ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ
Browsing Category

ରାଜନୀତି

ପଶ୍ଚିମବଙ୍ଗରେ ମମତା-ମୁକୁଲ ଲଢେଇ

ପଶ୍ଚିମବଙ୍ଗ ରାଜନୀତିରେ ବିଜେପି ବଡ଼ କାର୍ଡ ଚଳାଇଲାଜାତୀୟ ଉପସଭାପତି ଭାବେ ମୁକୁଲ ରୟଙ୍କୁ ନିଯୁକ୍ତିତୃଣମୂଳ କଂଗ୍ରେସରେ ବିଭାଜନ ପାଇଁ ମଞ୍ଜି ବୁଣିଲେ କୋଲକାତା: କେବଳ ଓଡ଼ିଶା ନୁହେଁ, ପଶ୍ଚିମବଙ୍ଗ ରାଜନୀତିରେ ବି ବିଜେପି ଗୋଟିଏ ବଡ଼ ଗୋଟିଚାଳନା କରିଛି। ପୂର୍ବତନ କେନ୍ଦ୍ର…
Read More...

ଜଗତସିଂହପୁରରେ ନିର୍ବାଚନୀ କାର୍ଡ ଖେଳିଲେ ନବୀନ

ତିର୍ତ୍ତୋଲ, କୁଜଙ୍ଗ, ମାହାଙ୍ଗା, ରଘୁନାଥପୁର ଓ ଗରଦପୁରରେ ଯୋଗାଯୋଗର ନୂଆ ଯୁଗ ଆରମ୍ଭ କରୋନା ଲଢେଇ ସହ ବିକାଶ କାମ ମଧ୍ୟ ଆଗକୁ ବଢିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ ତିର୍ତ୍ତୋଲ ଅଞ୍ଚଳରେ ୨୦୦ କୋଟି ଟଙ୍କାରେ ମହାନଦୀ ଉପରେ ଦୁଇଟି ସେତୁର ଶିଳାନ୍ୟାସ ଭୁବନେଶ୍ବର: ଆଜି ତିର୍ତ୍ତୋଲ…
Read More...

ବ୍ୟୋମକେଶଙ୍କୁ ଯୁବ ଓ ଦେବୀଙ୍କୁ ଛାତ୍ରଙ୍କ ଦାୟିତ୍ବ

ଭୁବନେଶ୍ବର: ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଆଜି ବିଧାୟକ ବ୍ୟୋମକେଶ ରାୟଙ୍କୁ ବିଜୁ ଯୁବ ଜନତା ଦଳର ରାଜ୍ୟସଭାପତି ଭାବେ ନିଯୁକ୍ତି ଦେଇଛନ୍ତି। ବିଜେଡି ଗଣମାଧ୍ୟମ ବ୍ୟାପାର ଦାୟିତ୍ବରେ ଥିବା ସାଧାରଣ ସଂପାଦକ ମାନସ ରଂଜନ ମଙ୍ଗରାଜ ଏ ନେଇ ପ୍ରେସ ବିବୃତିରେ ଜଣାଇଛନ୍ତି। ଶ୍ରୀ…
Read More...

ବିଗୁଡୁଛି ବିହାର ନିର୍ବାଚନ ଖେଳ

ଅକଳରେ ବିଜେପି, ଟିକେଟ୍ ବଣ୍ଟନ ସବୁଠାରୁ ବଡ଼ ଚ୍ୟାଲେଞ୍ଜନୀତିଶଙ୍କ ଲୋକପ୍ରିୟତା କମିଛି, କିନ୍ତୁ ବିରୋଧୀ ପକ୍ଷ ବି ଦୁର୍ବଳବିଜେପିର ଗୋଟି ଉପରେ ରାଜନୈତିକ ସମୀକରଣ ନିର୍ଭର କରୁଛି ପାଟନା: ଠିକ୍ ମାସକ ପରେ ଅର୍ଥାତ୍ ଅକ୍ଟୋବର ୨୮ରୁ ନଭେମ୍ବର ୭ ପର୍ଯ୍ୟନ୍ତ ବିହାରରେ ତିନିଟି…
Read More...

ମୋଦୀ ଶୁଣିଲେ ମୁକୁଟଧାରୀ ବାଇଗଣ ଗପ

ମନ୍ କି ବାତ୍‌ରେ ତେନାଲୀ ରାମ କାହାଣୀ ପ୍ରଧାନମନ୍ତ୍ରୀଙ୍କ ମନମୋହିଲାନୂଆପିଢୀକୁ ମହାପୁରୁଷ ଓ ମହୀୟସୀ ମହିଳାଙ୍କ କାହାଣୀ କହିବା ଲାଗି ପରାମର୍ଶ ଦେଲେପୋଷଣ ମାସରେ ଖାଦ୍ୟ ସଂପର୍କିତ ଗପ ଲାଗି ଶୁଭେଚ୍ଛା ବି ଜଣାଇଲେ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ କି…
Read More...

ଅପରାଜିତା ବିଜେପି ଜାତୀୟ ମୁଖପାତ୍ର

ଜେ ପି ନଡ୍ଡାଙ୍କ ଟିମ୍‌ରେ ଓଡ଼ିଶାରୁ ଚାରି ନେତାବୈଜୟନ୍ତ ଉପସଭାପତି ପଦ ବଜାୟ ରଖିଲେସାଂସଦ ବିଶେଶ୍ବର ଟୁଡୁଙ୍କୁ ସଂପାଦକ ଭାବେ ନିଯୁକ୍ତିସମ୍ବିତ ପାତ୍ର ଜାତୀୟ ମୁଖପାତ୍ର ଭାବେ କାର୍ଯ୍ୟକରିବେ ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା ଆଜି ତାଙ୍କର ନୂଆ ଟିମ୍ ଘୋଷଣା…
Read More...

ବିଜେଡିର କମ୍, ବିଜେପିର ବେଶୀ ଦରକାର

ପ୍ରତାପଙ୍କ ପାଇଁ ବାଲେଶ୍ବର, ଧର୍ମେନ୍ଦ୍ରଙ୍କ ପାଇଁ ତିର୍ତ୍ତୋଲ ଜିତିବା ଗୁରୁତ୍ବପୂର୍ଣ୍ଣପ୍ରାର୍ଥିତ୍ବ ଚୟନ ବିଜେଡି ପାଇଁ ବଡ଼ ସମସ୍ୟା, ଉପନିର୍ବାଚନରେ ଦଳର ରେକର୍ଡ ଭଲ ଭୁବନେଶ୍ବର: ଯେ କୌଣସି ମୁହୂର୍ତରେ ଭାରତର ନିର୍ବାଚନ ଆୟୋଗ ତିର୍ତ୍ତୋଲ ଓ ବାଲେଶ୍ବର ସଦର ଆସନ ଲାଗି…
Read More...

କିଏ ନେବେ ବିଜେଡି ଛାତ୍ର ନେତୃତ୍ବ, ଜାଣନ୍ତୁ

ଭୁବନେଶ୍ବର: ବିଜୁ ଜନତା ଦଳ ଆଜି ତାର ଛାତ୍ର ସଂଗଠନର ପୁର୍ନବିନ୍ୟାସ କରିଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ମୋହର ପରେ ଦଳର ଛାତ୍ର ବ୍ୟାପାର ଦାୟିତ୍ବରେ ଥିବା ସାଧାରଣ ସଂପାଦକ ବ୍ୟୋମକେଶ ରାୟଙ୍କ ଦସ୍ତଖତରେ ଏହି ତାଲିକା ଜାରି କରାଯାଇଛି। ଯୁବ ସଂଗଠନ ଭଳି ଏଥିରେ ମଧ୍ୟ ଜଣେ…
Read More...

କରୋନା ବଦଳାଇଲା ବିଧାନସଭା କାର୍ଯ୍ୟ ତରିକା

ଭୁବନେଶ୍ବର: ସବୁ ବିଧାୟକ, ଷ୍ଟାଫ୍ ଓ ପିଏସ୍‌ଓମାନଙ୍କର କରୋନା ପରୀକ୍ଷା ହେବ। ଦିନକୁ ଦୁଇଟି ପର୍ଯ୍ୟାୟରେ ସାଢେ ଚାରିଘଣ୍ଟା ବସିବ ବିଧାନସଭା। ପ୍ରଶ୍ନକାଳ ହେବନାହିଁ। କିନ୍ତୁ ଶୂନ୍ୟକାଳ ଏବଂ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା କରାଯିବ।ଅପରାହ୍ନ ଅଧିବେଶନ ୩ଟାରୁ ୫ଟା ଯାଏ ଚାଲିବ। …
Read More...

ବିଦ୍ୟୁତ ଦର ବୃଦ୍ଧିକୁ ପ୍ରସଙ୍ଗ କଲା ବିଜେପି

ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନିକୁ ୮୪ କୋଟି ରିହାତି ଦେଇଛନ୍ତି ମୋଦୀ: ଧର୍ମେନ୍ଦ୍ର ପ୍ରଧାନଗୋଲକ କହିଲେ, ଝିଣ୍ଟିକା ମାରି ବଣି ପୋଷୁଛନ୍ତି ରାଜ୍ୟ ସରକାର,ନ ଓହରିଲେ ରାସ୍ତାକୁ ଯିବୁ ନୂଆଦିଲ୍ଲୀ/ଭୁବନେଶ୍ୱର: ବିଦ୍ୟୁତ ଦର ୨୦ ପଇସା ବୃଦ୍ଧି ପ୍ରସଙ୍ଗକୁ ନେଇ ବିଜେପି ଆଜି ବି…
Read More...