Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ
Browsing Category
ଅପରାଧ
ଭିଜିଲାନ୍ସ ଜାଲରେ ଡେପୁଟି କଲେକ୍ଟର
ଜଗତସିଂହପୁର; ଭିଜିଲାନ୍ସ ଜାଲରେ ଜଗତସିଂହପୁର ଡେପୁଟି କଲେକ୍ଟର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚିତ୍ତରଞ୍ଜନ ପିଲ୍ଲାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ମଙ୍ଗଳବାର ଏକକାଳୀନ ୯ଟି ସ୍ଥାନରେ ଭିଜିଲାନ୍ସ ଅତର୍କିତ ଚଢ଼ଉ କରିଛି । ଭିଜିଲାନ୍ସ ବିଭାଗର ୨ ଜଣ ଡିଏସ୍ପିଙ୍କ!-->…
Read More...
Read More...
ଭିଜିଲାନ୍ସ ଜାଲରେ ସରକାରୀ ବାବୁ
ଭୁବନେଶ୍ବର; ପୁଣି ଭିଜିଲାନ୍ସ କବ୍ଜାରେ ଆଉ ଜଣେ ସରକାରୀ ବାବୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଇଡକଲ ଆମ୍ପା ଭାଲି ଲାଇମ ଷ୍ଟୋନ୍ ମାଇନ୍ସର ଡେପୁଟି ମ୍ୟାନେଜର ଗୟା ସାଆନ୍ତରାଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ଗୟା ସାଆନ୍ତରାଙ୍କ ଘର ଓ ଅଫିସ ସମେତ ୭ଟି ସ୍ଥାନରେ ରେଡ୍!-->…
Read More...
Read More...
ଜେଲରେ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା
କଣ୍ଟାବାଞ୍ଝି; ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆଜି କଣ୍ଟାବାଞ୍ଝି ଜେଲ୍ ଭିତରେ ରଶି ଦେଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହା ଦେଖିବା ପରେ ଜେଲ କର୍ତ୍ତୃପକ୍ଷ ତାଙ୍କୁ ଉଦ୍ଧାର କରି ମେଡିକାଲକୁ ଆଣିଥିଲେ। ହେଲେ ଗୋବିନ୍ଦଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।!-->…
Read More...
Read More...
ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ
ଗଜପତି; ବଢିବାରେ ଲାଗିଛି ଭିଜିଲାନ୍ସ ଚଢାଉ । ପ୍ରତିଦିନ ଭିଜିଲାନ୍ସ ଜାଲରେ ପଡୁଛନ୍ତି ସରକାରୀ ଯନ୍ତ୍ରୀମାନେ । ଆଜି ବି ଗଜପତି ଜିଲ୍ଲା ରାୟଗଡ଼ ପଞ୍ଚାୟତ ସମିତିର ସହକାରୀ ଯନ୍ତ୍ରୀ ଦିଲ୍ଲୀପ କୁମାର ସାହୁ ଭିଜିଲାନ୍ସ କବଜାରେ ପଡିଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ!-->…
Read More...
Read More...
ରକୁଲ ପ୍ରୀତ ସିଂଙ୍କୁ ଇଡିର ନୋଟିସ୍
ହାଇଦ୍ରାବାଦ; ବହୁଚର୍ଚ୍ଚିତ ଟଲିଉଡ ଡ୍ରଗ୍ସ ଓ ମନି ଲଣ୍ଡ୍ରିଂ ମାମଲାରେ ତେଲୁଗୁ ଫିଲ୍ମର ଜଣାଶୁଣା ଅଭିନେତ୍ରୀ ରକୁଲପ୍ରୀତ ସିଂଙ୍କ ଅଡୁଆ ବଢିଛି ।ଅଭିନେତ୍ରୀ ରକୁଲ ପ୍ରୀତ ସିଂଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନୋଟିସ ଜାରି କରିଛି। ମିଡିଆ ରିପୋର୍ଟ ଅନୁସାରେ ଦୁଇଟି ଅଲଗା ଅଲଗା ମାମଲାରେ!-->…
Read More...
Read More...
ଭାରତ ଫେରିବେ ନୀରବ ମୋଦୀ
ନୂଆଦିଲ୍ଲୀ; ଭାରତ ଫେରିବାକୁ ବାଧ୍ୟ ହେବେ ପଳାତକ ନୀରବ ମୋଦୀ । କାରଣ ଭାରତ ନଫେରିବା ନେଇ ସେ ଲଣ୍ଡନ ସୁପ୍ରିମକୋର୍ଟରେ କରିଥିବା ଆବେଦନକୁ ଖାରଜ କରିଦେଇଛନ୍ତି ଲଣ୍ଡନ ସୁପ୍ରିମକୋର୍ଟ । ଏବେ ତାଙ୍କ ପାଖରେ ଆଇନଗତ ଭାବେ ଅନ୍ୟ କିଛି ବିକଳ୍ପ ନଥିବାରୁ ସେ ଭାରତ ଫେରିବା ପ୍ରାୟ ତ ନିଶ୍ଚିତ!-->…
Read More...
Read More...
ଦିଲ୍ଲୀ ଏମସ୍ ସର୍ଭର ହ୍ୟାକ କଲା ଚୀନ
ନୂଆଦିଲ୍ଲୀ; ସୀମାରେ ଦାଦାଗିରି ଦେଖାଇବା ପରେ ଏବେ ସାଇବର ଆକ୍ରମଣ କରିଛି ଚୀନ। ଚାଇନା ଦିଲ୍ଲୀ ଏମସ୍ର ସର୍ଭରକୁ ହ୍ୟାକ କରିଥିବା ସକରାରୀ ସୂତ୍ରରୁ ଜଣାପଡ଼ିଛି। ପାଖାପାଖି ୧୦୦ଟି ସର୍ଭରରେ ଚାଇନା ଅନୁପ୍ରବେଶ କରିଥିବା ସୂଚନା ମିଳିଛି । ତେବେ ଠିକ୍ ସମୟରେ ଅଧିକାରୀମାନେ ସଜାଗ ହେବାରୁ ଏହି!-->…
Read More...
Read More...
ହାତୀ ପୋଡ଼ି ଘଟଣାରେ ବନ୍ଧା ହେଲେ ୩ ବନ କର୍ମଚାରୀ
ମୟୁରଭଞ୍ଜ; ମୟୂରଭଞ୍ଜ ଶିମିଳିପାଳରେ ହାତୀକୁ ପୋଡ଼ି ଦେବା ଘଟଣାରେ ହାଇକୋର୍ଟଙ୍କ ଭର୍ତ୍ସନାପରେ ନିଆଗଲା କାର୍ଯ୍ୟାନୁଷ୍ଠାନ । ନିଲମ୍ବନ ପରେ ବନ୍ଧା ହେଲେ ୩ ଜଣ ବନ କର୍ମଚାରୀ । ଗିରଫ ୩ ବନ କର୍ମଚାରୀ ହେଲେ ଜେନାବିଲ ରେଞ୍ଜ ଇନଚାର୍ଯ୍ୟ ଫରେଷ୍ଟର ଶିବଶଙ୍କର ସାମଲ, ଫରେଷ୍ଟର ଚନ୍ଦ୍ରଭାନୁ!-->…
Read More...
Read More...
ହ୍ୟାକରଙ୍କ ଟାର୍ଗେଟରେ ଆଇସିଏମଆର
ନୂଆଦିଲ୍ଲୀ; ଦିନକୁ ଦିନ ବଢୁଛି ହ୍ୟାକରଙ୍କ ଦୌରାତ୍ମ୍ୟ । ପୂର୍ବରୁ ଦିଲ୍ଲୀ ଏମ୍ସ, ପରେ ଜଳଶକ୍ତି ମନ୍ତ୍ରାଳୟର ଟ୍ବିଟର ଆକାଉଣ୍ଟ ଆଉ ଏବେ ଆଇସିଏମଆର ଓ୍ବେବସାଇଟ୍ ଉପରେ ଆଟାକ କରିଛନ୍ତି ହ୍ୟାକର । ଦିଲ୍ଲୀ ଏମ୍ସର ସର୍ଭର ହ୍ୟାକକୁ କିଛିଦିନ ବିତିଯାଇଛି, ହେଲେ ଏବେ ବି ସମ୍ପୂର୍ଣ୍ଣ ଭାବେ!-->…
Read More...
Read More...
ଗିରଫ ହେଲା ସିଦ୍ଧୁ ମୁସେୱାଲା ହତ୍ୟା ଘଟଣାର ମାଷ୍ଟରମାଇଣ୍ଡ
ନୂଆଦିଲ୍ଲୀ; କାଲିଫର୍ଣ୍ଣିଆରୁ ଗିରଫ ହେଲା ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ଘଟଣାର ମାଷ୍ଟରମାଇଣ୍ଡ । ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାରକୁ ଗିରଫ କରିଛି ଗୁଇନ୍ଦା ବିଭାଗ । ଭାରତର ଗୁଇନ୍ଦା ଏଜେନ୍ସିର ସୂଚନା ଅନୁଯାୟୀ, କାଲିଫର୍ଣ୍ଣିଆରେ ଗୋଲ୍ଡି ବରାରକୁ ଅଟକ ରଖାଯାଇଛି। ଗ୍ୟାଙ୍ଗଷ୍ଟର!-->…
Read More...
Read More...