Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍-ଓଏଏସ୍ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା
Browsing Category
Today’s Highlight
ମହିଳାଙ୍କ ପାଇଁ ଭୁବନେଶ୍ୱର ସବୁଠୁ ସୁରକ୍ଷିତ
ଭୁବନେଶ୍ବର: ମହିଳାଙ୍କ ପାଇଁ ଭୁବନେଶ୍ବର ସବୁଠୁ ସୁରକ୍ଷିତ ସହର। ନ୍ୟାସନାଲ୍ ଆନୁଆଲ୍ ରିପୋର୍ଟ ଆଣ୍ଡ ଇଣ୍ଡେକ୍ସ ୨୦୨୫ର ରିପୋର୍ଟ ଅନୁଯାୟୀ ଭୁବନେଶ୍ବର ମହିଳାଙ୍କ ପାଇଁ ସବୁଠୁ ସୁରକ୍ଷିତ ସହର ଅଟେ। ଦିଲ୍ଲୀ ଓ କଲକାତା ସମେତ ୭ଟି ସହର ମହିଳାଙ୍କ ପାଇଁ ସୁରକ୍ଷିତ ନ ଥିବା ମହିଳା ସୁରକ୍ଷା!-->…
Read More...
Read More...
ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହେଲେ ଉର୍ଜିତ ପଟେଲ
ନ୍ୟୁଜ୍ ବ୍ୟୁରୋ: ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର୍ ଉର୍ଜିତ ପଟେଲଙ୍କୁ ମିଳିଲା ବଡ଼ ଦାୟିତ୍ୱ। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହେଲେ ଉର୍ଜିତ। ଆଗାମୀ ୩ ବର୍ଷ ପାଇଁ କ୍ୟାବିନେଟ୍ ନିଯୁକ୍ତି କମିଟି ଦେଲା ଅନୁମୋଦନ। ପିଟିଆଇ ଖବର ଅନୁଯାୟୀ, ପଟେଲ ୪!-->…
Read More...
Read More...
ଅନୁସୂଚିତ ଜାତି ଓ ଜନଜାତି ସମ୍ମିଳନୀ ଆରମ୍ଭ
ଉଦ୍ଘାଟନ କଲେ ଓମ ବିର୍ଲା
ଭୁବନେଶ୍ୱର: ୩୧ ବର୍ଷ ପରେ ଓଡ଼ିଶାରେ ଆୟୋଜନ ହୋଇଛି ଜାତୀୟ ସମ୍ମିଳନୀ। ଆଜି ଓଡ଼ିଶା ଲୋକସେବା ଭବନର କନଭେନସନ ସେଣ୍ଟରଠାରେ ଦୁଇଦିନିଆ ଜାତୀୟ ଅନୁସୂଚିତ ଜାତି ଓ ଜନଜାତି ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଯାହାକୁ ଲୋକ ସଭା ବାଚସ୍ପତି ଓମ ବିର୍ଲା ଉଦ୍ଘାଟନ!-->!-->!-->…
Read More...
Read More...
ପୂଜାରେ ଚାନ୍ଦା ମନା
ଭୁବନେଶ୍ବର: ଚାନ୍ଦା ଆଦାୟକାରୀଙ୍କୁ ସାବାଡ କରିବା ପାଇଁ କମିଶନରେଟ ପୋଲିସର ପଦକ୍ଷେପ । ଆରମ୍ଭ ହେଲାଣି ପାର୍ବଣ ଋତୁ। ଏହି ସମୟରେ କିଛି ବ୍ୟକ୍ତିବିଶେଷ ବେଆଇନ ଚାନ୍ଦା ଆଦାୟ କରି ପୂଜା ଉତ୍ସବ ପାଳନ କରିବା ଭଳି ଘଟଣା ବିଭିନ୍ନ ସମୟରେ ନଜରକୁ ଆସିଥାଏ। ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ!-->…
Read More...
Read More...
ଇ-ବସ୍ ଚଳାଚଳ କ୍ଷେତ୍ରରେ ଓଡ଼ିଶା ଦେଶର ପଞ୍ଚମ ସ୍ଥାନରେ
ଭୁବନେଶ୍ବର: ଇ-ବସ୍ ଚଳାଚଳ କ୍ଷେତ୍ରରେ ଓଡ଼ିଶା ଦେଶର ପଞ୍ଚମ ସ୍ଥାନ ହାସଲ କରି ସହରାଞ୍ଚଳ ପରିବହନ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହାସଲ କରିଛି। ବର୍ତ୍ତମାନ ୪୫୦ଟି ଇ-ବସ୍ ଚଳାଚଳ କରୁଥିବା ଏବଂ ଆଗାମୀ ବର୍ଷଗୁଡ଼ିକରେ ଏହି ସଂଖ୍ୟା ୧୦୦୦ ଅତିକ୍ରମ କରିବାକୁ ଯୋଜନା କରୁଥିବାରୁ, ସହରଗୁଡ଼ିକୁ!-->…
Read More...
Read More...
୩୧ ବର୍ଷ ପରେ ଓଡ଼ିଶାରେ ହେବ ଅନୁସୂଚିତ ଜାତି ଓ ଜନଜାତି ଜାତୀୟ ସମ୍ମିଳନୀ
ଭୁବନେଶ୍ବର: ଦୀର୍ଘ ୩୧ ବର୍ଷ ପରେ ଓଡ଼ିଶାରେ ଆୟୋଜନ ହେବ ଅନୁସୂଚିତ ଜାତି ଓ ଜନଜାତି ଜାତୀୟ ସମ୍ମିଳନୀ। ଆସନ୍ତା ୨୯ ଓ ୩୦ ତାରିଖରେ ଭୁବନେଶ୍ଵରରେ ଦୁଇ ଦିନିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ନେଇ ସୂଚନା!-->…
Read More...
Read More...
ଚୋରି କରି ବନ୍ଧା ହେଲେ ୟୁଟ୍ୟୁବର
ଭୁବନେଶ୍ବର: ଚୋରି ବିରୁଦ୍ଧରେ ହିଁ ପ୍ରବଚନ ଦେଉଥିଲେ ହେଲେ ଚୋରି କରି ବନ୍ଧା ହେଲେ ୟୁଟ୍ୟୁବର। ଭରତପୁର ଥାନା ଖଣ୍ଡଗିରି ବାରି ଲୁଟ୍ ଘଟଣାରେ ଏହି ପ୍ରବଚକ ଜଣକ ଗିରଫ ହୋଇଛନ୍ତି। ବ୍ୟକ୍ତି ଜଣକଙ୍କ ପରିଚୟ ମନୋଜ ସିଂହ, ସେ କଟକର ବାସିନ୍ଦା ବୋଲି ଜଣାପଡିଛି। ତାଙ୍କଠାରୁ ୨ ଶହ ଗ୍ରାମ ସୁନା,!-->…
Read More...
Read More...
ପୁରୀର ନୋ ଫ୍ଲାଇଙ୍ଗ ଜୋନରେ ପୁଣି ଉଡ଼ିଲା ଡ୍ରୋନ୍
ପୁରୀ: ପୁରୀ ଶ୍ରୀମନ୍ଦିର ସୁରକ୍ଷା ଉଲ୍ଲଂଘନ ଏବେ ଏକ ବଡ ଚିନ୍ତା ପାଲଟିଛି। ବୁଧବାର ଦିନରେ କୋଲକାତାର ଜଣେ ଭକ୍ତଙ୍କୁ ଗୁପ୍ତ ସ୍ପାଏ କ୍ୟାମେରା ଲାଗିଥିବା ଚଷମା ବ୍ୟବହାର କରିବା ଅଭିଯୋଗରେ ପୁରୀ ଶ୍ରୀମନ୍ଦିର ଭିତରେ ଅଟକ ରଖିବାର ମାତ୍ର କିଛି ଘଣ୍ଟା ପରେ, ପୁଣି ଥରେ ସୁରକ୍ଷା ବିଚ୍ୟୁତ!-->…
Read More...
Read More...
ନୂଆଖାଇ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ-ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ଆଜି ହେଉଛି ପବିତ୍ର ନୂଆଁଖାଇ। ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣପର୍ବ। ସାରା ରାଜ୍ୟରେ ଧୁମଧାମରେ ପାଳନ ହେଉଛି ଗଣପର୍ବ ନୂଆଖାଇ। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି!-->!-->!-->…
Read More...
Read More...
ମା’ ସମଲେଶ୍ୱରୀଙ୍କ ପାଖରେ ଲାଗି ହେଲା ନବାନ୍ନ
ସମ୍ବଲପୁର: ଗଣପର୍ବ ନୂଆଖାଇ ପାଇଁ ଉତ୍ସବମୁଖର ହୋଇଉଠିଛି ପଶ୍ଚିମ ଓଡ଼ିଶା। ଏହି ପରିପ୍ରେକ୍ଷୀରେ ସମ୍ବଲପୁରର ଆରାଧ୍ୟ ଦେବୀ ମା’ ସମଲେଇଙ୍କ ନିକଟରେ ଗୁରୁବାର ଲାଗି ହୋଇଛି ନବାନ୍ନ। ଏହା ପରେ ବଲାଙ୍ଗୀରରେ ଥିବା ମା’ ପାଟଣେଶ୍ବରୀଙ୍କ ନିକଟରେ ମଧ୍ୟ ଆଜି ନବାନ୍ନ ଲାଗି ହୋଇଛି। ଧାର୍ଯ୍ୟ!-->…
Read More...
Read More...