ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା
Browsing Category

ସାମାଜିକ

କରୋନା ଯୁଦ୍ଧରେ ସାମିଲ ପାଇଁ ଆସିଲା ନୂଆ ଡାକରା

ଭୁବନେଶ୍ବର: କରୋନା ମହାମାରୀ ମୁକାବିଲାରେ ସ୍ଵେଚ୍ଛାସେବୀ ମାନଙ୍କୁ ଯୋଦ୍ଧା ଭାବରେ ଯୋଗଦେବା ପାଇଁ,ଆଜି ଏକ ଅନନ୍ୟ ୱେବ୍ ସାଇଟ୍ https://covidsangramee.odisha.gov.in , ସୁରେଶ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ମୁଖ୍ୟ ଶାସନ ସଚିବ-ତଥା-ଉନ୍ନୟନ କମିଶନର୍ ଉନ୍ମୋଚନ କରିଛନ୍ତି।
Read More...

କାହିଁକି ଓଡ଼ିଶାକୁ ସବୁଠି ପ୍ରଶଂସା?

ଭୁବନେଶ୍ବର: ସମଗ୍ର ଦେଶରେ ଆଜିସୁଦ୍ଧା ୨୪ ହଜାର ୫୦୬ ଜଣଙ୍କ ଠାରେ ମହାମାରୀ କରୋନା ଭୁତାଣୁ ଠାବ ହୋଇଛି। ପାଖାପାଖି ୫୦୬୩ ଜଣ ସୁସ୍ଥ ହୋଇସାରିଲେଣି ଓ ୭୭୫ ଜଣଙ୍କର ମୃତ୍ୟୁ ହୋଇଛି। ବିଶ୍ବସ୍ତରରେ ଏହି ମୃତ୍ୟୁ ହାର ୧ଲକ୍ଷ ୯୭ ହଜାର ଡେଇଁସାରିଲାଣି। ଭାରତବର୍ଷର ଜନସଂଖ୍ୟା
Read More...

କରୋନା ବଦଳାଇଦେଲା କୁନିପିଲାଙ୍କ ପାଠପଢା ତରିକା

ଅନଲାଇନ୍ ପାଠ ପଛରେ ଅଭିଭାବକଅଙ୍କୁର ସ୍କୁଲ ପଢାଉଛନ୍ତି ଏଭଳି ଢଙ୍ଗରେ ଛୁଆଙ୍କୁଅଭିଭାବକଙ୍କ ପାଇଁ ବି ଆରମ୍ଭ ହେବ କ୍ଲାସ୍ ଭୁବନେଶ୍ବର: କରୋନା ବିଗାଡ଼ିଦେଲା ଶିକ୍ଷାବର୍ଷ। ସରକାର ଜୁନ୍ ୧୭ ଯାଏ ସ୍କୁଲ ବନ୍ଦ କରିଥିଲେ ହେଁ, କେବେ ବାସ୍ତବରେ ଶିକ୍ଷାବର୍ଷ ଆରମ୍ଭ ହେବ, ତାହା
Read More...

ସରପଞ୍ଚଙ୍କୁ ଶପଥ କରାଇଲେ ନବୀନ

ପଞ୍ଚାୟତରେ କରୋନା ପଶିବାକୁ ଦେବେ ନାହିଁ ବୋଲି ଶପଥ ନେଲେ ସରପଞ୍ଚଭିଡିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀ କଥା ହେଲେ, ପଞ୍ଚାୟତସ୍ତରକୁ ଗଲା ମୁକାବିଲା ଭୁବନେଶ୍ବର: ମୁଁ ଶପଥ କରି କହୁଛି ଯେ ମୋ ପଞ୍ଚାୟତରେ କରୋନାକୁ ରୋକିବା ପାଇଁ ମୋତେ ଦିଆଯାଇଥିବା ଦାୟିତ୍ବ ଲୋକଙ୍କ ମଙ୍ଗଳ
Read More...

ପୁଣି ବଡ଼ ଓ କଠୋର ନିଷ୍ପତ୍ତି ଶୁଣାଇଲେ ନବୀନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ମୁକାବିଲା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଆଜି ଘୋଷଣା କରିଛନ୍ତି, କରୋନା ଚିକିତ୍ସା ସମୟରେ ପ୍ରାଣ ହରାଇଲେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ଅନ୍ୟ ସହଯୋଗୀ ସେବା ପ୍ରଦାନକାରୀ ବ୍ୟକ୍ତିଙ୍କ ପରିବାରକୁ ମିଳିବ ୫୦ଲକ୍ଷ
Read More...

ପୁଣି ନବୀନ ଚମକାଇଲେ: ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ

ଅସାଧାରଣ ସମୟରେ ଅସାଧାରଣ ନିଷ୍ପତ୍ତି ନେବାକୁ ହୁଏ ଭୁବନେଶ୍ବର: ରାଜ୍ୟ ସରକାର କରୋନା ମୁକାବିଲା କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ଏଭଳି ପଦକ୍ଷେପ ନେଉଛନ୍ତି, ଯାହା ଭାରତବର୍ଷକୁ ଚମକାଇ ଦେବାଭଳି। ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଏକ ବାର୍ତା ଦେଇ ନବୀନ ଏକ ବଡ଼ ଘୋଷଣା କରିଛନ୍ତି ଯେ
Read More...

କେଉଁ ୬ଟି ଜିଲ୍ଲାରେ ବର୍ଷା ହେବ, ଜାଣନ୍ତୁ

ଭୁବନେଶ୍ବର: ପୂର୍ବ ଉତ୍ତରପ୍ରଦେଶ ଓ ଆଖପାଖ ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୁରଭଞ୍ଜ , ବାଲେଶ୍ୱର, ଭଦ୍ରକ , କେନ୍ଦ୍ରାପଡା , ପୁରୀ , ଖୋର୍ଦ୍ଧା ଓ ଗଂଜାମ ଜିଲ୍ଲାର ଗୋଟିଏ ଦୁଇଟି ଅଞ୍ଚଳରେ ଘଡଘଡି ଓ ବଜ୍ରପାତ ସହିତ
Read More...

ଯେଉଁଠି ଲୁଚିଲେ ବି କରୋନାକୁ ଖୋଜି କାଢିବେ

ଭୁବନେଶ୍ବର ହଟସ୍ପଟ୍,ଏଠାରେ ଶୂନ୍ୟ ସହନଶୀଳ ନୀତି ହେବ୫୦୦୦ ଲୋକଙ୍କର ସ୍ବାବ୍ ପରୀକ୍ଷା କରିବାକୁ ନିଷ୍ପତ୍ତିକ୍ୟାମ୍ପ ଖୋଲିବ ଓ ମୋବାଇଲ୍ ଭ୍ୟାନ ବି ସବୁଆଡେ ବୁଲିବପ୍ରାଥମିକତା ଭିତ୍ତିରେ ତାଲିକା ପ୍ରସ୍ତୁତି କଲା ସ୍ବାସ୍ଥ୍ୟବିଭାଗସରକାରଙ୍କ ନିଷ୍ପତ୍ତି ନ ଶୁଣିଲେ କାର୍ଯ୍ୟାନୁଷ୍ଠାନ
Read More...

ଏବେ ବାହାରେ ଛେପ ପକାଇଲେ ଦଣ୍ଡ

ଭୁବନେଶ୍ବର: କରୋନାକୁ ଶହେ ପ୍ରତିଶତ ରୋକିବା ଲାଗି ରାଜ୍ୟ ସରକାର ଆଉ ଏକ କଠୋର ପଦକ୍ଷେପ ନେଇଛନ୍ତି। ପୂର୍ବରୁ ମାସ୍କ ପାଇଁ କଟକଣା ଜାରି କରାଯାଇଥିଲା। ଏବେ ସରକାର ବାହାରେ ଛେପ ପକାଇଲେ ଦଣ୍ଡ ବିଧାନ କରାଯିବ ବୋଲି ସୂଚନା ଦେଇଛନ୍ତି। ଆଜି ଏକ ସ୍ବତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ
Read More...

ହୃଦୟ ଥରାଇଦେଲା ପାଣ୍ଡିଆନଙ୍କ ଭିଡ଼ିଓ

ଭୁବନେଶ୍ବର: କରୋନା ପାଇଁ ଦ୍ବିତୀୟ ପର୍ଯ୍ୟାୟ ଲକଡାଉନ ଜାରି ସହିତ ଲୋକଙ୍କ ଦୁର୍ଦଶା ମଧ୍ୟ ବଢିଯାଇଛି। ମେ' ୩ ତାରିଖ ଯାଏ ଏହା ଲାଗୁ ରହିବ। ରାଜ୍ୟ ସରକାର ଓଡ଼ିଶାରେ ଏଯାଏ ଅନ୍ୟ ସମସ୍ତଙ୍କ ଅପେକ୍ଷା ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି, ସଂକ୍ରମଣର ତଥ୍ୟ ଏଭଳି ସୂଚାଉଛି। ନିଜେ ୫ଟି ସଚିବ
Read More...