Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
୨୦୨୭ ଏସିଆନ୍ ଇନଡୋର୍ ଆଥଲେଟିକ୍ସ ଚାମ୍ପିଅନସିପ୍ ଆୟୋଜନ କରିବ ଓଡ଼ିଶା
ମିକ୍ସର ମେସିନ ସହ ଓଲଟିଲା ପିକଅପ; ୨ ମୃତ, ୨ ଗୁରୁତର
କେନ୍ଦୁଝରରେ ୬୫ ହଜାର କୋଟିର ଜେଏସଡବ୍ଲ୍ୟୁ ଷ୍ଟିଲ ପ୍ଲାଣ୍ଟ, ୩୨ ହଜାର ନିଯୁକ୍ତି ସୁଯୋଗ
ବାଣପୁରରେ ଭୟାବହ ଅଗ୍ନିକାଣ୍ଡ, ୭ ପରିବାରର ୧୪ ବଖରା ଘର ପୋଡ଼ି ଛାରଖାର
ଆସାମରେ ସମାନ ନାଗରିକ ସଂହିତା ବିଲ୍ ପାରିତ
NEET-UG 2026 ପେପର୍ ଲିକ୍ ମାମଲା: ସିବିଆଇର ଆଉ ୨ ଗିରଫ
Browsing Category
Today’s Highlight
ସ୍ମାର୍ଟଫୋନ୍ରେ ଆଧାର ଆପ୍ ପ୍ରି-ଇନଷ୍ଟଲେସନ୍ ପ୍ରସ୍ତାବକୁ ପ୍ରତ୍ୟାହାର କଲେ ସରକାର
ନ୍ୟୁଜ୍ ବ୍ୟୁରୋ: ଆପଲ୍, ସାମ୍ସଙ୍ଗ ସହ ଅନ୍ୟାନ୍ୟ ସ୍ମାର୍ଟଫୋନ୍ ନିର୍ମାଣକାରୀ କମ୍ପାନୀଙ୍କ ବିରୋଧ ପରେ ଭାରତ ସରକାର ସମସ୍ତ ସ୍ମାର୍ଟଫୋନ୍ରେ ଆଧାର ଆପ୍କୁ ପୂର୍ବରୁ ସଂଯୋଗ କରିବା ଯୋଜନାରୁ ପଛହଟିଛନ୍ତି। ଭାରତର ବିଶିଷ୍ଟ ପରିଚୟ କର୍ତ୍ତୃପକ୍ଷ (UIDAI) ଏହି ସମ୍ପର୍କରେ ସ୍ପଷ୍ଟ!-->…
Read More...
Read More...
ତାମିଲନାଡୁର ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ
ତାମିଲନାଡୁ: ତାମିଲନାଡୁର ବିରୁଧୁନଗର ଜିଲ୍ଲାରେ ଥିବା ଏକ ବାଣ ତିଆରି କାରଖାନାରେ ଘଟିଥିବା ଭୟଙ୍କର ବିସ୍ଫୋରଣରେ ଏପର୍ଯ୍ୟନ୍ତ ୧୬ ଜଣଙ୍କ ପ୍ରାଣହାନି ଘଟିଛି। ଏହି ଭୟାବହ ଘଟଣା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ!-->…
Read More...
Read More...
ଖୋର୍ଦ୍ଧାରେ ୨୦ରୁ ୨୩ ପର୍ଯ୍ୟନ୍ତ ସ୍କୁଲ ଛୁଟି
ଭୁବନେଶ୍ବର: ସାରା ଓଡ଼ିଶାରେ ଏବେ ଅଗ୍ନିବର୍ଷୀ ତାତିର ଦାହ ଅନୁଭୂତ ହେଉଛି। ପ୍ରଭାତ ୯ଟା ପରେ ବାହାରୁ ଯିବା ଦୁର୍ହର ହୋଇପଡ଼ିଛି। ବିଶେଷକରି ପଶ୍ଚିମ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ମଝିମଝିରେ ଝାଞ୍ଜିପବନ ଜନଜୀବନକୁ ଅଧିକ କଷ୍ଟକର କରୁଛି। ଏହି ତୀବ୍ର ଖରା!-->…
Read More...
Read More...
ଇଟାଲୀରେ ଗୁରୁଦ୍ୱାର ବାହାରେ ଗୁଳିକାଣ୍ଡ
ନୂଆଦିଲ୍ଲୀ: ଇଟାଲୀର ବର୍ଗାମୋ ସହରରେ ଥିବା ଏକ ଗୁରୁଦ୍ୱାର ବାହାରେ ଘଟିଥିବା ଗୁଳିକାଣ୍ଡରେ ଦୁଇଜଣ ଭାରତୀୟ ଶିଖଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଅଭିଯୁକ୍ତ ଜଣେ ଭାରତୀୟ ବୋଲି ସନ୍ଦେହ କରାଯାଉଥିବାବେଳେ, ସେ ଗୁଳି ଚଳାଇବା ପରେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି।
ଘଟଣା ପରେ ବର୍ଗାମୋ!-->!-->!-->…
Read More...
Read More...
ଫିରୋଜାବାଦରେ ଭୟଙ୍କର ଅଗ୍ନିକାଣ୍ଡ
୬୦ରୁ ଅଧିକ ଦୋକାନ ଜଳି ଛାରଖାର
ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶର ଫିରୋଜାବାଦ ଜିଲ୍ଲାର ଶିକୋହାବାଦ ସହରରେ ଥିବା ପନିପରିବା ଓ କପଡ଼ା ବଜାରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ପ୍ରାୟ ୫୦ରୁ ୬୦ଟି ଦୋକାନ ଜଳି ପାଉଁଶ ହୋଇଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି!-->!-->!-->…
Read More...
Read More...
ମହିଳା ସଂରକ୍ଷଣ ବିଲ୍ ବାବଦରେ ବିଜେପି ଦେଶବାସୀଙ୍କୁ ଭ୍ରମିତ କରୁଛି: ବିଜେଡି
ମହିଳା ସଂରକ୍ଷଣ ବିଲ୍ ସହିତ ଡିଲିମିଟେସନ ବିଲକୁ ଆଣିବା ଏକ ପ୍ରହସନ ଥିଲା
ମହିଳାଙ୍କୁ ସମ୍ବିଧାନିକ ପଦବୀରେ ସଂରକ୍ଷଣ ପ୍ରଦାନରେ କ୍ଷେତ୍ରରେ ବିଜେଡି ସର୍ବାଗ୍ରେ
ଡିଲିମିଟେସନରେ ଓଡ଼ିଶାର କ୍ଷତି ହେଉଥିବା ବେଳେ ରାଜ୍ୟ ସରକାର ଓ ବିଜେପି ଏମ୍ପିଙ୍କ ନିରବତା ପ୍ରଶ୍ନବାଚୀ ସୃଷ୍ଟି କରିଛି!-->!-->!-->!-->!-->…
Read More...
Read More...
‘ଏନର୍ଜି କ୍ୟାପିଟାଲ’ ହେବ ଅନୁଗୁଳ : ମୁଖ୍ୟମନ୍ତ୍ରୀ
ଅନୁଗୁଳ: ତ୍ରୟୋଦଶତମ ଅନୁଗୁଳ ଜିଲା ମହୋତ୍ସବ-୨୦୨୬ ଉଦଘାଟିତ ହୋଇଛି। ଉଦ୍ଘାଟନ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଜିଲ୍ଲାବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ ଯେ ଅନୁଗୁଳ ସଂସ୍କୃତି, ପରମ୍ପରା ଓ ଆତିଥ୍ୟରେ ଅନନ୍ୟ ଓ ଏହି ମହୋତ୍ସବ ସାମୁଦାୟିକ ଏକତାକୁ ଆହୁରି!-->…
Read More...
Read More...
ମହିଳା ଆରକ୍ଷଣ ବିଲ୍ ବିଫଳ, ପରିଣାମ ଭୋଗିବେ : ନରେନ୍ଦ୍ର ମୋଦୀ
ନୂଆ ଦିଲ୍ଲୀ: ପାର୍ଲାମେଣ୍ଟରେ ମହିଳା ଆରକ୍ଷଣ ବିଲ୍ ପାସ୍ ହେବାରେ ବିଫଳ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିପକ୍ଷ ଦଳଗୁଡ଼ିକୁ କଟୁ ଭାବେ ଆକ୍ରମଣ କରିଛନ୍ତି। ସେ କହିଛନ୍ତି, ବିଲ୍କୁ ସମର୍ଥନ ନ କରି ବିପକ୍ଷ ଗୁରୁତର ଭୁଲ୍ କରିଛି ଏବଂ ଏହା ପାଇଁ ସେମାନେ ରାଜନୈତିକ ପରିଣାମ!-->…
Read More...
Read More...
ହର୍ମୁଜ ପ୍ରଣାଳୀରେ ଭାରତୀୟ ସୁପରଟ୍ୟାଙ୍କର୍ ଉପରେ ଗୁଳିମାଡ଼
ନ୍ୟୁଜ୍ ବ୍ୟୁରୋ: ବିଶ୍ୱ ଶକ୍ତି ଯୋଗାଣର ମୁଖ୍ୟ ଜଳପଥ ହର୍ମୁଜ ପ୍ରଣାଳୀରେ ଉତ୍ତେଜନା ଚରମ ସୀମାକୁ ପହଞ୍ଚିଛି। ଇରାନୀ ରିଭୋଲ୍ୟୁସନାରୀ ଗାର୍ଡସ୍ (IRGC)ର ବନ୍ଧୁକ ବୋଟ ଦୁଇଟି ବାଣିଜ୍ୟିକ ଜାହାଜ ଉପରେ ଗୁଳିଚାଳନା କରିଥିବାବେଳେ, ଏଥିରେ ଏକ ଭାରତୀୟ ପତାକାଧାରୀ ସୁପରଟ୍ୟାଙ୍କର୍ ମଧ୍ୟ!-->…
Read More...
Read More...
ଗ୍ରୀଷ୍ମ ପ୍ରବାହ ପାଇଁ ଆସିଲା ନୂଆ ଏସ୍ଓପି
ଭୁବନେଶ୍ଵର: ରାଜ୍ୟରେ ବଢ଼ୁଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ମୁକାବିଲା ପାଇଁ ରାଜସ୍ୱ ବିଭାଗ ନୂଆ ଏସ୍ଓପି (SOP) ପ୍ରସ୍ତୁତ କରିଛି। ଅଧିକ ତାପମାତ୍ରା ଥିବା ଅଞ୍ଚଳଗୁଡ଼ିକରେ ହିଟ୍ ୱେଭ୍ ଆଶ୍ରୟସ୍ଥଳୀ ନିର୍ମାଣ କରାଯିବା ସହ ଲୋକମାନଙ୍କୁ ତାପ ରୁକ୍ଷା କରିବାକୁ ବିଶେଷ ପଦକ୍ଷେପ!-->…
Read More...
Read More...