Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍, କ୍ୟାବିନେଟ୍ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ
Browsing Category
ରାଜନୀତି
ବିଜେଡି ପାଇଁ ଆଗକୁ ଆସୁଛି ବିପଦ!
ବିହାରରେ ବିଜେପି ଗୋଟିଚାଳନା ପରେ ରାଜନୈତିକ ପଣ୍ଡିତ ଆରମ୍ଭ କଲେଣି ଅଙ୍କକଷାକଂଗ୍ରେସକୁ ରୋକିବାରେ ସଫଳ ହୋଇଥିବା ଆଞ୍ଚଳିକ ଦଳ ଉପରେ ଏବେ ବିଜେପିର ଆଖିବିଜେଡି, ତୃଣମୂଳ କଂଗ୍ରେସ, ଟିଡିପି, ଟିଆର୍ଏସ୍, ଏନ୍ସିପିରେ କେବେ ବି ଧସେଇ ପଶିପାରେସରକାରରେ କ୍ଷମତାଶାଳୀ ଗୋଷ୍ଠୀ ଦୈନନ୍ଦିନ!-->…
Read More...
Read More...
ବିଜେପି ଭାବୁଛି ଅଧିକ, କରୁଛି କମ୍
ଭୁବନେଶ୍ବର:ଗତ ମେ' ୨୩ ତାରିଖରୁ ରାଜ୍ୟ ବିଜେପି ଚରିତ୍ରରେ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଥିଲା। ସେପ୍ଚେମ୍ବର ୫ ତାରିଖରେ ବିଜେପି ରାଷ୍ଟ୍ରୀୟ ସଭାପତି ଜଗତ ପ୍ରସାଦ ନଡ୍ଡାଙ୍କ ମନ୍ତବ୍ୟ ସୂଚାଇ ଦେଇଛି ଯେ ବିଜେପି ରାଜ୍ୟରେ କ୍ଷମତା ଦଖଲ ପାଇଁ ପୂରା ସଜବାଜ ଆରମ୍ଭ କରିଦେଇଛି। ନେତାମାନଙ୍କ!-->…
Read More...
Read More...
ନଭେମ୍ବର ୨୯ ପୂର୍ବରୁ ଉପନିର୍ବାଚନ
ଭାରତର ନିର୍ବାଚନ କମିସନଙ୍କ ବୈଠକରେ ବଡ଼ ନିଷ୍ପତ୍ତିବିହାର ନିର୍ବାଚନ ମଧ୍ୟ ଏହି ସମୟ ମଧ୍ୟରେ କରାଯିବ
ଭୁବନେଶ୍ବର: ବାଲେଶ୍ବର ସଦର ଏବଂ ଜଗତସିଂହପୁର ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ଉପନିର୍ବାଚନ ନଭେମ୍ବର ୨୯ ତାରିଖ ପୂର୍ବରୁ ଶେଷ ହେବ। ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ଭାରତର!-->!-->!-->…
Read More...
Read More...
ବିଜେଡିରେ ପିଢି ବଦଳିଗଲା
ଯୁବ ଓ ଛାତ୍ର ସଂଗଠନରେ ଅରୁଣ ଓ ସଞ୍ଜୟଙ୍କର ଦବଦବା କମିଲାବବି ଦାସ ଏବେ ସବୁଠି ସର୍ବେସର୍ବା, ବାପି ଓ ଜିତୁଙ୍କୁ ନେଇ ଆଗକୁ ବଢିଲେଯାଜପୁର ଠାରୁ ରାଜ୍ୟ ପର୍ଯ୍ୟନ୍ତ ଗୋଟିଏ ଗୁଳିରେ ଦୁଇଟି ଶିକାର
ଭୁବନେଶ୍ବର: ବିଜୁ ଜନତା ଦଳ ସାଂଗଠନିକ ନେତା ଚୟନ ପ୍ରକ୍ରିୟା ଏବେ ଶେଷସ୍ତରରେ!-->!-->!-->…
Read More...
Read More...
ଅକଳରେ ପକାଇପାରନ୍ତି ସିଏଜି
ପ୍ରଧାନମନ୍ତ୍ରୀ କିଷାନ ଠାରୁ ଖଣି ଅନିୟମିତତା ଅନୁଧ୍ୟାନ କରିବେଗରିବ ଲୋକଙ୍କ ଆକାଉଣ୍ଟକୁ ଯାଉଥିବା ଅର୍ଥର ବି ତନାଘନା ହେବଡାକ୍ତରଖାନା ସାମଗ୍ରୀ କିଣାବିକା, ଔଷଧ କିଣା ଆଦିର ତଦାରଖ ନିଷ୍ପତ୍ତି
ନୂଆଦିଲ୍ଲୀ/ଭୁବନେଶ୍ବର : ୨୦୧୮ ମସିହାରେ କେନ୍ଦ୍ର ସରକାର ୮.୫ କୋଟି ଚାଷୀଙ୍କୁ ଲକ୍ଷ୍ୟ!-->!-->!-->…
Read More...
Read More...
ତଥାପି ହାଇକମାଣ୍ଡ ନିଶା ଖସିନି!
ଭୁବନେଶ୍ବର: ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି କିଏ ହେବ, ସେ ନେଇ ରାଜ୍ୟ ନେତାଙ୍କ ଭିତରେ ଆଦୌ ସହମତି ନାହିଁ। ନିର୍ବାଚନ ଭିତ୍ତିରେ ସଭାପତି ଚୟନ ଲାଗି କୌଣସି ଜଣେ ବି ନେତା ଏ ଯାଏ ଆଗ୍ରହ ଦେଖାଉନାହାନ୍ତି। ବରଂ ପୁଣି ସେହି ପୁରୁଣା ଧାରାରେ ହାଇକମାଣ୍ଡଙ୍କ ଆଶୀର୍ବାଦକୁ ଆଖେଇଛନ୍ତି।!-->…
Read More...
Read More...
୮୬ ଯୁବ ବିଜେଡି ନେତାଙ୍କୁ ନିଯୁକ୍ତି
ନବୀନ ପ୍ରକାଶ କଲେ ସଂପାଦକ ଓ ଯୁଗ୍ମ ସଂପାଦକ ତାଲିକା
ଭୁବନେଶ୍ବର: ବିଜେଡି ସଭାପତି ଆଜି ଏକାଥରକେ ସଂପାଦକ ଓ ଯୁଗ୍ମ ସଂପାଦକମାନଙ୍କୁ ନିଯୁକ୍ତି ଦେଇଛନ୍ତି। ଏଥର ସଂପାଦକ ତାଲିକାରେ ୪୫ ଓ ଯୁଗ୍ମ ସଂପାଦକ ତାଲିକାରେ ୪୧ ଜଣ ନେତାଙ୍କ ନାମ ରହିଛି।ଦଳର ସାଧାରଣ ସଂପାଦକ (ଗଣମାଧ୍ୟମ!-->!-->!-->…
Read More...
Read More...
ଲକ୍ଷ ଲକ୍ଷ ଚ୍ୟାଲେଞ୍ଜ ଅଛି, ୧୩୦କୋଟି ସମାଧାନ ବି ଅଛି: ପ୍ରଧାନମନ୍ତ୍ରୀ
ଲାଲକିଲ୍ଲାରୀ ଆତ୍ମନିର୍ଭରଶୀଳ ଭାରତର ମନ୍ତ୍ର ଦେଲେ ମୋଦୀକୋଭିଡ୍ ଟିକା ଆଗକୁ ବଢିଲେ ବଣ୍ଟନ ପାଇଁ ରୋଡ୍ ମ୍ୟାପ୍ ହେବସବୁ ଗ୍ରାମରେ ଅପଟିକ୍ ଫାଇବର କେବୁଲ୍ ବିଛାଯିବ୭୫ତମ ସ୍ବାଧୀନତା ଦିବସ ବଡ଼ ଢଙ୍ଗରେ ପାଳନ କରାଯିବ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପତାକା!-->!-->!-->…
Read More...
Read More...
ରାଜସ୍ଥାନ ଖେଳ: କିଏ ହିରୋ, କିଏ ଜିରୋ?
ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ମଙ୍ଗଳବାର ଦିନ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀ ଏବଂ ଦଳର ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ରାହୁଲ ଗାନ୍ଧୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଶ୍ରୀ ପାଇଲଟ୍ ଆହୁରି କହିଛନ୍ତି ଯେ "ମୁଁ ସୋନିଆ ଜୀ, ରାହୁଲ ଗାନ୍ଧୀ,!-->…
Read More...
Read More...
ବିହାରରେ ରାଷ୍ଟ୍ରପତି ଶାସନ ଜାରି ହୋଇପାରେ
ନିର୍ବାଚନ ନ ହେବା ନେଇ ବଡ଼ ବିତର୍କ ଆରମ୍ଭନୀତିଶ ବି ସଙ୍କେତ ଦେଲେଣି ନିର୍ବାଚନ କରିବା କଷ୍ଟବଡ଼ ଚାଲ ଖେଳିପାରେ ବିଜେପି, ସୁଶୀଲଙ୍କୁ ଆଗକୁ ଆଣିବ
ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଯଦିଓ ଭାରତର ନିର୍ବାଚନ ଆୟୋଗ ଏପର୍ଯ୍ୟନ୍ତ!-->!-->!-->…
Read More...
Read More...