Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା, ବସ୍ରେ ମାଗଣା ଯିବେ ଛାତ୍ରୀଛାତ୍ର
ସେପ୍ଟେମ୍ବର ୧୫ରୁ ଆରମ୍ଭ ହେବ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ: ଆଇନ ମନ୍ତ୍ରୀ
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ : ସର୍ବସାଧାରଣ ସ୍ଥାନରେ କୁକୁରଙ୍କୁ ଖାଇବାକୁ ଦେବା ନିଷେଧ
ପିଏମଜିଏସ୍ୱାଇ ରାସ୍ତା ନିର୍ମାଣ କ୍ଷେତ୍ରରେ ଓଡିଶା ଦେଶରେ ଚତୁର୍ଥ
ଅନଲାଇନ୍ ଗେମିଂ ବିଲକୁ ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ
ଗଛରେ ଚଢ଼ି କାନ୍ଥ ଡେଇଁ ସଂସଦ ଭିତରକୁ ପ୍ରବେଶ କଲେ ଦୃର୍ବୁତ୍ତ
Browsing Category
ସ୍ୱାସ୍ଥ୍ୟ
ଏକ୍ମୋ ମେସିନ୍ ପାଇଁ ଓଡ଼ିଶାରେ ପ୍ରସ୍ତୁତି ବଢ଼ିଲା
ରାଉରକେଲା ସମେତ ସେଲ୍ର ସବୁ ହସ୍ପିଟାଲରେ ଏକ୍ମୋ ମେସିନ୍ ବ୍ୟବସ୍ଥା ହେବ: ଧର୍ମେନ୍ଦ୍ର ପ୍ରଧାନଏମ୍ସର ଓଡ଼ିଶା ଶାଖା ବି ଏକ୍ମୋ ଚିକିତ୍ସା ପାଇଁ ପ୍ରସ୍ତୁତି ଆରମ୍ଭ କଲା,ପ୍ରଥମ ଦୁଇଟି ମେସିନ୍ କିଣାଯିବପୂର୍ବରୁ ସରକାର କଟକ ପାଇଁ ୬ଟି ମେସିନ୍ କିଣିବା ଲାଗି କହିଥିଲେ, କ୍ୟାପିଟାଲ!-->…
Read More...
Read More...
ସବୁ ପ୍ରମୁଖ ହସ୍ପିଟାଲରେ ହେବ ତରଳ ଅକ୍ସିଜେନ୍ ପ୍ଲାଣ୍ଟ୍
୭ଟି ଜିଲ୍ଲାରେ ୭ଟି ଅକ୍ସିଜେନ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ରଖିଲେ ମୁଖ୍ୟମନ୍ତ୍ରୀରଜ, ସାବିତ୍ରୀ ପାଇଁ ଲୋକମାନେ ସତର୍କ ରହିବା ଲାଗି ନିବେଦନ କଲେ୨୯.୪୧ କୋଟି ଟଙ୍କାର ବିଭିନ୍ନ ସ୍ବାସ୍ଥ୍ୟ ପ୍ରକଳ୍ପ ଉଦ୍ଘାଟିତ ହେଲାବାଲେଶ୍ବରରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସହାୟତାରେ ଅତିରିକ୍ତ ସ୍ବାସ୍ଥ୍ୟ!-->…
Read More...
Read More...
ଶିଶୁଙ୍କ ସ୍ବାସ୍ଥ୍ୟକୁ ଗୁରୁତ୍ବ ଦେଲେ ନବୀନ
ଶିଶୁ ମାନଙ୍କ ସ୍ବାସ୍ଥ୍ୟର ସୁରକ୍ଷା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି ଜୋରଦାର,ତାଲିମ ନେବେ ୧୧୧୪ ଡାକ୍ତରଦୈନିକ ଟିକାଦାନକୁ ୩ ଲକ୍ଷକୁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକମ୍ ସକ୍ରମଣ ହାର ଥିବା ଜିଲ୍ଲା ରେ ଅନ୍ ଲକ୍ ପ୍ରକ୍ରିୟା!-->…
Read More...
Read More...
ନିଜ ଲୋକ ପାଖରେ ନଥିଲେ, ତଥାପି କରୋନାକୁ ଜିତିଲେ ପ୍ରଦୀପ
ଭୁବନେଶ୍ୱର: ପରିବାରର କେହି କରୋନା ସଂକ୍ରମିତ ହୋଇଗଲେ ଆମେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ବ୍ୟତିବ୍ୟସ୍ତ ହୋଇଉଠୁଛୁ। ଏହି ଅଦୃଶ୍ୟ ଶତ୍ରୁ ଦ୍ୱାରା କବଳିତ ହେବା ପରେ ଆତ୍ମୀୟଙ୍କ ପାଖରେ ଯଦି କେହି ନିଜ ଲୋକ ରହିପାରିବା ସମ୍ଭବପର ନ ହୁଏ ତେବେ ଉଭୟ ସଂକ୍ରମିତ ଏବଂ ପରିବାର ସଦସ୍ୟଙ୍କ ମନୋବଳ!-->…
Read More...
Read More...
କୋଲକାତା ଗଲେ ଆଇପିଏସ୍ ଦେବାଶିଷ
ଭୁବନେଶ୍ବର: କୋଭିଡ୍ ଆକ୍ତାନ୍ତ ପରେ ଗୁରୁତର ହୋଇ କଟକ ଅଶ୍ବିନୀ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଭିଜିଲାନ୍ସ ନିର୍ଦେଶକ ତଥା ବରିଷ୍ଠ ଆଇପିଏସ୍ ଅଫିସର ଦେବାଶିଷ ପାଣିଗ୍ରାହୀଙ୍କୁ ଆଜି ଅଧିକ ଚିକିତ୍ସା ପାଇଁ କୋଲାକାତାର ଏକ ସ୍ପେସାଲିଟି ହସ୍ପିଟାଲକୁ ସ୍ଥାନାନ୍ତର!-->…
Read More...
Read More...
କିଛି ଭଲ ଖବର ଆଣିଲା କରୋନା
ଭୁବନେଶ୍ବର: ହଠାତ୍ ଖୋର୍ଧା ଜିଲ୍ଲାରେ କରୋନା ସଂକ୍ରମଣ ପାଖାପାଖି ୫୦ ପ୍ରତିଶତ କମିଯାଇଛି। ଗତକାଲି (୫ ତାରିଖ ପରୀକ୍ଷା ରିପୋର୍ଟ) ୧୧୬୭ ଜଣ କରୋନାରେ ସଂକ୍ରମିତ ହୋଇଥିବା ରିପୋର୍ଟ ଆସିଥିଲା। ଆଜି (୬ ତାରିଖରେ ପରୀକ୍ଷା ହୋଇଥିଲା) ରିପୋର୍ଟ କହୁଛି, ଖୋର୍ଧାରେ ମାତ୍ର ୪୯୫!-->…
Read More...
Read More...
କୋଭିଡ୍ ସଂପର୍କରେ ଆସିଲା ବଡ଼ ଖବର
ଲକ୍ଡାଉନରୁ ମିଳିଛି ବଡ଼ ସଫଳତା: ୧୦ ପ୍ରତିଶତ ତଳକୁ ଖସିଲା ସଂକ୍ରମଣ ହାର ମୃତ୍ୟୁ ସଂଖ୍ୟା କିନ୍ତୁ ଚିନ୍ତାଜନକ, କେବଳ ଜୁନରେ ୨୪୦ଜଣଙ୍କ ମୃତ୍ୟୁ ଘୋଷଣାଭୁବନେଶ୍ବରରେ ବି ସଂକ୍ରମଣ ହାର କମିନି, ୧୧୬୭ଜଣଙ୍କ ଠାରେ କୋଭିଡ୍ ଚିହ୍ନଟ
ଭୁବନେଶ୍ବର: ମେ' ୫ ତାରିଖରେ ସାରା ରାଜ୍ୟକୁ!-->!-->!-->…
Read More...
Read More...
ବିପଜ୍ଜନକ ଜୁନ୍, ଦୁଇଦିନରେ ଗଲାଣି ୭୭ଜଣଙ୍କ ମୁଣ୍ଡ
ଗ୍ରାମାଞ୍ଚଳରେ ଅଧିକ କୋଭିଡ୍ ପରୀକ୍ଷା ଉପରେ ସରକାରଙ୍କ ଗୁରୁତ୍ବଦେଶରେ ଦ୍ବିତୀୟ ତରଙ୍ଗରେ ୫୯୪ ଡାକ୍ତରଙ୍କର ମୃତ୍ୟୁ ଘଟିଛିଦିଲ୍ଲୀ, ଉତ୍ତରପ୍ରଦେଶ ଓ ବିହାରରୁ କେବଳ ୪୫ ପ୍ରତିଶତ, ଓଡ଼ିଶାରୁ ୨୨
ଭୁବନେଶ୍ବର: ଜୁନ୍ରେ କୋଭିଡ୍ ସଂକ୍ରମଣ କମିବ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ!-->!-->!-->…
Read More...
Read More...
ତୃତୀୟ ଲହର ପାଇଁ ଅଣ୍ଟାଭିଡ଼ିଲେ ନବୀନ
କୋଭିଡରେ ସ୍ବାମୀଙ୍କୁ ହରାଇଥିବା ମହିଳା ଏବଂ ବାପା ମାଙ୍କୁ ହରାଇଥିବା ପିଲାମାନଙ୍କ ପାଇଁ ୧୫ ଦିନ ଭିତରେ ପେନ୍ସନ୍ ବ୍ୟବସ୍ଥାସାମାଜିକ ନିରାପତ୍ତା ଯୋଜନାର ହିତାଧିକାରୀଙ୍କୁ ୩ ମାସର ଆଗୁଆ ପେନ୍ସନ, ବ୍ଲାକ୍ ଫଙ୍ଗସର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ
କୋଭିଡରେ ନିଜ!-->!-->!-->…
Read More...
Read More...
ଅନୁଗୁଳରେ ବୃହତ କୋଭିଡ୍ ସେଣ୍ଟରର ଲୋକାର୍ପଣ କଲେ ଧର୍ମେନ୍ଦ୍ର
ଅନୁଗୁଳ ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତିଭୂମିକୁ ଆହୁରି ସୁଦୃଢ କରାଯିବ: କେନ୍ଦ୍ରମନ୍ତ୍ରୀଅନୁଗୁଳ ଜିଲ୍ଲାର ବଳରାମପ୍ରସାଦ ଏବଂ ତାଳଚେର ଏମସିଏଲର କୋଭିଡ ହସ୍ପିଟାଲ ପରିଦର୍ଶନପିପିଇ କିଟ୍ ପିନ୍ଧି କୋଭିଡ୍ ହସ୍ପିଟାଲରେ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ ଓ କର୍ମଚାରୀଙ୍କ ସହ କଥା ହେଲେଜେଏସପିଏଲ,!-->…
Read More...
Read More...