Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
କ୍ରସ୍ ଭୋଟିଂ ପରେ କଡ଼ା କାର୍ଯ୍ୟାନୁଷ୍ଠାନ: କଂଗ୍ରେସରୁ ନିଲମ୍ବିତ ହେଲେ ୩ ବିଧାୟକ
ହର୍ମୁଜ ଅତିକ୍ରମ କରି ଭାରତରେ ପହଞ୍ଚିଲା ‘ନନ୍ଦାଦେବୀ’ LPG ଜାହାଜ; ଓଡ଼ିଆ କ୍ୟାପଟେନଙ୍କ ସଫଳତା
୧୧ ଜିଲ୍ଲାରେ ୨୩ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ
ପୁରୀ: ବୋମା ଭିଡୁଥିବା ବେଳେ ବିସ୍ଫୋରଣରେ ଛିଡିଗଲା ଯୁବକଙ୍କ ପାପୁଲି
ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମାଆ ବି ପାଇବେ ମାଟର୍ନିଟୀ ଲିଭ୍
ଭୁବନେଶ୍ୱର ଗସ୍ତରେ ରାଜନାଥ ସିଂହ
୨୯୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଟିଏମସି
Browsing Category
ବଡ ଖବର
ଖୋର୍ଧା ଜିଲ୍ଲା ରାଜନୀତିରେ ଅଧିକ ସକ୍ରିୟ ହେବେଏଥର ରାଜ୍ୟସଭା ପଠାଇବାକୁ ବିଜେଡି ଚିନ୍ତାକରୁଛିଅପରାଜିତାଙ୍କୁ ଚେକ ଦେବାଲାଗି ବ୍ୟବହାର କରିବେ
ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ମିଳିଥିବା ସଫଳତା ଆଖି ଖୋସିଦେବା ଭଳି ହୋଇଛି। ଏବେ ଦଳ ପୌର ନିର୍ବାଚନରେ ବି ଅନୁରୂପ!-->!-->!-->!-->!-->!-->!-->…
Read More...
Read More...
ସ୍କୁଲ ଶ୍ରେଣୀଗୃହରୁ ମିଳିଲା ବନ୍ଧୁକ
ସ୍କୁଲ ଶ୍ରେଣୀଗୃହରୁ ବାହାରିଲା ଦେଶୀ ବନ୍ଧୁକ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ସମ୍ବଲପୁର କୁଚିଣ୍ଡା ଉଷାକୋଠି ଅଭୟାରଣ୍ୟ ମଧ୍ୟରେ ଥିବା ରେଙ୍ଗୁମୁଣ୍ଡା ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀଗୃହରୁ ବନ୍ଧୁକ ମିଳିଛି । ଆଉ ନିଜେ ଶିକ୍ଷକ ହିଁ ଏହି ବନ୍ଧୁକ ରଖିଥିବା ଜଣାପଡିଛି ।!-->!-->!-->…
Read More...
Read More...
ବିଜେପି ନେତା ଗଲେ କୁଆଡେ ?
ପଞ୍ଚାୟତରେ ଶୋଚନୀୟ ପ୍ରଦର୍ଶନ ପରେ ବି ଆଶ୍ବାସନା ଦେଉନି ଦଳଏଯାଏ କାରଣ ଖୋଜା ବୈଠକ ବସିଲାନି କି କେହି ଦାୟିତ୍ବ ମୁଣ୍ଡାଇଲେନିଧର୍ମେନ୍ଦ୍ର, ବୈଜୟନ୍ତ, ସମ୍ବିତଙ୍କ ଭୂମିକା ନେଇ ସବୁଠାରେ ପ୍ରଶ୍ନ ଉଠିଲାଣିପୌରାଞ୍ଚଳ ହାତଛଡ଼ା ହେଲେ ଆଗକୁ ବଡ ମୂଲ୍ୟ ଦେଇପାରେ ବିଜେପିଦଳର ଶୀର୍ଷ!-->!-->!-->…
Read More...
Read More...
କଂଗ୍ରେସ ପରାଜୟ ନୁହେଁ, ସୋନିଆଙ୍କ ପାଇଁ ବେଶୀ ଚିନ୍ତା!
ସଭାପତି ପଦରେ ରହିବେ ସୋନିଆ, ଗାନ୍ଧୀ ପରିବାର ଇସ୍ତଫା ଖବର ଫୁସ୍ରାହୁଲଙ୍କୁ କଂଗ୍ରେସ ନେତୃତ୍ବ ଦେବା ପାଇଁ ପୁଣି ଥରେ ଦଳରୁ ସ୍ବର ତେଜିଲାସଂସଦ ଅଧିବେଶନ ପରେ କଂଗ୍ରେସ ସଂଗଠନରେ ପରିବର୍ତ୍ତନ ହୋଇପାରେ
ନୂଆଦିଲ୍ଲୀ: ନିକଟରେ ଶେଷ ହୋଇଥିବା ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନରେ!-->!-->!-->…
Read More...
Read More...
ଋଷ ଆକ୍ରମଣରେ ୟୁକ୍ରେନରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ
ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଭାରତ ପାଇଁ ଦୁଃଖଦ ଖବର। ୟୁକ୍ରେନ ଉପରେ ଋଷ ଆକ୍ରମଣ ଚାଲିଗଲା ଭାରତୀୟ ଛାତ୍ରଙ୍କ ଜୀବନ। ବୈଦେଶିକ ମନ୍ତ୍ରାଳୟପକ୍ଷରୁ ଏନେଇ ଟୁଇଟ କରି ସୂଚନା ଦିଆଯାଇଛି । ମୃତ ଛାତ୍ର ଜଣକ କର୍ଣ୍ଣାଟକ ନବୀନ କୁମାର ବୋଲି ଜଣାପଡିଛି । ମୃତ ଛାତ୍ରଙ୍କ ପରିବାର ସହ ଯୋଗାଯୋଗରେ!-->…
Read More...
Read More...
ଦୁଇ ବର୍ଷ ପରେ ସ୍କୁଲ ଗଲେ ପ୍ରଥମରୁ ସପ୍ତମ ପିଲା, ପ୍ରଥମ ସପ୍ତାହରେ ହେବନି ପାଠପଢା
ଆଜିଠୁ ଖୋଲିଲା ପ୍ରଥମରୁ ସପ୍ତମ ଶ୍ରେଣୀ ଯାଏଁ ପିଲାଙ୍କ ସ୍କୁଲ । ପାଖାପାଖି ଦୁଇ ବର୍ଷ ପରେ ସ୍କୁଲ ମାଟି ମାଡିଛନ୍ତି ଛାତ୍ରଛାତ୍ରୀ । ହେଲେ ସ୍କୁଲ ଖୋଲିଥିଲେ ମଧ୍ୟ ପ୍ରଥମ ସପ୍ତାହରେ ପିଲାଙ୍କୁ ମାନସିକ ଚାପରୁ ମୁକ୍ତ ରଖିବା ପାଇଁ ପାଠପଢା ହେବ ନାହିଁ । ଦୁଇ ବର୍ଷ ହେବ ପିଲାମାନେ ଘରେ!-->…
Read More...
Read More...
ବଢିଲା ଯୁଦ୍ଧ ଆଶଙ୍କା, ୟୁକ୍ରେନରେ କାରରେ ଭୟଙ୍କର ବିସ୍ଫୋରଣ
ୠଷ ଓ ୟୁକ୍ରେନ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଗୋଟେ ପଟେ କୌଣସି ଆକ୍ରମଣ ହେବ ନାହିଁ ବୋଲି ଦାବି କରାଯାଉଛି, କିନ୍ତୁ ସ୍ଥିତି ଏହାର ଓଲଟା ଦେଖିବାକୁ ମିଳିଛି । ।ଶୁକ୍ରବାର ପୂର୍ବ ୟୁକ୍ରେନରେ ଏକ ଗାଡିରେ ଜୋରଦାର ବିସ୍ପୋରଣ ହୋଇଛି । ଏହି ଘଟଣା ପୂର୍ବ ୟୁକ୍ରେନର ଡୋନେଷ୍ଟକ ସହରରେ!-->…
Read More...
Read More...
ମୁଁ ସୁସ୍ଥ ଅଛି
ମୁଁ ସୁସ୍ଥ ଅଛି, ଖୁସି ଅଛି । ଏବଂ ଓଡିଶାବାସୀଙ୍କ ସେବା କରୁଛି । ସାମନାକୁ ଆସିଲେ ସୁପ୍ରିମୋ, ଏବଂ ଅପପ୍ରଚାରକାରୀଙ୍କ ମୁହଁ ଚୁପ କରିଦେଲେ । ଗତ କିଛିଦିନ ଧରି ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଚାଲିଥିବା ଗୁଜବରେ ଆଜି ପୂର୍ଣ୍ଣଚ୍ଛେଦ ପଡିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ୍ରକ!-->…
Read More...
Read More...