Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
କୋଟିପତି ଡେପୁଟି ରେଞ୍ଜର ଗିରଫ
ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ବାତିଲ୍ ଘଟଣାରେ; ବଦଳି ହେଲେ ୬ ଅଧିକାରୀ
ବିନା ସିସିଟିଭିରେ ଔଷଧ ବିକିପାରିବେନି ଦୋକାନୀ
ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା, ନିଲମ୍ବିତ ଅଧ୍ୟାପକଙ୍କ ଜେଲ୍ ଅବଧି ବୃଦ୍ଧି
ଲାଞ୍ଚ ଅଭିଯୋଗରେ ଡାକ୍ତରଙ୍କୁ ୫ ବର୍ଷ ଜେଲ
Browsing Category
ରାଜନୀତି
ବିଜେପିରେ ମିଶିବେ ପ୍ରସନ୍ନ ପାଟ୍ଟଶାଣୀ
ଭୁବନେଶ୍ବର: ପଦ୍ମ ଧରିବେ ପ୍ରସନ୍ନ ପାଟ୍ଟଶାଣୀ। ବିଜେପିରେ ସାମିଲ ହେବେ ପ୍ରସନ୍ନ ପାଟ୍ଟଶାଣୀ। ଶଙ୍ଖ ଛାଡି ପଦ୍ମ ଧରିବେ ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ। ଦିଲ୍ଲୀ ବିଜେପି କାର୍ଯ୍ୟାଳୟ ସାମ୍ନାରେ ପାଟ୍ଟଶାଣୀଙ୍କୁ ଦେଖିବା ପରେ ଏବେ ଏଭଳି ଗୋଟିଏ ଚର୍ଚ୍ଚା ଜୋର ଧରିଛି। ଦୀର୍ଘ ବର୍ଷ ଧରି!-->…
Read More...
Read More...
କିଏ ହେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ?
ଭୁବନେଶ୍ବର: ବିଜେପି ସରକାରରେ କିଏ ହେବେ ମୁଖ୍ୟମନ୍ତ୍ରୀ, ସେ ନେଇ ଜାରି ରହିଛି କଳ୍ପନାଜଳ୍ପନା। ଓଡିଶାରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଭାଜପା କାହାକୁ ବାଛିବ ତାହା କେହି ଠଉରାଇ ପାରୁନାହାନ୍ତି। ଇତିମଧ୍ୟରେ ରାଜ୍ୟ ବିଜେପି ନେତାମାନେ ଆଲୋଚନା ପାଇଁ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଫଳାଫଳ!-->…
Read More...
Read More...
ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବରେ ସ୍ୱତନ୍ତ୍ର ଅତିଥି ହେବେ କର୍ମଚାରୀ, କିନ୍ନର ଓ ଶ୍ରମିକ
ଭୁବନେଶ୍ବର: ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦୀ।ଆସନ୍ତା ୯ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦୀ । ସ୍ୱତନ୍ତ୍ର ଅତିଥି ତାଲିକାରେ ଅଛନ୍ତି ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟରେ କାମ କରୁଥିବା ସଫେଇ କର୍ମଚାରୀ, କିନ୍ନର ଏବଂ!-->…
Read More...
Read More...
ଦିଲ୍ଲୀରେ ବିଧାନସଭା ନିର୍ବାଚନ ଏକା ଲଢ଼ିବ ଆପ୍
ନୂଆଦିଲ୍ଲୀ: ଚଳିତ ଲୋକସଭାରେ କଂଗ୍ରେସ ସହ ମେଣ୍ଟ କରି ନିର୍ବାଚନ ଲଢ଼ିଥିବା କ୍ଷମତାସୀନ ଆପ୍ ନେଇଛି ବଡ଼ ନିଷ୍ପତ୍ତି। ଆସନ୍ତାବର୍ଷ ପ୍ରଥମ ଭାଗରେ ହେବାକୁ ଥିବା ଦିଲ୍ଲୀ ବିଧାନସଭାରେ ଅରବିନ୍ଦ କେଜ୍ରିୱାଲଙ୍କ ଦଳ ଆପ୍ ଏକାକୀ ଲଢ଼ିବ ବୋଲି ଆଜି ଘୋଷଣା କରିଛି।
ସୂଚନା ଅନୁସାରେ, ୨୦୨୪!-->!-->!-->…
Read More...
Read More...
ଶକୁନିକୁ ବାଛି ଥିବା ଲୋକର ସବୁ ଦୋଷ : ପ୍ରତାପ ଷଡ଼ଙ୍ଗୀ
ଭୁବନେଶ୍ବର: ଓଡ଼ିଶାରେ ବିଜେପି ସରକାର ଗଢିବା ପରେ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ କଲେ ପ୍ରତାପ ଷଡ଼ଙ୍ଗୀ। ବିଜେଡିର ବିପର୍ଯ୍ୟୟ ପରେ ଏବେ ପାୱାରଫୁଲ୍ ନେତା ପାଣ୍ଡିଆନଙ୍କ ପତ୍ତା ମିଳୁନି। ହେଲିକପ୍ଟର ଟୁର୍ ପରେ ଟୁର୍ କରୁଥିଲେ। ନ୍ୟାସନାଲ ଠାରୁ ନେଇ ଲୋକାଲ ସବୁ!-->…
Read More...
Read More...
ଓଡ଼ିଶାରୁ ହଟିଲା ନିର୍ବାଚନୀ ଆଦର୍ଶ ଆଚରଣ ବିଧି
ଭୁବନେଶ୍ବର: ରାଜ୍ୟରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଲାଗୁ ହୋଇଥିବା ଆଦର୍ଶ ଆଚରଣ ବିଧି ଆଜି ହଟାଇ ଦିଆଯାଇଛି। ନିର୍ବାଚନ ଆୟୋଗ ଆଜି ଓଡ଼ିଶାର ମୁଖ୍ୟ ସଚିବ ଓ କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କୁ ଚିଠି ଲେଖି ଏନେଇ ଅବଗତ କରାଇଛନ୍ତି। ଏପଟେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ!-->…
Read More...
Read More...
ବରିଷ୍ଠ ନେତାଙ୍କୁ ଦୂରେଇ ରଖିବାରୁ ହାରିଲା ବିଜେଡି
ଭୁବନେଶ୍ବର: ପ୍ରଥମେ ଅରୁଣ ସାହୁ ଏବେ ଶଶୀଭୂଷଣ ବେହେରା। ବିଜେଡିର ପରାଜୟ ପରେ ଏବେ ଦଳର ଜଣେ ପରେ ଜଣେ ନେତା ମୁହଁ ଖୋଲି ଆରମ୍ଭ କରିଦେଲେଣି। ଆଜି ବରିଷ୍ଠ ନେତା ଶଶୀଭୂଷଣ ବେହେରା ବିଜେଡି ପରାଜୟକୁ ନେଇ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଦଳର ବରିଷ୍ଠ ନେତାଙ୍କୁ ନିର୍ବାଚନ!-->…
Read More...
Read More...
ଆସନ୍ତା ୯ ରେ ଶପଥ ନେଇପାରନ୍ତି ମୋଦୀ !
ନୂଆଦିଲ୍ଲୀ: ଆସନ୍ତା ୯ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦୀ। ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମୋଦୀ। ରବିବାର ସନ୍ଧ୍ୟା ୬ଟାରେ ପ୍ରଧାନମନ୍ତ୍ରୀ ଶପଥ ନେବେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ପୂର୍ବରୁ ଜୁନ୍ ୮ତାରିଖରେ!-->…
Read More...
Read More...
ମୋଦୀ ସରକାରକୁ ସମର୍ଥନ କଲେ ନୀତୀଶ,ନାଇଡୁ
ନୂଆଦିଲ୍ଲୀ: ଆଜି ଅର୍ଥାତ ବୁଧବାର ଦିଲ୍ଲୀରେ ରାଜଧାନୀ ଦିଲ୍ଲୀରେ ଏନଡିଏର ସହଯୋଗୀ ଦଳର ଶୀର୍ଷ ନେତାଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ଟିଡିପି ନେତା ଚନ୍ଦ୍ରବାବୁ ନାଇଡୁ ମଧ୍ୟ ଯୋଗ ଦେଇଥିଲେ। ପାରିତ ହୋଇଥିବା ଏକ ପ୍ରସ୍ତାବରେ!-->…
Read More...
Read More...
ପୁଣି ଜିତିଲେ ଅପରାଜିତା
ଭୁବନେଶ୍ୱର: ପୁଣି ବିଜୟର ମୁକୁଟ ପିନ୍ଧିଲେ ଅପରାଜିତା ଷଡ଼ଙ୍ଗୀ। ଅପରାଜିତା ଭୁବନେଶ୍ବରରେ ପୁଣି ବିଜୟିନୀ ହୋଇଛନ୍ତି। ସେ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କୁ ହରାଇ ବାଜି ମାରିନେଇଛନ୍ତି। ଲଗାତାର ବିଜେପି ପ୍ରାର୍ଥୀଙ୍କ ବିଜୟ ପରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଉତ୍ସବର ମାହୋଲ!-->…
Read More...
Read More...