ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ
Browsing Category

ରାଜନୀତି

ମୁକାବିଲା ପାଇଁ ପ୍ରସ୍ତୁତ ହେଲା ବିଜେପି

ଭୁବନେଶ୍ୱର: ଉଭୟ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବିଜେପି ଆଜି ପ୍ରସ୍ତୁତି ଆରମ୍ଭ କରିଛି। ଏ କ୍ଷେତ୍ରରେ ଯେଉଁ ବଡ଼ ନିଷ୍ପତ୍ତି ଦଳ ନେଇଛି, ତାହା ହେଲା କମିଟି ଗଠନ ଆଳରେ ଦଳ ଦୁଇ ଜଣ ବରିଷ୍ଠ ନେତାଙ୍କୁ ଗୁରୁତ୍ବ ଦେଇଛି। ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ପୌର ଏବଂ…
Read More...

ରାଜ୍ୟ ବିଜେପି ଶିବିର ହଲ୍‌ଚଲ୍; କଥା କହୁଛି ଟ୍ବିଟ୍, ଫଟୋ

ଭୁବନେଶ୍ବର: ପର୍ଯ୍ୟବେକ୍ଷକ ନିଯୁକ୍ତିକୁ ନେଇ ବିଜେଡି ଶିବିରରେ ଆଜି ଦିନତମାମ ଚର୍ଚ୍ଚା ଆଲୋଚନା ଜୋରଦାର ଚାଲିଛି। କାହାକୁ ବାଦ୍ ଦିଆଗଲା, କାହିଁକି ବାଦ୍ ଦିଆଗଲା, ପର୍ଯ୍ୟବେକ୍ଷକ ତାଲିକାରେ ଥିବା ମନ୍ତ୍ରୀ ସୁରକ୍ଷିତ ତ? ବିଜେଡି ମୁଖିଆ ଭାବେ ନବୀନ ଯେଉଁମାନଙ୍କୁ ପର୍ଯ୍ୟବେକ୍ଷକ…
Read More...

ବିଜେପିକୁ ଏଥର ଡର ପଶିଛି

ଆସନ୍ତା ବର୍ଷ ହେବାକୁ ଥିବା ପାଞ୍ଚ ରାଜ୍ୟ ନିର୍ବାଚନ ପାଇଁ ନୂଆଦିଲ୍ଲୀରେ କସରତ ଜାରିନଡ୍ଡାଙ୍କ ନେତୃତ୍ବରେ ଆଜି କେନ୍ଦ୍ରମନ୍ତ୍ରୀ, ବରିଷ୍ଠ ନେତା ଥିଲେ, ଧର୍ମେନ୍ଦ୍ର ବି ଯୋଗଦେଇଥିଲେଉତ୍ତରପ୍ରଦେଶ ନିର୍ବାଚନ ଗୁରୁତ୍ବପୂର୍ଣ୍ଣ, ପଞ୍ଜାବ ହାତକୁ ନ ଆସିଲେ ଚାଷୀ ପ୍ରସଙ୍ଗ…
Read More...

ବିଜେଡି ପର୍ଯ୍ୟବେକ୍ଷକ ତାଲିକାରୁ ଆସୁଛି ବଡ ସୂଚନା

ତାଲିକାରେ ନାହିଁ ସଂଜୟ ଦାସବର୍ମା ଓ ଅରୁଣ ଓ ବିକ୍ରମଙ୍କ ନାମକଳିକେଶ ଓ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ନାମ ବି ସ୍ଥାନ ପାଇନାହିଁପର୍ଯ୍ୟବେକ୍ଷକମାନଙ୍କୁ ଏଥର ଅଧିକ କ୍ଷମତା ଦେବ ବିଜୁ ଜନତା ଦଳପଞ୍ଚାୟତ ଓ ପୌରନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ ଏହି ନେତା ଭୁବନେଶ୍ବର:…
Read More...

ହଠାତ୍ କେନ୍ଦ୍ରାପଡ଼ା ରାଜନୀତିରେ ଏମିତି କଣ ହେଇଗଲା?

ଏକଦା ରାଜ୍ୟ ଶାସନର ମଙ୍ଗ ଧରିଥିଲା କେନ୍ଦ୍ରାପଡ଼ାକେନ୍ଦ୍ରାପଡ଼ାକୁ ମନ୍ତ୍ରୀପଡା ବୋଲି କହୁଥିଲା ସାରା ରାଜ୍ୟବିଜୁ ବାବୁଙ୍କ ଅନ୍ତେ ରାଜନୀତିରେ ଶିରି ହଜିଗଲା କି କେନ୍ଦ୍ରାପଡ଼ାରଯିଏ ଯେବେ ସାଂସଦ ହେଲେ, ବିବାଦ, ବିପଦ ପାଦ ଛାଡୁନି୨୦୨୪କୁ ନେଇ ଏବେଠାରୁ ଆରମ୍ଭ ହୋଇଗଲାଣି ଅବଗଣନା …
Read More...

ବିଜେପିର ଅଡ଼ୁଆ ବଢ଼ାଇ ଦେଲେ ଅପରାଜିତା

ଯଦି ସାଂସଦ ଅପରାଜିତା ରିପୋର୍ଟ କାର୍ଡ ଦେଲେ, ଅନ୍ୟ ସାଂସଦ ଚୁପ୍ କାହିଁକି?ରାଜ୍ୟସଭାକୁ ମିଶାଇ ଅନ୍ୟ ସାତ ସାଂସଦ ଲୋକଙ୍କ ପାଇଁ କିଛି କରିନାହାନ୍ତି କି?କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ବି କହିନାହାନ୍ତିକେନ୍ଦ୍ରରୁ ଓଡ଼ିଶା ପାଇଁ କଣ ଆଣିଛନ୍ତି? ଭୁବନେଶ୍ବର: ସାଂସଦ, ମନ୍ତ୍ରୀ…
Read More...

ଟିକା ପ୍ରସଙ୍ଗ: ବିଜେଡି ବିରୋଧରେ ପୁଣି ଗର୍ଜିଲା ବିଜେପି

ଭୁବନେଶ୍ବର: ଟିକା କେନ୍ଦ୍ରରେ କାହାର ଫଟୋ ଲାଗିବ, ସେ ନେଇ ବିଜେଡି-ବିଜେପି ମୁହାଁମୁହିଁ ହୋଇଥିଲେ। ଏହି ବିବାଦର କିନ୍ତୁ ପରିସମାପ୍ତି ଘଟୁନାହିଁ। ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଟ୍ବିଟ୍‌ ନେଇ ଏବେ ନୂଆ ଲଢେଇ ଆରମ୍ଭ ହୋଇଛି। ନବ ନିଯୁକ୍ତ ବିଜେପି ରାଷ୍ଟ୍ରୀୟ ମହିଳା…
Read More...

ଜମ୍ମୁ ଓ କଶ୍ମୀର ବୈଠକ ପଛରେ ବଡ଼ ରହସ୍ୟ!

ପ୍ରଧାନମନ୍ତ୍ରୀଙ୍କ ସହିତ ତିନି ଘଣ୍ଟା ଧରି ଆଲୋଚନା କଲେ ୧୪ ବରିଷ୍ଠ ନେତା୨୦୧୯ ପରେ ଏହି ବୈଠକ ବଡ ମହତ୍ତ୍ବ ରଖୁଛି, ଜାତୀୟ ରାଜନୀତିରେ ହଲଚଲ ନୂଆଦିଲ୍ଲୀ: ୨୦୧୯ରେ ଜମ୍ମୁ ଓ କଶ୍ମୀରକୁ ସ୍ବ‌ତନ୍ତ୍ର ମାନ୍ୟତା ପ୍ରଦାନ ପରେ ଆଜି ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…
Read More...

ପଞ୍ଜାବ ରାଜନୀତିରେ ବଡ଼ ଧରଣର ହଟଚମଟ

ମୁଖ୍ୟମନ୍ତ୍ରୀ-ନବଜ୍ୟୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ ବିବାଦ ସମାଧାନ ଲାଗି ରାହୁଲଙ୍କ ଘନ ଘନ ବୈଠକଦୋଷ ସୁଧାରିଲେ କେଜ୍ରିଓ୍ବାଲ, ଏଥର ଆଗୁଆ ଘୋଷଣା କଲେ ଯେ ଶିଖ୍ ସଂପ୍ରଦାୟର ନେତା ହେବେ ମୁଖ୍ୟମନ୍ତ୍ରୀସିଦ୍ଧୁଙ୍କ ଉପରେ ଆପ୍‌ର ଆଖି; ଚାଷୀ ପ୍ରସଙ୍ଗରେ ଅସନ୍ତୁଷ୍ଟ ବିଜେପି ନେତା ବି…
Read More...

ନେତା ମାଳ ମାଳ, ହେଲେ ବିବାଦ ପ୍ରବଳ

ଭୁବନେଶ୍ବର: ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ସତୁରୀ ଦଶକରୁ ରାଜ୍ୟ ରାଜନୀତିରେ ଅଛନ୍ତି। ଏକାଧିକ ଧର ମନ୍ତ୍ରୀ ହୋଇଛନ୍ତି ଓ ପିପିସି ସଭାପତି ବି। ଆର୍ଥିକ ଦୃଷ୍ଟିରୁ ସେ ଆଦୌ ଦୁର୍ବଳ ନାହାନ୍ତି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କର ରାଜନୈତିକ ଜୀବନ ବେଶ୍ ଲମ୍ବା।…
Read More...