Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
Browsing Category
Today’s Highlight
ଅମରନାଥ, ବୈଷ୍ଣୋଦେବୀ ଓ ଶିବ ଖୋରୀ ଯାତ୍ରା ସାମୟିକ ଭାବେ ସ୍ଥଗିତ
ଜମ୍ମୁ-କାଶ୍ମୀର: ଜାମ୍ମୁ ଓ କାଶ୍ମୀରରେ ଆଗାମୀ କିଛି ଦିନ ମଧ୍ୟରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ଅମରନାଥ ଯାତ୍ରା ସହିତ ମାତା ବୈଷ୍ଣୋଦେବୀ ଏବଂ ଶିବ ଖୋରୀ ମନ୍ଦିର ଯାତ୍ରାକୁ ସାମୟିକ ଭାବେ ସ୍ଥଗିତ ରଖିଛନ୍ତି। ତୀର୍ଥଯାତ୍ରୀଙ୍କ ସୁରକ୍ଷାକୁ ସର୍ବାଧିକ!-->…
Read More...
Read More...
ଚିକିତ୍ସା ପାଇଁ ଦିଲ୍ଲୀ ଗଲେ ଲାଲୁ ପ୍ରସାଦ ଯାଦବ
ବିହାର: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଅଧ୍ୟକ୍ଷ ଏବଂ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ସ୍ୱାସ୍ଥ୍ୟଗତ ଜଟିଳତା ପରେ ଉନ୍ନତ ଚିକିତ୍ସା ପାଇଁ ସୋମବାର ନୂଆଦିଲ୍ଲୀ ଯାଇଛନ୍ତି। ତାଙ୍କ ସହ ପତ୍ନୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ ଏବଂ ଝିଅ ତଥା ରାଜ୍ୟସଭା ସାଂସଦ!-->…
Read More...
Read More...
ଭାରତରେ ଡେଙ୍ଗୁ ଟିକା ‘କ୍ୟୁଡେଙ୍ଗା’କୁ ମିଳିଲା ମଞ୍ଜୁରୀ
୪ରୁ ୬୦ ବର୍ଷ ବୟସ୍କ ନେଇପାରିବେ ଟିକାନୂଆଦିଲ୍ଲୀ: ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ) ଜାପାନର ତାକେଦା ବାୟୋଫାର୍ମାସ୍ୟୁଟିକାଲ୍ସ ଦ୍ୱାରା ବିକଶିତ ଡେଙ୍ଗୁ ଟିକା ‘କ୍ୟୁଡେଙ୍ଗା’ (Qdenga) କୁ ଭାରତରେ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛି। ନୂତନ ଔଷଧ ଓ!-->…
Read More...
Read More...
ସମୃଦ୍ଧି ଏକ୍ସପ୍ରେସୱେରେ ଭୟଙ୍କର ଦୁର୍ଘଟଣା: ୫ ମୃତ, ଜଣେ ଗୁରୁତର
ମହାରାଷ୍ଟ୍ର: ମହାରାଷ୍ଟ୍ରର ୱାର୍ଧା ଜିଲ୍ଲାରେ ଘଟିଥିବା ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୫ ଜଣଙ୍କ ଜୀବନ ଯାଇଛି। ପୁଲଗାଁ ଥାନା ଅଧୀନ ବିରୁଲ ଇଣ୍ଟରଚେଞ୍ଜ ନିକଟରେ ସମୃଦ୍ଧି ଏକ୍ସପ୍ରେସୱେରେ ଏହି ମର୍ମନ୍ତୁଦ ଅଘଟଣ ଘଟିଛି। ମୃତକଙ୍କ ମଧ୍ୟରେ କାର ଚାଳକ ଓ ଟ୍ରକ୍ ଚାଳକ ମଧ୍ୟ ରହିଛନ୍ତି।!-->…
Read More...
Read More...
୪ ଜିଲ୍ଲାରେ କୋଇଲା ଓ ପାଉଁଶ ବୋଝେଇ ଗାଡ଼ି ଚଳାଚଳ ଉପରେ କଟକଣା
ଭୁବନେଶ୍ବର: ଦୁର୍ଘଟଣା ଓ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ଅନୁଗୁଳ, ଝାରସୁଗୁଡ଼ା, ସୁନ୍ଦରଗଡ଼ ଏବଂ ସମ୍ବଲପୁର ଜିଲ୍ଲାରେ କୋଇଲା ଓ ପାଉଁଶ ପରିବହନ କରୁଥିବା ଗାଡ଼ି ଚଳାଚଳ ଉପରେ ନୂତନ କଟକଣା ଜାରି କରିଛନ୍ତି। ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।
!-->!-->!-->…
Read More...
Read More...
ତ୍ରିପୁରା ଡିଜିପି ଅନୁରାଗ ଧନଖରଙ୍କ ଆତ୍ମହତ୍ୟା
ତ୍ରିପୁରା: ତ୍ରିପୁରା ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ତଥା ୧୯୯୪ ବ୍ୟାଚର ଆଇପିଏସ ଅଧିକାରୀ ଅନୁରାଗ ଧନଖର ସୋମବାର ଅଗରତାଲାସ୍ଥିତ ପୁଲିସ ମୁଖ୍ୟାଳୟରେ ନିଜ କାର୍ଯ୍ୟାଳୟ ଭିତରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଘଟଣା ପରେ ତାଙ୍କୁ ତୁରନ୍ତ ଜିବି ପନ୍ତ ହସ୍ପିଟାଲକୁ ନିଆଯାଇଥିଲା,!-->…
Read More...
Read More...
ଫେରାନ୍ ଟରେସଙ୍କ ଗୋଲ୍ରେ ସ୍ପେନ୍ ବିଶ୍ୱ ଚାମ୍ପିୟନ
ନ୍ୟୁଜ୍ ବ୍ୟୁରୋ: ଫିଫା ବିଶ୍ୱକପ୍ର ୨୩ତମ ସଂସ୍କରଣରେ ସ୍ପେନ୍ ଚମ୍ପିୟନ ହୋଇଛି। ରବିବାର ଖେଳାଯାଇଥିବା ରୋମାଞ୍ଚକର ଫାଇନାଲରେ ଗତଥରର ଚମ୍ପିୟନ ଆର୍ଜେଣ୍ଟିନାକୁ ୧-୦ ଗୋଲ୍ରେ ପରାସ୍ତ କରି ସ୍ପେନ୍ ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍ ଟ୍ରଫି ହାସଲ କରିଛି। ନିର୍ଦ୍ଧାରିତ ୯୦ ମିନିଟ୍ରେ ଉଭୟ ଦଳ!-->…
Read More...
Read More...
ପଶ୍ଚିମବଙ୍ଗରେ ଅମୂଲର ବିଶ୍ୱର ସର୍ବବୃହତ ଦହି କାରଖାନାର ଶିଳାନ୍ୟାସ
ପଶ୍ଚିମବଙ୍ଗ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ସହକାର ସେ ସମୃଦ୍ଧି’ ଓ ‘ଶ୍ୱେତ ବିପ୍ଳବ ୨.୦’ ଦୃଷ୍ଟିକୋଣକୁ ଆଗେଇ ନେଇ କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହା କଲକାତାର ନ୍ୟୁ ଟାଉନ କନଭେନସନ ସେଣ୍ଟରରେ ଅମୂଲ ବେଙ୍ଗଲ ଡେରୀ ପ୍ରକଳ୍ପ ଅଧୀନରେ ବିଶ୍ୱର ସର୍ବବୃହତ ଦହି ଉତ୍ପାଦନ!-->…
Read More...
Read More...
୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ ସମ୍ମାନ ଜିତିଲା ‘ଲହରୀ’
ଭୁବନେଶ୍ବର: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଘୋଷିତ ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଓଡ଼ିଆ ସିନେମା ‘ଲହରୀ’ ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ ଭାବେ ସମ୍ମାନିତ ହୋଇଛି। ଏହି ସଫଳତା ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଗୌରବମୟ ମୁହୂର୍ତ୍ତ ସୃଷ୍ଟି କରିଛି। ଝିଲିକ ମୋଶନ ପିକ୍ଚର୍ସ!-->…
Read More...
Read More...
୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ତାମିଲ ସିନେମାର ଜଲୱା
ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ବିଜୟତାମିଲନାଡୁ: ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ତାମିଲ ଚଳଚ୍ଚିତ୍ର ଜଗତ ୧୦ଟି ସମ୍ମାନ ହାସଲ କରିବା ପରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର କଳାକାର ଓ ଟେକ୍ନିସିଆନମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ!-->…
Read More...
Read More...