Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ଦିଲ୍ଲୀରେ ୬ଟି ବୋମା ଧମକ ମିଳିବା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଓଡ଼ିଶାର ୧୭ ପୋଲିସ ଓ ସୁରକ୍ଷା କର୍ମଚାରୀଙ୍କୁ ବିଶିଷ୍ଟ ସେବା ପୁରସ୍କାର
ଛାତିରେ ଯନ୍ତ୍ରଣା ପରେ ଏମ୍ସରେ ଭର୍ତ୍ତି ଜେପି ନଡ୍ଡା, ସ୍ୱାସ୍ଥ୍ୟାବସ୍ଥା ସ୍ଥିର
ପୁରୀ ଷ୍ଟେସନ୍ ନିକଟରେ ତାଳଚେର-ପୁରୀ ଟ୍ରେନ୍ର ଇଞ୍ଜିନ୍ ଲାଇନଚ୍ୟୁତ
ଓଡ଼ିଶା ପୁଲିସର ନୂଆ ଡିଜିପି ଦାୟିତ୍ୱରେ ବିନୟତୋଷ ମିଶ୍ର
ଛାତ୍ରଙ୍କ ଖାତାକୁ ସିଧା ଯିବ ଫି’ ରିଇମ୍ବର୍ସମେଣ୍ଟ ଟଙ୍କା
ପଶ୍ଚିମବଙ୍ଗରେ ଲାଗୁ ହେଲା ‘ବେଟି ବଚାଓ, ବେଟି ପଢ଼ାଓ’ ଯୋଜନା
ଆସାମରେ ୧୦୦୦ରୁ ଅଧିକ ପୁରୁଣା ପୋଲ ହେବ RCC
Browsing Category
ସ୍ୱାସ୍ଥ୍ୟ
ଲକ୍ଡାଉନ୍ ଖୋଲିବାକୁ ତରତର ହେଲେ, ଏବେ…
କରୋନା ଗ୍ରାଫ୍ ଉପରମୁହାଁ, ଟିପିଆର୍ ୫.୧୭ ପ୍ରତିଶତକୁ ବଢ଼ିଲାରାଜ୍ୟରେ ଡେଲ୍ଟା ପ୍ଲସ୍ ଭ୍ୟାରିଆଣ୍ଟ ଆଣିପାରେ ବଡ ବିପଦମୃତ୍ୟୁ ସଂଖ୍ୟା କମୁନି, ମାସକରେ ଗଲାଣି ୧୨୩୦ ଜଣଙ୍କର ଜୀବନସରକାର କଠୋର ନ ହେଲେ ତୃତୀୟ ଲହର ଆସିବା ଡେରି ନୁହେଁ
ଭୁବନେଶ୍ବର: ପରିସ୍ଥିତିରେ ଉନ୍ନତି ଆସୁଥିବା!-->!-->!-->…
Read More...
Read More...
ଡାକ୍ତରଙ୍କ ଉପରେ ବି ଦାଉ ସାଧୁଛି କରୋନା
ଓଡ଼ିଶାରେ ୩୪ ଡାକ୍ତରଙ୍କୁ ମୃତ୍ୟୁ ମୁହଁକୁ ଟାଣିନେଲାଣି କୋଭିଡ୍ ଦ୍ବିତୀୟ ଲହରବିବାହରେ ସର୍ବାଧିକ ଡାକ୍ତର ମୃତ୍ୟୁ, ତାଲିକାର ଦ୍ବିତୀୟ ସ୍ଥାନରେ ରହିଛି ଦିଲ୍ଲୀ
ଭୁବନେଶ୍ବର: ଜଣେ କି ଦୁଇଜଣ ନୁହେଁ, ଦ୍ବିତୀୟ ଲହରରେ ଦେଶରେ ୭୭୬ଜଣ ଡାକ୍ତରଙ୍କ ପ୍ରାଣ ଗଲାଣି। ଏହା ହିଁ ସୂଚାଉଛି ଯେ!-->!-->!-->…
Read More...
Read More...
ଓଡ଼ିଶାରେ ପଶିଲା ଡେଲଟା ଭ୍ୟାରିଆଣ୍ଟ
ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହର ସଂକ୍ରମଣର ପ୍ରଭାବ କମିନଥିବା ବେଳେ ଚିନ୍ତା ବଢାଇଲା ନୂତନ ଭ୍ୟାରିଆଂଟ । ଓଡିଶାରେ ଚିହ୍ନଟ ହେଲା ଡେଲଟା ପ୍ଲସ ଭ୍ୟାରିଆଂଟ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
ରାଜ୍ୟରେ ଗୋଟିଏ ଡେଲଟା ପ୍ଲସ ଭ୍ୟାରିଆଂଟ ଚିହ୍ନଟ ହୋଇଥିବା!-->!-->!-->…
Read More...
Read More...
ତୃତୀୟ ଲହର ସଂପର୍କରେ ବଡ ମତ ରଖିଲେ ନବୀନ
ତୃତୀୟ ଲହର ସଂପର୍କରେ ବିଶେଷଜ୍ଞ ମାନଙ୍କର ଭିନ୍ନ ମତ ରହୁଛିପ୍ରସ୍ତୁତିରେ ସାମାନ୍ୟତମ ଅବହେଳା ନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକିଛି ରାଜ୍ୟରେ ଡେଲ୍ଟା ପ୍ଲସ ଭ୍ୟାରିଆଣ୍ଟ ଦେଖାଗଲାଣିପ୍ରସ୍ତୁତି, ସତର୍କତା ଓ ସହଯୋଗ ଆମର ମୂଳ ମନ୍ତ୍ର : ମୁଖ୍ୟମନ୍ତ୍ରୀ ୮ଟି ଜିଲ୍ଲାରେ ଅକ୍ସିଜେନ!-->…
Read More...
Read More...
ପରିସଂଖ୍ୟାନ ବଖାଣୁଛି କେତେ ଜଟିଳ ସ୍ଥିତିରେ ଅଛି କରୋନା
ଦ୍ବିତୀୟ ଲହର ଶୀର୍ଷ ଛୁଇଁବା ପରେ ପ୍ରଥମ ଥର ଟିପିଆର୍ ୫% ତଳକୁ ଖସିଲାଆଚରଣରେ ସଂଯମତା ପ୍ରଦର୍ଶନ ନ କଲେ ସ୍ଥିତି ବିପଜ୍ଜନକ ହୋଇପାରେତୃତୀୟ ଲହରକୁ ଟାଣିଆଣିବାରେ ଏହା ବଡ଼ ଭୂମିକା ନିର୍ବାହ କରିବ୧୨ ଜିଲ୍ଲା ଉପରୁ ଟଳିନି ବିପଦ, ଟିପିଆର୍ ରାଜ୍ୟର ହାରାହାରି ଠାରୁ ଉପରେ
ଭୁବନେଶ୍ବର:!-->!-->!-->…
Read More...
Read More...
ତୃତୀୟ ଲହର ପାଇଁ ପ୍ରସ୍ତୁତି ଆରମ୍ଭ ହେଲା
ଭବାନୀପାଟଣାରେ ୨୦୦ ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର କୋଭିଡ ହସ୍ପିଟାଲ ଉଦ୍ଘାଟିତଏବେଠୁ ସ୍ବତନ୍ତ୍ର ଶିଶୁ ଚିକିତ୍ସା ଓ୍ବାର୍ଡ ଖୋଲିଲେ ସରକାରଏକବିଂଶ ଶତାଦ୍ଦୀରେ କଳାହାଣ୍ଡିର ରୂପାନ୍ତର ଉଲ୍ଲେଖନୀୟ: ମୁଖ୍ୟମନ୍ତ୍ରୀତୃତୀୟ ଲହର ପାଇଁ ପ୍ରସ୍ତୁତ ରହିବାକୁ ପୁଣି ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ!-->…
Read More...
Read More...
ସ୍ବାସ୍ଥ୍ୟ ଭିତ୍ତିଭୂମି ଓ ଅକ୍ସିଜେନ ପ୍ଲାଣ୍ଟର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ୮ଟି ଜିଲ୍ଲାରେ ବିଭିନ୍ନ ସ୍ବାସ୍ଥ୍ୟ ଭିତ୍ତିଭୂମି ଓ ଅକ୍ସିଜେନ ପ୍ଲାଣ୍ଟର ଉଦ୍ଘାଟନ
ତୃତୀୟ ଲହରର ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରୁହ – ମୁଖ୍ୟମନ୍ତ୍ରୀ
ପୁଣି ନିବେଦନ କଲେ ମୁଖ୍ୟମନ୍ତ୍ରୀ – ଡବଲ ମାସ୍କ ପିନ୍ଧନ୍ତୁ, ଟିକା ନିଶ୍ଚୟ ନିଅନ୍ତୁ
!-->!-->!-->!-->!-->!-->!-->…
Read More...
Read More...
ତୃତୀୟ ଲହର ନେଇ ସେରୋ ସର୍ଭେରୁ ଆସିଲା ବଡ଼ ତଥ୍ୟ
ଦିଲ୍ଲୀ ସରକାର ଓ କେନ୍ଦ୍ରକୁ ନୋଟିସ କଲେ ଦିଲ୍ଲୀ ହାଇକୋର୍ଟ,କୋର୍ଟ କହିଲେ ଭଗବାନ ଆମକୁ ସାହାଯ୍ୟ କରନ୍ତୁ
ନୂଆଦିଲ୍ଲୀ: କୋଭିଡ୍ ତୃତୀୟ ତରଙ୍ଗ ପିଲାମାନଙ୍କ ପାଇଁ ଅଧିକ ବିପଦ ସୃଷ୍ଟି କରିବ ନାହିଁ। ଏକଥା ଆମେ କହୁନାହୁଁ, ବରଂ ଡବଲୁଏଚ୍ଓ ଓ ଏମ୍ସ ଯୁଗ୍ମ ସର୍ବେକ୍ଷଣ ରିପୋର୍ଟରେ!-->!-->!-->…
Read More...
Read More...
ଲକ୍ଡାଉନ୍ ସଂପର୍କରେ ଆସିଲା ବଡ଼ ଘୋଷଣା
୧୭ ଜିଲ୍ଲାରେ ଲକ୍ଡାଉନ୍ ଅଧିକ କୋହଳ ସୂଚନାବାକି ୧୩ ଜିଲ୍ଲାରେ ଟିକିଏ ଅଧିକ କଟକଣା ରହିବ
ଭୁବନେଶ୍ବର: ରାଜ୍ୟରେ କୋଭିଡ୍ ସଂକ୍ରମଣ ହ୍ରାସ ପାଇବା ଦେଖି ରାଜ୍ୟ ସରକାର ଲକ୍ଡାଉନ୍ କଟକଣା କୋହଳ କରିବା ନେଇ ନିଷ୍ପତ୍ତି ନେଇଛନ୍ତି। ଆଜି ମୁଖ୍ୟଶାସନ ସଚିବ ଏ ସଂପର୍କରେ ସୂଚନା!-->!-->!-->…
Read More...
Read More...
କୋଭିଡ୍ ଆକ୍ରାନ୍ତ ପରେ ବି ସଫଳ ହେଲା ଅସ୍ତ୍ରୋପଚାର
ଭୁବନେଶ୍ୱର: ସମ୍ କୋଭିଡ ହସ୍ପିଟାଲ୍ରେ ଅନେକ ଗୁରୁତର ବ୍ୟକ୍ତି ସୁସ୍ଥ ହେଉଥିବା ବେଳେ ଭେଣ୍ଟିଲେଟରରୁ ବାହାରି ସମ୍ପୂର୍ଣ୍ଣ ଭଲ ହୋଇ ଫେରିବାର ମଧ୍ୟ ଅନେକ ନଜିର ରହିଛି। ଏପରିକି ପରିଣତ ବୟସରେ ପହଞ୍ଚିଥିବା ଅନେକ ବୟୋଜ୍ୟେଷ୍ଠ ବରିଷ୍ଠ ନାଗରିକ ମଧ୍ୟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ!-->…
Read More...
Read More...