ପ୍ରମୁଖ ଖବର

ଭୁବନେଶ୍ୱର ସ୍ଥିତ ଲାଇଫ୍ ହୋଟେଲରେ ‘ଗୋ-ହୋମଷ୍ଟେ’ ପୋର୍ଟାଲର ଶୁଭାରମ୍ଭ
ଇଂଲଣ୍ଡକୁ ପରାସ୍ତ କରି ଫାଇନାଲ୍ ରେ ଭାରତ
ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି
ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଲେ ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ
ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ସୁରେଶ ପୂଜାରୀ
Browsing Category

ବଡ ଖବର

ବାୟୁ ପ୍ରଦୂଷଣ ପାଇଁ ଦିଲ୍ଲୀରେ ସ୍କୁଲ କଲେଜ ବନ୍ଦ

ନୂଆଦିଲ୍ଲୀ; ଦିଲ୍ଲୀରେ ବାୟୁ ଗୁଣବତ୍ତା ସୂଚକାଙ୍କ ଅତ୍ୟନ୍ତ ବିପଜ୍ଜନକ ସ୍ତରରେ ପହଞ୍ଚିଛି। ବାୟୁ ପ୍ରଦୂଷଣ ଦିଲ୍ଲୀ-ଏନସିଆରରେ ଲୋକଙ୍କ ସମସ୍ୟା ବଢାଇ ଦେଇଛି। ସବୁଠାରୁ ବଡ ସମସ୍ୟା ହେଉଛି ନୋଏଡା, ଗାଜିଆବାଦ ଏବଂ ଗୁରୁଗ୍ରାମରେ। ଏଠାରେ ମଧ୍ୟ ମଙ୍ଗଳବାର (୧୯ ନଭେମ୍ବର ୨୦୨୪) ଅଧିକାଂଶ
Read More...

ଲରେନ୍ସ ବିଷ୍ଣୋଇଙ୍କ ଭାଇ ଅନମୋଲ ଗିରଫ

ମୁମ୍ବାଇ: ଲରେନ୍ସ ବିଷ୍ଣୋଇଙ୍କ ଭାଇ ଅନମୋଲଙ୍କୁ ଆମେରିକାର କାଲିଫର୍ନିଆରେ ଗିରଫ କରାଯାଇଛି। ଗତ ମାସରେ ଭାରତ ସରକାର ତାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଥିଲେ। ମୁମ୍ବାଇ ପୋଲିସର କ୍ରାଇମ ଶାଖା ଅନମୋଲଙ୍କ ପ୍ରତ୍ୟର୍ପଣ ପ୍ରକ୍ରିୟା ଆରମ୍ଭ କରିବାର କିଛି ସପ୍ତାହ ପରେ ଏହି
Read More...

ଭୟଙ୍କର ପ୍ରଦୂଷଣ ପାଇଁ ଦିଲ୍ଲୀରେ ଜାରିହେଲା ଜିଆର୍‌ଏପି-୪ କଟକଣା

ନୂଆଦିଲ୍ଲୀ: ସୋମବାର ଦିଲ୍ଲୀରେ ବାୟୁ ପ୍ରଦୂଷଣ ଜୀବନ ପ୍ରତି ବିପଦ ସ୍ତରରେ ପହଞ୍ଚିବା ପରେ ଜିଆର୍‌ଏପି-୪ ଲାଗୁ କରାଯାଇଛି। ଆଜିଠାରୁ କେବଳ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ବିଦ୍ୟାଳୟଗୁଡ଼ିକ ଅଫ୍‌ଲାଇନ ମୋଡ୍‌ରେ ଖୋଲିବ। ଅନ୍ୟ ସମସ୍ତ ଶ୍ରେଣୀ ପାଇ ଅନଲାଇନରେ ପାଠପଢ଼ା ହେବ। ସୋସିଆଲ
Read More...

ବନ୍ଦେ ଭାରତ ଏକ୍ସପ୍ରେସ ଖାଦ୍ୟରେ ପୋକ

ଚେନ୍ନାଇ: ବନ୍ଦେ ଭାରତ ଏକ୍ସପ୍ରେସ ଖାଦ୍ୟରେ ପୋକ। ଆଗରୁ ମଧ୍ୟ ଖାଦ୍ୟ ସେବାକୁ ନେଇ ବନ୍ଦେ ଭାରତ ଏକ୍ସପ୍ରେସ ବିବାଦ ଘେରରେ ରହିଛି । ପୁଣି ଥରେ ଏହି ଟ୍ରେନରେ ପରଷା ଯାଇଥିବା ଖାଦ୍ୟରେ ପୋକ ବାହାରିଥିବା ନେଇ ଖବର ମିଳିଛି । ସୂଚନା ଅନୁଯାୟୀ, ଏନେଇ ଜଣେ ଯାତ୍ରୀ ସୋସିଆଲ ମିଡିଆରେ ଏକ
Read More...

କଟକ ବାଲିଯାତ୍ରାରୁ ବିପୁଳ ପରିମାଣର ବାସି ଖାଦ୍ୟ ନଷ୍ଟ କଲା ସିଏମସି

କଟକ: ଆରମ୍ଭ ହୋଇଯାଇଛି ଐତିହାସିକ ବାଲିଯାତ୍ରା ବାଲିଯାତ୍ରାର ମଜା ନେଉଛନ୍ତି ହଜାର ହଜାର ଲୋକେ। ଏହାର ସୁଯୋଗ ନେଇ ଲୋକଙ୍କୁ ଠକୁଛନ୍ତି ବ୍ୟବସାୟୀ। ବାଲିଯାତ୍ରା ପଡିଆରେ କଟକ ମହାନଗର ନିଗମ ଫୁଡ଼ ସ୍କ୍ବାର୍ଡର ଚଢାଉ। ସମସ୍ତ ଉପର ଏବଂ ତଳ ପଡିଆରେ ଥିବା ଫୁଡ୍ ଷ୍ଟଲରେ ଚଢାଉ କରି ବାସି ଖାଦ୍ୟ
Read More...

ଆତଙ୍କବାଦୀ ସଙ୍ଗଠନ ଲସ୍କରରୁ ଆର୍‌ବିଆଇକୁ ମିଳିଲା ଧମକ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)କୁ ଆସିଛି ଧମକପୂର୍ଣ୍ଣ କଲ୍‌। ବ୍ୟାଙ୍କର କଷ୍ଟମର କେୟାର ନମ୍ବରକୁ ଜଣେ ଫୋନ୍‌ କରି ନିଜକୁ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଇବାର ସିଇଓ ବୋଲି ପରିଚୟ ଦେଇଥିଲେ। ଶନିବାର ସକାଳ ୧୦ଟାରେ ଏହି ଫୋନ୍‌ ଆସିଥିବା ଜଣାପଡ଼ିଛି। ଏହି ଧମକପୂର୍ଣ୍ଣ
Read More...

ଲୋକଙ୍କୁ ଫେରାଯିବ ବେଦାନ୍ତ ଜମି

ଭୁବନେଶ୍ବର: ବେଦାନ୍ତ ପାଇଥିବା ଜମିକୁ ଲୋକଙ୍କୁ ଫେରସ୍ତ କରାଯିବ। ପୁରୀରେ ଅନ୍ତର୍ଜାତୀୟ ସ୍ତରର ବିଶ୍ୱବିଦ୍ୟାଳୟ ସ୍ଥାପନ କରିବା ପାଇଁ ବେଦାନ୍ତ କମ୍ପାନୀ ନେଇଥିବା ଜମି ଲୋକଙ୍କୁ ଫେରସ୍ତ କରାଯିବ। ଜମି ଫେରସ୍ତ ପାଇଁ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ରାଜସ୍ୱ ଓ
Read More...

ଅଯୋଧ୍ୟା ରାମ ମନ୍ଦିରକୁ ଉଡାଇଦେବାକୁ ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁର ଧମକ

ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିରକୁ ଉଡାଇଦେବାକୁ ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍ନୁର ଧମକ। ଏକ ଭିଡିଓ ଜାରି କରି ରାମ ମନ୍ଦିରକୁ ଉଡ଼ାଇ ଦେବାକୁ ସେ ଧମକ ଦେଇଛି। ଭିଡିଓରେ ପନ୍ନୁର କାନାଡାର ହିନ୍ଦୁ ସାଂସଦ ଚନ୍ଦ୍ର ଆର୍ଯ୍ୟଙ୍କୁ ମଧ୍ୟ ଧମକ ଦେଉଥିବା ଜଣାପଡିଛି। ଶିଖ୍ ଫର
Read More...

ରାଜ୍ୟର ୩ ପୋଲିସ ଇନ୍ସପେକ୍ଟରଙ୍କୁ ମିଳିବ କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପଦକ

ନୂଆଦିଲ୍ଲୀ: ଘୋଷଣା ହେଲା କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପଦକ ପୁରସ୍କାର। ରାଜ୍ୟର ୩ ପୋଲିସ ଇନ୍ସପେକ୍ଟରଙ୍କୁ ମିଳିବ କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପଦକ। ଅପରାଧୀକ ମାମଲାର ତଦନ୍ତରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପୁରସ୍କାର ଦିଆଯିବ ବୋଲି ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲ ଏକ୍ସରେ ଡିଜିପି
Read More...

ବାବା ସିଦ୍ଦିକିଙ୍କୁ ଗୁଳି କରିଥିବା ଅଭିଯୁକ୍ତ ଗିରଫ

ମହାରାଷ୍ଟ୍ର: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନସିପି ନେତା ବାବା ସିଦ୍ଦିକିଙ୍କୁ ବିଚ୍‌ ରାସ୍ତାରେ ଗୁଳି କରିଥିବା ଅଭିଯୁକ୍ତ ଗିରଫ। ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଲା ଶିବ କୁମାର। ବାବା ସିଦ୍ଦିକୀଙ୍କ ହତ୍ୟା ମାମଲାରେ ଆଉ ଜଣେ ସୁଟର ଗିରଫ। ସେ ନେପାଳ ଖସି ଯିବାକୁ ଚେଷ୍ଟା
Read More...