ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ
Browsing Category

ସାହିତ୍ୟ

ରାଜ୍ୟବାସୀ ପାଳୁଛନ୍ତି ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନକୁ ପୂରିଲା ୮୬ ବର୍ଷ

ଆଜି ଉତ୍କଳ ଦିବସ । ଯେବେ କ୍ୟାଲେଣ୍ଡରରେ ଏଇ ଏପ୍ରିଲ ୧ ଚାଲିଆସେ , ସେତେବେଳେ ନିଜେ ଓଡିଆ ଓ ନିଜ ଜନ୍ମମାଟି ଓଡିଶାକୁ ନେଇ ବହୁତ ଗର୍ବ କରିବାକୁ ଇଛା ହୁଏ । ଓଡିଶା ଇତିହାସରେ ସ୍ୱର୍ଣ୍ଣିମ ଅକ୍ଷରରେ ବିଦିତ ଏକ ଅବସ୍ମରଣୀୟ ତାରିଖ । ।କାହିଁକି ନା , ଆଜିର ଦିନରେ ସ୍ୱତନ୍ତ୍ର ପ୍ରଦେଶର
Read More...

ଡ. ଗାୟତ୍ରୀବାଳା ପଣ୍ଡା ପାଇବେ ଚଳିତବର୍ଷର ମର୍ଯ୍ୟାଦାଜନକ ମହୁରି ସମ୍ମାନ

ଭୁବନେଶ୍ବର: ବିଶିଷ୍ଟ ସାହିତ୍ୟ ସାଧିକା ତଥା ଆଗଧାଡିର କବୟିତ୍ରୀ ଡ. ଗାୟତ୍ରୀବାଳା ପଣ୍ଡା ଚଳିତବର୍ଷର ମର୍ଯ୍ୟାଦାଜନକ ‘ମହୁରି ସମ୍ମାନ’ ପାଇବେ। ଚୟନ କମିଟି ଏ ସଂକ୍ରାନ୍ତ ନିଷ୍ପତ୍ତିରେ ମୋହର ମାରିବାପରେ ସଂସ୍ଥା ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ନିଜର ୧୧ଟି କବିତା ସଂକଳନ, ୨ଟି
Read More...

ବାୟୁବୀର ଅଭିନନ୍ଦନଙ୍କୁ ‘ବୀରଚକ୍ର’ ସମ୍ମାନ

ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ‘ବୀରଚକ୍ର’ ସମ୍ମାନ । ରାଷ୍ଟ୍ରପତି ଭବନରେ ‘ବୀରଚକ୍ର’ ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି । ପାକିସ୍ତାନର ଲଢୁଆ ଯୁଦ୍ଧ ବିମାଗ ଏଫ-୧୬ ମାରି ଖସାଇବା ପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି । ଏହା ସହ ବିଭିନ୍ନ ପରିସ୍ଥିତିରେ ସାହାସିକତାର
Read More...

ଏ ଶିଶୁଲେଖା କାହା ପାଇଁ ପ୍ରକାଶ ପାଉଛି?

ଭୁବନେଶ୍ବର: ଦୀର୍ଘ ଦିନ ବ୍ୟବଧାନ ପରେ ଓଡ଼ିଶାରେ ଆଦୃତି ଲାଭ କରିଥିବା ଶିଶୁ ଲେଖା ପୁନଃ ପ୍ରକାଶ ପାଉଛି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଓଡ଼ିଶାର ପ୍ରାୟ ଅଧିକାଂଶ ପରିବାରରେ ଖୁସି ଆଣି ଦେଇଥିଲା। ଛୋଟ ପିଲାଙ୍କ ଉଦ୍ଦେଶ୍ୟରେ ସରକାରଙ୍କ ଏହି ପୁସ୍ତକ ପ୍ରକାଶନ ପରବର୍ତ୍ତୀ ପିଢି ପାଇଁ
Read More...

କେଉଁ ରାସ୍ତାରେ ଯାଉଛି ଓଡ଼ିଶା ସାହିତ୍ୟ ଏକାଡେମୀ?

ଭୁବନେଶ୍ବର: ହଠାତ୍ ଓଡ଼ିଶା ସାହିତ୍ୟ ଏକାଡେମୀ ଦୈନିକ ଓଡ଼ିଆ ଖବରକାଗଜରେ ଗୋଟିଏ ବିଜ୍ଞାପନ ଦେଇଛନ୍ତି। ଏକାଡେମୀ ପକ୍ଷରୁ ସଭାପତି ଏବଂ ସଚିବ କହିଛନ୍ତି ଯେ ଦୋକାନ, ବଜାର ଅବା ଦପ୍ତର, ଓଡ଼ିଆରେ କୁହ, ଓଡ଼ିଆରେ ଲେଖ, ଓଡ଼ିଆ ଭାଷାଟି ମାଆ ତୁମର। ଏକାଡେମୀର ସଚିବ ପ୍ରବୋଧ ରାଉତ
Read More...

କଥାକାର ରାମଚନ୍ଦ୍ର ବେହେରାଙ୍କୁ ଅତିବଡ଼ୀ ପୁରସ୍କାର ପ୍ରଦାନ

ସାରସ୍ୱତ ସାଧନା ପାଇଁ ୧୫ ଜଣ ସମ୍ବର୍ଧିତ ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡେମୀର ୨୮ତମ ପୁରସ୍କାର ବିତରଣୀ ଉତ୍ସବରେ ଏକାଡେମୀର ସର୍ବୋଚ୍ଚ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ବିଶିଷ୍ଟ କଥାଶିଳ୍ପୀ ତଥା ସାରସ୍ୱତ ସାଧକ ଡ. ରାମଚନ୍ଦ୍ର ବେହେରାଙ୍କୁ ପ୍ରଦାନ କରାଯାଇଛି । ସ୍ଥାନୀୟ
Read More...

ଓଡ଼ିଆ ବିଶ୍ବବିଦ୍ୟାଳୟ ପାଇଁ ଆଉ ପାଦେ ଆଗେଇଲେ

ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଆରମ୍ଭ ଲାଗି ନିର୍ଦେଶ ଦେଲେ ସରକାର୬୦ କୋଟି ଟଙ୍କା ଅନୁମୋଦନ, ଓବିସିସି ପ୍ରକଳ୍ପ କାମ ହାତକୁ ନେଲାସତ୍ୟବାଦୀ ବନ ବିଦ୍ୟାଳୟ ଢାଞ୍ଚାରେ ହେବ ଏହି ବିଶ୍ବବିଦ୍ୟାଳୟ ଭୁବନେଶ୍ବର: ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ବିଧାନସଭାରେ ଉପସ୍ଥାପିତ ହୋଇଥିବା ବଜେଟ୍‌ରେ
Read More...

କୁନି ମଥା : ଗୁରୁ ଚିନ୍ତା

ଦୀପ୍ତିମୟୀ ଶତପଥୀ " ମାମା ,କେ.ୱାଇ.ସି ଫର୍ମ ମୁଁ ପୂରଣ କରିବି । ତୁମେ ଦସ୍ତଖତ କରିଦେବ । " ବିଠଲ୍ କହିଲା । "କଣ ହେଲା କି ? ମୋର କର୍ସିଭ ଲେଟର୍ ଠିକ ଲାଗୁନି ତତେ ? " ସୁତପା ପଚାରିଲେ । "ନାଁ ମାମା ,ତୁମ ଅକ୍ଷର ବହୁତ ସୁନ୍ଦର । ତୁମେ ପାଠ ବି ଭଲ ବୁଝେଇପାର । ତୁମ
Read More...

ନୟାଗଡ଼ ସାହିତ୍ୟ ଉତ୍ସବରେ ଏକାଠି ହେଲେ ୫୦୦ ଲେଖକ

ଦଶପଲ୍ଲା, ୭/୨: ସାହିତ୍ୟ ହୃଦୟକୁ ଯୋଡ଼ିଥାଏ, ମଣିଷ ଭିତରେ ମଣିଷପଣିଆ ଭରିଥାଏ । ସାହିତ୍ୟ ବିପ୍ଳବ କରେ, ସାହିତ୍ୟ ହୃଦୟକୁ ତରଳାଇଦିଏ । ସାହିତ୍ୟ ମଣିଷ ଜୀବନରେ ମହୁ ଭରିଦିଏ ବୋଲି କହିଛନ୍ତି କବି ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ।
Read More...

ସ୍କୁଲ ପାଠ୍ୟକ୍ରମରେ ବନ୍ଦେ ଉତ୍କଳ ଜନନୀ

ଭୁବନେଶ୍ବର: ଚାରି କୋଟି ଓଡିଆଙ୍କ ହୃଦୟର ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ଏଣିକି ମାଧ୍ୟମିକ ସ୍ତରରେ ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ। ନବମ ଓ ଦଶମ ଶ୍ରେଣୀରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ଏହି କାଳଜୟୀ କୃତୀ ପଢିବାର ସୁଯୋଗ ପାଇବେ।
Read More...