ପ୍ରମୁଖ ଖବର

ଏସ୍‌ଆଇ ପରୀକ୍ଷା ଘୋଟାଲା: ୧୧୯ ଜଣଙ୍କ ଜାମିନ୍ ଆବେଦନ ଖାରଜ
ଆଇପିଏସ୍‍ ଅଧିକାରୀ ଆତ୍ମହତ୍ୟା ମାମଲା, ଘରୁ ମିଳିଲା ୮ ପୃଷ୍ଠାର ସୁଇସାଇଡ୍ ନୋଟ
ରସାୟନ ବିଜ୍ଞାନରେ ନୋବେଲ ପାଇଁ ୩ ବୈଜ୍ଞାନିକଙ୍କ ନାମ ଘୋଷଣା
ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ, ୩ ଶ୍ରମିକ ମୃତ
ଭିଜିଲାନ୍ସ ଜାଲରେ ଓଏଏସ୍‌ ଅଧିକାରୀ
Browsing Category

ବିଜ୍ଞାନ

କେତେ ଭୀଷଣ ବେଗରେ ଆସୁଛି ବାତ୍ୟା, ଜାଣନ୍ତୁ

ଭୁବନେଶ୍ବର: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ୨୨ ତାରିଖ ବେଳକୁ ଲଘୁଚାପ ସୃଷ୍ଟି ହେବ। ଏହା ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବ। ୨୬ ତାରିଖ ସନ୍ଧ୍ୟାରେ ଏହା ପଶ୍ଚିମବଙ୍ଗ-ଉତ୍ତର ଓଡିଶା ଉପକୂଳରେ ପହଞ୍ଚିପାରେ। ଆଜି ଭାରତର ପାଣିପାଗ
Read More...

ବଙ୍ଗୋପସାଗରରେ ଆସୁଛି ବାତ୍ୟା!

ବିପଦମୁକ୍ତ ନୁହେଁ ଓଡ଼ିଶା, ବାତ୍ୟା ହେଲେ ତାର ନାମ ୟାସ୍ ରଖାଯିବ ଭୁବନେଶ୍ବର: ଆରବ ସାଗରରେ ଭୀଷଣ ବାତ୍ୟା ତାଉତେ ଏଭଳି ପ୍ରଳୟ ରଚନା କରିଛି ଯେ ପାଞ୍ଚଟି ରାଜ୍ୟରେ ତାର ସାଂଘାତିକ ପ୍ରଭାବ ପଡ଼ିଛି। ୧୮ ଜଣଙ୍କର ଜୀବନ ଯାଇଥିବା ସରକାରୀ ଭାବେ କୁହାଯାଉଛି। ଏପଟେ ବଙ୍ଗୋପସାଗରରେ ପୁଣି
Read More...

ମାଡ଼ି ଆସୁଛି ତାତି; ଏସବୁ ଜିଲ୍ଲାକୁ ୪ଟା ଯାଏ ଘରୁ ବାହାରିବା ମନା

ଭୁବନେଶ୍ବର: ରାଜ୍ୟରେ ଭୀଷଣ ଅଂଶୁଘାତ ପରିସ୍ଥିତିକୁ ଲକ୍ଷ୍ୟ ରଖି ଆଜି ସ୍ବତନ୍ତ୍ର ରିଲିଫ୍ କମିସନର କଟକଣା ଜାରି କରିଛନ୍ତି। ଅରେଞ୍ଜ ଵାର୍ଣ୍ଣିଂ ଜାରି ହୋଇଥିବା ୨୧ଟି ଜିଲ୍ଲାର ଲୋକଙ୍କୁ ଅପରାହ୍ନ ୪ଟା ଯାଏ ଘରୁ ନ ବାହାରିବା ଲାଗି ନିର୍ଦେଶ ଦିଆଯାଇଛି। ମଙ୍ଗଳବାର ଓଡ଼ିଶାର ବାରିପଦା
Read More...

ଅତି ଭୀଷଣ ହେବ ନିଭାର୍‌; ଓଡ଼ିଶା ଉପରେ କି ପ୍ରଭାବ ରଖିବ ଜାଣନ୍ତୁ

ଭୁବନେଶ୍ବର: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଭୀଷଣ ବାତ୍ୟା ରୂପ ଧାରଣ କରି ନିଭାର୍ ଏବେ ଚେନ୍ନାଇ ଠାରୁ ଦକ୍ଷିଣ ଦକ୍ଷିଣ ପୂର୍ବ ଦିଗରେ ୩୫୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି। ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ଅତି ଭୀଷଣ ବାତ୍ୟାର ରୂପ ନେବ। ସାମୁଦ୍ରିକ ତାପମାତ୍ରା
Read More...

ନଭେମ୍ବରରୁ ପାଣିପାଗ ବଢାଇବ ବିପଦ!

କରୋନା ପାଇଁ ଭୀଷଣ ସ୍ଥିତି ସୃଷ୍ଟି କରିପାରେଏକାଧିକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ, ବାତ୍ୟା ବିଜାନୁଆରି ବେ​ଳକୁ ଶୀତ ବଢିବ, ଗମ୍ଭୀର ପରିସ୍ଥିତି ହେବ ଭୁବନେଶ୍ବର: କରୋନା ଭୂତାଣୁ ଅଧିକ ସକ୍ରିୟ ହେବା ପାଇଁ ଶୀତ ଅନୁକୂଳ ପରିସ୍ଥିତି ସୃଷ୍ଟି କରିପାରେ। ଏଭଳି ପରିସ୍ଥିତିରେ
Read More...

ମାଡ଼ିଆସୁଛି ସବୁଠାରୁ ଶକ୍ତିଶାଳୀ ସାମୁଦ୍ରିକ ଝଡ ‘ଗୋନି’

୨୦୨୦ର ସବୁଠାରୁ ବଡ଼ ସାମୁଦ୍ରିକ ଝଡ ଗୋନି ଫିଲିପାଇନ୍ସରେ ସ୍ଥଳଭାଗ ସ୍ପର୍ଶ କରିଛି। ଶନିବାର ଦିନ ଫିଲିପାଇନ୍ସ ପ୍ରଶାସନ ସୁପର ଟାଇଫୁନ୍ ଗୋନିର ପ୍ରକାଣ୍ଡ ରୂପକୁ ଆକଳନ କରି ଦକ୍ଷିଣ ଲୁଜନ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର ପାଇଁ ନିର୍ଦେଶ ଦେଇଥିଲେ। ଗୋନି ହେଉଛି, ପୃଥିବୀର ଅନ୍ୟତମ
Read More...

‘ଆରୋଗ୍ୟ ସେତୁ’ରେ କେଁ

ସୂଚନା ଆୟୋଗ ଅସନ୍ତୋଷ ଝାଡ଼ିଲେ, କାରଣ ଦର୍ଶାଅ ନୋଟିସ ଜାରି କଲେଏହା ବ୍ୟକ୍ତିଗତ ତଥ୍ୟର ଅପବ୍ୟବହାର କରିବାରେ ସକ୍ଷମ କି ନାହିଁ ଯାଞ୍ଚ ପାଇଁ କହିଲେପୂର୍ବରୁ ରାହୁଲ ଗାନ୍ଧୀ ଏହି ପ୍ରଶ୍ନ ଉଠାଇଥିଲେ, କେନ୍ଦ୍ର ସରକାର ଏହାକୁ ଖଣ୍ଡନ କରିଥିଲେବିବାଦ ପରେ ଡିଜିଟାଲ୍ କର୍ପୋରେସନ୍ ସିଇଓ
Read More...

ହେଙ୍ଗୁ ଏବେ ଭାରତରେ ଚାଷ ହେବ; କାହିଁକି ଏହା ଗୁରୁତ୍ବପୂର୍ଣ୍ଣ ମସଲା ଜାଣନ୍ତୁ

ଆସଫୋଏଟିଡା (ହେଙ୍ଗୁ) ବର୍ତ୍ତମାନ ଭାରତରେ ବୃଦ୍ଧି ପାଇବ; ଏହା ଏକ ଗୁରୁତ୍ୱପୂର୍ଣ୍ଣ ମସଲା ଯାହାକୁ ଭାରତରେ ପ୍ରଥମ ଥର ପାଇଁ ଚାଷ କରାଯିବ। ବର୍ତ୍ତମାନ ପର୍ଯ୍ୟନ୍ତ, କେବଳ ଆମଦାନୀ ମାଧ୍ୟମରେ ଏହାର ଚାହିଦା ପୂରଣ ହେଉଥିଲା। ଭାରତୀୟ ରୋଷେଇରେ ସାଧାରଣତଃ ବ୍ୟବହୃତ ମସଲା ମଧ୍ୟରୁ ହେଙ୍ଗୁ
Read More...