ପ୍ରମୁଖ ଖବର

ଭାରତ ପାଇଁ ସ୍ୱର୍ଣ୍ଣ ଜିତିଲେ ଛତ୍ରପୁରର ପାରା ଫେନ୍ସର ଭି. ରମେଶ ରାଓ
ମୌସୁମୀ ଅଧିବେଶନରେ ୧୨ ବିଲ୍ ପାରିତ, ଉତ୍ପାଦକତା କମ୍
ମୋଦୀଙ୍କ ବିଦେଶନୀତିକୁ ମୋରିସନଙ୍କ ପ୍ରଶଂସା
ସଂସଦରେ ଓଲଟା ଚିତ୍ର: ଆଲୋଚନା ଚାହୁଁଛି ସରକାର
ପ୍ୟାକେଟ୍ ଖାଦ୍ୟରେ ଚେତାବନୀ ଲେବଲ୍ ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ତାଗିଦ
ଡିଜିପି ନିଯୁକ୍ତିକୁ ସୁପ୍ରିମକୋର୍ଟଙ୍କ ରୋକ, ଅଗଷ୍ଟ ୧୮ ପର୍ଯ୍ୟନ୍ତ ଚୟନ ନକରିବାକୁ ନିର୍ଦ୍ଦେଶ
କ୍ଷୀର ଦର ବୃଦ୍ଧି ପରେ ମହଙ୍ଗା ହେଲା ଛେନା-ପନିର
Browsing Category

ସ୍ୱାସ୍ଥ୍ୟ

ପୁଣି ଫେରୁଛି କି କରୋନା? ଚୀନର ୩ ସହରରେ ଲକଡାଉନ୍‌

ଭାରତରେ ଏବେ କରୋନା ସଂକ୍ରମଣ କମିଥିବା ବେଳେ ଚୀନରୁ ଆସିଛି ପୁଣି ଡରାଇବା ଭଳି ଖବର । ଚୀନରେ ପୁଣି କାୟା ମେଲାଇଛି କରୋନା । ଚୀନରେ ରବିବାର ୩ ହଜାର ୩୯୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପାଖାପାଖି ଦୁଇ ବର୍ଷ ପରେ ୩ ହଜାର ୩୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ବଢିବା
Read More...

ଜୁନ୍‌ରେ କୋଭିଡର ଚତୃର୍ଥ ଲହର!

ଦେଶରେ କରୋନାର ତୃତୀୟ ଲହର କମିଆସୁଥିବା ବେଳେ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲା । କିନ୍ତୁ ଆଶ୍ୱସ୍ତି ଭିତରେ ପୁଣି ଆସିଛି ଭୟର ଖବର । ଖୁବ ଶୀଘ୍ର ଆସିପାରେ କରୋନାର ଚତୃର୍ଥ ଲହର । ଆଇଆଇଟି କାନପୁରର ଗବେଷକଙ୍କ ଅଧ୍ୟୟନରୁ ଜଣାପଡିଛି, ଜୁନ ମାସ ସୁଦ୍ଧା ଦେଶରେ କୋଭିଡର ଚତୃର୍ଥ ଲହର
Read More...

୧୨ରୁ ୧୮ ବର୍ଷ ପିଲାଙ୍କୁ ଦିଆଯିବ କୋର୍ବେଭାକ୍ସ ଟିକା, ମିଳିଲା ଅନୁମତି

ଦେଶରେ କରୋନା ସଂକ୍ରମଣ ଏବେ ନିୟନ୍ତ୍ରଣକୁ ଆସିଛି । କିନ୍ତୁ ବିପଦ ସଂପୂର୍ଣ୍ଣ ଟଳିନି । କରୋନାକୁ ମାତ୍ ଦେବା ପାଇଁ ଟିକାକରଣ ଜୋରଦାର କରାଯାଉଛି । ଏବେ କରୋନା ବିରୋଧୀ ଲଢେଇ ପାଇଁ ଆଉ ଏକ ଅସ୍ତ୍ର ମିଳିଯାଇଛି । ସ୍ୱଦେଶୀ କରୋନା ଟିକା କୋର୍ବେଭାକ୍ସକୁ ଜରୁରୀକାଳିନ ଅନୁମତି ମିଳିଛି । ୧୨ରୁ
Read More...

ଦେଶରେ ସାମାନ୍ୟ ବଢିଲା ସଂକ୍ରମଣ

ଦେଶରେ ଆଜି ସାମାନ୍ୟ ବଢିଲା ସଂକ୍ରମଣ । ଦିନକରେ ୩୦ ହଜାର ଉପରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘ ।ରେ ୩୦ ହଜାର ୭୫୭ ନୂଆ ମାମଲା ଆସିଛି । ଦୈନିକ ସଂକ୍ରମଣ ହାର ରହିଛି ୨.୪୫% । ସେହିପରି ଦିନକରେ ୫୪୧ ଆକ୍ରାନ୍ତ କରୋନାରେ ଆଖି ବୁଜିଥିବା ବେଳେ ୬୭,୫୩୮ ଜଣ ସୁ୍‌ସ୍ଥ ହୋଇଛନ୍ତି ।
Read More...

ସଂକ୍ରମଣ କମୁଛି..କଟକଣା ହଟୁଛି

ଧୀରେ ଧୀରେ ସ୍ୱାଭାବିକ ହେଉଛି ସ୍ଥିତି କରୋନା ସଂକ୍ରମଣ କମିବା ସହ ଦେଶର ସବୁ ରାଜ୍ୟରେ କଟକଣା ମଧ୍ୟ କୋହଳ ହେଉଛି । ଓଡିଶାରେ ମଧ୍ୟ ସଂକ୍ରମଣ ତଳମୁହାଁ ହେବା ପରେ ପୂର୍ବ ସ୍ଥିତି ଧୀରେ ଧୀରେ ଫେରୁଛି । ରାଜ୍ୟରେ ଆଜି ବି ହଜାରେ ତଳେ ସଂକ୍ରମଣ ରହିଛି । ଗତ ୨୪ ଘଣ୍ଟା ରେ ରାଜ୍ୟରୁ ୯୨୫ ଜଣ
Read More...

ଭାରତ ଆସିବ କୋର୍ବେଭାକ୍ସ

ଖୁବ ଶୀଘ୍ର ୧୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କୁ କରାଯାଇପାରେ ଟିକାକରଣ । ଭାରତକୁ ମିଳିବାକୁ ଯାଉଛି ଆଉ ଏକ କରୋନା ଭ୍ୟାକସିନ । କୋର୍ବେଭାକ୍ସ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ବିଶେଷଜ୍ଞ କମିଟିର ସୁପାରିଶ । ଆସନ୍ତା କିଛି ସପ୍ତାହ ମଧ୍ୟରେ ଡିସିଜିଆଇ ଏହାର ଜରୁରୀକାଳୀନ ବ୍ୟବହାର ପାଇଁ
Read More...

ରାଜ୍ୟରେ ହଜାରେ ତଳକୁ ଖସିଲା ସଂକ୍ରମଣ

ଦେଶରେ କରୋନା ସଂକ୍ରମଣ ଲଗାତର ଭାବେ ଖସିବାରେ ଲାଗିଛି । ଗତ ୨୪ ଘଣ୍ଟା ରେ ଦେଶରେ ୩୪ ହଜାର ୧୧୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ କ୍ରମାଗତ ୪୦ ଦିନ ପରେ ଦୈନିକ ସଂକ୍ରମଣ ୫୦ ହଜାର ତଳକୁ ଖସିଛି । ଜାନୁଆରି ୪ରେ ଦେଶରେ ଦୈନିକ ସଂକ୍ରମଣ ୩୭ ହଜାର ଥିଲା । ୨୪ ଘଣ୍ଟା ରେ ୩୪ ହଜାର
Read More...

ଖସୁଛି ସଂକ୍ରମଣ, ଆଣୁଛି ଆଶ୍ୱସ୍ତି

ଦେଶରେ ୫୦ ହଜାର ତଳକୁ ଖସିଲା କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ରେ ୪୪ ହଜାର ୮୭୭ ନୂଆ ମାମଲା ସାମନାକୁ ଆସିଛି । ଗତକାଲି ୫୦ ହଜାର ୪୦୭ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଦୈନିକ ସଂକ୍ରମଣ ହାର ରହିଛି ୩.୧୭ ପ୍ରତିଶତ । ସେହିପରି ଦିନକରେ ୬୮୪ ଜଣ କରୋନାରେ ଆଖି ବୁଜିଛନ୍ତି ।
Read More...

ଖସୁଛି ସଂକ୍ରମଣ, ବଢୁଛି ମୃତ୍ୟୁ

ଆଶ୍ୱସ୍ତି ଆଣୁଛି ଫେବୃଆରୀ । ଧୀରେ ଧୀରେ ଦେଶରେ କରୋନା ସଂକ୍ରମଣ ଏବେ ଖସିବାରେ ଲାଗିଛି । ଦେଶରେ ଗତ ୨୪ ଘ ।ରେ ୫୦ ହଜାର ୪୦୭ ନୂଆ ମାମଲା ସାମନାକୁ ଆସିଛି । ଗତକାଲି ୫୮ ହଜାର ୭୭ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଦେଶରେ ଦୈନିକ ସଂକ୍ରମଣ ହାର ରହିଛି ୩.୪୮ ପ୍ରତିଶତ । କେନ୍ଦ୍ର
Read More...

ତଳମୁହାଁ ହେଲାଣି କରୋନା ସଂକ୍ରମଣ

ଭୁବନେଶ୍ବର: କରୋନାର ତୃତୀୟ ଲହରର ପ୍ରକୋପ ଏବେ ଦେଶରେ କମ ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ୫୮ ହଜାର ୭୭ ନୂଆ ମାମଲା ଆସିଛି। ଗୁରୁବାର ତୁଳନାରେ ଏହା ୧୩.୪% କମ। ଗୁରୁବାର ତୁଳନାରେ ଶୁକ୍ରବରେ ମୃତ୍ୟୁ ସଂଖ୍ୟା ମଧ୍ୟ କମ ଆସିଛି। ଗୁରୁବାର ୧୨୪୧ ଲୋକ କରୋନାରେ ଆଖିବୁଜିଥିବା ବେଳେ
Read More...