Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା
Browsing Category
ମନୋରଞ୍ଜନ
କଣ୍ଠ ଶିଳ୍ପୀ ତପୁ ମିଶ୍ରଙ୍କୁ ହରାଇଲା ଓଡ଼ିଶା
ଭୁବନେଶ୍ବର: ବିଶିଷ୍ଟ ସଙ୍ଗୀତ ନିର୍ଦେଶକ ଅମରେନ୍ଦ୍ର ମହାନ୍ତି, ଶାନ୍ତିରାଜ ଖୋସଲାଙ୍କୁ କରୋନା ଛଡାଇ ନେଇଥିଲା। ଏ ଦୁଃଖରୁ ନିସ୍ତାର ମିଳିନି। ଶନିବାର ବିଳମ୍ବିତ ରାତିରେ ଓଡ଼ିଶାର ଆଗ ଧାଡ଼ିର କଣ୍ଠଶିଳ୍ପୀ ତପୁ ମିଶ୍ର ସମସ୍ତଙ୍କୁ ପର କରିି ଦୁନିଆ ଛାଡ଼ିଛନ୍ତି। ଭୁବନେଶ୍ବରର ଏକ ଘରୋଇ!-->…
Read More...
Read More...
ଚାଲିଗଲେ ଶଲାବୁଢ଼ା
ଭୁବନେଶ୍ବର: ସମ୍ବଲପୁରୀ ସିନେମା "ଶଲାବୁଢା" ଅଭିନେତା, ନାଟ୍ୟକାର ଅଟଳ ପଣ୍ଡାଙ୍କର ଆଜି ଭିମ୍ସାର, ସମ୍ବଲପୁରରେ ଭୋର ୩ଟା ୪୫ରେ ପରଲୋକ ଘଟିଛି। ମୃ୍ତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ୧୯ ତାରିଖରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଦୀର୍ଘ ଦିନ ଧରି ସେ!-->…
Read More...
Read More...
ଅନୁଷ୍କା-ବିରାଟଙ୍କ ଘରକୁ ଲକ୍ଷ୍ମୀ ଆସୁଛନ୍ତି!
ନୂଆଦିଲ୍ଲୀ: ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ଏହି ମାସରେ ପିତାମାତା ହେବାକୁ ଯାଉଛନ୍ତି। ଅଭିନେତା ତାଙ୍କର ଶେଷ ତୈମାସିକରେ ଅଛନ୍ତି ଏବଂ ଶିଶୁଟି ଯେ କୌଣସି ମୁହୂର୍ତ୍ତରେ ଭୂମିଷ୍ଠ ହୋଇପାରେ। ଶିଶୁର ଆଗମନ ଖବରକୁ ନେଇ ଉଭୟଙ୍କ ପ୍ରଶଂସକଙ୍କ ମହଲରେ ବେଶ୍ ଚର୍ଚ୍ଚା ଚାଲିଛି।
ଏହା!-->!-->!-->…
Read More...
Read More...
ବାକି ଜୀବନ ଏମିତି ଖାଦ୍ୟ ଖାଇପାରିବେ ଶାହରୁଖ୍
ନୂଆଦିଲ୍ଲୀ: ଚଳଚ୍ଚିତ୍ର ଜଗତର ଶ୍ରେଷ୍ଠ କଳାକାର ଶାହରୁଖ୍ ଖାନ୍ ନିକଟରେ ଏକ କାର୍ଯ୍ୟକ୍ରମରେ ବଡ ସୂଚନା ଦେଇ ନିଜର ପ୍ରିୟ ତିନିଟି ଖାଦ୍ୟ ସଂପର୍କରେ କହିଛନ୍ତି। ଶାହରୁଖଙ୍କୁ ପଚରାଯାଇଥିଲା ଯେ ଆପଣଙ୍କୁ ସାରା ଜୀବନ କେବଳ ତିନିଟି ଖାଦ୍ୟ ଖାଇବାକୁ କୁହାଯିବ, ତେବେ ସେସବୁ ଖାଦ୍ୟ କଣ ହେବ?!-->…
Read More...
Read More...
ଆରବରେ ଝଟକିଲେ ଉର୍ବଶୀ
ସୋ ଷ୍ଟପର ଭାବେ ଚାଲିବାରେ ପ୍ରଥମ ବଲିଉଡ୍ ତାରକା
ନୂଆଦିଲ୍ଲୀ: ଆରବ ଫ୍ୟାସନ ସପ୍ତାହରେ ସୋ ଷ୍ଟପର୍ ଭାବରେ ରାମ୍ପ ଚାଲିବାରେ ଉର୍ବଶୀ ରାଉତେଲା ଏବେ ବଲିଉଡର ପ୍ରଥମ ଭାରତୀୟ ତାରକା। ଅଭିନେତ୍ରୀ ଉର୍ବଶୀ ରାଉତେଲା ଜଣେ ଫ୍ୟାସନ୍ ଆଇକନ୍ ଭାବରେ ଜଣାଶୁଣା। ତାଙ୍କ ଦ୍ୱାରା!-->!-->!-->…
Read More...
Read More...
ଯେବେ କ୍ରିକେଟ୍ ଖେଳାଳିଙ୍କ ପ୍ରେମରେ ପଡ଼ନ୍ତି…
ନୂଆଦିଲ୍ଲୀ: ଭାରତରେ ଚଳଚ୍ଚିତ୍ର ତାରକା ଯେମିତି ଲୋକପ୍ରିୟ,ଠିକ୍ ସେମିତି କ୍ରିକେଟ୍ ଖେଳାଳି। ଅମିତାଭ ବଚ୍ଚନ, ଅମିର ଖାଁଙ୍କ ଠାରୁ ଆରମ୍ଭ କରି ଶ୍ରୀଦେବୀ, କାଜଲ, ମାଧୁରୀଙ୍କୁ ଘରେ ଘରେ ଜାଣିଥିବେ। ସୁନୀଲ ଗାଭାସ୍କର, ସଚ୍ଚିନ୍ ତେନ୍ଦୁଲକର, ମହେନ୍ଦ୍ର ସିଂହ ଧୋନୀ, ବିରାଟ କୋହଲିଙ୍କୁ!-->…
Read More...
Read More...
ଦୀପିକା, ଜ୍ୟାକ୍ଲିନ୍ଙ୍କ ସଂପର୍କରେ ଆସିଲା ସାଂଘାତିକ ତଥ୍ୟ
ନୂଆଦିଲ୍ଲୀ: ନିଶା ସେବନକୁ ନେଇ ବଲିଉଡରେ ଚର୍ଚ୍ଚା ଥମିନଥିବାବେଳେ ଏବେ ଆଉ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଶେଷରେ ବର୍ତମାନ ସମୟର ଶ୍ରେଷ୍ଠ ଦୁଇ ବଲିଉଡ୍ ତାରକା ଦୀପିକା ପାଦୁକୋନ୍ ଓ ଜ୍ୟାକ୍ଲିନ୍ ଫର୍ଣ୍ଣାଣ୍ଡିଜ୍ କାମ!-->…
Read More...
Read More...
ଦୁର୍ନାମ ବେଳେ ସୁନାମ ଆଣିଲେ ସୋନୁ
ପ୍ରଥମ ବଲିଉଡ୍ ତାରକା ଭାବେ ପାଇଲେ ୟୁଏନ୍ଡିପି ପୁରସ୍କାରକରୋନାରେ ସ୍ୱତନ୍ତ୍ର ମାନବିକ କାର୍ଯ୍ୟ ପାଇଁ ଜାତିସଂଘ ଦେଲା ପୁରସ୍କାରଲକ୍ଷ ଲକ୍ଷ ପ୍ରବାସୀଙ୍କୁ ଘରେ ପହଞ୍ଚାଇବା, ନିଯୁକ୍ତି, ଶିକ୍ଷାରେ ଲାଗିଛନ୍ତିସମସ୍ତଙ୍କ ହୃଦୟରେ ଏବେ ସୋନୁ, ନାମୀ ଓ ବିଦେଶରେ ବି ଚର୍ଚ୍ଚାରେନିଶା ସେବନ,!-->…
Read More...
Read More...
ଏସ୍ ପି ବାଲସୁବ୍ରମଣ୍ୟମ୍ ଆଉ ନାହାନ୍ତି
ଚେନ୍ନାଇ: କିମ୍ବଦନ୍ତ ଗାୟକ ଏସ୍ପି ବାଲସୁବ୍ରମଣ୍ୟମ୍ଙ୍କର ପରଲୋକ ଘଟିଛି। କରୋନାରେ ଆକ୍ରାନ୍ତ ହୋଇ ସେ ବେଶ୍ କିଛିଦିନ ହେବ ଏଠାକାର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ତାଙ୍କର ସ୍ବାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସୁନଥିଲା। ୮ ତାରିଖରେ ତାଙ୍କୁ ଆଇସିୟୁରେ ଭର୍ତ୍ତି!-->…
Read More...
Read More...
ଅମିର ଖାନ୍ ନେଲେ ବଡ଼ ନିଷ୍ପତ୍ତି
ମୁମ୍ବାଇ: କରୋନା ମହାମାରୀର ପ୍ରଭାବ ଏତେ ସାଂଘାତିକ ଭାବେ ପଡ଼ିଛି ଯେ ଚଳଚ୍ଚିତ୍ର ନିର୍ମାତାମାନେ ସେମାନଙ୍କ ଭବିଷ୍ୟତକୁ ନେଇ ଶଙ୍କି ଗଲେଣି। ଏଇ ଯେମିତି ଅମୀର ଖାନ୍ ଓ କରିନା କପୁରଙ୍କ ମୁକ୍ତିଲାଭ କରିବାକୁ ଯାଉଥିବା ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଲାଲ ସିଂ ଚଢା' ୨୦୨୦ ଖ୍ରୀଷ୍ଟମାସରେ!-->…
Read More...
Read More...