Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ଗିରଫ ପ୍ରଧାନ ଶିକ୍ଷକ ନିଲମ୍ବିତ
ରାଜ୍ୟରେ ଖୋଲିବ ୮ଟି ନୂଆ ଏଡିଜେ କୋର୍ଟ
ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ଚିଠି
ସବୁ ରାଜସ୍ୱ କାର୍ଯ୍ୟାଳୟରେ ଲାଗିବ ବାୟୋମେଟ୍ରିକ
ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରଲୋକ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ୨ ବର୍ଷ ପାଇଁ ଆଇଏମଡି ମହାନିର୍ଦ୍ଦେଶକ ଭାବରେ ପୁନଃନିଯୁକ୍ତି
ଅପାରଗ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର : ସରକାରଙ୍କ ଚେତାବନୀ
୧୫ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ଜୁନିଅର କ୍ଲର୍କ
ମହିଳା ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ହେଲେ ବବିତା ପାତ୍ର
Browsing Category
ବିଜ୍ଞାନ
ସପ୍ତାହେ ଯାଏ ମୌସୁମୀରେ ବ୍ରେକ୍ ଲାଗିବ
ଭୁବନେଶ୍ବର: ରାଜ୍ୟରେ ଧୀରେ ଧୀରେ ଏବେ ବର୍ଷାର ପରିମାଣ କମିବ। ଅଗଷ୍ଟ ପ୍ରଥମ ସପ୍ତାହରେ ମୌସୁମୀ ପୁଣି ଥରେ ସକ୍ରିୟ ହୋଇପାରେ। ପାଣିପାଗ ସ୍ଥିତି ଅନୁଧ୍ୟାନ କରି ଏଭଳି ଚିତ୍ର ଆଙ୍କୁଛନ୍ତି ସାର୍ଥକ ମିଶ୍ର। ଶ୍ରୀ ମିଶ୍ରଙ୍କ କହିବାନୁସାରେ, ଉପଗ୍ରହରୁ ଉତ୍ତୋଳନ କରାଯାଇଥିବା ପାଣିପାଗ!-->…
Read More...
Read More...
ଆଜି ୧୧ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ
ଭୁବନେଶ୍ବର: ମୌସୁମୀ ଆଗୁଆ ଆସିବ। ପାଣିପାଗ ବିଭାଗର ଏଭଳି ପୂର୍ବାନୁମାନ ସମସ୍ତଙ୍କୁ ଆଶ୍ବସ୍ତ କରୁଛି। ହେଲେ ଏଥର ପାଣିପାଗ କିଛି ଭଲ ଖବର ନେଇ ସାଙ୍ଗରେ ଆସୁନାହିଁ। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ ଏଭଳି ଗୋଟିଏ ପୂର୍ବାନୁମାନ କଲେଣି। ଡ. ପଶୁପାଳକ କହିଛନ୍ତି ଯେ ଗତବର୍ଷ!-->…
Read More...
Read More...
ଏବର୍ଷ ଶୀଘ୍ର ଆସିପାରେ ମୌସୁମୀ
ଭୁବନେଶ୍ବର: ସାଧାରଣତଃ ଜୁନ ୧ ତାରିଖରେ କେରଳ ଛୁଇଁଥାଏ ମୌସୁମୀ । କିନ୍ତୁ ଏଥର ୪ ଦିନ ପୂର୍ବରୁ ଅର୍ଥାତ୍ ମେ’ ୨୭ ତାରିଖରେ ମୌମୁମୀ ଆସିପାରେ ବୋଲି ଆକଳନ କରିଛି ଆଇଏମଡି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଥମେ କେରଳରେ ପ୍ରବେଶ କରିଥାଏ । କେରଳ ଛୁଇଁଲେ ମୌସୁମୀ ବାୟୁର ଆଗମନ ନେଇ!-->…
Read More...
Read More...
ଆଉ ଏକ ଲଘୁଚାପ ବଢ଼ାଇଲାଣି ସଂଶୟ
ଭୁବନେଶ୍ବର: ଭୀଷଣ ରୂପ ନେଇ ଅସାନି ଉପକୂଳକୁ ମାଡ଼ି ଆସୁଥିଲା। ଶେଷ ମୁହୂର୍ତରେ ଏହା କ୍ଷୀଣକାୟ ଶରୀର ନେଇ ଆନ୍ଧ୍ରପ୍ରଦେଶ ପଶିଲା। ଆଶ୍ବସ୍ତ ହେଲେ ରାଜ୍ୟବାସୀ। ଏବେ କିନ୍ତୁ ମେ' ମାସର ପାଣିପାଗ ପୁଣି ଥରେ ରାଜ୍ୟବାସୀଙ୍କ ଚିନ୍ତା ବଢ଼ାଇବାକୁ ଯାଉଛି। ଆସନ୍ତା ୧୮ ତାରିଖ କିମ୍ବା ୧୯ ତାରିଖ!-->…
Read More...
Read More...
‘ଅସାନି’ ପ୍ରଭାବ; ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ବର: ଭୀଷଣ ବାତ୍ୟା ରୂପରେ ସମୁଦ୍ରରେ କେନ୍ଦ୍ରୀଭୂତ ହୋଇଥିବା 'ଅସାନି' ଏବେ ଧୀରେ ଧୀରେ ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହୋଇଛି। ଏହା ଆନ୍ଧ୍ରପ୍ରଦେଶର ମଛଲିପଟନମର ଦକ୍ଷିଣ-ଦକ୍ଷିଣ ପୂର୍ବ ସମୁଦ୍ରରେ ୬୦କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହେବା ସହିତ ଘଣ୍ଟାକୁ ୬ କିଲୋମିଟର ବେଗରେ!-->…
Read More...
Read More...
ବାତ୍ୟା ରୂପ ନେଇ ମୁହଁ ମୋଡ଼ିଦେବ ଲଘୁଚାପ
ଭୁବନେଶ୍ବର: ଦକ୍ଷିଣ ଆଣ୍ଡମାନ ସାଗର ଓ ନିକଟସ୍ଥ ଅଞ୍ଚଳରେ ରହିଥିବା ଘୂର୍ଣ୍ଣିବଳୟ କ୍ଷେତ୍ର ଆଜି ସକାଳେ ଲଘୁଚାପରେ ପରିଣତ ହୋଇଛି। ଏହି କ୍ଷେତ୍ର ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର ହୋଇ ଆସନ୍ତା ୨୪ ଘଣ୍ଟାରେ ଚିହ୍ନିତ ଲଘୁଚାପ ଓ ୪୮ ଘଣ୍ଟା ମଧ୍ୟରେ ଡିପ୍ରେସନରେ ପରିଣତ ହେବ। ପରବର୍ତ୍ତୀ ସମୟରେ!-->…
Read More...
Read More...
ଦକ୍ଷିଣ ଆଣ୍ଡାମାନରେ ସୃଷ୍ଟି ଘୂର୍ଣ୍ଣିବଳୟ ନେବ କି ବାତ୍ୟାର ରୂପ?
ଦକ୍ଷିଣ ଆଣ୍ଡାମାନସାଗର ଓ ତାହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆଜି ସକାଳ ୫ଟା ୩୦ ସୁଦ୍ଧା ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଏହା!-->!-->!-->…
Read More...
Read More...
ପାଣିପାଗ ସଂପର୍କରେ କିଛି ନୂଆ ଖବର
ଭୁବନେଶ୍ବର: ଆଜି ଦକ୍ଷିଣ ଆଣ୍ଡାମାନସାଗର ଓ ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ପାଣିପାଗ ବିଭାଗ ଏ ନେଇ ପୂର୍ବାନୁମାନ କରିଛି। ଏହା ଆସନ୍ତା ୬ ତାରିଖ ସୁଦ୍ଧା ଗୋଟିଏ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ଅଧିକ। କେବଳ ସେତିକି ନୁହେଁ, ପରବର୍ତ୍ତୀ ୨୪ ଘଣ୍ଟାରେ ଏହା!-->…
Read More...
Read More...
ଅତି ଭୀଷଣ ହୋଇପାରେ ବାତ୍ୟା
ବାତ୍ୟା କେଉଁଠି ଛୁଇଁପାରେ ଜାଣନ୍ତୁ୪ରେ ଘୂର୍ଣ୍ଣବଳୟ, ୭ରେ ବାତ୍ୟା ରୂପ ନେବଅତି ଭୀଷଣ ରୂପ ନେଇ ଉପକୂଳ ମାଡି ଆସି ପାରେ ୧୦ରେ ଉପକୂଳ ଛୁଇଁବ ବୋଲି ପୂର୍ବାନୁମାନ
ଭୁବନେଶ୍ବର: ଆଶଙ୍କା ସତ ହୋଇପାରେ। ପାଣିପାଗ ବିଜ୍ଞାନୀ ସେଇ ଆଡକୁ ଆଙ୍ଗୁଠି ଉଠାଇଲେଣି। ବଙ୍ଗୋପସାଗରରେ ସୃଷ୍ଟି!-->!-->!-->…
Read More...
Read More...
ମେ’ ଦ୍ବିତୀୟ ସପ୍ତାହରେ ବାତ୍ୟା ହେବ କି?
ଭୁବନେଶ୍ବର: ପ୍ରଚଣ୍ଡ ଗ୍ରୀଷ୍ମ ପରେ ଏବେ ବର୍ଷା ଭୟ ଦେଖାଦେଲାଣି। ବଙ୍ଗୋପସାଗରରେ ମେ' ପ୍ରଥମ ସପ୍ତାହ ଶେଷରେ ଗୋଟିଏ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଯାଉଥିବା ସମ୍ଭାବ୍ୟ ଲଘୁଚାପ ଶକ୍ତିଶାଳୀ ହେବା ସମ୍ଭାବନା ଅଧିକ। ସଂପ୍ରତି ସମୁଦ୍ରର ତାପମାତ୍ରା!-->…
Read More...
Read More...