ପ୍ରମୁଖ ଖବର

କ୍ରସ୍‌ ଭୋଟିଂ ପରେ କଡ଼ା କାର୍ଯ୍ୟାନୁଷ୍ଠାନ: କଂଗ୍ରେସରୁ ନିଲମ୍ବିତ ହେଲେ ୩ ବିଧାୟକ
ହର୍ମୁଜ ଅତିକ୍ରମ କରି ଭାରତରେ ପହଞ୍ଚିଲା ‘ନନ୍ଦାଦେବୀ’ LPG ଜାହାଜ; ଓଡ଼ିଆ କ୍ୟାପଟେନଙ୍କ ସଫଳତା
୧୧ ଜିଲ୍ଲାରେ ୨୩ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ
ପୁରୀ: ବୋମା ଭିଡୁଥିବା ବେଳେ ବିସ୍ଫୋରଣରେ ଛିଡିଗଲା ଯୁବକଙ୍କ ପାପୁଲି
ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମାଆ ବି ପାଇବେ ମାଟର୍ନିଟୀ ଲିଭ୍
ଭୁବନେଶ୍ୱର ଗସ୍ତରେ ରାଜନାଥ ସିଂହ
୨୯୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଟିଏମସି
Browsing Category

ବଡ ଖବର

ଋଷକୁ ବଡ଼ ଝଟକା, ବିସ୍ଫୋରଣରେ ଯୁଦ୍ଧ ଜାହାଜ ଧ୍ୱଂସ

ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ଋଷ ବଡ଼ ଝଟକା ଲାଗିଛି। କୁହାଯାଉଛି, ବ୍ଲାକ ସିରେ ଋଷର ଏକ ମିସାଇଲ କ୍ରୁଜ ଧ୍ୱଂସ ହୋଇାଇଛି। ଏହା ପରେ ମିସାଇଲ କ୍ରୁଜର ମୋସ୍କାଭାର କ୍ରୁ ମେମ୍ବର୍ସଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଋଷ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।
Read More...

ବିଜୟଙ୍କ ନୂଆ ରାଜନୈତିକ ଯାତ୍ରା ଆରମ୍ଭ

କିଏ କହୁଛି ବିଜେଡିକୁ ଫେର; ଆଉ କାହାର ମତ ଆପ୍ ନ ହେଲେ ନୂଆ ଆଞ୍ଚଳିକ ଦଳରାମନବମୀରେ ବନ୍ଧୁମିଳନ ଆଳରେ ଖୋଲା ଆଲୋଚନା ଆରମ୍ଭ କରାଗଲାଆଉ କେତୋଟି ବୈଠକ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ନିକଟତମ ମହଲରୁ ସୂଚନା ଭୁବନେଶ୍ବର: ରାଜ୍ୟ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଲାଗି କୌଶଳ
Read More...

୨୪ ପାଇଁ ଟିମ୍: କିଏ ବାଦ୍ ପଡ଼ିବେ, କିଏ ହେବେ ସାମିଲ୍

ଭୁବନେଶ୍ବର: ପାଖାପାଖି ବର୍ଷେ କାଳ ବିଜୁ ଜନତା ଦଳ ପଞ୍ଚାୟତ ଓ ପୌର ନିର୍ବାଚନ କସରତ ଚଳାଇଥିଲା। ଗତକାଲି (ଶନିବାର) ଭୁବନେଶ୍ବର ମହାନଗର ନିଗମ ଡେପୁଟି ମେୟର ଚୟନ ସହିତ ଏହି ପ୍ରକ୍ରିୟାରେ ପୂର୍ଣ୍ଣଛେଦ ପଡ଼ିଛି। ଆଦୌ ମୁହୂର୍ତେ ବି ସମୟ ନଷ୍ଟ ନ କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
Read More...

ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇବା ମାମଲା: ପୋଲିସ ଜୁଲମକୁ ଚାରିଆଡୁ ନିନ୍ଦା

ନୀଳଗିରି ସାମ୍ବାଦିକଙ୍କ ଗୋଡ଼ରେ ବେଡି ପକାଇବା ଘଟଣାକୁ ଚାରିଆଡୁ ନିନ୍ଦା । ଆଜି ସାରା ରାଜ୍ୟରେ ପ୍ରତିବାଦ ଦେଖାଦେଇଛି । ରାଜ୍ୟବ୍ୟାପି ସାମ୍ବାଦିକ ମାନେ କଳା ବ୍ୟାଚ ପିନ୍ଧି ବିକ୍ଷୋଭ କରିଛନ୍ତି । ଭଦ୍ରକ, ଫୁଲବାଣୀ, ଧର୍ମଶାଳା, ରାୟଗଡା,ମାଲକାନଗିରି ,କେନ୍ଦ୍ରାପଡା ସମେତ ସବୁ ଜିଲାରେ
Read More...

ସଂସଦ ଭବନରେ ମୁଖ୍ୟମନ୍ତ୍ରୀ, ସାଂସଦଙ୍କୁ ଦେଲେ ପରାମର୍ଶ

ତିନି ଦିନିଆ ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂସଦ ଭବନରେ ଦଳୀୟ ସାଂସଦ ମାନଙ୍କ ସହ ଆଲୋଚନା କରିଛନ୍ତି । ସଂସଦରେ ଓଡିଶାର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ ଶାଣିତ ସ୍ୱରରେ ଉଠାଇବାକୁ ମୁଖ୍ୟମନ୍ତ୍ରୀ ସାଂସଦଙ୍କୁ ପରାମର୍ଶ ଦେଇଛନ୍ତି । ଓଡିଶାର ପୁରୁଣା ପ୍ରସଙ୍ଗ ଓ
Read More...

୭ମ ବେତନ କମିଶନ ବାବଦ ବକେୟା ୨୦% ଅର୍ଥ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଏହାଦ୍ବାରା କର୍ମଚାରୀମାନେ ସଂପୂର୍ଣ୍ଣ ବକେୟା ରାଶି ପାଇପାରିବେପୂର୍ବରୁ ୮୦ ପ୍ରତିଶତ ବକେୟା ପ୍ରଦାନ କରାଯାଇଛିଉପକୃତ ହେବେ ୪ ଲକ୍ଷ କର୍ମଚାରୀ, ୮୫୦ କୋଟି ଟଙ୍କା ବ୍ୟୟ ବରାଦ ଭୁବନେଶ୍ବର: ସପ୍ତମ ବେତନ କମିଶନ ବାବଦ ଆଉ ୨୦ ପ୍ରତିଶତ ବକେୟା ଅର୍ଥ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ
Read More...

ଗୁଳି ଫୁଟି ଥାନା ଅଧିକାରୀଙ୍କ ମୃତ୍ୟୁ

ଗୁଳି ଫୁଟି ଚାଲିଗଲା ଥାନା ବାବୁଙ୍କ ଜୀବନ । ଘରେ ରିଭଲଭର ସଫା କରୁଥିବା ସମୟରେ ଗୁଳିଫୁଟି ଭଞ୍ଜନଗର ଗାଙ୍ଗପୁର ଥାନା ଆଇଆଇସିଙ୍କ ମୃତ୍ୟୁ ହୋଇଛି । ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ମୃତ୍ୟୁ ନେଇ ଗଞ୍ଜାମ ଏସପି ସୂଚନା ଦେଇଛନ୍ତି । ଦେବ କୁମାର ଗମାଙ୍ଗ ନିଜ ରିଭଲଭର ସଫା କରୁଥିଲେ । ଏହି
Read More...

ବିଜୟ ମହାପାତ୍ର ନୂଆଦିଲ୍ଲୀ ଗଲେ, କାହାକୁ ଭେଟିଲେ?

ପୁଅ ଏବେ ରାଜନୀତିକୁ ଓହ୍ଲାଇବାର ନାହିଁ କି ନିର୍ବାସନ ନେବେ ନାହିଁ ବିଜୟତୁଚ୍ଛା ଗୁଜବ କହି ଏଡ଼ାଇଗଲେ, କହିଲେ ଦେଖ ଆଗକୁ କଣ ସବୁ ଚାଲିଛି ଭୁବନେଶ୍ବର: ବିଜେପିରୁ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ଧୀରେ ଧୀରେ ଦୂରେଇ ଗଲେଣି। ଗତ ପଞ୍ଚାୟତ ନିର୍ବାଚନରେ ସେ ଖୋଲାଖୋଲି ଘୋଷଣା
Read More...

ବିଦା ହେଲେ ଆଉ ୬ ଅଧିକାରୀ

ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ । ବିଦା ହେଲେ ଆଉ ୬ ଜଣ ବାବୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ସବୁବେଳେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ରାଜ୍ୟ ସରକାରଙ୍କ ଏହି ଆଭିମୁଖ୍ୟ ଅନୁଯାୟୀ ଆଜି ୬ ଜଣ
Read More...

ନେତାଙ୍କ ଆଚରଣରେ ରାଗିଗଲେଣି ବିଜେପି କର୍ମୀ

ପଞ୍ଚାୟତ ନିର୍ବାଚନ ସରିଥିଲା, ପୌର ନିର୍ବାଚନ ବି ଗଲାବିଜେପିର ତୁଙ୍ଗ ନେତାଙ୍କୁ ଦେଖପାରିଲେନି କର୍ମୀପ୍ରଚାରକୁ ଆସିଲେ ନାହିଁ କି ଭରସା ଦେଲେ ନାହିଁ ଭୁବନେଶ୍ବର: ପୌର ନିର୍ବାଚନ ପ୍ରଚାର ସରିଗଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ
Read More...