ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ
Browsing Category

ସ୍ୱାସ୍ଥ୍ୟ

୬ରୁ ୧୨ ବର୍ଷ ପିଲାଙ୍କୁ କୋଭାକ୍ସିନ

ପୁଣିଥରେ କରୋନା ତାର କାୟା ବିସ୍ତାର କରୁଥିବା ବେଳେ ବୁଷ୍ଟର ଡୋଜ ଦିଆଯିବା ଉପରେ ଗୁରୁତ୍ୱ ଦିଆଯାଉଛି । ଆଉ ଏସବୁ ଭିତରେ ଏବେ ୬ରୁ ୧୨ ବର୍ଷର ପିଲାଙ୍କୁ କରୋନା ଟିକା ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି । ୬ରୁ ୧୨ ବର୍ଷ ପିଲାଙ୍କୁ କୋଭାକ୍ସିନ ଟିକା ଦେବାକୁ ଡିସିଜିଆଇ ଅନୁମତି ଦେଇଛି ।
Read More...

କୋଭିଡ ମୁକ୍ତ ହେଉଛି ଓଡିଶା

ରାଜ୍ୟରେ ଖସୁଛି କରୋନା ସଂକ୍ରମଣ ଗ୍ରାଫ୍। ଓଡିଶାରୁ ଧିରେ ଧିରେ କୋଭିଡ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତ୬ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି
Read More...

ଦେଶରେ କରୋନା ସଂକ୍ରମଣ ବଢ଼ି ଚାଲିଛି । ଲଗାତର ଚତୁର୍ଥ ଦିନ ପାଇଁ ଦେଶରେ ୨ହଜାର କରୋନା ସଂକ୍ରମିତ ଚିହ୍ନଟ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ହଜାର ୫୨୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ଦେଶରେ ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୫ହଜାର ୭୯ରେ ପହଞ୍ଚିଛି। ଦେଶରେ ଦୈନିକ
Read More...

କରୋନା ସଂକ୍ରମଣକୁ ନେଇ କଣ କହିଲେ ବିଜୟ

ଦିଲ୍ଲୀ ସମେତ ଅନ୍ୟ ରାଜ୍ୟ ଗୁଡ଼ିକରେ ଏବେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ, ଓଡିଶାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି ଯେ, ବର୍ତ୍ତମାନ ଓଡ଼ିଶାରେ ଉଦ୍‌ବେଗଜନକ ସ୍ଥିତି ନାହିଁ । ତଥାପି ଆଗାମୀ ୩ ରୁ ୪ ସପ୍ତାହ ଆମମାନଙ୍କ
Read More...

ଦେଶରେ ଦିନକରେ ୧୨୪୭ ଆକ୍ରାନ୍ତ ଚିହ୍ନଟ, ଚିନ୍ତା ବଢାଇଲା ଦିଲ୍ଲୀ

କରୋନାର ବଢୁଥିବା ଗ୍ରାଫ ସାରା ଦେଶରେ ଚିନ୍ତା ବଢାଇଛି । ଦେଶରେ ଗତ ୨୪ ଘଂଟାରେ ୧୨ ଶହ ୪୭ ନୂଆ ମାମଲା ଚିହ୍ନଟ ହୋଇଛି । ତେବେ ରବିବାର ତୁଳନାରେ ସୋମବାର ୯୩୬ କମ ମାମଲା ଆସିଛି । ରବିବାର ୨୧ ଶହ ୮୩ ସଂକ୍ରମିତ ଚିହ୍ନଟ ହୋଇଥିଲେ । ହେଲେ ଦିଲ୍ଲୀ ଏନସିଆରର ସ୍ଥିତି ଚିନ୍ତାଜନକ । ନୋଏଡ଼ାରେ
Read More...

କରୋନାର ଚତୃର୍ଥ ଲହରକୁ ନେଇ କ’ଣ କହିଲେ ଆଇଆଇଟି ପ୍ରଫେସର

ଦେଶର ଅନେକ ରାଜ୍ୟରେ ଏବେ କରୋନା ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଉଥିବା ବେଳେ ପୁଣି ଘାରିଛି କରୋନା ଭୟ । କରୋନାର ଚତୃର୍ଥ ଲହରକୁନେଇ ପୁଣି ପଶିଛି ଚିନ୍ତା ।ତେବେ ପୂର୍ବରୁ ଦୁଇ ଦୁଇ ଥର କରୋନାକୁ ନେଇ ସଠିକ ଭବିଷ୍ୟବାଣୀ କରିସାରିଥିବା କାନପୁରର ଆଇଆଇଟି ପ୍ରଫେସର ଚତୃର୍ଥ ଲହରକୁ ନେଇ
Read More...

୧୧ ସପ୍ତାହ ପରେ ୩୫% ବଢିଲା ଦେଶରେ ସାପ୍ତାହିକ ସଂକ୍ରମଣ

ନୂଆଦିଲ୍ଲୀ: ପୁଣି ଡରାଇଲା କରୋନା। ଦେଶରେ କରୋନା ସଂକ୍ରମଣ ଏବେ ବୃଦ୍ଧି ସଙ୍କେତ ମିଳିଲାଣି। ୧୧ ସପ୍ତାହ ପରେ ଦେଶରେ ସାପ୍ତାହିକ କରୋନା ସଂକ୍ରମଣ ୩୫ ପ୍ରତିଶତ ବୃଦ୍ଧି ପାଇଛି। ମୋଟ ଉପରେ ଦେଶରେ ସଂକ୍ରମଣ ହାର କମୁଥିବା ବେଳେ ଦିଲ୍ଲୀ, ହରିୟାଣା, ଉତ୍ତର ପ୍ରଦେଶରେ ସଂକ୍ରମଣ ବଢୁଥିବାରୁ
Read More...

ସ୍କୁଲରେ ୧୩ ଛାତ୍ର, ୩ ଶିକ୍ଷକ ସଂକ୍ରମିତ, ବନ୍ଦ ହେଲା ପାଠପଢା

କରୋନା ସଂକ୍ରମଣରୁ ଟିକେ ଆଶ୍ୱସ୍ତି ମିଳିବା ପରେ ଏବେ ଧୀରେ ଧୀରେ ସବୁ ସ୍କୁଲ ଖୋଲିବା ସହ ପାଠପଢା ଆରମ୍ଭ ହୋଇଛି । କିନ୍ତୁ ସ୍କୁଲ ଖୋଲିବାର ଦିନ କେଇଟା ନବିତିଣୁ ପୁଣି ଫେରିଛି କରୋନା ଭୟ । ନୋଏଡା ସେକ୍ଟର ୪୦ ସ୍ଥିତ ଖୈତାନ ସ୍କୁଲରେ ୧୩ ଜଣ ଛାତ୍ର ଓ ୩ ଜଣ ଶିକ୍ଷକ କରୋନା ସଂକ୍ରମିତ ଥିବା
Read More...

ଗୁଜୁରାଟରେ କରୋନାର ଏକ୍ସଇ ଭାରିଆଣ୍ଟ ସଂକ୍ରମିତ ଚିହ୍ନଟ

କିଛି ଦିନ ହେବ ଦେଶରେ କରୋନା ସଂକ୍ରମଣ କମିଥିବା ବେଳେ ଲୋକଙ୍କୁ ଟିକେ ଆଶ୍ବସ୍ତି ମିଳିଥିଲା । ହେଲେ ଏବେ ପୁଣି ଭୟ ବଢାଇଛି କରୋନାର ନୂଆ ଏକ୍ସଇ ଭାରିଆଣ୍ଟ। ଏବେ ଗୁଜୁରାଟରେ ଏହି ଭାରିଆଣ୍ଟ ଚିହ୍ନଟ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
Read More...

୧୮ ବର୍ଷରୁ ଅଧିକଙ୍କୁ ଦିଆଯିବ ବୁଷ୍ଟର ଡୋଜ

ଏବେ ୧୮ବର୍ଷରୁ ଅଧିକ ସମସ୍ତଙ୍କୁ ମିଳିବ ବୁଷ୍ଟର ଡୋଜ । କେନ୍ଦ୍ର ସରକାର ଏନେଇ ନିଷ୍ପତ୍ତି ନେଇଥିବା ଜଣାପଡିଛି । ଏପ୍ରିଲ ୧୦ ତାରିଖରୁ ଦେଶରେ ୧୮ ବର୍ଷରୁ ଅଧିକ ସମ୍‌ସ୍ତେ ବୁଷ୍ଟର ଡୋଜ ନେଇପାରିବେ । କେନ୍ଦ୍ର ସରକାରଙ୍କ ସୂଚନା ମୁତାବକ,୧୮ ବର୍ଷରୁ ଅଧିକ ଓ ୯ ମାସ ପୂର୍ବରୁ ଟିକାର ଉଭୟ
Read More...