Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ
Browsing Category
ସଂସ୍କୃତି
୧୭ ଲକ୍ଷ ଦୀପରେ ଝଲସିବ ରାମନଗରୀ
ଅଯୋଧ୍ୟା; ଦିପାବଳୀରେ ଆଲୋକ ମାଳରେ ଝଲସିବ ରାମନଗରୀ। ଚଳିତ ବର୍ଷ ଦୀପୋତ୍ସବରେ ୧୭ ଲକ୍ଷରୁ ଅଧିକ ଦୀପ ଜଳିବ ଅଯୋଧ୍ୟାରେ । ଏଥିପାଇଁ ସରକାରଙ୍କ ତରଫରୁ ୧୭.୫୦ ଲକ୍ଷ ଦିପ କିଣାଯାଇଛି । ଏହି ଦୀପକୁ ଜଳାଇବା ପାଇଁ ସରକାର ୩ହଜାର ୫୦୦ ଲିଟର ସୋରିଶ ତେଲ କିଣିଛନ୍ତି । ତେବେ ଦିପାବଳୀରେ ଷଷ୍ଠଥର!-->…
Read More...
Read More...
ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗକୁ ନେଇ କଣ କହୁଛି ଜ୍ୟୋତିଷ ଶାସ୍ତ୍ର?
ପୁରୀ : ଆସନ୍ତା ଦୀପାବଳି ଓ କାର୍ତ୍ତିକ ପୂର୍ଣ୍ଣମୀ ଦିନ ପଡୁଛି ଉଭୟ ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣ। ଏହି ସମୟରେ ପାକତ୍ୟାଗ ଓ ହାଣ୍ଡିଛାଡ଼ ଥିବାରୁ ଦେବ ନୀତି କିଭଳି ହେବ, ରାଜ୍ୟବାସୀ କିଭଳି ପାଳିବେ ତାହା ଉପରେ ଏବେ ସବୁଠି ଚର୍ଚ୍ଚା। ମୁକ୍ତିମଣ୍ଡପ ପଣ୍ଡିତ ସଭାର ସଂପାଦକ ପ୍ରଫୁଲ୍ଲ!-->…
Read More...
Read More...
ବଦଳିବ ମହାକଳେଶ୍ବର ମନ୍ଦିରର ରୂପରେଖ, ଖର୍ଚ୍ଚ ହେବ ୮୫୦ କୋଟି
ଆଜି ମହାକାଳ କରିଡରର ଉଦଘାଟନପ୍ରକଳ୍ପକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀବିକାଶ ପାଇଁ ଖର୍ଚ୍ଚ ହେବ ୮୫୦ କୋଟି
ଉଜ୍ଜୟିନୀ; ଭାରତର ୧୨ ଜୋର୍ତିଲିଙ୍ଗ ମଧ୍ୟରୁ ଅନ୍ୟତମ ହେଉଛି ଉଜ୍ଜୟିନୀର ମହାକାଳେଶ୍ୱର ମନ୍ଦିର । ଆଜି ବିଶ୍ବ ପ୍ରସିଦ୍ଧ ମହାକାଳ କରିଡରର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ।!-->!-->!-->…
Read More...
Read More...
ଆରମ୍ଭ ହେଲା ମାଆ ଗଜଲକ୍ଷ୍ମୀ ପୂଜା
ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହୋଇଛି ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ଘଣ୍ଟଘଣ୍ଟା ନାଦରେ ମାଙ୍କୁ ଆବାହନ କରୁଛନ୍ତି ଭକ୍ତ । ଦୀର୍ଘ ୨ ବର୍ଷର କରୋନା କଟକଣା ପରେ ପୂର୍ଣ୍ଣ ମାତ୍ରାରେ କରାଯାଉଛି ମା’ ଧନଦାତ୍ରୀଙ୍କ ପୂଜାର ଆୟୋଜନ । ମାଙ୍କ ଆଗମନରେ ଦୁଲୁକୁଛି କେନ୍ଦ୍ରାପଡ଼ା ଓ ଢେଙ୍କାନାଳ!-->…
Read More...
Read More...
ଶ୍ରୀଅଲାରନଥଙ୍କ ପୀଠର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୫-ଟି ସଚିବଙ୍କ ଶ୍ରୀଅଲାରନାଥ ମନ୍ଦିର ପରିଦର୍ଶନ ୧୫ ଦିନ ମଧ୍ୟରେ ବିକାଶ ପାଇଁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ
ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ (୫-ଟି) ଶ୍ରୀ ଭି.କେ ପାଣ୍ଡିଆନ୍ ଆଜି ପୁରୀଠାରୁ ପ୍ରାୟ 20 କିଲୋମିଟର ଦୂରରେ ଥିବା ବ୍ରହ୍ମଗିରିର!-->!-->!-->…
Read More...
Read More...
ବନ୍ଦ ରହିବ ଜଗା ଦର୍ଶନ
ଆସନ୍ତାକାଲି ତା୩.୮.୨୦୨୨ ରିଖ ବୁଧବାର,ଶ୍ରାବଣ-ଶୁକ୍ଳ ପଞ୍ଚମୀ ମଳତିଥିରେ ଶ୍ରୀବିଗ୍ରହ ମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ପରେ ସର୍ବସାଧାରଣ ଦର୍ଶନ ଆପାତତଃ ଅପରାହ୍ନ ଘ. ୫.୦୦ ରୁ ରାତ୍ର ଘ.୯.୦୦ ଟା ପର୍ଯ୍ୟନ୍ତ ବନ୍ଦ ରହିବ ।
Read More...
Read More...
ଏକାଦଶୀରେ ରଥ ଉପରେ ସୁନାବେଶରେ ଦର୍ଶନ ଦେଲେ ମହାପ୍ରଭୁ
ପୁରୀ: ସୁନାବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତୀ । ବାହୁଡା ଏକାଦଶୀରେ ରଥଉପରେ ମହାପ୍ରଭୁ ସୁନାବେଶ ହୋଇଛନ୍ତି । ଜନ୍ମବେଦୀରୁ ଫେରିବା ପରେ ସିଂହଦ୍ୱାରରେ ଏହି ବେଶ ଅନୁଷ୍ଠିତ ହୋଇଛି । ବର୍ଷରେ ୫ ଥର ମହାପ୍ରଭୁଙ୍କ ସୁନାବେଶର ପରମ୍ପରା ରହିଥିବା ବେଳେ ରଥ ଉପରେ ଥରେ ଏହି ବେଶ!-->…
Read More...
Read More...
ଆସନ୍ତାକାଲି ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା
ପୁରୀ: ଆସନ୍ତାକାଲି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ଏଥିପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। । ଆଜି ଆଡ଼ପ ମଣ୍ଡପରେ ନବମୀ ଦର୍ଶନ ବା ସଂଧ୍ୟା ଦର୍ଶନ । ନୀତିକାନ୍ତିକୁ ଶୃଙ୍ଖଳିତ କରିବା ପାଇଁ ଆଲୋଚନା ହୋଇଛି । ସକାଳୁ ନୀତି ପରେ ଦିନ ତମାମ ଚାଲିବ ଦର୍ଶନ । ଶ୍ରୀମନ୍ଦିର!-->…
Read More...
Read More...
ଗୁଣ୍ଡିଚା ମନ୍ଦିର ଆଗରେ ତିନି ରଥ
ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଲାଗିଲା ତିନି ରଥ । ନିର୍ଦ୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ ଶରଧା ବାଲିରେ ତାଳଧ୍ବଜ, ଦର୍ପଦଳନ, ନନ୍ଦିଘୋଷ ତିନି ରଥ ଲାଗିଛନ୍ତି । ଶ୍ରୀଗୁଣ୍ଡିଚା ଆଗରେ ଭକ୍ତ- ଭଗବାନ ଏବେ ଏକାକାର । ଦୀର୍ଘ ଦୁଇ ବର୍ଷ ପରେ ଭଗବାନଙ୍କୁ ପାଖରେ ପାଇ ଭକ୍ତ ଭାବ ବିହ୍ବଳ!-->…
Read More...
Read More...
ରଥଯାତ୍ରା ପାଇଁ ବସିବ ସମନ୍ବୟ କମିଟି ବୈଠକ
ପୁରୀ: ଆଜି ମହାପ୍ରଭୁଙ୍କ ରଥଯାତ୍ରା ୨୦୨୨ ପ୍ରସ୍ତୁତିର ସମୀକ୍ଷା ବୈଠକ ପୂର୍ବାହ୍ନ ସାଢ଼େ ୧୧ଟାରେ ବସିବ। ଏଥିରେ ଭୁବନେଶ୍ୱରରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସରେ ରହି ଆଲୋଚନାରେ ଯୋଗଦେବେ । ପୁରୀରେ ପୌର ସଦନ ସମ୍ମିଳନୀ କକ୍ଷରେ ଅନ୍ୟ ସମସ୍ତ ବରିଷ୍ଠ ଅଫିସରମାନେ!-->…
Read More...
Read More...