ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା
Browsing Category

ରାଜନୀତି

ନବୀନଙ୍କ ସାମ୍ନାରେ ବିରୋଧୀ ନିଷ୍ପ୍ରଭ କାହିଁକି?

ଭୁବନେଶ୍ବର: ଆସନ୍ତା ୨୬ ତାରିଖ ଦିନ ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କର ଦଳରେ ରାଜାଭିଷେକ ହେବ। ବିଜେଡି ଫୁଲଦମରେ ଏଥିପାଇଁ ପ୍ରସ୍ତୁତି ଚଳାଇଛି। ଅନ୍ୟ ଜାତୀୟ ଓ ଆଞ୍ଚଳିକ ଦଳ ଭିତରେ ନେତୃତ୍ବ ବିରୋଧରେ କିଛି ଶକ୍ତି ମୁଣ୍ଡ ଟେକିବା ଆଦୌ ନୂଆ କଥା ନୁହେଁ। ହେଲେ ନବୀନ ପଟ୍ଟନାୟକଙ୍କ
Read More...

ସବୁ ରେକର୍ଡକୁ ଅତିକ୍ରମ କରିଗଲେ

ଭୁବନେଶ୍ବର: ବିଜୁ ଜନତା ଦଳର ମୁଖିଆ ନବୀନ ପଟ୍ଟନାୟକ ଆଜି ଦଳୀୟ ନିର୍ବାଚନ ପ୍ରକ୍ରିୟାରେ ଭାଗ ନେଇ ଲଗାତାର ଅଷ୍ଟମ ଥର ଲାଗି ସଭାପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆସନ୍ତା ୨୬ ତାରିଖରେ ବିଜେଡିର ରାଜ୍ୟ ପରିଷଦ ଓ କାର୍ଯ୍ୟକାରିଣୀ ବୈଠକରେ ନବୀନଙ୍କୁ ବିଧିବଦ୍ଧ ଭାବେ
Read More...

ଗୋଳମାଳିଆ ଧରୁଛି ବିଜେପି ରଣନୀତି

ଓଡ଼ିଶାର ଭୋଟର ବାର୍ତା ଦେଲେ, ବିଜେପି ଶୀର୍ଷ ନେତୃତ୍ବ ଶିଖିଲେନିପ୍ରତି ରାଜ୍ୟରେ ବିଜେପିକୁ ଲୋଡା ହେଲାଣି ମିନି ମୋଦୀ ଭୁବନେଶ୍ବର: ନୂଆଦିଲ୍ଲୀ ନିର୍ବାଚନରେ ବିଜେପିର ଶକ୍ତ ପରାଜୟ ପରେ ଭାରତ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି। ବିଜେପି ପରାଜୟର କାରଣ ଖୋଜିବା ଲାଗି
Read More...

ବିଲେଇ ବେକରେ ଘଣ୍ଟି ବାନ୍ଧିବ କିଏ?

ଭୁବନେଶ୍ବର: ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂଙ୍କ ପୁରୀ ଗସ୍ତ ବେଳେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଲା। ରକ୍ତ ପଡିଲା ପୁରୀ କଂଗ୍ରେସ କାର୍ଯ୍ୟାଳୟରେ। ୨ଟା ଦିନ ବିତିନି, ଭଦ୍ରକ କଂଗ୍ରେସ କାର୍ଯ୍ୟାଳୟରେ ମୁହାଁମୁହିଁ ହେଲେ ଦୁଇ ଗୋଷ୍ଠୀ। କ୍ରମାଗତ ଭାବେ ଗୋଟିଏ ପରେ ଗୋଟିଏ
Read More...

ଗାନ୍ଧୀ ପରିବାରକୁ ଛାଡିବା ବେଳ ଆସିଗଲା?

ଦିଲ୍ଲୀକୁ ଛାଡି ନିଜେ ବାଛିବାକୁ ପଡିବ ନେତାଦିଲ୍ଲୀ ଭଳି ହୋଇପାରେ ପୌର, ପଞ୍ଚାୟତ ଫଳ ଭୁବନେଶ୍ବର: ନୂଆଦିଲ୍ଲୀ ନିର୍ବାଚନ ଫଳାଫଳ ଏବେ ଜାତୀୟ ରାଜନୀତିରେ କମ୍ପନ ସୃଷ୍ଟି କଲାଣି। ଯାହା ଆଶା କରାଯାଉଥିଲା, ତାହା ଘଟିଲା। ସାଧାରଣ ନିର୍ବାଚନରେ ଯେଉଁ ଭୋଟର ପ୍ରଧାନମନ୍ତ୍ରୀ
Read More...

ଚିନ୍ତା ବଢାଇଲା ଚତୁର୍ଥ ଆସନ

ବିଧାନସଭା ସଂଖ୍ୟା ଦୃଷ୍ଟିରୁ କାହା ସପକ୍ଷରେ ଯାଉନି ଚତୁର୍ଥ ଆସନପ୍ରଥମ ତିନିଟି ଆସନ ବିଜେଡିକୁ ଯିବା ନିଶ୍ଚିତ, ଅକଳରେ କଂଗ୍ରେସବିଜେଡିକୁ ସମର୍ଥନ କଲେ ମନା, ଅନୁପସ୍ଥିତ ରହିଲେ ସମାଲୋଚନା ଡରବିଜେପି-ବିଜେଡି ମିଶିକି ଲଢିଲେ, ଚତୁର୍ଥ ଆସନ ପଦ୍ମ ନେଇପାରେନବୀନଙ୍କ ପାଇଁ ସମ୍ମାନଜନକ
Read More...

୫୭% ଭୋଟ୍ ମୂଲ୍ୟ କଣ ଏୟା?

ଚୁପ୍ ବସିଛନ୍ତି ବିରୋଧୀ, ମାତ୍ରାଧିକ ସକ୍ରିୟ ରାଜ୍ୟ ସରକାରବିଜେପି ହାତରେ କାର୍ଯ୍ୟକ୍ରମ ନାହିଁ,କଂଗ୍ରେସ ସ୍ଥିତି ସାଂଘାତିକ ଭୁବନେଶ୍ବର: ମୁଖ୍ୟ ବିରୋଧୀ ଦଳ ବିଜେପି ସଭାପତି ଭାବେ ସମୀର ମହାନ୍ତି ଦାୟିତ୍ବ ନେବା ପରେ ଏବେ ବିଭିନ୍ନ ସ୍ଥାନରେ ତାଙ୍କୁ ଶୁଭେଚ୍ଛାର ପର୍ବ ଜାରି ରହିଛି।
Read More...

ଆଗକୁ ବଡ଼ ଲଢେଇ

୧୩ ତାରିଖରେ ନନ୍ଦିଘୋଷ ଟିଭିର ଶୁଭାରମ୍ଭବିଜେଡି ସମର୍ଥିତ ବ୍ୟାନରରେ ଆସିବ ଏହି ଟିଭିବିଜେପି ସମର୍ଥନରେ ଆସିବ ଅର୍ଗସ ଚ୍ୟାନେଲସୌମ୍ୟ, ତଥାଗତଙ୍କ ଉପରେ ରହିବ ସମସ୍ତଙ୍କ ନଜର ଭୁବନେଶ୍ବର: ବିଜେଡି-ବିଜେପି ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଛି। କଂଗ୍ରେସ ବଳ ଗୋଟାଇବାକୁ ଉଦ୍ୟମ କରି ବି
Read More...

ବର୍ଷ ପାଞ୍ଚଟାରେ ପ୍ରଭାବ କମିଗଲା କାହିଁକି?

ଜୁଏଲଙ୍କୁ ନେଇ ରାଜ୍ୟ ରାଜନୀତିରେ ଆରମ୍ଭ ହେଲାଣି ଭିନ୍ନ ଚର୍ଚ୍ଚାକେନ୍ଦ୍ରୀୟ ନେତାଙ୍କ ଶୁଭ ଦୃଷ୍ଟିରେ ଆଉ ସମ୍ଭବତଃ ନାହାନ୍ତି ଭୁବନେଶ୍ବର: ସାଂସଦ ଜୁଏଲ ଓରାମ ବିଜେପି କେନ୍ଦ୍ରୀୟ ନେତୃତ୍ବର ଆସ୍ଥା ହରାଇଲେ କି? ଗତ ସରକାର ସମୟରେ କେନ୍ଦ୍ରମନ୍ତ୍ରୀ ଥିବା ଜୁଏଲ ଓରାମ, ପ୍ରଧାନମନ୍ତ୍ରୀ
Read More...

ଜଣେ ନେତା, ଗୋଟିଏ ପଦବି!

ଏମିତି ଫର୍ମୁଲା ସପକ୍ଷରେ କାମ ଆରମ୍ଭ କରୁଛି ବିଜେଡିସଂଗଠନରେ ଯୁବ ନେତାଙ୍କୁ କିଭଳି ଦାୟିତ୍ବ ମିଳୁଛି, ସମସ୍ତଙ୍କ ନଜରପୁରୁଖା ତଥା ବରିଷ୍ଠ ଦାୟିତ୍ବ ପାଇବେ ନା କୋଣଠେସା ହୋଇ ରହିବେ ଭୁବନେଶ୍ବର: ଚଳିତମାସ ଶେଷ ସପ୍ତାହରେ ବିଜେଡି ସାଂଗଠନିକ ନିର୍ବାଚନ ହେବ। ମୁଖ୍ୟମନ୍ତ୍ରୀ ନବୀନ
Read More...