ପ୍ରମୁଖ ଖବର

କୋଟିପତି ଡେପୁଟି ରେଞ୍ଜର ଗିରଫ
ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ବାତିଲ୍ ଘଟଣାରେ; ବଦଳି ହେଲେ ୬ ଅଧିକାରୀ
ବିନା ସିସିଟିଭିରେ ଔଷଧ ବିକିପାରିବେନି ଦୋକାନୀ
ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା, ନିଲମ୍ବିତ ଅଧ୍ୟାପକଙ୍କ ଜେଲ୍ ଅବଧି ବୃଦ୍ଧି
ଲାଞ୍ଚ ଅଭିଯୋଗରେ ଡାକ୍ତରଙ୍କୁ ୫ ବର୍ଷ ଜେଲ
Browsing Category

ବିତର୍କ

ଟଙ୍କା ଦେବାକୁ ଲଢେଇ

୨ ହଜାର ଲେଖାଏଁ ୯.୪୨ଲକ୍ଷଙ୍କୁ ଦେଲେ େମାଦୀନବୀନ କହିଲେ ଦ୍ବିତୀୟ କିସ୍ତି ଟଙ୍କା ଏପ୍ରିଲ ପହିଲାରେ ଭୁବନେଶ୍ବର: ଚାଷୀଙ୍କ ଚିନ୍ତା ଘାରିଛି ଉଭୟ େକନ୍ଦ୍ର ଓ ରାଜ୍ୟ ସରକାରଙ୍କୁ। ଆଜି େଗାଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀ ଉତ୍ତର ପ୍ରଦେଶର ଗୋରଖପୁରଠାରେ ପ୍ରଧାନମନ୍ତ୍ରୀ
Read More...

ଧର୍ମେନ୍ଦ୍ରଙ୍କୁ ୨୦ ପ୍ରଶ୍ନ ପଚାରିଲା ବିଜେଡି

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କ ବିରୋଧରେ ଆଣିଥିବା ଅଭିଯୋଗର ଆଜି ୨୦ ଟି ପ୍ରସଙ୍ଗ ଉଠାଇ ପ୍ରତିଜବାବ ମାଗିଛି ବିଜେଡି । ଆଇଟି ସେଲ୍‍ ମୁଖ୍ୟ ଅମର ପଟ୍ଟନାୟକ ଆଜି ସାମ୍ୱାଦିକ ସମ୍ମିଳନୀ କରି କହିଛନ୍ତି, ଉଜ୍ଜଳା ଯୋଜନାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ
Read More...

୧.୩୬ କୋଟିର କେନ୍ଦ୍ର ପ୍ରକଳ୍ପରେ ରାଜ୍ୟ ବାଧକ

ପେଟ୍ରୋଲିୟମ ଓ ନ୍ୟାଚୁରାଲ ଗ୍ୟାସ ବିଭାଗରେ ୫୧ ହଜାର ୩୯୫ କୋଟି ପ୍ରକଳ୍ପ ପଡିରହିଛିପରିବହନ ଓ ରାଜପଥରେ ୫୬ ହଜାର ୫୬୩ କୋଟି ବ୍ୟୟ ବରାଦ, ସହଯୋଗ ମିଳୁନିରେଳବାଇରେ ଜମି ଅଧିଗ୍ରହଣ ଓ ଆଇନଶୃଙ୍ଖଳା ପାଇଁ ୧୨ ହଜାର ୨୮୬ କୋଟିଅଣପେଟ୍ରୋଲିୟମ ନିବେଶରେ ୧୫ ହଜାର ୪୧୩ କୋଟିଟଙ୍କାର ଲାଭ
Read More...

ଓଡ଼ିଆ ପ୍ରଶ୍ନ ସୋସିଆଲ ମିଡିଆରେ ଭାଇରାଲ୍‍!

କୋରାପୁଟ, ନୂଆପଡା, ଢେଙ୍କାନାଳ ଜିଲ୍ଲାରୁ ଆସୁଛିି ଅଭିଯୋଗମନ୍ତ୍ରୀ ମନାକଲେ, ଏମିତି କିଛି ହୋଇନଥିବ ଭୁବନେଶ୍ୱର: ମାଟ୍ରିକ୍‍ ପରୀକ୍ଷା ଆରମ୍ଭରୁ ଅଘଟଣା ସୂଚନ । ପରୀକ୍ଷା ସରିବା ଆଗରୁ ଓଡ଼ିଆ ପ୍ରଶ୍ନ ପତ୍ର ସୋସିଆଲ ମିଡିଆରେ ଭାଇରାଲ୍‍ ଅଭିଯୋଗ ଉଠିଛି । କୋରାପୁଟ, ନୂଆପଡା, ଢେଙ୍କାନାଳର
Read More...

ଏଥର ରାଜନାଥଙ୍କ ମୁହଁରେ ସ୍ୱପ୍ନ ଦେଖାଇଲେ

ଭଦ୍ରକରେ ଗର୍ଜିଲେ ରାଜନାଥ, ବୁଥ୍‍ କର୍ମକର୍ତାଙ୍କ ମନୋବଳ ବଢାଇଲେକ୍ଷମତାକୁ ଆସିଲେ ଉପùାଦନ ଖର୍ଚ୍ଚର ଦେଢଗୁଣା ହେବ ଏମ୍‍ଏସପିଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି, ସେନାକୁ ଦିଆଯଇଛି ସ୍ୱାଧୀନତାକଂଗ୍ରେସକୁ କଟାକ୍ଷ, ଚୌକିଦାର ଚୋର ନେହିଁ, ପିଓର ହୈନବୀନଙ୍କୁ ଅଳ୍ପ ସମାଲୋଚନା, ଆୟୁଷ୍ମାନ
Read More...

ମୁକାବିଲା ପାଇଁ ଏମିତି ଫର୍ମୁଲା

ସିବିଆଇର ଜବାବ ଦେବ ରାଜ୍ୟ ପୁଲିସଓଡ଼ିଶାରେ ଯାହା, କୋଲକାତାରେ ସେୟାସିବିଆଇରେ ଶନିବାର ହାଜର ହେବେ ରାଜୀବଶୁକ୍ରବାର ନାଗେଶ୍ବରଙ୍କ ପତ୍ନୀଙ୍କ କମ୍ପାନି ଉପରେ ଚଢ଼ଉ ଭୁବନେଶ୍ବର: ବିଜେଡିର ଦୁଇ ପୂର୍ବତନ ମନ୍ତ୍ରୀ ତଥା ବିଧାୟକଙ୍କୁ ସିବିଆଇ ନୋଟିସ କରିବାର କେଇ ଘଣ୍ଟା ମଧ୍ୟରେ ଓଡ଼ିଶା ପୁଲିସ
Read More...

ପଦ୍ମଶ୍ରୀ: ଗୀତା ଫେରାଇଥିଲେ, ଅରିବାମ ବି ଫେରାଇବେ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପଦ୍ମଶ୍ରୀକୁ ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟା ଫେରାଇ ଦେଇଥିଲେ । ନିର୍ବାଚନବର୍ଷ ଓ ରାଜନୈତିକ ଦୃଷ୍ଟିକୋଣରୁ ତାଙ୍କର ଏହି ପଦକ୍ଷେପ ଥିବା କୁହାଯାଇଥିଲା । ଯେହେତୁ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ, ଏଣୁ ଏହାକୁ ବିଭିନ୍ନ ମହଲ
Read More...

ରାମ ମନ୍ଦିର ନିର୍ମାଣ: ପଛରେ ରହି ଉସୁକାଇଛି କି ବିଜେପି

ନୂଆଦିଲ୍ଲୀ: ନିର୍ବାଚନ ପାଖେଇ ଆସୁଥିବା ଜାଣି ଏବେ ବିଜେପି ଯୋଜନାବଦ୍ଧ ଭାବେ ପୁଣି ଥରେ ହିନ୍ଦୁତ୍ୱ କାର୍ଡ ଖେଳିବା ଆରମ୍ଭ କରିଛି । ରବିବାର ଉତ୍ତର ପ୍ରଦେଶରେ ସାଧୁସନ୍ଥମାନେ ଏକାଠି ହୋଇ କେନ୍ଦ୍ର ସରକାରଙ୍କ ଉପରେ ରାମ ମନ୍ଦିର ନିର୍ମାଣ ପାଇଁ ଚାପ ପକାଇଛନ୍ତି । ଆଇନ ପ୍ରଣୟନ ହେଉ ବା…
Read More...

ବର୍ଷରେ ଦ୍ୱିତୀୟ ଥର ପାଇଁ ଲାଲକିଲ୍ଲାରେ ହେଲା ପତାକା ଉତ୍ତୋଳନ

ନୂଆଦିଲ୍ଲୀ: ବର୍ଷରେ ଦ୍ୱିତୀୟ ଥର ପାଇଁ ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପତାକା ଉତ୍ତୋଳନ ହେବା ପ୍ରସଙ୍ଗକୁ ନେଇ ସମଗ୍ର ଦେଶରେ ବିତର୍କ ମୁଣ୍ଡ ଟେକିଛି । ଆଜାଦ୍‍ ହିନ୍ଦ୍‍ ଫୌଜର ୭୫ତମ ପ୍ରତିଷ୍ଠା ଦିବସ ଅବସରରେ ମୋଦୀ ଜାତୀୟ ପତାକା ଉତ୍ତୋଳନ କରିବା ସହିତ କଂଗ୍ରେସକୁ…
Read More...