Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ
Browsing Category
ଅପରାଧ
ମାହାଙ୍ଗା ହତ୍ୟାକାଣ୍ଡରେ ଛନ୍ଦି ହୋଇଗଲେ ମନ୍ତ୍ରୀ ପ୍ରତାପ ଜେନା
କୁଳମଣିଙ୍କ ପରିବାର ପକ୍ଷରୁ ଥାନାରେ ଏତଲା, ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଟାଣିଲେଗର୍ଜିଲେ ବିଜେପି ଓ କଂଗ୍ରେସ, ରାଜନୈତିକ ହତ୍ୟାକାଣ୍ଡକୁ ଦୃଢ ନିନ୍ଦା କଲେମନ୍ତ୍ରୀ ପ୍ରତାପ ଜେନା ବି ନିନ୍ଦା କଲେ; କହିଲେ ଦୋଷୀଙ୍କ ବିରୋଧରେ ଦଣ୍ଡବିଧାନ ହେବ
ଭୁବନେଶ୍ବର: ମାହାଙ୍ଗାର ଦୁଇ ଦୁଇ ଜଣ!-->!-->!-->…
Read More...
Read More...
ପ୍ରଦୀପ ମାମଲା ଲୋକାୟୁକ୍ତଙ୍କୁ ଦେଲେ ନବୀନ
ଲୋକାୟୁକ୍ତ ଗଠନ ପରେ ଏହା ପ୍ରଥମ ମାମଲା ହେବଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ଶୂନ୍ୟ ସହନଶୀଳ ନୀତି
ଭୁବନେଶ୍ବର: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗର ତଦନ୍ତ ଲୋକାୟୁକ୍ତ କରିବେ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ନିର୍ଦେଶ!-->!-->!-->…
Read More...
Read More...
ଅର୍ଣ୍ଣବଙ୍କୁ ମୁମ୍ବାଇ ପୁଲିସ ଉଠାଇନେଲା
ମୁମ୍ବାଇ: ୨୦୧୮ ମସିହାର ଏକ ମାମଲାରେ ମୁମ୍ବାଇ ପୁଲିସ ରିପବ୍ଲିକ୍ ଟିଭି ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଉଠାଇ ନେଇଛି। ପୁଲିସ ତାଙ୍କୁ ଶାରୀରିକ ନିର୍ଯାତନା ଦେଇଛି ବୋଲି ଅର୍ଣ୍ଣବ ଗୋସ୍ୱାମୀ ଅଭିଯୋଗ କରିଛନ୍ତି। ରିପବ୍ଲିକ୍ ଟିଭି ଭିଜୁଆଲ୍ ସୂଚାଉଛି ଯେ ଗୋସ୍ୱାମୀଙ୍କୁ ପୋଲିସ୍ ଭ୍ୟାନ୍!-->…
Read More...
Read More...
ଦିଲ୍ଲୀପ ରାୟଙ୍କୁ ୩ ବର୍ଷ ଜେଲ ଦଣ୍ଡ
ନୂଆଦିଲ୍ଲୀ: କୋଲ୍ ବ୍ଲକ ଆବଣ୍ଟନ ମାମଲାରେ ପୂର୍ବତନ କେନ୍ଦ୍ର କୋଇଲା ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ସିବିଆଇର ଏକ ସ୍ବତନ୍ତ୍ର କୋର୍ଟ ଆଜି ୩ ବର୍ଷ ଜେଲ୍ ଦଣ୍ଡାାଦେଶ ଦେଇଛନ୍ତି। ଏହି ମାମଲାରେ ଅନ୍ୟ ୨ଜଣଙ୍କ ଲାଗି ମଧ୍ୟ ସମାନ ଦଣ୍ଡାଦେଶ ଘୋଷଣା ହୋଇଥିଲା। ପୂର୍ବରୁ କୋର୍ଟ ତାଙ୍କୁ!-->…
Read More...
Read More...
ବିଜେଡିର ଅଡୁଆ ବଢାଇଲେ ବିଧାୟକ
ଭୁବନେଶ୍ବର: ଲୋକାୟୁକ୍ତ ବ୍ୟବସ୍ଥାକୁ ଢେର୍ ଦିନ ଅକାମୀ କରିଦିଆଯାଇଥିଲା। ସୁପ୍ରିମକୋର୍ଟଙ୍କ ବ୍ୟାପକ ଚାପ ସୃଷ୍ଟି ପରେ ସରକାର ଲୋକାୟୁକ୍ତ ନିଯୁକ୍ତି ଦେଇଥିଲେ। ଆଶଙ୍କା କରାଯାଉଥିଲା,ବିରୋଧୀ କମ୍, ସରକାର ଦଳ ପାଇଁ ଏହା ବେଶୀ ଅଡୁଆ ପରିସ୍ଥିତି ସୃଷ୍ଟି କରିବ। ଏହି ଆଶଙ୍କା ସତରେ!-->…
Read More...
Read More...
ପୁଣି ମାତିଲେ ମାଓବାଦୀ
ମାଲକାନଗିରି ଜିଲ୍ଲା ଯୋଡାମ୍ବରେ ମାଓ ହିଂସାକାଣ୍ଡଜଣଙ୍କର ଗଳାକାଟି ହତ୍ୟା କଲେ , ୨ଜଣଙ୍କୁ ନିସ୍ତୁକ ମାଡ଼ପୁଲିସ ଇନଫର୍ମର ସନ୍ଦେହରେ ଏପରି କାଣ୍ଡ ଭିଆଇଲେପୂର୍ବରୁ ଲ୍ୟାଣ୍ଡମାଇନ୍ ବିଛାଇଥିଲେ, ଜବତ କରିଥିଲା ବିଏସ୍ଏଫ୍
ଭୁବନେଶ୍ବର: ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳରେ!-->!-->!-->…
Read More...
Read More...
ପୁଳା ପୁଳା ଟଙ୍କା କୁଆଡୁ ଆସିଲା?
ଭୁବନେଶ୍ବର: ସକାଳୁ ସକାଳୁ ଭିଜିଲାନ୍ସ ଟିମ୍ ହାତରେ ପୁଳା ପୁଳା ଟଙ୍କା ଲାଗିଛି। କେହି ଦାନରେ ଦେଇନାହାନ୍ତି କି ରାସ୍ତାରେ ପଡିନଥିଲା। ବରଂ ପାରଳାଖେମୁଣ୍ଡିର ଜଣେ ଅଧ୍ୟାପକଙ୍କ ଘରେ ଚଢଉ ବେଳେ ଭିଜିଲାନ୍ସ ଅଧିକାରୀମାନେ ଏହି ଅର୍ଥ ଠାବ କରିଛନ୍ତି। ଏଯାଏ ଗଣାଯାଇନଥିଲେ ହେଁ, ପାଖାପାଖି!-->…
Read More...
Read More...
ଯେବେ ବାପା ଓ ମାଆ ସ୍ବାର୍ଥପର ହୁଅନ୍ତି!
ଭୁବନେଶ୍ବର: ଦୁନିଆ କହେ ନିସ୍ବାର୍ଥପର ଭଲ ପାଇବା କେବଳ ବାପା,ମାଆଙ୍କ ପାଖରୁ ମିଳେ। କିନ୍ତୁ ଏମିତି ଗୋଟିଏ ନିଷ୍ଠୁର ଅଭିଭାବକ ସାମ୍ନାକୁ ଆସିଛନ୍ତି, ଯାହାଙ୍କ କାରନାମା ଯେ କୌଣସି ନିର୍ଦୟ ଲୋକର ହୃଦୟକୁ ତରଳାଇ ଦେବ। ନିଜର ଖୁସି ପାଇଁ ନିଜର ସନ୍ତାନକୁ ବିକ୍ରି କରିଦେବା ଭଳି!-->…
Read More...
Read More...
କୋଲ୍ ସ୍କାମ: ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ
ନୂଆଦିଲ୍ଲୀ: ୧୯୯୯ରେ ଝାଡଖଣ୍ଡ କୋଇଲା ବ୍ଲକ ଆବଣ୍ଟନରେ ଅନିୟମିତତା ସମ୍ପର୍କିତ କୋଇଲା ସ୍କାମ ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ରାୟ ମଙ୍ଗଳବାର ଏଠାରେ ଏକ ସ୍ୱତନ୍ତ୍ର କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସ୍ୱତନ୍ତ୍ର ବିଚାରପତି ଭରତ ପରାସର ଅଟଳ ବିହାରୀ ବାଜପେୟୀ!-->…
Read More...
Read More...
ମହିଳା ଓ ଶିଶୁ ନିରାପଦ ନୁହେଁ
ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ-୨୦୧୯ ରିପୋର୍ଟରେ ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟବରିଷ୍ଠ ନାଗରିକ ସୁରକ୍ଷିତ, ସାଇବର ଅପରାଧ ମାମଲାରେ ଦେଶରେ ଆଗରେବିଧାନସଭାରେ ଅସନ୍ତୋଷ ଝାଡ଼ିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର
ନୂଆଦିଲ୍ଲୀ: ଓଡ଼ିଶାରେ ମହିଳାଙ୍କ ଉପରେ ଅତ୍ୟାଚାର!-->!-->!-->…
Read More...
Read More...