ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା
Browsing Category

ରାଜନୀତି

ପୁରୀରୁ ବାହାରିଲାଣି ଭିନ୍ନ ରାଜନୀତିର ଗନ୍ଧ

ପ୍ରସାଦ ଏବେ କଂଗ୍ରେସର ଶେଷ ପରିଚିତ ଚେହେରାବିଜେଡ଼ି ଦୁର୍ଗ ଦୋହଲିଲାଣି, ନେତାମାନେ ପ୍ରଭାବହୀନଜନମତ ଦ୍ରୁତ ବଦଳୁଛି, ମାତ୍ରାଧିକ ପ୍ରଶାସନିକ ସକ୍ରିୟତା କାଳ କଂଗ୍ରେସ ଓ ଅସନ୍ତୁଷ୍ଟ ବିଜେଡିର ସମର୍ଥନରେ ବଢ଼ୁଛି ବିଜେପିପୁରୀ ବିବାଦରେ ରହିଲେ ରାଜ୍ୟ, ଦେଶରେ ନବୀନଙ୍କୁ କ୍ଷତି
Read More...

ପ୍ରଦୀପଙ୍କୁ ବହିଷ୍କାର କଲେ ନବୀନ

ଭୁବନେଶ୍ବର: ଜନ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଆଜି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଜି ଦଳର ପ୍ରାଥମିକ ସଭ୍ୟ ପଦରୁ ବହିଷ୍କାର କରାଯାଇଛି। ଦଳର ଗଣମାଧ୍ୟମ ବ୍ୟାପାର
Read More...

ଛୋଟ ମୋଦୀ ସଂସଦ ଯିବେ, ମନ୍ତ୍ରୀ ହେବେ

ନୂଆଦିଲ୍ଲୀ: ନୀତିଶ କୁମାରଙ୍କ ନେତୃତ୍ବରେ ବିହାରରେ ସରକାର ଗଠନ କରିବାପରେ ବି ବିଜେପି ତାର ରାଜନୈତିକ ଗୋଟିଚାଳନା ଜାରି ରଖିଛି। ବିହାର ବିଜେପିର ଜଣେ ଦକ୍ଷ ନେତା ସୁଶୀଲ ମୋଦୀ (ଛୋଟ ମୋଦୀ)ଙ୍କୁ ଦଳ ରାଜ୍ୟସଭା ପଠାଇବାକୁ ନିଷ୍ପତ୍ତି ନେଇଛି। ହେଲେ କୌତୂହଳ କଥା ହେଲା, ତାଙ୍କୁ ଲୋକ
Read More...

କେଉଁ ନେତାଙ୍କ ଉପରେ ଏବେ ବିଜେଡି ନଜର ?

ଭୁବନେଶ୍ବର: ସାଂଗଠନିକ ପୁନର୍ବିନ୍ୟାସ ଠାରୁ ଆରମ୍ଭ କରି ଉପନିର୍ବାଚନ ପରିଚାଳନା ବ୍ୟବସ୍ଥାକୁ ନିରେଖି ଦେଖିବା ପରେ ରାଜନୈତିକ ମହଲକୁ ଯେଉଁ ବଡ଼ ସଙ୍କେତ ମିଳୁଛି, ତାହା ହେଲା, ବିଜେଡିରେ ପିଢି ପରିବର୍ତ୍ତନ ଆରମ୍ଭ ହୋଇଛି। ଅତି ବରିଷ୍ଠଙ୍କୁ ପରାମର୍ଶଦାତା (ବରିଷ୍ଠ ଉପସଭାପତି) ଭଳି
Read More...

କଂଗ୍ରେସ ଭୋଟର କୁଆଡେ ଯିବେ?

ଭୁବନେଶ୍ବର: ବରିଷ୍ଠ ନେତା ଗୁଲାମନବୀ ଆଜାଦ, କପିଲ ଶିବଲ ପ୍ରମୁଖ ଗାନ୍ଧୀ ପରିବାରର ହାଇକମାଣ୍ଡରାଜ ନେଇ ସ୍ବର ଉଠାଇବା ପରେ ଅକଳରେ ପଡ଼ିଯାଇଛି କଂଗ୍ରେସ। ଯେଉଁ ଗାନ୍ଧୀ ପରିବାର ବିରୋଧରେ କେହି ମୁହଁ ଖୋଲିଲେ ଦିନେ ଦଳରୁ ବିଦା ହେବାର ଦ୍ବାର ନେତୃତ୍ବ ଦେଖାଉଥିଲେ, ସେହି ଦଳର ଶୀର୍ଷ
Read More...

ସହଯୋଗୀ ବଦଳାଇବେ ମୋଦୀ, ଓଡ଼ିଶାରୁ କିିଏ?

ନୂଆଦିଲ୍ଲୀ: କେନ୍ଦ୍ର ସରକାର ମନ୍ତ୍ରିମଣ୍ଡଳ ଅଦଳବଦଳ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଓଡ଼ିଶା ରାଜନୀତି ପାଇଁ ଏହି ଅଦଳବଦଳ ଯଥେଷ୍ଟ ଗୁରୁତ୍ବ ରଖୁଛି। ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ତାଲିକାରେ ଓଡ଼ିଶା ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବଙ୍କ ନାମ ରହିଛି। ପୂର୍ବରୁ କେନ୍ଦ୍ରମନ୍ତ୍ରୀ
Read More...

୬ବର୍ଷରେ ଚାଷୀଙ୍କୁ ୬୧ହଜାର କୋଟି

ଓଡ଼ିଶାର ଚାଷୀଙ୍କୁ ମୋଦୀ ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍‌୫୩, ୬୮୦.୨୫ କୋଟିର ଧାନ କିଣିଛନ୍ତି, ଅନ୍ନଦାତାଙ୍କ ହାତମୁଠା ମଜବୁତ୍ଧାନର ଏମଏସପି କ୍ୱିଂଟାଲ ପ୍ରତି ୧୩୬୦ ଟଙ୍କାରୁ ବୃଦ୍ଧି ପାଇ ୧୮୬୮ ଟଙ୍କା ହୋଇଛି୨୦୧୮-୧୯ ଠାରୁ ଚାଷୀଙ୍କ ସିଧାସଳଖ ବ୍ୟାଙ୍କ୍ ଖାତାକୁ
Read More...

ମନ୍ତ୍ରିମଣ୍ଡଳ ଅଦଳବଦଳ ଆସନ୍ନ, କିଏ ବାଦ୍ ପଡ଼ିବେ?

ଭୁବନେଶ୍ବର: ବିଧାନସଭା ଶେଷ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ଅଦଳବଦଳ କରିବେ। ଏଭଳି ଏକ ନକ୍ସା ଉପରେ କସରତ ଆରମ୍ଭ ହୋଇଯାଇଛି। ପଞ୍ଚମ ପାଳିରେ ନବୀନ କ୍ଷମତାକୁ ଆସିବା ପରେ ଏହା ପ୍ରଥମ ଅଦଳବଦଳ ହେବ। ଏହାର ପ୍ରାରମ୍ଭିକ ପ୍ରକ୍ରିୟା ସ୍ବରୂପ
Read More...

ନବୀନଙ୍କ ଜଟିଳ ଗଣିତ, ଦୁର୍ବୋଧ୍ୟ

ଭୁବନେଶ୍ବର: ସଦ୍ୟ ସମାପ୍ତ ଦୁଇ ବିଧାନସଭା ଉପନିର୍ବାଚନ ବାଲେଶ୍ବର ଏବଂ ତିର୍ତ୍ତୋଲରେ ବିଜେଡିର ଆରାମଦାୟକ ବିଜୟ ଜାତୀୟ ରାଜନୀତି ପୃଷ୍ଠଭୂମିରେ ବିଶେଷ ଗୁରୁତ୍ବ ରଖୁଛି। ୧୧ଟି ରାଜ୍ୟରେ ହୋଇଥିବା ବିଧାନସଭା ଉପନିର୍ବାଚନ ଫଳାଫଳକୁ ନିରେଖି ଦେଖିଲେ ଜଣାପଡୁଛି ଯେ ବିଜେଡି ଓ ନବୀନ
Read More...

ଅକଳରେ ପକାଇବ ପିପିଲି ଆସନ

ଅନୁକମ୍ପା ବଦଳରେ ପରିବର୍ତ୍ତନ ସପକ୍ଷରେ ବଢୁଛି ଜନମତଚାରି ଦଶନ୍ଧି ପରେ ମଇଦାନରେ ନାହାନ୍ତି ମହାରଥୀ, ଯୁଧିଷ୍ଠିରବିଜେଡି ପାଇଁ ବେଶୀ ଅଡୁ଼ଆ, ସହଜ ସ୍ଥିତିରେ ରହିଛି ବିଜେପିପୂର୍ବରୁ ଦୁଇ ଆସନ ହାତେଇଛି ବିଜେପି, ବିଜେଡ଼ି ପାଇଁ ଆହ୍ବାନକାମ ଦେଇନପାରେ ବିଜେଡିରର ସଂଗଠିତ ପ୍ରଚାର କୌଶଳ
Read More...