ପ୍ରମୁଖ ଖବର

କ୍ରସ୍‌ ଭୋଟିଂ ପରେ କଡ଼ା କାର୍ଯ୍ୟାନୁଷ୍ଠାନ: କଂଗ୍ରେସରୁ ନିଲମ୍ବିତ ହେଲେ ୩ ବିଧାୟକ
ହର୍ମୁଜ ଅତିକ୍ରମ କରି ଭାରତରେ ପହଞ୍ଚିଲା ‘ନନ୍ଦାଦେବୀ’ LPG ଜାହାଜ; ଓଡ଼ିଆ କ୍ୟାପଟେନଙ୍କ ସଫଳତା
୧୧ ଜିଲ୍ଲାରେ ୨୩ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ
ପୁରୀ: ବୋମା ଭିଡୁଥିବା ବେଳେ ବିସ୍ଫୋରଣରେ ଛିଡିଗଲା ଯୁବକଙ୍କ ପାପୁଲି
ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମାଆ ବି ପାଇବେ ମାଟର୍ନିଟୀ ଲିଭ୍
ଭୁବନେଶ୍ୱର ଗସ୍ତରେ ରାଜନାଥ ସିଂହ
୨୯୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଟିଏମସି
Browsing Category

ସାମାଜିକ

ଜିଅନ୍ତା ପୋତା ହେବାର ଡର, ଏଣୁ କବରରେ ବି…

ଆପଣ କେବେ କବରରେ ଝରକା ଥିବା ଦେଖିଛନ୍ତି କି? କିନ୍ତୁ ଇଂଲଣ୍ଡରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା। ଆପଣ ଭାବୁଥିବେ କିଏ ଏଭଳି କାହିଁକି ବା କରିବ। ହେଲେ ଯେତେବେଳେ ଅଷ୍ଟଦଶ ଶତାଦ୍ଦୀର ଶେଷ ଭାଗରେ ଡାକ୍ତର ଟିମୋଥି କ୍ଲାର୍କ ସ୍ମିଥଙ୍କ ମୃତ୍ୟୁ ହୋଇଥିଲା,ତାଙ୍କର କବରରରେ ଏକ ଝରକା
Read More...

ନଭେମ୍ବର ୨ରୁ ରାଜସ୍ଥାନ ଜୟପୁରକୁ ସିଧା ବିମାନ ଉଡ଼ିବ

ଧର୍ମେନ୍ଦ୍ର ପ୍ରଧାନଙ୍କ କଥା ରଖିଲେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସିନ୍ଧିଆସେପ୍ଟେମ୍ବର ୧୭ରେ ପତ୍ର ଲେଖିଥିଲେ କେନ୍ଦ୍ରମନ୍ତ୍ରୀ, ଇଣ୍ଡିଗୋ ଦେବ ବିମାନ ସେବାସପ୍ତାହରେ ୩ ଥର ବିମାନ ଚଳାଚଳ କରିବ ବୋଲି ସହମତି ହୋଇଛି ନୂଆଦିଲ୍ଲୀ/ଭୁବନେଶ୍ୱର: ଆସନ୍ତା ନଭେମ୍ବର ୨
Read More...

ଖେଳରେ ବି ଆଗରେ ରହିବ ପୁରୀ

ପୁରୀ ପାଇଁ ସ୍ବପ୍ନ ଦେଖୁଛନ୍ତି ନବୀନ, ତନାଘନା କରୁଛନ୍ତି ପାଣ୍ଡିଆନ୍ଫେବ୍ରୁଆରି ସୁଦ୍ଧା ସବୁ ପ୍ରକଳ୍ପ ସାରିବା ଲାଗି କଡା ନିର୍ଦେଶ ଦେଲେଜାଗା ଆଖଡାକୁ ଗୁରୁତ୍ବ ଦିଆଯିବ, ପାରମ୍ପରିକ ଖେଳକୁ ବି ମିଳିବ ପ୍ରାଧାନ୍ଯ୪୦ କୋଟି ଟଙ୍କା ବ୍ଯୟରେ ନିର୍ମାଣ ଚାଲିଛି କ୍ରୀଡା କଂପ୍ଲେକ୍ସ, ସ୍ପୋର୍ଟସ
Read More...

ସ୍ବତନ୍ତ୍ର ଡାକ ଲଫାପା ଉନ୍ମୋଚନ କଲେ ଦୁଇ କେନ୍ଦ୍ରମନ୍ତ୍ରୀ

ଡ଼ାକ ଟିକଟ ସଂଗ୍ରହ ଦିବସ” ଅବସରରେ ଦୁଇ କେନ୍ଦ୍ରମନ୍ତ୍ରୀ ୬ ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ୱତନ୍ତ୍ର ଲଫାପା ଉନ୍ମୋଚନ କଲେଭାରତୀୟ ଇତିହାସ ଅନୁସନ୍ଧାନ ପରିଷଦ ପକ୍ଷରୁ ଏହି ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ଗବେଷଣା କରିବା ପାଇଁ ପ୍ରଚେଷ୍ଟା ହେବଶହୀଦ ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ,
Read More...

ପୁଣି ବଢିଲା ପେଟ୍ରୋଲ, ଡିଜେଲ; ସମସ୍ତେ ନିରବରେ ଦେଖୁଛନ୍ତି

ବିଜୁ ଜନତା ଦଳ ଯେମିତି ଚୁପ୍, କଂଗ୍ରେସ ବି ସେମିତିଦରଦାମ ଆକାଶଛୁଆଁ ହେଲାଣି, ସ୍ଥିତି ଆହୁରି ଗମ୍ଭୀର ହେବ ଭୁବନେଶ୍ବର: ପୁଣି ବଢିଲା ତୈଳ ଦର। ସରକାରୀ ତୈଳ କମ୍ପାନିଗୁଡିକ ଆଜି ତେଲ ଦର ପୁଣି ବୃଦ୍ଧି କରିଛନ୍ତି। ପେଟ୍ରୋଲ ଲିଟର ପିଛା ୩୦ ପଇସା ଓ ଡିଜେଲ ଲିଟର ପିଛା ୩୫ ପଇସା ମହଙ୍ଗା
Read More...

ଦୁଇ ଦିନ ପରେ ଅନ୍ଧାର ହୋଇଯିବ କି ରାଜଧାନୀ?

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ବିଦ୍ୟୁତ ସଂକଟ ଉପୁଜିପାରେ। କୁହାଯାଉଛି ଯେ, ଯଦି କୋଇଲା ଯୋଗାଣ ନହୁଏ, ତେବେ ଦୁଇ ଦିନ ପରେ ପୂରା ଦିଲ୍ଲୀ ବ୍ଲାକ ଆଉଟ ହୋଇପାରେ। ଦିଲ୍ଲୀର ଶକ୍ତି ମନ୍ତ୍ରୀ ରାଜେନ୍ଦ୍ର ଜୈନଙ୍କ କହିବା ଅନୁସାରେ ଯେଭଳି ମହାମାରୀ ସମୟରେ ଅମ୍ଲଜାନ ଅଭାବ ହୋଇଥିଲା ,
Read More...

ଏବେ ନୂଆ ରୁପରେ ଜମି ସ୍ୱତ୍ତ୍ୱାଧିକାର

ଭୁବନେଶ୍ବର; ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଦେବଗଡ଼ ଜିଲ୍ଲାରେ ଜମିଜମାର ସ୍ୱତ୍ତ୍ୱାଧିକାର ବଣ୍ଟନ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ଓଡ଼ିଶା ସର୍ଭେ ଏବଂ ସେଟେଲ୍‌ମେଣ୍ଟ ଆକ୍ଟ ୧୯୫୮ ଅନୁଯାୟୀ ପାରମ୍ପରିକ ପଦ୍ଧତିରେ ସର୍ଭେ ଏବଂ ଜମିଜମାର ସରଳୀକରଣ
Read More...

ଦମ୍ ଦେଖାଇଲା ବାୟୁସେନା

ନୂଆଦିଲ୍ଲୀ: ଆଜି ଭାରତୀୟ ବାୟୁସେନାର ୮୯ ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ଉତ୍ତରପ୍ରଦେଶ ଗାଜିଆବାଦର ହିଣ୍ଡନ ଏୟାରବେସରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ହିଣ୍ଡନ ଏୟାରବେସରେ ଦମ ଦେଖାଇଛି ବାୟୁସେନା। ଭାରତୀୟ ବାୟୁସେନାରେ ଥିବା ଲଢୁଆ ବିମାନ କେତେ ଶକ୍ତିଶାଳୀ ଆକାଶରେ
Read More...

ସରକାରୀ କର୍ମଚାରୀଙ୍କୁ ଦୋହରା ଖୁସି ଦେଲେ ନବୀନ

ଭୁବନେଶ୍ବର: ପୂଜା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନ୍ ଭୋଗୀଙ୍କ ପାଇଁ ୧୧ ପ୍ରତିଶତ ମହଙ୍ଗା ଭତ୍ତା ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତି ଦ୍ଵାରା ରାଜ୍ୟର ଚାରି ଲକ୍ଷ କର୍ମଚାରୀ ଓ ସାଢେ ତିନି ଲକ୍ଷ ପେନସନ୍ ଭୋଗୀ ଉପକାର ପାଇବେ। ଏହା ଫଳରେ
Read More...

ସରକାରୀ କର୍ମଚାରୀଙ୍କୁ ପୂଜା ଭେଟି ଦେଲେ ନବୀନ

ସରକାରୀ କର୍ମଚାରୀଙ୍କ ଗୋଷ୍ଠୀ ବୀମା ଦେୟ (GIS) ସଂଶୋଧିତକର୍ମଚାରୀଙ୍କ ମୃତ୍ୟୁ କ୍ଷେତ୍ରରେ ପରିବାରକୁ ସହାୟତା ରାଶି ପରିମାଣରେ ବୃଦ୍ଧି ଭୁବନେଶ୍ବର: ରାଜ୍ୟ ସରକାର ସରକାରୀ କର୍ମଚାରୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ଗୋଷ୍ଠୀ ବୀମା ଯୋଜନା ଦେୟରେ ସଂଶୋଧନ କରିଛନ୍ତି। ପୂର୍ବରୁ ୪୮୦୦
Read More...