଦିଲ୍ଲୀ : ସିବିଆଇକୁ ବିବାଦ ପିଛା ଛାଡୁନାହିଁ। ଆଲୋକ ବର୍ମା ଓ ରାଜେଶ ଆସ୍ତାନାଙ୍କୁ ନେଇ ଚର୍ଚ୍ଚା ଥମିନି। ଓଡ଼ିଶା କ୍ୟାଡର ଆଇପିଏସ୍ ତଥା ସିବିଆଇ ଯୁଗ୍ମ ନିର୍ଦେଶକ ନାଗେଶ୍ବର…
Read More...

ରବର୍ଟଙ୍କୁ ଇଡିର ପଚରାଉଚରା

ନୂଆଦିଲ୍ଲୀ: ସୋନିଆ ଗାନ୍ଧୀଙ୍କ ଜ୍ବାଇଁ ରବର୍ଟ ଭଦ୍ରା ପ୍ରବର୍ତନ ନିର୍ଦେଶାଳୟ (ଇଡି) କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ବିଦେଶରେ ସମ୍ପତ୍ତି କିଣିଥିବା ଅଭିଯୋଗରେ ତାଙ୍କୁ ଇଡି ପଚରାଉଚରା କରୁଥିବା ସୂଚନା ମିଳିଛି । ରବର୍ଟଙ୍କୁ ନିଜେ ପ୍ରିୟଙ୍କା ପ୍ରିୟଙ୍କା ଗାନ୍ଧୀ ଭଦ୍ରା…
Read More...

ସବୁଠି ଚର୍ଚ୍ଚାରେ ସିବିଆଇ

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ବିଜେଡି ନେତାଙ୍କୁ ନୋଟିସ କରି ଓଡ଼ିଶାରେ ସିବିଆଇ ଚର୍ଚ୍ଚାରେ ରହିଛି । ପଶ୍ଚିମବଙ୍ଗ ଠାରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ସିବିଆଇର କାର୍ଯ୍ୟକୁ ନେଇ ବିତର୍କ ମୁଣ୍ଡ ଟେକିଛି । ଏମିତି ଏକ ସମୟରେ ସିବିଆଇର ଅନ୍ତରୀଣ ମୁଖ୍ୟ ତଥା ଓଡ଼ିଶା କ୍ୟାଡର ଆଇପିଏସ୍‍…
Read More...

ସୂଚନା କମିସନରେ କେବଳ ବାବୁ କାହିଁକି

ସୁପ୍ରିମକୋର୍ଟଙ୍କ ତିନିଜଣିଆ ଖଣ୍ଡପୀଠଙ୍କ ପ୍ରଶ୍ନ ନୂଆଦିଲ୍ଲୀ: ସୂଚନା କମିସନ ପଦରେ ମୁଖ୍ୟତଃ ଅମଲାମାନଙ୍କୁ ନିଯୁକ୍ତି ନେଇ ସମଗ୍ର ଦେଶରେ ଚର୍ଚ୍ଚା ଜାରି ରହିଛି । ପ୍ରାୟ ସବୁ ରାଜ୍ୟ ସରକାର ଏହି ଦିଗରେ ଗତି କରୁଛନ୍ତି । କେନ୍ଦ୍ର ସରକାର ମଧ୍ୟ । ଓଡ଼ିଶାରେ ମଧ୍ୟ ଏ ନେଇ ବହୁ ପୂର୍ବରୁ…
Read More...

ଜଣେ ବିଚାରପତି ଅନୁପସ୍ଥିତ ବୋଲି

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଅଯୋଧ୍ୟ ମାମଲାର ଶୁଣାଣି ଜାନୁଆରି ୨୯ ତାରିଖ ଅର୍ଥାତ୍‍ ସୋମବାର ହେବ ନାହିଁ । ରବିବାର ଦିନ ଏହାକୁ ବାତିଲ କରାଯାଇଛି । ପାଞ୍ଚ ଜଣିଆ ଖଣ୍ଡପୀଠଙ୍କ ମଧ୍ୟରୁ ଜଷ୍ଟିସ ଏସ ଏ ବବ୍‍ଡେ ଅନୁପସ୍ଥିତ ରହୁଥିବା କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଗତ ୨୫ ତାରିଖ ଦିନ…
Read More...