Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା
Browsing Category
ସାମାଜିକ
ଅଗଷ୍ଟ ୨୨ ଭିତରେ ମାଟ୍ରିକ ଫଳ
ଭୁବନେଶ୍ବର: ଅଫଲାଇନ ପରୀକ୍ଷା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ପୂର୍ବରୁ ବଡ଼ ସୂଚନା ଦିଆଯାଇଛି । ଜୁଲାଇ ୩୦ରୁ ଅଗଷ୍ଟ ୫ ଯାଏ ଦଶମ ଅଫଲାଇନ ପରୀକ୍ଷା ହେବାକୁ ଥିବା ବେଳେ ପରୀକ୍ଷା ପାଇଁ ୧୫ ହଜାର ୧୧୫ ଜଣ ଫର୍ମ ପୂରଣ କରିଛନ୍ତି । ଗଂଜାମରୁ ସର୍ବାଧିକ ୧୩ ଶହ ୧୫ ଜଣ ଫର୍ମପୂରଣ କରିଛନ୍ତି ।!-->…
Read More...
Read More...
ଜୁଲାଇ ୨୬ରୁ ଖୋଲିବ ଦଶମ, ଦ୍ୱାଦଶ
ଭୁବନେଶ୍ବର: ଶିକ୍ଷାନୁଷ୍ଠାନ ଖୋଲିବା ନେଇ ସରକାରଙ୍କ ବଡ଼ ନିଷ୍ପତି ଆସିଲା। ଜୁଲାଇ ୨୬ରୁ ଖୋଲିବ ଦଶମ ଓ ଦ୍ୱାଦଶ ଶ୍ରେଣୀ ସ୍କୁଲ । ସକାଳ ୧୦ଟାରୁ ଅପରାହ୍ନ ଗୋଟାଏ ୩୦ ପର୍ଯ୍ୟନ୍ତ ସ୍କୁଲ ଖୋଲିବ। ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢା!-->…
Read More...
Read More...
‘ମୁଖ୍ୟମନ୍ତ୍ରୀ ହେଉଛନ୍ତି ଆମର ସୁଖ ଦୁଃଖର ସାଥି’
ମିସନ ଶକ୍ତିର ମା' ମାନେ ନବୀନଙ୍କୁ କହିଲେ ନିଜ ମନର କଥା ମିସନ ଶକ୍ତିକୁ ୪୫୩.୫୦ କୋଟିର କୋଭିଡ ପ୍ୟାକେଜ୩୩୮ ବ୍ଲକ ମିସନ ଶକ୍ତି ଭବନ ନିର୍ମାଣ ପାଇଁ ୧୬୯ କୋଟି ୮୪.୫୦ କୋଟି ଆବର୍ତ୍ତନ ପାଣ୍ଠି, ସୁଧ ରିହାତି ପାଇଁ ୨୦୦ କୋଟିମିସନ ଶକ୍ତିର ମା' ମାନେ ହେଉଛନ୍ତି ଓଡିଶାର ବିକାଶ ବାହିନୀ
!-->!-->!-->…
Read More...
Read More...
୧୫ ବର୍ଷରେ ସୋଆ: ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ପୂର୍ବ ଭାରତର ଉଜ୍ୱଳ ନକ୍ଷତ୍ର
ଦୁଇ ଦଶନ୍ଧି ପୂର୍ବେ ଭୁବନେଶ୍ୱରରେ ଜନ୍ମ ନେଇଥିବା ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଆଜି ପୂର୍ବ ଭାରତରେ ଏକ ଉଜ୍ୱଳ ଉଚ୍ଚଶିକ୍ଷା କେନ୍ଦ୍ର ଭାବେ ଉଭା ହୋଇଛି । ଶିକ୍ଷାର ଗୁଣବତା ଏବଂ ଅଭିନବ ଗବେଷଣା ଉପରେ ଗୁରୁତ୍ୱାରୋପ ହିଁ ଏହି ବିଶ୍ୱବିଦ୍ୟାଳୟର ବିଶେଷତ୍ୱ । ସୋଆ!-->…
Read More...
Read More...
ଦେଶ ସାମ୍ନାରେ କୋଣାର୍କ କଥା ରଖିଲେ ଧର୍ମେନ୍ଦ୍ର
‘ସ୍କୁଲ୍ ଇନୋଭେସନ ଏମ୍ବାସେଡ଼ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀଶିକ୍ଷକଙ୍କୁ ପରିବର୍ତନର ଆଧାର ଶୀଳା ଓ ନବସୃଜନର ପ୍ରତୀକ ଭାବେ ଗଢିବା ଲକ୍ଷ୍ୟ୫୦,୦୦୦ ବିଦ୍ୟାଳୟ ଶିକ୍ଷକଙ୍କୁ ନବସୃଜନ, ଉଦ୍ୟୋଗୀ ଇତ୍ୟାଦି ଉପରେ ପ୍ରଶିକ୍ଷଣଓଡ଼ିଶାର ସୂର୍ଯ୍ୟ ମନ୍ଦିର!-->…
Read More...
Read More...
ବଦଳିବ ପାଠ୍ୟକ୍ରମ ଓ ପଢ଼ାଇବା ତରିକା
୨୦୨୨-୨୩ ଆର୍ଥିକ ବର୍ଷରୁ ନୂଆ ସିଲାବସରେ ପଢ଼ିବେ ଦେଶର ସମସ୍ତ ଛାତ୍ରଛାତ୍ରୀନିଜ ଓଜନର ସର୍ବାଧିକ ୧୦ ପ୍ରତିଶତ ଓଜନ ସ୍କୁଲ ବ୍ୟାଗ୍ ଧରିପାରିବେ ୧-୧୦ମ ପିଲାକୋର୍ଡିଂ, ଆର୍ଥିକ ସାକ୍ଷରତା, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି କୁ ମିଳିବ ସର୍ବାଧିକ ଗୁରୁତ୍ବଜାତୀୟସ୍ତରରୁ ଖସଡ଼ା ପ୍ରସ୍ତୁତି!-->…
Read More...
Read More...
୨୬ଲକ୍ଷ ଶ୍ରମିକଙ୍କୁ ନବୀନ ଦେଲେ ୩୮୫ କୋଟି
ନିର୍ମାଣ ଶ୍ରମିକଙ୍କୁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ପ୍ରଦାନପ୍ରତ୍ୟେକ ନିର୍ମାଣ ଶ୍ରମିକ ହେଉଛନ୍ତି ଜଣେ ଜଣେ ବିଶ୍ବକର୍ମା: ମୁଖ୍ୟମନ୍ତ୍ରୀଧନ୍ୟବାଦ ମୁଖ୍ୟମନ୍ତ୍ରୀ ଆଜ୍ଞା, ଏ ସହାୟକା ବଞ୍ଚିବାର ରାହା ଦେଇଛି: ନିର୍ମାଣ ଶ୍ରମିକ
ଭୁବନେଶ୍ବର: ଗରିବ ଲୋକଙ୍କୁ ତାଙ୍କ ଅଧିକାରରୁ କେହି!-->!-->!-->…
Read More...
Read More...
୨୦୩୦ ସୁଦ୍ଧା ଓଡିଶାକୁ ଦେଶର ଇସ୍ପାତ ହବ୍ କରାଯିବ
ଇସ୍ପାତ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଢେଙ୍କାନାଳବାସୀଢେଙ୍କାନାଳର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୩୦୦ ଶଯ୍ୟା ବିଶିଷ୍ଟ କରାଯିବ
ଭୁବନେଶ୍ବର: ୨୦୩୦ ସୁଦ୍ଧା ରାଜ୍ୟରେ ଇସ୍ପାତ ଉତ୍ପାଦନ ୧୦୦ ମିଲିଅନ ଟନ୍ରେ ପହଞ୍ଚିବ। ଏଥିପାଇଁ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ!-->!-->!-->…
Read More...
Read More...
ଗୃହବନ୍ଦୀ ସାପ, ମେଡିକାଲରେ ଝିଅ
ଭୁବନେଶ୍ବର: ଘରେ ବନ୍ଦୀ ଅଛି ସାପ । ଆଉ ଚିକିତ୍ସା ପାଇ ହସ୍ପିଟାଲକୁ ଅଣାଗଲା କୁନି ଝିଅ। ସାପ କାମୁଡାରେ ମାସେ କାଳ ଯନ୍ତ୍ରଣାରେ କୁନି ଝିଅଟି ଛଟପଟ ହେବା ପରେ ଜିଲ୍ଲା ପ୍ରଶାସନର ହସ୍ପକ୍ଷେପ ଯୋଗୁଁ ଚିକିତ୍ସା ପାଇଁ କଟକ ଏସସିବିକୁ ଝିଅଟିକୁ ଅଣାଯାଇଛି । ବିଷଧର ସାପ କାମୁଡିବା ପରେ!-->…
Read More...
Read More...
‘ମାନବସମ୍ବଳ ଅଭାବ ଏବେ ବଡ ସମସ୍ୟା’
ଭାରତୀୟ ମାନବ ସମ୍ବଳ ନେତୃତ୍ୱ ପୁରସ୍କାର ଉତ୍ସବ ୨୦୨୧
ନୂଆଦିଲ୍ଲୀ: ଦୁଇବର୍ଷ ତଳେ ଭାରତୀୟ ମାନବ ସମ୍ବଳ ସଂଗଠନ ଆରମ୍ଭ କରିଥିଲେ ସମର ମହାପାତ୍ର।ଏହି ସଂସ୍ଥାର ଉଦ୍ଦେଶ୍ୟ ଥିଲା, ମାନବ ସମ୍ବଳ କର୍ମଜୀବୀଙ୍କର ଜ୍ଞାନ ଓ ଅନୁଭବର ଆଦାନ ପ୍ରଦାନ କରିବ। କ୍ୟାରିଅର ତିଆରିକୁ ସୁବିଧା ଜନକ!-->!-->!-->…
Read More...
Read More...