ପ୍ରମୁଖ ଖବର

ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା ଗିରଫ
ପରଲୋକରେ ଲୋକପ୍ରିୟ ଅଭିନେତା ଅଚ୍ୟୁତ ପୋତଦାର୍
କଟକ ସହରରେ ଗଣେଶ ପୂଜା ପାଇଁ ଗାଇଡଲାଇନ ଜାରି
ଶିଶୁ ବାଟିକା ପିଲାମାନଙ୍କୁ ମିଳିବ ମାଗଣା ୟୁନିଫର୍ମ
ବନ୍ଦ ହୋଇଯିବ ଭୁବନେଶ୍ଵର-ଦୁବାଇ ବିମାନ ସେବା
ଆଳି ଏକମାଣିଆ ମଇଁଷି ମୃତ୍ୟୁ ଘଟଣା : ମିଳିବ କ୍ଷତିପୂରଣ
Browsing Category

ସ୍ୱାସ୍ଥ୍ୟ

ସାମାନ୍ୟ କମିଲା ଦୈନିକ ସଂକ୍ରମଣ

ଭୁବନେଶ୍ବର: ସାରା ଦେଶରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ଏଥିରେ କିଛିଟା ଆଶ୍ୱସ୍ତି ମିଳିଛି। ଗତ ୨୪ ଘଣ୍ଟାରେ ୨ଲକ୍ଷ ୫୮ ହଜାରରୁ ଅଧିକମାମଲା ସାମନାକୁ ଆସିଛି। ଗତକାଲି ଅପେକ୍ଷା ଆଜି ୧୩ ହଜାର ୧୧୩ ନୂଆ ମାମଲା କମ ଆସିଛି। ତେବେ ଏବେ ଦେଶରେ ୧୬ ଲକ୍ଷରୁ ଅଧିକ ସକ୍ରିୟ ସଂକ୍ରମିତଙ୍କ
Read More...

ଦେଶର ୨୪ ଘଣ୍ଟାର କରୋନା ଗ୍ରାଫ

ଦେଶରେ କରୋନା ସ୍ଥିତି ଧିରେ ଧିରେ ଅଣାୟତ୍ତ ହେବାରେ ଲାଗିଛି । ଏହା ସହ ଓମିକ୍ରନ ଭ୍ୟାରିଆଣ୍ଟ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ପ୍ରତିଦିନ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୭୧ ହଜାର ୨୦୨ ନୂଆ ମାମଲା ସାମନାକୁ ଆସିଛି । ଗତକାଲି ଅପେକ୍ଷା ଆଜି ୨ହଜାର ୩୬୯ ଅଧିକ ମାମଲା ଆସିଛି
Read More...

ରାଜ୍ୟରେ ୧୧ ହଜାର ଟପିଲା

ରାଜ୍ୟର ବଢିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଲଗାତର ତିନି ଦିନ ଧରି ୧୦ ହଜାର ଉପରେ ସଂକ୍ରମଣ ରହିବା ପରେ ଗତ ୨୪ ଘଣ୍ଟାରେ ୧୧ ହଜାରରୁ ଅଧିକ ନୂଆ ମାମଲା ଆସିଛି । ଜିଲ୍ଲାରୁ ଜିଲ୍ଲା ବ୍ୟାପିଚାଲିଛି ସଂକ୍ରମଣ । ୫ରୁ ୬ ଜିଲ୍ଲା ମୁଣ୍ଡ ବିନ୍ଧାର କାରଣ ପାଲଟିଛନ୍ତି ।କଟକଣା ସତ୍ୱେ
Read More...

ମାଡୁଛି ସଂକ୍ରମଣ; ଚିନ୍ତା ବଢାଇଲା ଖୋର୍ଦ୍ଧା

ଭୁବନେଶ୍ବର: ରାଜ୍ୟରେ ବଢିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। କ୍ରମାଗତ ୩ ଦିନ ଧରି ୧୦ ହଜାର ଉପରେ ଦୈନିକ ସଂକ୍ରମଣ ରହୁଛି।ଜାନୁଆରି ପହିଲାରୁ ଆଜି ଯାଏଁ ମାତ୍ର ୧୫ ଦିନରେ ରାଜ୍ୟରେ ଚିହ୍ନଟ ହେଲେଣି ୬୭ ହଜାର ୯୦୨ ଜଣ ସଂକ୍ରମିତ। ପ୍ରାୟ ଅଧିକାଂଶ ଜିଲ୍ଲାରେ ସଂକ୍ରମିତଙ୍କ ସେଞ୍ଚୁରି
Read More...

ଦେଶରେ ନିଆଁ ଭଳି ମାଡୁଛି ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଯେଭଳି ଭାବେ ବଢୁଛି ତାହା ସମସ୍ତଙ୍କ ନିଦ ହଜାଇଦେଇଛି। କଟକଣା ପରେ ବି ସଂକ୍ରମଣ ରକେଟ ସ୍ପିଡରେ ମାଡି ଚାଲିଛି। ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୬୪ ହଜାର ୨୦୨ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ତୁଳନାରେ ୬.୭ ପ୍ରତିଶତ ବଢିଛି ସଂକ୍ରମଣ। ଦେଶରେ ଏବେ
Read More...

ଲକ୍ଷ୍ନୌ: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିଚାଲିଛି। ଆଉ ଏତିକିବେଳେ ଉତ୍ତରପ୍ରଦେଶ ପ୍ରୟାଗରାଜରେ ମାଘ ମେଳାର ଆୟୋଜନ କରାଯାଇଛି। ତେବେ ବିଶ୍ୱାସର ଏହି ମେଳା ହୋଇପାରେ କରୋନାର ସୁପରସ୍ପ୍ରେଡର। ଆଜି ମକର ସଂକ୍ରାନ୍ତି ଅବସରରେ ଲକ୍ଷାଧିକ ଲୋକ ସ୍ନାନ କରିଥାନ୍ତି। ମେଳାରେ କରୋନା
Read More...

ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈିନକ ସଂକ୍ରମଣ

ଭୁବନେଶ୍ବର: ରାଜ୍ୟରେ ଲମ୍ବା ଡିଆଁ ମାରୁଛି କରୋନ ସଂକ୍ରମଣ। ପୁଣି ୧୦ ହଜାର ଉପରେ ରହିଛି ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟାରେ ୭୫ ହଜାର ୭୩୧ ନମୁନା ପରୀକ୍ଷା ହୋଇଥିବା ବେଳେ ୧୦ହଜାର ୨୭୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସବୁଠୁ ବଡ଼ ଚିନ୍ତା ପାଲଟିଛି ଖୋର୍ଦ୍ଧା ଜିଲ୍ଲା। ଖୋର୍ଦ୍ଧାରେ
Read More...

ଦେଶରେ ୨ ଲକ୍ଷ ଟପିଲା ଦୈନିକ ସଂକ୍ରମଣ..

ଦେଶରେ କରୋନା ସଂକ୍ରମଣର ବିସ୍ଫୋରଣ । କରୋନାର ଲମ୍ବା ଲମ୍ପ ସହ ୨୪ ଘଣ୍ଟା ରେ ଦେଶରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ଟପିଛି । ସଂକ୍ରମଣ ହାର ରହିଛି ୧୩.୧୧ ପ୍ରତିଶତ । ଡିସେମ୍ବର ୩୦ରେ ଦେଶରେ ପଜିଟିଭ ହାର ୧.୧ ପ୍ରତିଶତ ଥିବା ବେଳେ ଜାନୁଆରୀ ୧୩ ବେଳକୁ ଏହା ୧୩ ପ୍ରତିଶତରେ
Read More...

ରାଜ୍ୟରେ ରେକର୍ଡ ଛୁଇଁଲା ସଂକ୍ରମଣ

ଭୁବନେଶ୍ବର: ରାଜ୍ୟରେ ରେକର୍ଡ ସଂକ୍ରମଣ। ଗତ ୨୪ ଘଣ୍ଟାରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ଟପିଛି। ଗତକାଲି ତୁଳନାରେ ୧୨୮୧ ମାମଲା ବୃଦ୍ଧି ପାଇଛି। କେବଳ ଜାନୁଆରିମାସର ୧୩ ଦିନରେ ଚିହ୍ନଟ ହେଲେଣି ୪୬ ହଜାର ୭୭୩ ସଂକ୍ରମିତ। ଏହା ସହ ଖୋର୍ଦ୍ଧା ସମେତ ୪ରୁ ୫ ଜିଲ୍ଲାରେ ଯେଭଳି
Read More...

ରାଜ୍ୟରେ ୧୦ ହଜାର ମୁହାଁ ଦୈନିକ ସଂକ୍ରମଣ;ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?

ଭୁବନେଶ୍ବର: ରାଜ୍ୟରେ ଦୈନିକ ସଂକ୍ରମଣ ଏବେ ଦଶ ହଜାର ମୁହାଁ।ଗୋଟିଏ ପରେ ଗୋଟିଏ ଜିଲ୍ଲାରେ ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଜାନୁଆରି ୫ ତାରିଖରେ ରାଜ୍ୟରେ ଚିହ୍ନଟ ହୋଇଥିଲେ ହଜାରେ ୨୧୬ ଆକ୍ରାନ୍ତ। କିନ୍ତୁ ଆଜି ୮ ହଜାର ଉପରେ ମାମଲା ଚିହ୍ନଟ ହୋଇଛି। ଏଥିରୁ ଅନୁମାନ
Read More...