Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା
Browsing Category
ସାମାଜିକ
ସ୍କୁଲ ଓ ମନ୍ଦିର ଖୋଲିବା ନେଇ ଆସିଲା ବଡ଼ ନିଷ୍ପତ୍ତି
୧୬ରୁ ନବମରୁ ଦ୍ବାଦଶ ଯାଏ ବିଦ୍ୟାଳୟ ଖୋଲିପାରିବବିବାହରେ ୨୦୦, ଅନ୍ତ୍ୟେଷ୍ଟିରେ ୫୦ ଲୋକ ରହିବେକୋଭିଡ୍ ସ୍ଥିତି ଦେଖି ସ୍ଥାନୀୟ ପ୍ରଶାସନ ମନ୍ଦିର ଖୋଲିପାରିବେ
ଭୁବନେଶ୍ବର: ନଭେମ୍ବର ୧୬ ତାରିଖରୁ ନବମରୁ ଦ୍ବାଦଶ ଶ୍ରେଣୀ ଖୋଲିପାରିବ। ଆଜି ରାଜ୍ୟ ସରକାର ଏଭଳି ନିର୍ଦେଶନାମା ଜାରି!-->!-->!-->…
Read More...
Read More...
ଜଣେ ସିଭିଲ୍ ଇଞ୍ଜିନିୟର ଯେବେ କୃଷକ ହୁଅନ୍ତି…
ଉତ୍ତରାଖଣ୍ଡର ଗୋପାଳ ଏବେ ସମସ୍ତଙ୍କ ପାଇଁ ଉଦାହରଣଦୀର୍ଘତମ ଧନିଆ ଗଛ ପ୍ରସ୍ତୁତ କରି ଗ୍ରିନିଜ୍ ବୁକ୍ ରେକର୍ଡରେ
ନୂଆଦିଲ୍ଲୀ: ସିଭିଲ୍ ଇଞ୍ଜିନିୟରିଂ ଭାବେ କାର୍ଯ୍ୟ କରୁଥିଲେ ଗୋପାଳ ଦତ୍ତ। ହଠାତ୍ ନିଜର ଲାଭଜନକ କ୍ୟାରିଅର୍ ଛାଡିଦେଲେ। ଆଉ ୨୦୧୫ରେ ଜଣେ ଜୈବିକ କୃଷକ ଭାବେ ଆରମ୍ଭ!-->!-->!-->…
Read More...
Read More...
ବିଗିଡିଗଲା; ଏବର୍ଷ ପାଣିପାଗରେ ବଡ଼ ପରିବର୍ତ୍ତନ
ଭୁବନେଶ୍ବର: ଚଳିତବର୍ଷ ଲା-ନିନା ପ୍ରଭାବରେ ନଭେମ୍ବରରୁ ଜାନୁଆରି ମାସ ଯାଏ ଦକ୍ଷିଣ ଭାରତରେ ଅଧିକ ବର୍ଷିବ।ଓଡ଼ିଶାରେ ନଭେମ୍ବର ଓ ଡିସେମ୍ବରରେ ବର୍ଷା ଅଧିକ ସମ୍ଭାବନା ଅଧିକ। ଅନ୍ୟପକ୍ଷରେ ବିଳମ୍ବରେ ଶୀତ ଆସିଲେ ହେଁ, ଏଥର କିନ୍ତୁ ହାଡ଼ଥରାଇ ଦେବ। ପାଣିପାଗ ବିଜ୍ଞାନୀମାନେ ଏଭଳି!-->…
Read More...
Read More...
କ୍ଷତି, ଝଗଡା, ପିଲାଙ୍କ ଶିକ୍ଷାର ଚିନ୍ତା ଅଛି କି? ଜାଣନ୍ତୁ ଏହାର ନିଦାନ
କଳିଯୁଗରେ ସୂର୍ଯ୍ୟଙ୍କୁ ପ୍ରତ୍ୟକ୍ଷ ଦେବତା ଭାବରେ ବିବେଚନା କରାଯାଏ। ବାସ୍ତୁରେ କେତେକ ନିୟମ ସୂର୍ଯ୍ୟ କିରଣ ଉପରେ ଆଧାରିତ। ଯଦି କୌଣସି ସ୍ଥାନ ଶକ୍ତିହୀନ, ତେବେ ଏହା ସୂର୍ଯ୍ୟଙ୍କ କିରଣ ଦ୍ୱାରା ଶକ୍ତିଶାଳୀ ହୋଇପାରିବ ବୋଲି ବିଶ୍ବାସ କରାଯାଏ। ଏହି ସୂର୍ଯ୍ୟ କିରଣ ଏକ ନିୟନ୍ତ୍ରିତ!-->…
Read More...
Read More...
ଫିଲ୍ଟର, ଆକ୍ବାଗାର୍ଡକୁ ନା, ଏବେ ସିଧା ଟ୍ୟାପ୍ ପାଣି
ମୁଖ୍ୟମନ୍ତ୍ରୀଙ୍କ ୫-ଟି କାର୍ଯ୍ୟକ୍ରମରେ ଏକ ଯୁଗାନ୍ତକାରୀ ପଦକ୍ଷେପଭୁବନେଶ୍ବର ଓ ପୁରୀରେ ସୁଜଳ ଶୁଭାରମ୍ଭ କଲେ ନବୀନମିସନ କାର୍ଯ୍ୟକାରୀ କରିବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ୨୦୨୨ ସୁଦ୍ଧା ସବୁ ସହରର ସବୁ ଘରକୁ ପାଇପ ସଂଯୋଗରେ ପାଣି
ଭୁବନେଶ୍ବର:
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି!-->!-->!-->…
Read More...
Read More...
ଆଉ କେତେ ଘଣ୍ଟା ବର୍ଷା ଛେଚିବ ଜାଣନ୍ତୁ
ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଡିପ ଡିପ୍ରେସନ୍ କାକିନାଡ଼ା ଠାରୁ ଆଉ ମାତ୍ର ୧୦୦ କିମି ଦୂର ରେ ରହିଛି। ଏହି କ୍ଷେତ୍ର କୁ ବର୍ତ୍ତମାନ ମଛଲିପଟନମ୍ ଡପଲର ରାଡାର ମାଧ୍ୟମରେ ସ୍ପଷ୍ଟ ଭାବରେ ନିରୀକ୍ଷଣ କରିହେଉଛି । ଏହି କ୍ଷେତ୍ର ପଶ୍ଚିମ ଉତ୍ତର ପଶ୍ଚିମ!-->…
Read More...
Read More...
ନୂଆରୂପରେ ଝଲସିବ ହଜାରେ ବର୍ଷର ସହର
କଟକ ସହର ରୂପାନ୍ତରୀକରଣ ପ୍ରକ୍ରିୟାର ପ୍ରଥମ ପାହାଚଏସସିବିକୁ ସଂଯୋଗ କରୁଥିବା ତିନି ଥାକିଆ ରାସ୍ତା ଉଦ୍ଘାଟିତତାଳଦଣ୍ଡା କେନାଲ ରାସ୍ତାକୁ ଆହୁରି ସଂପ୍ରସାରିତ କରାଯିବ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: କଟକ ସହର ରୂପାନ୍ତରୀକରଣ ପ୍ରକ୍ରିୟାର ପ୍ରଥମ ପାହାଚ ସ୍ବରୂପ ଆଜି!-->!-->!-->…
Read More...
Read More...
ସହିଦ କୋଭିଡଯୋଦ୍ଧାଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ରାଶି ଘୋଷଣା
ଭୁବନେଶ୍ବର; ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ କୋଭିଡ ପରିଚାଳନା ସଂପର୍କରେ ସମୀକ୍ଷା କରିଥିଲେ। ଗତ ୮ ମାସ ଧରି କୋଭିଡ ବିରୁଦ୍ଧରେ ଚାଲିଥିବା ଏହି ଲଢେଇରେ କାମ କରିଚାଲିଥିବା କୋଭିଡ ଯୋଦ୍ଧା ମାନଙ୍କ ନିଷ୍ଠାର ଉଚ୍ଚପ୍ରଶଂସା କରିବା ସହିତ!-->…
Read More...
Read More...
ଏମ୍ଏସ୍ପି ବନ୍ଦର ପ୍ରଶ୍ନ ଉଠୁନାହିଁ :ଧର୍ମେନ୍ଦ୍ର
ରାଜ୍ୟରେ ମଣ୍ଡି ବ୍ୟବସ୍ଥା ବନ୍ଦ ହେବାର ନାହିଁବାହାରେ ମଧ୍ୟ ଚାଷୀ ନିଜ ଉତ୍ପାଦ ବିକିପାରିବଧାନର ଏମଏସପି କ୍ୱିଂଟାଲ ପ୍ରତି ୧୮୬୮ ଟଙ୍କାକୁ ବୃଦ୍ଧି
ଭୁବନେଶ୍ବର: ଭାରତବର୍ଷରେ ମୋଦୀ ସରକାରଙ୍କ ପରି ସମ୍ବେଦନଶୀଳ ସରକାର ଥିବା ପର୍ଯ୍ୟନ୍ତ ଦେଶରେ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍ଏସ୍ପି)!-->!-->!-->…
Read More...
Read More...
ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀଙ୍କ ଅବଦାନକୁ ଲେଖାଯାଉ: ଧର୍ମେନ୍ଦ୍ର
ଭୁବନେଶ୍ୱରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି , ଶାସ୍ତ୍ରୀଜୀଙ୍କୁ ବି ମନେ ପକାଇଲେଏକବିଂଶ ଶତାବ୍ଦୀରେ ଗାନ୍ଧୀଙ୍କ ବିଚାରରେ ଓଡ଼ିଶାକୁ ଆତ୍ମନିର୍ଭର ପାଇଁ ସଂକଳ୍ପ କରିବାକୁମହତାବଙ୍କ ଇଞ୍ଚୁଡ଼ି ଠାରେ ଆନ୍ଦୋଳନ ବୃହତ୍ତମ ଆନ୍ଦୋଳନ ଭାବରେ ପ୍ରତିଷ୍ଠିତ ହୋଇଥିଲାଏକବିଂଶ!-->…
Read More...
Read More...