Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ମୌସୁମୀ ବାୟୁ ସକ୍ରିୟ ପାଇଁ ପାଗ ଅନୁକୂଳ
ବିମାନ ଦୁର୍ଘଟଣାରେ ଜଣେ ଯାତ୍ରୀ ଜୀବିତ ଉଦ୍ଧାର
ବିମାନ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୧ କୋଟି ଦେବ ଟାଟା ଗ୍ରୁପ
ବିମାନ କ୍ରାସ ଘଟଣାରେ ୫ ଡାକ୍ତରୀ ଛାତ୍ର ମୃତ
ବିମାନ କ୍ରାସ: ମୃତକଙ୍କ ହେବ ଡିଏନ୍ଏ ପରୀକ୍ଷା
ଭୁବନେଶ୍ୱରରୁ ଆବୁଧାବି ଉଡ଼ିଲା ବିମାନ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଯାଜପୁର ଝାଡ଼ାବାନ୍ତିରେ ଆଉ ୨ ମୃତ
ଅହମ୍ମଦାବାଦରେ ଭୟଙ୍କର ବିମାନ ଦୁର୍ଘଟଣା
ଯୁକ୍ତ ୩ ନାମ ଲେଖା ପାଇଁ ଆସିଲା ପ୍ରଥମ ପର୍ଯ୍ୟାୟ କଟ୍ଅଫ୍ ଲିଷ୍ଟ
Browsing Category
ସ୍ୱାସ୍ଥ୍ୟ
ଆଚାର୍ଯ୍ୟ ହରିହର କର୍କଟ ରୋଗ ଓ ଗବେଷଣା ପ୍ରତିଷ୍ଠାନରେ ମିଳିବ ମାଗଣା ଟେଷ୍ଟିଂ ସୁବିଧା, ଶୁଭାରମ୍ଭ କରିବେ…
କଟକ: କର୍କଟ ରୋଗୀଙ୍କ ପାଇଁ ଖୁସି ଖବର। ଏଣିକି ଆଚାର୍ଯ୍ୟ ହରିହର କର୍କଟ ରୋଗ ଓ ଗବେଷଣା ପ୍ରତିଷ୍ଠାନରେ ମାଗଣାରେ ହେବ ବ୍ୟୟବହୁଳ ଟେଷ୍ଟିଂ । ବିନା ଦେୟରେ ରୋଗୀ କରିବେ ପେଟ୍ ସିଟିକ୍ସାନ, ଏମଆରଆଇ ସିଟି ସ୍କାନ । ଆଜିଠୁ ଆଚାର୍ଯ୍ୟ ହରିହର କର୍କଟ ରୋଗ ଓ ଗବେଷଣା ପ୍ରତିଷ୍ଠାନରେ ମିଳିବ!-->…
Read More...
Read More...
ଫେରିବ କି କରୋନା ?
ପୁଣି ଚିନ୍ତା ବଢ଼ାଇଲାଣି ମହାମାରୀ କରୋନାଚୀନରେ ଓମିକ୍ରନ ଦୁଇ ନୂଆ ସବ୍-ଭାରିଆଣ୍ଟ ଚିହ୍ନଟଏହା ଅଧିକ ସଂକ୍ରାମକ ଏବଂ ଦ୍ରୁତ ଗତିରେ ବ୍ୟାପୁଛି
ଚୀନ: ବିଶ୍ୱରେ କରୋନା ଭାଇରସ ମାମଲା ହ୍ରାସ ପାଉଥିବା ବେଳେ ଚୀନରେ କିନ୍ତୁ ଫେଲ୍ ମାରୁଛି । ପୁଣି ଚୀନରେ ଓମିକ୍ରନର ଦୁଇ ନୂଆ!-->!-->!-->…
Read More...
Read More...
ଔଷଧ ତାଲିକାରୁ ବାଦ୍ ପଡିଲା ୨୬ଟି ଔଷଧ
ନୂଆଦିଲ୍ଲୀ: କ୍ୟାନ୍ସର ଭଳି ରୋଗକୁ ଏଡାଇବା ପାଇଁ ବହୁଳ ବ୍ୟବହାର ହେଉଥିବା ଆଣ୍ଟାସିଡ୍ ସଲ୍ଟ ରାଣ୍ଟିଡାଇନ୍କୁ ଅତ୍ୟାବଶ୍ୟକୀୟ ଔଷଧ ତାଲିକାରୁ ହଟାଇ ଦିଆଯାଇଛି। ସେହିପରି ରାନ୍ଟାକ୍ ମେଡିସିନ୍ ମଧ୍ୟ ବାଦ୍ ପଡିଛି। ଏହି ଔଷଧଗୁଡ଼ିକୁ ଅତ୍ୟାବଶ୍ୟକ ଔଷଧ ତାଲିକାରୁ ହଟାଇବା ନେଇ!-->…
Read More...
Read More...
ସ୍ବେରେଜ୍ ପାଣିରେ ପୋଲିଓ ଜୀବାଣୁ
ନ୍ୟୁୟର୍କ: ନ୍ୟୁୟର୍କ ସ୍ବେେରଜ୍ ପାଣିରେ ପୋଲିଓ ଜୀବାଣୁ ଥିବା ନେଇ ଗୋଟିଏ ଆତଙ୍କ ସୃଷ୍ଟିକାରୀ ଖବର ସାମ୍ନାକୁ ଆସିଛି। ସ୍ଥାନୀୟ ସ୍ବାସ୍ଥ୍ୟ କମିସନର ଡ. ମେରି ଟି ବ୍ୟାସେଟ୍ କହିଛନ୍ତି ଯେ ନ୍ୟୁୟର୍କ ସହରର ବର୍ଜ୍ୟଜଳ ନମୁନାରେ ପୋଲିଓ ଭାଇରସ୍ ଚିହ୍ନଟ ହେବା ଗୋଟିଏ ବଡ ଘଟଣା ନୁହେଁ।!-->…
Read More...
Read More...
ଦିଲ୍ଲୀରେ ମାକ୍ସ ପିନ୍ଧିବା ହେଲା ବାଧ୍ୟତାମୂଳକ
ନୂଆଦିଲ୍ଲୀ: ସାରା ଦେଶରେ ପୁଣି କରୋନା ସଂକ୍ରମଣ ବଢିଥିବାରେ ଲାଗିଛି। ଦିଲ୍ଲୀରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେବାରେ ଲାଗିଛନ୍ତି ।ତେଣୁ ଆଜି ଦିଲ୍ଲୀ ସରକାର ରାଜ୍ୟରେ କରୋନା କଟକଣା ଲଗେଇଛନ୍ତି। ଦିଲ୍ଲୀ ସରକାର ପୁଣି ରାଜ୍ୟରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି । ଏହି!-->…
Read More...
Read More...
ଓଡିଶାବାସୀଙ୍କ ସ୍ବାସ୍ଥ୍ୟ ପାଇଁ ଚିନ୍ତା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
• ଓଡ଼ିଶାର ୮୭ ପ୍ରତିଶତ ନାଗରିକ ଏ ପର୍ଯ୍ୟନ୍ତ ବୁଷ୍ଟର ଡ଼ୋଜ୍ ନେଇ ନାହାନ୍ତି• ଅଗଷ୍ଟ ୪ ସୁଦ୍ଧା ଓଡ଼ିଶାରେ ୩ କୋଟି ୨୩ ଲକ୍ଷ ନାଗରିକ ପ୍ରଥମ ଓ ଦ୍ୱିତୀୟ ଡ଼ୋଜ ଟିକା ନେଇସାରିଛନ୍ତି• ୪୨ ଲକ୍ଷ ୩୪ ହଜାର ଜଣ ବୁଷ୍ଟର ଡୋଜ୍ ନେଇଛନ୍ତି• ରାଜ୍ୟର ୬ଟି ଜିଲ୍ଲା କଟକ, ଖୋର୍ଦ୍ଧା, ଜଗତସିଂପୁର,!-->…
Read More...
Read More...
ତାଗିଦ୍ କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ମଙ୍କି ପକ୍ସକୁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବା ପରେ ଏହାକୁ ନେଇ ଭାରତ ତନାଘନା ଆରମ୍ଭ କରିଦେଇଛି। ଗୋଟିଏ ପଟେ କେନ୍ଦ୍ର ସରକାର ଏଥିପାଇଁ ଟିକା ପ୍ରସ୍ତୁତି ଲାଗି ଟେଣ୍ଡର ଆହ୍ବାନ କରିଥିବା ବେଳେ ଅନ୍ୟପଟରେ ଏହାର ମୁକାବିଲା ଲାଗି ବିଭିନ୍ନ!-->…
Read More...
Read More...
ଚୀନକୁ ଫେରିଲା କରୋନା
ଚୀନକୁ ପୁଣିଥରେ ଫେରିଛି ମହାମାରୀ କରୋନା। ଉହାନ ସହରକୁ କରୋନା ଫେରିଥିବା ବେଳେ କିଛି ସ୍ଥାନରେ ସଟଡାଉନ କରାଯାଇଛି । ଚୀନର ଉହାନ ସେହି ସହର ଯେଉଁଠି କରୋନାର ପ୍ରଥମ ମାମଲା ସାମ୍ନାକୁ ଆସିଥିଲା । ଆଉ ଏହାପରେ ପୂରା ଦୁନିଆକୁ ପରିବ୍ୟାପ୍ତ ହୋଇଥିଲା କରୋନା । ତେବେ ଏଥର କରୋନା କାୟା!-->…
Read More...
Read More...
ପୁଣି ବଢ଼ିଲା କରୋନା
ଭୁବନେଶ୍ବର: ରାଜ୍ୟରେ ଆଜି କରୋନା ସଂକ୍ରମଣ ବୃଦ୍ଧି ପାଇଛି। ଗତକାଲି ୯୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ୨୪ ଘଣ୍ଟା ମଧ୍ୟରେ ୧୧୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୫୮ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୪୬୪ ସ୍ଥାନିୟ!-->…
Read More...
Read More...
ଆଜି ବି ହଜାରେ ଉପରେ ରହିଛି ସଂକ୍ରମଣ
ଭୁବନେଶ୍ବର: ଗତକାଲି ୧୦୪୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୬୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୬୨୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୪୪୧ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ!-->…
Read More...
Read More...