Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା
Browsing Category
ସାମାଜିକ
୩୦ରୁ କୋଭିଡ୍ କଟକଣାରେ ମାଟ୍ରିକ୍ ପରୀକ୍ଷା
ଭୁବନେଶ୍ବର: ଜୁଲାଇ ୩୦ ତାରିଖରୁ ମାଟ୍ରିକ୍ ଅଫ୍ଲାଇନ୍ ପରୀକ୍ଷା ହେବ। ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ। ରାଜ୍ୟରେ ବିନା ପରୀକ୍ଷାରେ ଫଳ ପ୍ରକାଶନକୁ ନେଇ ଅସନ୍ତୋଷ ସୃଷ୍ଟି ହେବା ପରେ ମାଧ୍ୟମିକ ଶିକ୍ଷା ବୋର୍ଡ ଏଭଳି ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ବୋର୍ଡ ପକ୍ଷରୁ!-->…
Read More...
Read More...
ନାହିରେ ତେଲ ଦେଇ ଶୋଇଗଲେ ବାବୁ
ଅଧାପନ୍ତରିଆ ରହିଗଲା ବିରଳ ବଜ୍ରକାପ୍ତା ଅପରେସନ୍ସମସ୍ତେ ତନାଘନା କଲେ, ହଠାତ୍ ଚୁପ୍ ବସିଗଲେ କାହିଁକିଓଡ଼ିଶାରେ କେତେ ବଜ୍ରକାପ୍ତା ଅଛନ୍ତି, ତାର ଗଣନା ବି ହେଉନି
ଭୁବନେଶ୍ବର: ବିରଳ ବଜ୍ରକାପ୍ତା ସୁରକ୍ଷା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉଦାସୀନ ମନୋଭାବ ଏବେ ବନ୍ୟପ୍ରାଣୀ!-->!-->!-->…
Read More...
Read More...
ଆତ୍ମ ନିର୍ଭର ଭାରତ ରୋଜଗାର ଯୋଜନା ଅବଧି ବଢ଼ିଲା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଆତ୍ମ ନିର୍ଭର ଭାରତ ଯୋଜନା (ଏବିଆରୱାଇ) ହିତାଧିକାରୀଙ୍କ ପଞ୍ଜୀକରଣ ଅବଧିକୁ ନଅମାସ ବୃଦ୍ଧି କରାଯାଇଛି। ଏହା ଜୁନ ୩୦, ୨୦୨୧ରେ ଶେଷ ହେବାକୁ ଥିବାବେଳେ ଏହାକୁ ୩୧ ମାର୍ଚ୍ଚ ୨୦୨୨ !-->…
Read More...
Read More...
ଭିଜିଲାନ୍ସ୍ ଆଇଜି ଭାବେ ଦାୟିତ୍ବ ନେଲେ ଅସିତ୍ ପାଣିଗ୍ରାହୀ
ଭୁବନେଶ୍ବର: ୧୯୯୭ ବ୍ୟାଚର ବରିଷ୍ଠ ଆଇ.ପି.ଏସ. (ଭାରତୀୟ ପୋଲିସ ସେବା) ଅଧିକାରୀ ଅସିତ୍ ପାଣିଗ୍ରାହୀ ଭିଜିଲାନ୍ସ (ଦୁର୍ନୀତି ନିବାରଣ ବିଭାଗ) ଆଇଜି ଭାବେ ଆଜି ଅପରାହ୍ନରେ ଭିଜିଲାନ୍ସ ନିର୍ଦ୍ଦେଶାଳୟରେ କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଶ୍ରୀ ପାଣିଗ୍ରାହୀ ପୂର୍ବରୁ ଅଗ୍ନିଶମ ବିଭାଗ, ରାଜ୍ୟ!-->…
Read More...
Read More...
ସ୍ବାମୀନାଥ୍ନ କମିଟି ରିପୋର୍ଟ ଲାଗୁ ଯାଏ ଲଢ଼ିବ ଓଡ଼ିଶା
ଭୂମିହୀନ କୃଷକ ପରିବାର ପାଇଲେ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତାନବୀନ କହିଲେ, କାଳିଆ ଯୋଜନା ମୋର ସବୁଠାରୁ ପ୍ରିୟ ଯୋଜନା୧୮ ଲକ୍ଷ ପରିବାରକୁ ୩୮୬ କୋଟି ଟଙ୍କାର ସହାୟତା ପ୍ରଦାନ କରାଗଲା'କୃଷି କ୍ଷେତ୍ରର ସଫଳତା ପଛରେ ରହିଛି ଭୂମିହୀନ ଚାଷୀର ତ୍ୟାଗ'
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ!-->!-->!-->…
Read More...
Read More...
ଅଧା ଓଡ଼ିଶା ପାଇଁ ଘୋଟି ଆସିଲାଣି ବିପଦ
୧୧ ଜିଲ୍ଲାର ୧୫୨ ବ୍ଲକରେ ଚାଷ କାମ ପ୍ରଭାବିତ ହେଲାଣିଜୁନ ମାସରେ ରାଜ୍ୟରେ ୧୫ ପ୍ରତିଶତ କମ୍ ବର୍ଷା ରେକର୍ଡଲଘୁଚାପ ସୂଚନା ନାହିଁ, ୧୦ ତାରିଖ ଯାଏ ବର୍ଷା ସମ୍ଭାବନା କ୍ଷୀଣ
ଭୁବନେଶ୍ବର: ରାଜ୍ୟରେ ମହାମାରୀ ସ୍ଥିତି ଗମ୍ଭୀର ରହିଛି। ଲୋକେ ଜୀବନ ଓ ଜୀବିକାକୁ ନେଇ ଚିନ୍ତାରେ ଅଛନ୍ତି।!-->!-->!-->…
Read More...
Read More...
‘ଆମେ ଭୁଲ କରିନୁ, ଆପତ୍ତି ଥିଲେ ପରୀକ୍ଷା ଦିଅ’
ମାଟ୍ରିକ୍ ପରୀକ୍ଷା ମୂଲ୍ୟାୟନ ନେଇ ଛାତ୍ରଛାତ୍ରୀ ଆଜି ବି ପ୍ରତିବାଦ କରିଛନ୍ତିସ୍ପଷ୍ଟୀକରଣ ଦେଇଛି ବୋର୍ଡ, ୫ ତାରିଖରେ ଅଫ୍ ଲାଇନ୍ ପରୀକ୍ଷା ପାଇଁ ଫର୍ମ ଫିଲପ୍ଖୁବ୍ ଶୀଘ୍ର ମାଟ୍ରିକ ପରୀକ୍ଷା ତାରିଖ ଘୋଷଣା ହେବ, ତୁରନ୍ତ ପ୍ରକାଶ ପାଇବ ଫଳ
ଭୁବନେଶ୍ବର: ମାଟ୍ରିକ ପରୀକ୍ଷା ଫଳକୁ!-->!-->!-->…
Read More...
Read More...
ପାଠପଢାରେ ବୟସ ନଥାଏ
ଭୁବନେଶ୍ୱର: ଇଚ୍ଛାଶକ୍ତି ଓ ଦୃଢ ମନୋବଳ ଥିଲେ ପାଠପଢା ଆଗରେ ବୟସ ବି ହାର ମାନିଯିବ। ଏହା ପ୍ରମାଣ କରି ଦେଖାଇଛନ୍ତି ୫୭ ବର୍ଷର ଆଶା ଦିଦି ସ୍ବର୍ଣ୍ଣଲତା ପତି ।
ଶିକ୍ଷା ଗ୍ରହଣ କରିବାରେ କେବେ ବୟସ ବାଧକ ନୁହେଁ ବୋଲି ସମାଜକୁ ନିଆରା ବାର୍ତା ଦେଇଛନ୍ତି ସ୍ୱର୍ଣ୍ଣଲତା । ଆଶା ଦିଦି ଭାବେ!-->!-->!-->…
Read More...
Read More...
ଆଇଏଏସ ଅଫିସର ସ୍ତରରେ ଅଦଳବଦଳ
ଭୁବନେଶ୍ୱର: ରାଜ୍ୟ ସରକାର ଆଜି ସୁରେଶ କୁମାର ବଶିଷ୍ଠଙ୍କୁ କୃଷି ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ପୂର୍ବରୁ ସେ ଏହି ବିଭାଗ ଦାୟିତ୍ୱରେ ଥିଲେ। ସେହିଭଳି ୨୦୦୮ ବ୍ୟାଚ ଆଇଏଏସ ଭୁପିନ୍ଦର ସିଂହ ପୁନିଆଙ୍କୁ ଇପିକଲ ଏମଡି ଭାବେ ନିଯୁକ୍ତି ଦିଆଯାଇଛି। ସେ ଇଡ଼କୋ ଦାୟିତ୍ୱରେ ବି ରହିବେ।!-->…
Read More...
Read More...
ଚାଷ ଉପରେ ପ୍ରଭାବ ପକାଇଲାଣି ପାଣିପାଗ
ଭୁବନେଶ୍ବର: ରାଜ୍ୟରେ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ମୌସୁମୀ ଦୁର୍ବଳ ହୋଇଯାଇଛି। ଏହି ଅବସ୍ଥା ଆଗକୁ ଜାରି ରହିବ। ଫଳରେ ଜୁଲାଇ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା କମ୍। ଏଭଳି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଜ୍ଞାନୀ ଡ. ସୁରେନ୍ଦ୍ର ନାଥ ପଶୁପାଳକ।
!-->!-->…
Read More...
Read More...