ପ୍ରମୁଖ ଖବର

ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର
ଦିଲ୍ଲୀ ଏସ୍‌ଆଇଆର୍‌ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ
Browsing Category

ସାମାଜିକ

ଆଗକୁ ଭୟ ବଢାଇପାରେ ବାତ୍ୟା

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟା ବାତ୍ୟା ଓଡ଼ିଶା ପ୍ରତି ବିପଦ ବଢାଇବା ଆଶଙ୍କାରେ ବଢିବାରେ ଲାଗିଲାଣି। ପାଣିପାଗ ବିଜ୍ଞାନୀମାନେ ଏମିତି ଢଙ୍ଗରେ ଏବେ ହିସାବ ଆରମ୍ଭ କଲେଣି। କିଛି ମଡେଲ୍ ସୂଚାଉଛି ଯେ ସୀମାରେ ଘଷି ହୋଇ ଗଲାବେଳେ ଗଞ୍ଜାମ ଠାରୁ ବାଲେଶ୍ବର
Read More...

ପାଗ ଭିଡ଼ିଲାଣି ବାତ୍ୟା, କେଉଁଆଡେ ମୁହାଁଇବ?

ଭୁବନେଶ୍ବର: ଆଜି ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହି କ୍ଷେତ୍ର ୧୫ ତାରିଖ ସୁଦ୍ଧା ଶକ୍ତିଶାଳୀ ହୋଇ ଅବପାତ ରୂପ ନେବ ଓ ୧୬ ତାରିଖ ସନ୍ଧ୍ୟା ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ରୂପ ନେବାର ସମ୍ଭାବନା ଅଛି । ଏହି କ୍ଷେତ୍ର ୧୭ ତାରିଖ
Read More...

ଗାଁକୁ ଯିବ ଅଧିକ ଟଙ୍କା, କୃଷି ପାଇଁ ଆସିବ ୩ ଅଧ୍ୟାଦେଶ

କୋଭିଡ଼ ସ୍ବେଚ୍ଛାସେବୀଙ୍କ ପାଇଁ ସଂକ୍ଷିପ୍ତ ସାର୍ଟିଫିକେଟ୍ କୋର୍ସ ଖୋଲାଯିବ୬ଟି ଜିଲ୍ଲାରେ କୋଭିଡ଼ ହସ୍ପିଟାଲ ଶଯ୍ୟା ସଂଖ୍ୟା ବଢାଇବେ ସରକାରଗ୍ରାମ୍ୟ ଅର୍ଥନୀତିରେ ସୁଧାର ପାଇଁ ସରକାର ଅଣ୍ଟା ଭିଡ଼ିଲେମନରେଗା ଓ ମିସନ ଶକ୍ତିକୁ ଅଧିକ ଗୁରୁତ୍ବ ଦେବାକୁ ନିର୍ଦେଶ ଗଲା ଭୁବନେଶ୍ବର:
Read More...

ମା’ଙ୍କୁ ମନେ ପକାଇଲେ ସୋଆ ଛାତ୍ରଛାତ୍ରୀ

ଭୁବନେଶ୍ବର: ମାତୃତ୍ୱ ଦିବସରେ ମାତୃଶକ୍ତି କୁ ସମ୍ମାନ ଓ ପ୍ରଣାମ। ମା'ର ସ୍ନେହ ଓ ଯତ୍ନ ଦୁନିଆର ସବୁ ସମ୍ପର୍କଠାରୁ ବଡ଼। ଏହି ମହାନ ସମ୍ପର୍କକୁ ସମ୍ମାନ ଓ ଶ୍ରଦ୍ଧା ଜଣାଇ ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ତାର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ଅଭିନଵ ପ୍ରୟାସ କରିଛି।
Read More...

୧୩ରେ ଲଘୁଚାପ, ଭୀଷଣ ବାତ୍ୟା ରୂପ ନେବ!

ଭୁବନେଶ୍ବର: ଦକ୍ଷିଣ ଆଣ୍ଡମାନ ସାଗର ରେ ଥିବା ଘୂର୍ଣ୍ଣିବଳୟ କ୍ଷେତ୍ର ଉତ୍ତର ପଶ୍ଚିମ ଦିଗ ରେ ଗତି କରୁଛି। ଏହି କ୍ଷେତ୍ର ପ୍ରଭାବରେ ଆସନ୍ତା ୧୩ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ବର୍ତ୍ତମାନ ସମଗ୍ର ବଙ୍ଗୋପସାଗର ରେ
Read More...

୨୦ରେ ଖାତାଦେଖା, ଜୁଲାଇ ଶେଷରେ ମାଟ୍ରିକ୍ ପରୀକ୍ଷା ଫଳ!

ଭୁବନେଶ୍ବର: ଜୁଲାଇ ଶେଷ ବେଳକୁ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇପାରେ। ଆସନ୍ତା ୨୦ ତାରିଖରୁ ମାଟ୍ରିକ୍ ଖାତା ମୂଲ୍ୟାୟନ ହେବ। ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏଭଳି ଯୋଜନା ହୋଇଛି। ଖାତା ଦେଖା ବେଳେ
Read More...

ବଦଳିଗଲା କରୋନା ଗଣିତ

ଭୁବନେଶ୍ବର: ଯାହା ଆଶଙ୍କା କରାଯାଉଥିଲା ତାହା ଘଟିଲା। ସର୍ବନିମ୍ନ ସାମାଜିକ ଦୂରତ୍ବ ନ ରଖି ବସରେ ପ୍ରବାସୀ ଓଡ଼ିଆଙ୍କୁ ଆଣିବାକୁ ଅନୁମତି ଦିଆଯିବା ଘଟଣାର ଏବେ ସାଂଘାତିକ ପ୍ରଭାବ ପଡିଛି। ଏଯାଏ ଆଦୌ ସଂକ୍ରମିତ ହୋଇନଥିବା ଗଞ୍ଜାମ ଜିଲ୍ଲା ଗୋଟିଏ ଧାପରେ ରେଡ୍ ଜୋନକୁ ଯାଇଛି। ଯାଜପୁର,
Read More...

ସୁରତ ଫେରନ୍ତାଙ୍କୁ ଏବେ ବସ ମନା

କୋଭିଡ୍-୧୯ ପ୍ରସ୍ତୁତିକୁ ନେଇ ତନାଘନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକପ୍ରତିଦିନ ୧୫ ହଜାର ଟେଷ୍ଟିଂ ହେବ, ଶିଳ୍ପ ପାଇଁ ଆସିବ ଆଦର୍ଶ ନୀତିମିସନ ଶକ୍ତି ମହିଳାଙ୍କୁ ମିଲ୍ ପିଛା ମିଳିବ ୨ ଟଙ୍କାର ପ୍ରୋତ୍ସାହନ ରାଶି ଗଞ୍ଜାମ, କେନ୍ଦ୍ରାପଡା, ଭଦ୍ରକ, ବଲାଙ୍ଗୀର, ଯାଜପୁର ଓ ବାଲେଶ୍ବର
Read More...

ଖେଳଘର ଭାବନି, ନିୟମ ଭାଙ୍ଗିଲେ ବନ୍ଧାହେବ

ପ୍ରବାସୀ ଶ୍ରମିକଙ୍କ ବିଶୃଙ୍ଖଳା ନେଇ କଠୋର ହେଲେ ସରକାରସଙ୍ଗରୋଧ ଅବଧି ବଢିବ, ୨ ହଜାର ଟଙ୍କା ଆଉ ମିଳିବନାହିଁବସ୍ ବିରୋଧରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ହେବ, ନିୟମ ମାନୁନାହାନ୍ତି ଭୁବନେଶ୍ବର: ଓଡ଼ିଶାକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ବିଶୃଙ୍ଖଳାକୁ ରାଜ୍ୟ ସରକାର ଆଜି
Read More...

ଇଏ ବି ଜଣେ କୋଭିଡ୍ ଯୋଦ୍ଧା, ନିଆରା

ଗରିବ, ଅସହାୟଙ୍କ ସାହା, ଭଦ୍ରକର ଛାୟା (ସୁଜାତା ପାଢ଼ୀ) ଛାୟାରଣୀ ସାହୁ। ସ୍ବାମୀ ସର୍ବେଶ୍ୱର ସାହୁ। ଭଦ୍ରକ ଜିଲ୍ଲାର ବାସୁଦେବପୁର ଅନ୍ତର୍ଗତ କୁରୁଦା ଲୁଙ୍ଗା ଅଞ୍ଚଳର ଜଣେ ମହିଳା। ସେ ରାଜନୈତିକ ନେତା ନୁହଁନ୍ତି କି ପ୍ରଶାସନିକ ବଡ଼ ବାବୁ। ସମାଜସେବୀ ଭାବେ ମଧ୍ୟ ତାଙ୍କୁ
Read More...