Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ସ୍ୱଚ୍ଛ ସର୍ବେକ୍ଷଣରେ ଓଡ଼ିଶାକୁ ୩ ପୁରସ୍କାର, ପୁରୀ ଦେଶରେ ପ୍ରଥମ
ନଭେମ୍ବର ୧୨ରୁ ଅମୂଲ ଓ ମଦର ଡାଏରୀ କ୍ଷୀର ଦର ଲିଟର ପିଛା ୨ରୁ ୪ ଟଙ୍କା ବୃଦ୍ଧି ପାଇବ
କେନ୍ଦ୍ର କ୍ୟାବିନେଟର ୫ ବଡ଼ ନିଷ୍ପତ୍ତି, ୭୫ ହଜାର କୋଟିରୁ ଅଧିକ ଅନୁଦାନକୁ ମଞ୍ଜୁରି
ଓଡ଼ିଶା-ଜାପାନ ସମ୍ପର୍କରେ ନୂଆ ଅଧ୍ୟାୟ, ତୋତ୍ତୋରି ସହ ମୈତ୍ରୀ ଚୁକ୍ତି ସ୍ୱାକ୍ଷର
ବେଙ୍ଗାଲୁରୁରେ ୧୬୦ କୋଟିର ବାୟୋଗ୍ୟାସ୍ ପ୍ଲାଣ୍ଟ ଶିଳାନ୍ୟାସ କରିବେ ମୋଦୀ
ବାଲିଯାତ୍ରା ଉଦ୍ଘାଟନ କରିବେ ରାଷ୍ଟ୍ରପତି ମୁର୍ମୁ
ନାଟମଣ୍ଡପ ଧାଡ଼ି ଦର୍ଶନ ବ୍ୟବସ୍ଥାରେ ହେବ ସଂଶୋଧନ
ଝରିଗାଁ କୋର୍ଟରେ ତୁମୁଳକାଣ୍ଡ, ଲୁହା ରଡ୍ରେ ବିଚାରପତିଙ୍କୁ ଆକ୍ରମଣ
Browsing Category
ବଡ ଖବର
ପହିଲାରୁ ପରିବର୍ତ୍ତନ ହେଲା ୫ ବଡ ନିୟମ
ନୂଆଦିଲ୍ଲୀ; ନଭେମ୍ବର ମାସ ପହିଲାରୁ ହେଉଛି ଅନେକ ପରିବର୍ତ୍ତନ । ନଭେମ୍ବର ୧ ଅର୍ଥାତ୍ ଆଜିଠାରୁ ଲାଗୁ ହେବାକୁ ଯାଉଛି କିଛି ନୂଆ ନିୟମ । ଏହି ନିୟମ ଦ୍ୱାରା ସାଧାରଣ ଜନତା ବିଶେଷ ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି । ତେବେ ଆଜିଠାରୁ ଏଲପିଜି, ବୀମା, ବିଜୁଳି, ରୋଷେଇ ସିଲିଣ୍ଡର ଓଟିପି!-->…
Read More...
Read More...
ଆରବିଆଇ ଡିଜିଟାଲ୍ ଇ-ଟଙ୍କାର ପାଇଲଟ୍ ପରୀକ୍ଷଣ ଆରମ୍ଭ
ନୂଆଦିଲ୍ଲୀ; ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଚଳିତ ମାସ ଆରମ୍ଭରେ ଘୋଷଣା କରିଥିଲା ଯେ ଖୁବ୍ ଶୀଘ୍ର ଡିଜିଟାଲ୍ ବ୍ୟବହାର (ଇ-ରୂପୀ) ର ପାଇଲଟ୍ ଲଞ୍ଚ ଆରମ୍ଭ ହେବ। ବର୍ତ୍ତମାନ ଆରବିଆଇର ନିଜସ୍ୱ ଡିଜିଟାଲ୍ ମୁଦ୍ରା ବାସ୍ତବରେ ପରିଣତ ହେବାକୁ ଯାଉଛି | କେନ୍ଦ୍ରୀୟ ବ୍ୟାଙ୍କ!-->…
Read More...
Read More...
ଝୁଲା ପୋଲ ଭୁଶୁଡି ୧୪୧ରୁ ଅଧିକ ମୃତ
ଅହମଦାବାଦ: ରବିବାର ସଂଧ୍ୟାରେ ଗୁଜରାଟର ମୋରବିରେ ଝୁଲା ପୋଲ ଭୁଶୁଡିବା ଯୋଗୁଁ ୧୪୧ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ମଚ୍ଛୁ ନଦୀରେ ନିର୍ମିତ କେବଲ ବ୍ରିଜ ଅଚାନକ ଭୁଶୁଡି ଯିବାରୁ ଅନେକ ଲୋକ ନଦୀକୁ ଖସି ପଡିଛନ୍ତି । ଲୋକଙ୍କୁ ନଦୀରୁ ଉଦ୍ଧାର ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।!-->…
Read More...
Read More...
ଇଣ୍ଡିଗୋ ବିମାନରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ନୂଆଦିଲ୍ଲୀ: ଦିଲ୍ଲୀ ଆଇଜିଆଇ ବିମାନ ବନ୍ଦରରେ ଘଟିଛି ଏହି ଅଘଟଣ। ବେଙ୍ଗାଲୁରୁ ଅଭିମୁଖେ ଗ୍ରସ୍ତ କରୁଥିଲା ଇଣ୍ଡିଗୋ ବିମାନ। ବିମାନର ଡେଣା ହଠାତ୍ ଜଳି ଉଠିଥିଲା, ଯାହା ଫଳରେ ଦିଲ୍ଲୀ ବିମାନ ବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲା। ଏବଂ ଦିଲ୍ଲୀରେ ହିଁ ୫ରୁ ୭ ସେକେଣ୍ଡ ମଧ୍ୟରେ ଅବତରଣ!-->…
Read More...
Read More...
ବିଷ ପାଲଟିଲା କି ଯମୁନା ନଦୀ ?
ବାୟୁ ପରେ ଏବେ ଜଳ ପ୍ରଦୂଷଣବାୟୁ ପ୍ରଦୂଷଣ ପରେ ଏବେ ଜଳ ପ୍ରଦୂଷଣଯମୁନା ନଦୀର ଚାରିଆଡେ ଖାଲି ଧଳା ଫେଣହସ୍ପିଟାଲରେ ବଢିବାରେ ଲାଗିଛି ରୋଗୀଙ୍କ ସଂଖ୍ୟା
ନୂଆଦିଲ୍ଲୀ; ଦିନକୁ ଦିନ ବିଷାକ୍ତ ହେବାରେ ଲାଗିଛି ରାଜଧାନୀ ଦିଲ୍ଲୀ । ଦିଲ୍ଲୀରେ ବାୟୁ ପ୍ରଦୂଷଣ ବୃଦ୍ଧି ପାଇଥିବା ବେଳେ ଏବେ ଜଳ!-->!-->!-->…
Read More...
Read More...
ଦିଲ୍ଲୀରେ ପୁଣି ବଢିଲା ପ୍ରଦୂଷଣ
ନୂଆଦିଲ୍ଲୀ; ଆଗକୁ ଦୀପାବଳି ଥିବାବେଳେ ରାଜଧାନୀର ଆକାଶ ଧୂଆଁରେ ଢ଼ାଙ୍କି ହୋଇଯାଇଛି। ବାୟୁର ମାନ ଖରାପ ହେବା ଯୋଗୁଁ ପୁଣି ଅସ୍ତବ୍ୟସ୍ତ ହେଲେଣି ଦିଲ୍ଲୀବାସୀ । ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଡ଼ା କଟକଣା ଲାଗୁ କରାଯାଇଛି।
ସୂଚନାନୁସାରେ : ଶନିବାର ଦିଲ୍ଲୀର ବିଭିନ୍ନ!-->!-->!-->…
Read More...
Read More...
ସେନା ହେଲିକପ୍ଟର ‘ରୁଦ୍ର’ ଦୁର୍ଘଟଣାଗ୍ରସ୍ତ
ଅରୁଣାଚଳ ପ୍ରଦେଶ; ଅରୁଣାଚଳ ପ୍ରଦେଶରେ ଘଟିଲା ଏକ ବଡ ଦୁର୍ଘଟଣା । ପୁଣି ଏକ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଶୁକ୍ରବାର ଅରୁଣାଚଳ ପ୍ରଦେଶର ଅପର ସିଆଙ୍ଗ ଜିଲ୍ଲାରେ ସେନାର ଅତ୍ୟାଧୁନିକ ହାଲୁକା ହେଲିକପ୍ଟର ‘ରୁଦ୍ର’ କ୍ରାଶ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ ମିଗିଙ୍ଗ!-->!-->!-->…
Read More...
Read More...
ଦୀପାବଳି ଭେଟି, ୭୫୦୦୦ ଯୁବାଙ୍କୁ ନଯୁକ୍ତିପତ୍ର ପ୍ରଦାନ କରିବେ ମୋଦୀ
ନୂଆଦିଲ୍ଲୀ: ଚଳିତ ବର୍ଷ ଦିପାବଳୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ୭୫,୦୦୦ ଯୁବବର୍ଗଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ। ଦୀପାବଳିର ଦୁଇ ଦିନ ପୂର୍ବରୁ ଅର୍ଥାତ ଶନିବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୁବବର୍ଗମାନଙ୍କ ସହ ପ୍ରଧାନମନ୍ତ୍ରୀ ଯୋଗାଯୋଗ କରିବେ ବୋଲି ବିଶେଷ!-->…
Read More...
Read More...
ବଙ୍ଗୋପସାଗରରେ ଆସୁଛି ବାତ୍ୟା
୨୨ ତାରିଖରେ ସ୍ପଷ୍ଟ ହେବ କେତେ ଓ କେଉଁଠି ପ୍ରଭାବ ପକାଇବ
ଭୁବନେଶ୍ବର: ଉତ୍ତର ଆଣ୍ଡମାନ ସାଗର ରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହି କ୍ଷେତ୍ର ଆସନ୍ତା ୪୮ ଘଣ୍ଟା ମଧ୍ୟରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର ହୋଇ ଦକ୍ଷିଣ ପୂର୍ବ ତତ୍ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ!-->!-->!-->…
Read More...
Read More...
ରବି ଫସଲର ଏମଏସପି ବୃଦ୍ଧି କଲା କେନ୍ଦ୍ର
ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ଚାଷୀଙ୍କ ପାଇଁ ଆସିଲା ଖୁସି ଖବର । ରବି ଫସଲର ଏମଏସ୍ପି ବୃଦ୍ଧି କଲେ କେନ୍ଦ୍ର ସରକାର । ୨୦୨୩-୨୪ରେ ଏହି ବର୍ଦ୍ଧିତ ଏମଏସ୍ପି ଦାମରେ ସରକାର ଚାଷୀଙ୍କଠାରୁ ସାମଗ୍ରୀ କିଣିବେ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏମଏସ୍ପି!-->…
Read More...
Read More...