ପ୍ରମୁଖ ଖବର

ଶ୍ରୀମନ୍ଦିରରେ ଆସୁଛି ଇ-ହୁଣ୍ଡି ବ୍ୟବସ୍ଥା; ବିଶ୍ୱର ଯେକୌଣସି ସ୍ଥାନରୁ କରିହେବ ଦାନ
ଦିଲ୍ଲୀ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ: ୨୧ ମୃତ, ୪୦ରୁ ଅଧିକ ଉଦ୍ଧାର
ସରକାରୀ ଗାଡ଼ି ପାଇଁ ପେଟ୍ରୋଲ ପମ୍ପକୁ ମିଳିବ ଆଗୁଆ ଟଙ୍କା
୩୯,୨୯୦ କୋଟିର ମେଗା ପ୍ୟାକେଜକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି
କର୍ଣ୍ଣାଟକର ୩୪ତମ ମୁଖ୍ୟମନ୍ତ୍ରୀ ଭାବେ ଡି.କେ. ଶିବକୁମାରଙ୍କ ଶପଥ ଗ୍ରହଣ
ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ,ବିବାହ ପରେ ବି ପିତାମାତାଙ୍କ ପରିବାରର ସଦସ୍ୟ ଝିଅ
Browsing Category

ବିତର୍କ

‘‘ଆମକୁ ଧର୍ଯ୍ୟ ଉପରେ ଉପଦେଶ ଦିଅ ନାହିଁ” ଏମିତି କାହିଁକି କହିଲେ ସୁପ୍ରିମକୋର୍ଟ?

ନୂଆଦିଲ୍ଲୀ: ନୂତନ କୃଷି ଆଇନକୁ ନେଇ କୃଷକ ଏବଂ କେନ୍ଦ୍ର ସରକାର ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ଏହି ପ୍ରସଙ୍ଗ ଏବେ ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରାଧୀନ ରହିଛି। ତେବେ ଆଜି ଏହାର ଶୁଣାଣି ବେଳେ ସୁପ୍ରିମକୋର୍ଟଙ୍କ କିଛି ମନ୍ତବ୍ୟ ସମଗ୍ର ଦେଶରେ ହଇଚଇ ସୃଷ୍ଟି ହୋଇଛି। ଆଜି
Read More...

ସାମ୍ନାକୁ ଆସିଲେ ଓଡ଼ିଆ ଆଇଏଏସ୍

''ନୂଆ କୃଷି ଆଇନ ଚାଷୀର ବିଶ୍ବାସ ବଢାଇବ''ଇଂରାଜୀ ପତ୍ରିକାରେ ପ୍ରକାଶିତ ରିପୋର୍ଟ ସରକାରଙ୍କୁ ବଳ ଦେଲାଗଣମାଧ୍ୟମରେ ଆଇନ ବିଷୟରେ ଅଧିକ ତର୍ଜମା ଲାଗି ପରାମର୍ଶ ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ନିୟମକୁ ବିରୋଧ କରି ଲକ୍ଷ ଲକ୍ଷ ଚାଷୀ ଆନ୍ଦୋଳନରେ ଅଛନ୍ତି। ଠିକ୍ ଏମିତି ସମୟରେ
Read More...

ଥଣ୍ଡା ହେଉଛି ଓଡ଼ିଶା

ଭୁବନେଶ୍ବର: ରାଜ୍ୟରେ ତାପମାତ୍ରା ଧୀରେ ଧୀରେ କମିବା ଆରମ୍ଭ କରିଛି। ବିଶେଷକରି ରାତିରେ ତାପମାତ୍ରା କମିବା ପରିଲକ୍ଷିତ ହେଲାଣି। ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ତଥା ଶୁଷ୍କ ବାୟୁ ପ୍ରବେଶ କରିବା ଆରମ୍ଭ କରିଥିବା ପରିପ୍ରେକ୍ଷୀରେ ରାଜ୍ୟରେ ତାପମାତ୍ରା ଖସିଲାଣି ବୋଲି ପାଣିପାଗ
Read More...

କେନ୍ଦ୍ରକୁ କୃଷି ଝଟ୍‌କା; ଆଗରେ ପଞ୍ଜାବ, ଓଡ଼ିଶା କଣ କରିବ?

ନିଜସ୍ବ କୃଷି ବିଲ୍‌ ବିଧାନସଭାରେ ଅନୁମୋଦନ ଲାଭ କଲାକେନ୍ଦ୍ର ଆଇନ ବିରୋଧରେ ସଂକଳ୍ପ ପାରିିତ କଲେ ସରକାରଏମ୍‌ଏସପିକୁ ନିଶ୍ଚିତ କରାଗଲା, କମରେ କିଣିଲେ ୩ବର୍ଷଜେଲ୍କେବଳ ଧାନ ଓ ଗହମ କ୍ଷେତ୍ରରେ ଲାଗୁ ହେବ, ଅନ୍ୟ ୨୧ଟିରେ ନୁହେଁ ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ବିଲ୍‌କୁ
Read More...

ନେତାଙ୍କୁ ପୁଅରୋଗ ହୋଇଛି!

ଗଣତନ୍ତ୍ରରେ ରାଜତନ୍ତ୍ରର ଛାପ, ପରିବାରବାଦକୁ ପ୍ରୋତ୍ସାହନ କାହିଁକି?ବାପା, ତା'ପରେ ପୁଅ, ନାତି…ଅଯୋଗ୍ୟ ହେଲେ ବି ଗାଦିରେ ବସିବେବିଜେଡି-ବିଜେପି-କଂଗ୍ରେସ ସମସ୍ତେ ଏକାରାସ୍ତାରେ, ଅସନ୍ତୋଷ ବଢିଲାଣି ଭୁବନେଶ୍ବର: ରାଜା ରାଜୁଡା ଶାସନ କାଳରେ ରାଜାଙ୍କ ପରଲୋକ ପରେ ତାଙ୍କର ଜ୍ୟେଷ୍ଠ
Read More...

ଆଗକୁ ଓଡ଼ିଶା ଚାଷୀ ବି ମାତିବେ!

ସମ୍ବଲପୁର ଓ ବରଗଡରୁ ଚାଷୀ ଆନ୍ଦୋଳନ ହେବା ସମ୍ଭାବନା ଅଧିକଚାଷୀ ନେତା ଲିଙ୍ଗରାଜ କହିଲେ, ସବୁ ବିଲ୍‌ରେ ଲାଭ କମ୍, କ୍ଷତି ଅଧିକପୁଞ୍ଜିପତିଙ୍କ ସ୍ବାର୍ଥକୁ ଗୁରୁତ୍ବ ଦିଆଯାଇଛି, ଚାଷୀ ସ୍ବାର୍ଥରୁ ସରକାର ଓହରିଛନ୍ତି ଭୁବନେଶ୍ବର (ଶୁଭ୍ରା କର) : ସଦ୍ୟ ସମାପ୍ତ ସଂସଦୀୟ ଅଧିବେଶନର
Read More...

ଚାଷୀକୁ ଲାଭ ଦେବ ନା ରାଜ୍ୟକୁ ଦୁର୍ବଳ କରିବ?

କୃଷି କ୍ଷେତ୍ରରେ କେନ୍ଦ୍ରର ତିନିଟି ବଡ଼ ନିଷ୍ପତ୍ତି ନେଇ ବଢ଼ିଲାଣି ବିତର୍କ ନୂଆଦିଲ୍ଲୀ: କେନ୍ଦ୍ର ସରକାର ନିକଟରେ ତିନିଟି ନିୟମାବଳୀ ମାଧ୍ୟମରେ ପ୍ରମୁଖ କୃଷି ବଜାରରେ ସଂସ୍କାର ଉଦ୍ୟମ କରିଛନ୍ତି। ଜରୁରୀ ଦ୍ରବ୍ୟ (ସଂଶୋଧନ) ଅଧ୍ୟାଦେଶ ୨୦୨୦, କୃଷି ଉତ୍ପାଦନ ବାଣିଜ୍ୟ ଏବଂ ବାଣିଜ୍ୟ
Read More...

ମୋଦୀଙ୍କ ମନ୍ କି ବାତ୍, ଜାଣନ୍ତୁ

କରୋନା ବିରୋଧୀ ଲଢ଼େଇରେ ଜିତିବାକୁ ହେଲେ ଏହା ହିଁ ଏକମାତ୍ର ଉପାୟ : ନରେନ୍ଦ୍ର ମୋଦୀଜୀବନ ଓ ମୃତ୍ୟୁ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଆମେ ନିଶ୍ଚୟ ବିଜୟୀ ହେବା କରୋନା ସଂକ୍ରମଣ ସାରା ବିଶ୍ୱକୁ ବନ୍ଦୀ କରି ଦେଇଛି ଆରୋଗ୍ୟ ଲାଭ କରିଥିବା ସଂକ୍ରମିତଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ଡାକ୍ତର ଓ
Read More...

ଚାପ ବଢାଉଥିବା ଗୋଷ୍ଠୀରେ ପୁଡୁଚେରି ସାମିଲ

ସିଏଏ ରଦ୍ଦ ପାଇଁ ସଂକଳ୍ପ ପାରିତ ହେଲା ବିଧାନସଭାରେବିଜେପିର ସିଏଏ ସପକ୍ଷ ଅଭିଯାନ ପ୍ରଭାବହୀନ ହେଉଛିଓଡ଼ିଶାରେ ବି ଚାପରେ ସରକାର, ଏକାଠି ହେଉଛନ୍ତି ଲୋକେ ନୂଆଦିଲ୍ଲୀ: ଦିଲ୍ଲୀ ଆସନ ହରାଇବାର ଚାପରେ ସନ୍ତୁଳି ହେଉଥିବା ବେଳେ କେନ୍ଦ୍ର ସରକାରଙ୍କୁ ପୁଣି ଏକ ଜବରଦସ୍ତ ଧକ୍କା
Read More...

କହୁ କହୁ ବଡ କଥାଟେ କହିଦେଲେ ଶିବା ରେଡ୍ଡି

ଭୁବନେଶ୍ବର: ଦେଶରେ ଚାଷୀ ଆତ୍ମହତ୍ୟା ଘଟଣାକୁ ନେଇ ବିତର୍କ ଜାରି ରହିଥିବା ବେଳେ ଭାରତ ବର୍ଷର ପ୍ରଖ୍ୟାତ କବି ତଥା ସରସ୍ବତୀ ସମ୍ମାନ ବିଜେତା କେ. ଶିବା ରେଡ୍ଡି ଏକ ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇଛନ୍ତି। ଭୁବନେଶ୍ବରରେ ଅନୁଷ୍ଠିତ ସାହିତ୍ୟ ପତ୍ରିକା କଥାର ବାର୍ଷିକ ଉତ୍ସବରେ ମୁଖ୍ୟ
Read More...