ପ୍ରମୁଖ ଖବର

ଡାକସେବାରେ ବଡ଼ ପରିବର୍ତ୍ତନ: ଅପ୍‌ଗ୍ରେଡ୍ ହେଲା ‘ଡାକ ମିତ୍ର’ ଓ ‘ଡାକ ସେବା’ ଆପ୍‌
ଶିକ୍ଷକ ଦିବସରେ ୨୧ ଉଚ୍ଚଶିକ୍ଷା ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ଦେବେ ରାଷ୍ଟ୍ରପତି
ପ୍ରତି ପରିବାରକୁ ବର୍ଷକୁ ୩ ମାଗଣା ଏଲ୍‌ପିଜି ସିଲିଣ୍ଡର, ବିଜୟଙ୍କ ବଡ଼ ଘୋଷଣା
ଇମ୍ରାନଙ୍କ ଚିକିତ୍ସା ପାଇଁ ଏକାଠି ହେଲେ ୨୧ ଜଣ ପୂର୍ବତନ ଅନ୍ତର୍ଜାତୀୟ କ୍ୟାପ୍‌ଟେନ
ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ପଦକ୍ଷେପ, ଆଜିଠୁ ଚାଲିବ ‘କାନ୍ଦା ଏକ୍ସପ୍ରେସ’
ଅମରାବତୀ ହସ୍ପିଟାଲ ଏନଆଇସିୟୁରେ ଅଗ୍ନିକାଣ୍ଡ, ୩ ନବଜାତଙ୍କ ମୃତ୍ୟୁ
ଡିଜିଟାଲ ହେବ ଡାକ୍ତରୀ ପ୍ରେସ୍‌କ୍ରିପସନ୍‌, ଲାଗୁ ହେବ ‘ୱାନ୍‌ ନେସନ, ୱାନ୍‌ ହେଲ୍‌ଥ’
Browsing Category

ସାମାଜିକ

‘ମୁଖ୍ୟମନ୍ତ୍ରୀ ହେଉଛନ୍ତି ଆମର ସୁଖ ଦୁଃଖର ସାଥି’

ମିସନ ଶକ୍ତିର ମା' ମାନେ ନବୀନଙ୍କୁ କହିଲେ ନିଜ ମନର କଥା ମିସନ ଶକ୍ତିକୁ ୪୫୩.୫୦ କୋଟିର କୋଭିଡ ପ୍ୟାକେଜ୩୩୮ ବ୍ଲକ ମିସନ ଶକ୍ତି ଭବନ ନିର୍ମାଣ ପାଇଁ ୧୬୯ କୋଟି ୮୪.୫୦ କୋଟି ଆବର୍ତ୍ତନ ପାଣ୍ଠି, ସୁଧ ରିହାତି ପାଇଁ ୨୦୦ କୋଟିମିସନ ଶକ୍ତିର ମା' ମାନେ ହେଉଛନ୍ତି ଓଡିଶାର ବିକାଶ ବାହିନୀ
Read More...

୧୫ ବର୍ଷରେ ସୋଆ: ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ପୂର୍ବ ଭାରତର ଉଜ୍ୱଳ ନକ୍ଷତ୍ର

ଦୁଇ ଦଶନ୍ଧି ପୂର୍ବେ ଭୁବନେଶ୍ୱରରେ ଜନ୍ମ ନେଇଥିବା ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ଆଜି ପୂର୍ବ ଭାରତରେ ଏକ ଉଜ୍ୱଳ ଉଚ୍ଚଶିକ୍ଷା କେନ୍ଦ୍ର ଭାବେ ଉଭା ହୋଇଛି । ଶିକ୍ଷାର ଗୁଣବତା ଏବଂ ଅଭିନବ ଗବେଷଣା ଉପରେ ଗୁରୁତ୍ୱାରୋପ ହିଁ ଏହି ବିଶ୍ୱବିଦ୍ୟାଳୟର ବିଶେଷତ୍ୱ । ସୋଆ
Read More...

ଦେଶ ସାମ୍ନାରେ କୋଣାର୍କ କଥା ରଖିଲେ ଧର୍ମେନ୍ଦ୍ର

‘ସ୍କୁଲ୍ ଇନୋଭେସନ ଏମ୍ବାସେଡ଼ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀଶିକ୍ଷକଙ୍କୁ ପରିବର୍ତନର ଆଧାର ଶୀଳା ଓ ନବସୃଜନର ପ୍ରତୀକ ଭାବେ ଗଢିବା ଲକ୍ଷ୍ୟ୫୦,୦୦୦ ବିଦ୍ୟାଳୟ ଶିକ୍ଷକଙ୍କୁ ନବସୃଜନ, ଉଦ୍ୟୋଗୀ ଇତ୍ୟାଦି ଉପରେ ପ୍ରଶିକ୍ଷଣଓଡ଼ିଶାର ସୂର୍ଯ୍ୟ ମନ୍ଦିର
Read More...

ବଦଳିବ ପାଠ୍ୟକ୍ରମ ଓ ପଢ଼ାଇବା ତରିକା

୨୦୨୨-୨୩ ଆର୍ଥିକ ବର୍ଷରୁ ନୂଆ ସିଲାବସରେ ପଢ଼ିବେ ଦେଶର ସମସ୍ତ ଛାତ୍ରଛାତ୍ରୀନିଜ ଓଜନର ସର୍ବାଧିକ ୧୦ ପ୍ରତିଶତ ଓଜନ ସ୍କୁଲ ବ୍ୟାଗ୍ ଧରିପାରିବେ ୧-୧୦ମ ପିଲାକୋର୍ଡିଂ, ଆର୍ଥିକ ସାକ୍ଷରତା, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି କୁ ମିଳିବ ସର୍ବାଧିକ ଗୁରୁତ୍ବଜାତୀୟସ୍ତରରୁ ଖସଡ଼ା ପ୍ରସ୍ତୁତି
Read More...

୨୬ଲକ୍ଷ ଶ୍ରମିକଙ୍କୁ ନବୀନ ଦେଲେ ୩୮୫ କୋଟି

ନିର୍ମାଣ ଶ୍ରମିକଙ୍କୁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ପ୍ରଦାନପ୍ରତ୍ୟେକ ନିର୍ମାଣ ଶ୍ରମିକ ହେଉଛନ୍ତି ଜଣେ ଜଣେ ବିଶ୍ବକର୍ମା: ମୁଖ୍ୟମନ୍ତ୍ରୀଧନ୍ୟବାଦ ମୁଖ୍ୟମନ୍ତ୍ରୀ ଆଜ୍ଞା, ଏ ସହାୟକା ବଞ୍ଚିବାର ରାହା ଦେଇଛି: ନିର୍ମାଣ ଶ୍ରମିକ ଭୁବନେଶ୍ବର: ଗରିବ ଲୋକଙ୍କୁ ତାଙ୍କ ଅଧିକାରରୁ କେହି
Read More...

୨୦୩୦ ସୁଦ୍ଧା ଓଡିଶାକୁ ଦେଶର ଇସ୍ପାତ ହବ୍‌ କରାଯିବ

ଇସ୍ପାତ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଢେଙ୍କାନାଳବାସୀଢେଙ୍କାନାଳର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୩୦୦ ଶଯ୍ୟା ବିଶିଷ୍ଟ କରାଯିବ ଭୁବନେଶ୍ବର: ୨୦୩୦ ସୁଦ୍ଧା ରାଜ୍ୟରେ ଇସ୍ପାତ ଉତ୍ପାଦନ ୧୦୦ ମିଲିଅନ ଟନ୍‌ରେ ପହଞ୍ଚିବ। ଏଥିପାଇଁ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ
Read More...

ଗୃହବନ୍ଦୀ ସାପ, ମେଡିକାଲରେ ଝିଅ

ଭୁବନେଶ୍ବର: ଘରେ ବନ୍ଦୀ ଅଛି ସାପ । ଆଉ ଚିକିତ୍ସା ପାଇ ହସ୍ପିଟାଲକୁ ଅଣାଗଲା କୁନି ଝିଅ। ସାପ କାମୁଡାରେ ମାସେ କାଳ ଯନ୍ତ୍ରଣାରେ କୁନି ଝିଅଟି ଛଟପଟ ହେବା ପରେ ଜିଲ୍ଲା ପ୍ରଶାସନର ହସ୍ପକ୍ଷେପ ଯୋଗୁଁ ଚିକିତ୍ସା ପାଇଁ କଟକ ଏସସିବିକୁ ଝିଅଟିକୁ ଅଣାଯାଇଛି । ବିଷଧର ସାପ କାମୁଡିବା ପରେ
Read More...

‘ମାନବସମ୍ବଳ ଅଭାବ ଏବେ ବଡ ସମସ୍ୟା’

ଭାରତୀୟ ମାନବ ସମ୍ବଳ ନେତୃତ୍ୱ ପୁରସ୍କାର ଉତ୍ସବ ୨୦୨୧ ନୂଆଦିଲ୍ଲୀ: ଦୁଇବର୍ଷ ତଳେ ଭାରତୀୟ ମାନବ ସମ୍ବଳ ସଂଗଠନ ଆରମ୍ଭ କରିଥିଲେ ସମର ମହାପାତ୍ର।ଏହି ସଂସ୍ଥାର ଉଦ୍ଦେଶ୍ୟ ଥିଲା, ମାନବ ସମ୍ବଳ କର୍ମଜୀବୀଙ୍କର ଜ୍ଞାନ ଓ ଅନୁଭବର ଆଦାନ ପ୍ରଦାନ କରିବ। କ୍ୟାରିଅର ତିଆରିକୁ ସୁବିଧା ଜନକ
Read More...

ସୋସିଆଲ ମିଡିଆରେ ଭାଇରାଲ ଖବର ମିଛ, ମୋର କିଛି ହୋଇନି…

ଭୁବନେଶ୍ବର: 'ମୁଁ ଜୀବିତ ଅଛି। ପୁରା ସୁସ୍ଥ ଅଛି । ସୋସିଆଲ ମିଡିଆରେ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କୁ ଦୁର୍ଘଟଣାରେ ମୃତ୍ୟୁ କିମ୍ବା ଗୁରୁତର ହୋଇଥିବା ନେଇ ଭାଇରାଲ ଖବର ମିଛ। ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି। ଏକଥା ଆଉ କେହି ନୁହେଁ, ନିଜେ ଅସୀମା ଏକ ଭିଡିଓ ସେୟାର କରି କହିଛନ୍ତି।
Read More...

କର୍ଫ୍ୟୁ ବେଳେ କଡାକଡି ହେବ କଟକଣା

ରଥଯାତ୍ରା ପାଇଁ ବଡ଼ ନିଷ୍ପତି । ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀ ସହରରେ ଲାଗିବ ୪୮ ଘଂଟିଆ କର୍ଫ୍ୟୁ । ଆସନ୍ତା ୧୧ ତାରିଖ ରାତି ୮ଟାରୁ ୧୩ ତାରିଖ ରାତି ୮ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ । ଏହି ସମୟରେ ବଡ଼ଦାଣ୍ଡରେ ଗାଡି ଚଳାଚଳ ଉପରେ କଟକଣା ଲାଗିବ । ଏପରିକି ବଡ଼ଦାଣ୍ଡରେ ଥିବା
Read More...