ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ
Browsing Category

ସଂସ୍କୃତି

ବନ୍ଦ ରହିବ ଜଗା ଦର୍ଶନ

ଆସନ୍ତାକାଲି ତା୩.୮.୨୦୨୨ ରିଖ ବୁଧବାର,ଶ୍ରାବଣ-ଶୁକ୍ଳ ପଞ୍ଚମୀ ମଳତିଥିରେ ଶ୍ରୀବିଗ୍ରହ ମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ପରେ ସର୍ବସାଧାରଣ ଦର୍ଶନ ଆପାତତଃ ଅପରାହ୍ନ ଘ. ୫.୦୦ ରୁ ରାତ୍ର ଘ.୯.୦୦ ଟା ପର୍ଯ୍ୟନ୍ତ ବନ୍ଦ ରହିବ ।
Read More...

ଏକାଦଶୀରେ ରଥ ଉପରେ ସୁନାବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ: ସୁନାବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତୀ । ବାହୁଡା ଏକାଦଶୀରେ ରଥଉପରେ ମହାପ୍ରଭୁ ସୁନାବେଶ ହୋଇଛନ୍ତି । ଜନ୍ମବେଦୀରୁ ଫେରିବା ପରେ ସିଂହଦ୍ୱାରରେ ଏହି ବେଶ ଅନୁଷ୍ଠିତ ହୋଇଛି । ବର୍ଷରେ ୫ ଥର ମହାପ୍ରଭୁଙ୍କ ସୁନାବେଶର ପରମ୍ପରା ରହିଥିବା ବେଳେ ରଥ ଉପରେ ଥରେ ଏହି ବେଶ
Read More...

ଆସନ୍ତାକାଲି ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା

ପୁରୀ: ଆସନ୍ତାକାଲି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ଏଥିପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। । ଆଜି ଆଡ଼ପ ମଣ୍ଡପରେ ନବମୀ ଦର୍ଶନ ବା ସଂଧ୍ୟା ଦର୍ଶନ । ନୀତିକାନ୍ତିକୁ ଶୃଙ୍ଖଳିତ କରିବା ପାଇଁ ଆଲୋଚନା ହୋଇଛି । ସକାଳୁ ନୀତି ପରେ ଦିନ ତମାମ ଚାଲିବ ଦର୍ଶନ । ଶ୍ରୀମନ୍ଦିର
Read More...

ଗୁଣ୍ଡିଚା ମନ୍ଦିର ଆଗରେ ତିନି ରଥ

ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଲାଗିଲା ତିନି ରଥ । ନିର୍ଦ୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ ଶରଧା ବାଲିରେ ତାଳଧ୍ବଜ, ଦର୍ପଦଳନ, ନନ୍ଦିଘୋଷ ତିନି ରଥ ଲାଗିଛନ୍ତି । ଶ୍ରୀଗୁଣ୍ଡିଚା ଆଗରେ ଭକ୍ତ- ଭଗବାନ ଏବେ ଏକାକାର । ଦୀର୍ଘ ଦୁଇ ବର୍ଷ ପରେ ଭଗବାନଙ୍କୁ ପାଖରେ ପାଇ ଭକ୍ତ ଭାବ ବିହ୍ବଳ
Read More...

ରଥଯାତ୍ରା ପାଇଁ ବସିବ ସମନ୍ବୟ କମିଟି ବୈଠକ

ପୁରୀ: ଆଜି ମହାପ୍ରଭୁଙ୍କ ରଥଯାତ୍ରା ୨୦୨୨ ପ୍ରସ୍ତୁତିର ସମୀକ୍ଷା ବୈଠକ ପୂର୍ବାହ୍ନ ସାଢ଼େ ୧୧ଟାରେ ବସିବ। ଏଥିରେ ଭୁବନେଶ୍ୱରରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସରେ ରହି ଆଲୋଚନାରେ ଯୋଗଦେବେ । ପୁରୀରେ ପୌର ସଦନ ସମ୍ମିଳନୀ କକ୍ଷରେ ଅନ୍ୟ ସମସ୍ତ ବରିଷ୍ଠ ଅଫିସରମାନେ
Read More...

ଝଲସିବ ମା’ ଶାରଳା ମନ୍ଦିର: ଖର୍ଚ୍ଚ ହେବ ୪୨ କୋଟି

ଭୁବନେଶ୍ବର; ରାଜ୍ୟର ପ୍ରାଚୀନ ଶକ୍ତିପୀଠ ମା’ ତାରାତାରିଣୀ ଓ ମା’ କଟକ ଚଣ୍ଡୀଙ୍କ ପରେ ଝଙ୍କଡ଼ସ୍ଥିତ ଶାରଳା ମନ୍ଦିରର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ମାଷ୍ଟରପ୍ଲାନକୁ ଅନୁମୋଦନ କରିଛନ୍ତି । ପ୍ରଥମ
Read More...

କଟକ ଚଣ୍ଡୀ ମନ୍ଦିରର ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

୭୦ କୋଟି ଟଙ୍କା ଖର୍ଚ୍ଚ ହେବ, ଏକ ବର୍ଷରେ କାମ ସରିବ।ସଫଳ ରୂପାୟନ ପାଇଁ କଟକ ବାସୀଙ୍କ ସହଯୋଗ କାମନା କଲେ ମୁଖ୍ୟମନ୍ତ୍ରୀ କଟକ: କଟକର ଅଧିଷ୍ଠାତ୍ରୀ ଦେବୀ ମା କଟକ ଚଣ୍ଡୀ ମନ୍ଦିରର ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ । ଏଥିପାଇଁ ଖର୍ଚ୍ଚ ହେବ ୭୦ କୋଟି ଟଙ୍କା । ଭକ୍ତମାନଙ୍କ
Read More...

ଭକ୍ତଙ୍କ ଗହଣରେ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା

ପୁରୀ: ଭକ୍ତଙ୍କ ପାଇଁ ଖୁସିଖବର । ମହାପ୍ରଭୁଙ୍କ ସ୍ନାନଯାତ୍ରାକୁ ନେଇ ଆସିଲା ଖୁସିଖବର । ଚଳିତଥର ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ସାମିଲ ହୋଇପାରିବେ ଭକ୍ତ । ଏନେଇ ଦଇତାପତି ନିଯୋଗ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର
Read More...

ପ୍ରତିଷ୍ଠା ହେଲା ମା’ ତାରାତାରିଣୀଙ୍କ ନୂତନ ଭବ୍ୟ ମନ୍ଦିର

ତାରା ତାରିଣୀ ପୀଠ ରେ ଭକ୍ତି ମୟ ପରିବେଶପ୍ରତିଷ୍ଠା ହେଲା ମାଙ୍କ ନୂତନ ଭବ୍ୟ ମନ୍ଦିର.ଲୋକାର୍ପିତ ହେଲା ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ସୁବିଧାହଜ଼ାର ହଜ଼ାର ଭକ୍ତଙ୍କ ଗହଣରେ ଉତ୍ସବ ରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀରାଜ୍ୟ ବାସୀଙ୍କ ମଙ୍ଗଳ ପାଇଁ ମାଙ୍କ ଆଶୀର୍ବାଦ କାମନା କଲେ ଯୋଜନା ର
Read More...

ଚଳିତ ବର୍ଷ ରଥଯାତ୍ରାରେ ସାମିଲ ହେବେ ଭକ୍ତ

ପୁରୀ :  ୨ ବର୍ଷର କୋଭିଡ୍‌ କଟକଣା ପରେ ଭକ୍ତଙ୍କ ପାଇଁ ଖୁସି ଖବର । ଚଳିତ ବର୍ଷ ରଥଯାତ୍ରାରେ ଭକ୍ତଙ୍କୁ ଅନୁମତି ମିଳିଛି । ୨ ବର୍ଷର କୋଭିଡ କଟକଣା ପରେ ବଡ ଦାଣ୍ଡକୁ ଯାଇ ଘୋଷଯାତ୍ରା ଦେଖିପାରିବେ ଭକ୍ତ । ଏ ନେଇ ରଥ ସମନ୍ବୟ କମିଟି ବୈଠକରେ ଆଲୋଚନା ହୋଇଛି । ରଥ ସମନ୍ବୟ ବୈଠକ ପରେ ପୁରୀ
Read More...