Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଅଟଳ ବସ୍ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ
Browsing Category
ଅପରାଧ
ବ୍ୟବସାୟୀଙ୍କ ଘରୁ ମିଳିଲା କୋଟି କୋଟି ଟଙ୍କାର ସମ୍ପତ୍ତି
୫୮ କୋଟି ନଗଦ, ୩୨କେଜି ସୁନା ଜବତ୮ ଦିନ ବ୍ୟବସାୟୀଙ୍କ ଘରେ ଚାଲିଥିବା ଚଢାଉ୨୬୦ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା୩୯୦ କୋଟିର ସଂପତ୍ତି ପାଇଲେ ଆୟକର ବିଭାଗ
ମୁମ୍ବାଇ: ମହାରାଷ୍ଟ୍ରର ଏକ ଇସ୍ପାତ ଓ କପଡା ଏବଂ ରିୟଲ ଇଷ୍ଟେଟ୍ କାରବାର କରୁଥିବା ଜଣେ ବ୍ୟବସାୟୀଙ୍କ ଘରେ ଆୟକର ବିଭାଗ!-->!-->!-->…
Read More...
Read More...
ଗିରଫ ହେଲେ ଚର୍ଚ୍ଚିତ ମିଶ୍ର
ଭୁବନେଶ୍ୱର: ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ରଙ୍କୁ ଗିରଫ କରିଛି ସିବିଆଇ। ଭୋର ସମୟରେ ଚର୍ଚ୍ଚିତ ମିଶ୍ର ସିବିଆଇରେ ହାଜର ହୋଇଥିଲେ। ଚର୍ଚ୍ଚିତ ସିବିଆଇର ହାଜର ହେବା ପରେ ତାଙ୍କର ମେଡ଼ିକାଲ ଟେଷ୍ଟ ହୋଇଥିଲା।ମେଡିକାଲ ଟେଷ୍ଟ ପରେ ସିବିଆଇ ଅଫିସକୁ ଫେରିବା ପରେ!-->…
Read More...
Read More...
ମହିମା ମିଶ୍ରଙ୍କ ଘରେ ସିବିଆଇ ରେଡ୍
ପାରାଦୀପ: ଶିଳ୍ପପତି ମହିମା ମିଶ୍ରଙ୍କ ଘର ଓ ଅଫିସ୍ରେ ଆଜି ସକାଳୁ ପହଁଞ୍ଚିଛି ସିବିଆଇ ଟିମ୍ । କଟକ ଓ ପାରାଦୀପର ବିଭିନ୍ନ ସ୍ଥାନରେ ସିବିଆଇ ଟିମ୍ ଚଢ଼ାଉ କରିଥିବା ବେଳେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି। ଏନେଇ ସିବିଆଇ ତରଫରୁ ଅଫିସିଆଲି କିଛି ଘୋଷଣା ହୋଇ ନ ଥିବା ବେଳେ ୨୫!-->…
Read More...
Read More...
ସାଂସଦ ସଂଞ୍ଜୟ ରାଉତ ଗିରଫ
ମୁମ୍ବାଇ; ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ବିଳମ୍ବିତ ରାତିରେ ଗିରଫ କରିଛି ଇଡି। ଗତକାଲି ରାତି ୧୨ଟାରେ ତାଙ୍କୁ ଗିରଫ କରାଯାଇଥିବା ସଞ୍ଜୟଙ୍କ ଭାଇ ସୁନୀଲ ରାଉତ ସୂଚନା ଦେଇଛନ୍ତି। ଆଜି ସକାଳ ସାଢେ ୧୧ଟାରେ ସଞ୍ଜୟ ରାଉତଙ୍କୁ କୋର୍ଟରେ ହାଜର କରାଯିବ। ଗତକାଲି ସକାଳ ୭ଟାରେ ସିଆରପିଏଫ!-->…
Read More...
Read More...
ବହିଷ୍କୃତ ହେଲେ ପାର୍ଥ ଚାଟାର୍ଜୀ
କୋଲକାତା: ବହିଷ୍କୃତ ହୋଇଛନ୍ତି ବେଙ୍ଗଲ ମନ୍ତ୍ରୀ ପାର୍ଥ ଚାଟାର୍ଜୀ। ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରିଛନ୍ତି। ଶିକ୍ଷକ ନିଯୁକ୍ତିରେ ହୋଇଥିବା ବ୍ୟାପକ ଦୁର୍ନୀତିରେ ପାର୍ଥଙ୍କ ହାତ ଥିବା ଅଭିଯୋଗ ହୋଇଥିଲା। ଏହି କାରଣରୁ ଇଡି ତାଙ୍କୁ ଗିରଫ କରିଛି।!-->…
Read More...
Read More...
ଅର୍ପିତାଙ୍କ ଅଡ଼ୁଆ ବଢିବାରେ ଲାଗିଛି
ଦୁଇଟି ଚଢାଉରେ ଏଯାଏ ୪୫ କୋଟିର ସଂପତ୍ତି ଜବତ ହେଲାଣିବୁଧବାର ଚଢାଉରେ ସୁନା ମିଶି ୨୨କୋଟିର ସଂପତ୍ତି ଠାବ, ଗଣତି ଚାଲିଛିପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ମାମଲାରେ ଅର୍ପିତାଙ୍କ ପାଇଁ ଅଡୁଆ ବଢ଼ୁଛି
କୋଲକାତା: ପଶ୍ଚିମବଙ୍ଗ ବାଣିଜ୍ୟ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା!-->!-->!-->…
Read More...
Read More...
ଭିଜିଲାନ୍ସ ଜାଲରେ ଶିକ୍ଷା ଅଧିକାରୀ ସଞ୍ଜୀବ ସିଂହ
କେନ୍ଦ୍ରାପଡ଼ା:ଆଉ ତିନି ଦିନ ପରେ ନେଇଥାଆନ୍ତେ ଅବସର। ହେଲେ ତା’ ପୂର୍ବରୁ ଲାଞ୍ଚ ନେଇ ଧରାପଡ଼ିଲେ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ ସିଂହ ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଶିକ୍ଷା ଅଧିକାରୀ। ଭିଜିଲାନ୍ସ ତାଙ୍କଠାରୁ ଲାଞ୍ଚ ଟଙ୍କା!-->…
Read More...
Read More...
ରହସ୍ୟ ଖୋଲିବ କଳା ଡାଏରି
କୋଲକାତା: ପଶ୍ଚିମବଙ୍ଗ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହାୟକ ଅର୍ପିତା ମୁଖାର୍ଜୀଙ୍କ ବାସଭବନରୁ ଏନଫୋର୍ସମେଣ୍ଟ ନିର୍ଦେଶାଳୟ ଗୋଟିଏ କଳା ଡାଏରି ଜବତ କରିଛି। ୪୦ ପୃଷ୍ଠାର ଏହି କଳା ଡାଏରି ପଶ୍ଚିମବଙ୍ଗ ସରକାରଙ୍କ ବିଦ୍ୟାଳୟ ଓ ଉଚ୍ଚଶିକ୍ଷା ବିଭାଗର ନିଯୁକ୍ତି!-->…
Read More...
Read More...
ପୁଲିସ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା ନିଲମ୍ବିତ
ଭୁବନେଶ୍ବର; ପୁଲିସ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କୁ ଆଜି ପୁଲିସ ଡିଜି ସୁନୀଲ କୁମାର ବନସଲ ଚାକିରିରୁ ନିଲମ୍ବନ କରିଛନ୍ତି । ନିଲମ୍ବନ ଅବଧି ମଧ୍ୟରେ ସେ ସୁନ୍ଦରଗଡ଼ ପୁଲିସ ଏସପିଙ୍କ ଅଧୀନରେ ରହିବେ ତଥା ଓଡ଼ିଶା ସର୍ଭିସ କୋଡ୍ -୯୦ ଅନ୍ତର୍ଗତ ସେ ନିଜର ଡିଏ ଓ ଅନ୍ୟାନ୍ୟ ଭତ୍ତା!-->…
Read More...
Read More...
ମହିଳାଙ୍କୁ ଏସିଡ୍ ମାଡ, ଗୁରୁତର ଅବସ୍ଥାରେ ଏସସିବି ସ୍ଥାନାନ୍ତର
ଆଠଗଡ; ସୁଧ କାରବାରକୁ ନେଇ ମହିଳାଙ୍କୁ ଏସିଡ୍ ମାଡ । ଆଠଗଡ ତିଗିରିଆରେ ଜଣେ ୩୬ ବର୍ଷୀୟ ମହିଳାଙ୍କ ଉପରକୁ ଦୁର୍ବୃତ୍ତ ଏସିଡ୍ ଫିଙ୍ଗିଛନ୍ତି । ମହିଳାଙ୍କ ଶରୀରର ୫୦ ପ୍ରତିଶତ ପୋଡି ଯାଇଥିବା ସୂଚନା ରହିଛି । ଗୁରୁତର ମହିଳା ଜଣଙ୍କୁ କଟକ ଏସସିବିକୁ ସ୍ଥାନାନ୍ତରିତ କରାଯାଇଛି । ଭୋର ୪ଟା!-->…
Read More...
Read More...