ପ୍ରମୁଖ ଖବର

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ମିଶିଲେ ୩୫ ରାଷ୍ଟ୍ର
ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ଡିଜିପି ପଦକ
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପଦକ ପ୍ରଦାନ କରିଥିଲେ
ଆରମ୍ଭ ହେଲା ଡିଜିଟାଲ ଜନଗଣନା ୨୦୨୭
ଭୁବନେଶ୍ୱରରେ ଆରମ୍ଭ ହେଲା ଭିସା ସେବା କେନ୍ଦ୍ର
ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
ଆଜି ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
Browsing Category

Today’s Highlight

ଖୁବ୍‌ଶୀଘ୍ର ଖୁଲାସା ହେବ ନବ ଦାସ ହତ୍ୟା ମାମଲା : ଆଇନ ମନ୍ତ୍ରୀ

ଭୁବନେଶ୍ବର: ବହୁଚର୍ଚ୍ଚିତ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାର ଖୁବ୍‌ଶୀଘ୍ର ଖୁଲାସା ହେବ ବୋଲି ରାଜ୍ୟର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ଦେଇ ମନ୍ତ୍ରୀ କହିଛନ୍ତି ଯେ ସେ ତାଙ୍କ
Read More...

ରାଷ୍ଟ୍ରପତି, ନାଭିଗୟାରେ କରିବେ ପିଣ୍ଡଦାନ

ଯାଜପୁର: ଇତିହାସରେ ପ୍ରଥମ ଥର ପାଇଁ ମା’ ବିରଜା କ୍ଷେତ୍ରକୁ ରାଷ୍ଟ୍ରପତିଙ୍କ ଆଗମନ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଫେବୃଆରୀ ୩ ତାରିଖରେ ପ୍ରଥମ ଥର ପାଇଁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଦର୍ଶନ କରିବେ। ରାଷ୍ଟ୍ରପତି ଫେବୃଆରୀ ୨ ତାରିଖରେ ଓଡ଼ିଶା ଗସ୍ତରେ
Read More...

ସୁନେତ୍ରା ପାୱାର ହେବେ କି ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ?

ମହାରାଷ୍ଟ୍ର: ଦିବଂଗତ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏବଂ ଏନସିପି ନେତା ଅଜିତ ପାୱାରଙ୍କ ନିଧନ ପରେ, ତାଙ୍କ ପତ୍ନୀ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦେବା ପାଇଁ ଦାବି ଉଠିଛି। ଏନସିପି ନେତା ଏବଂ ମନ୍ତ୍ରୀ ନରହରି ଜିରୱାଲ କହିଛନ୍ତି ଯେ, ସୁନେତ୍ରା ପାୱାରଙ୍କୁ ଏହି
Read More...

ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ପାଇଁ ୩ ଦିନ ଶିମିଳିପାଳ ବନ୍ଦ

ମୟୂରଭଞ୍ଜ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଫେବୃଆରୀ ୪ ତାରିଖରୁ ତିନି ଦିନ ପାଇଁ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଲାଗୁ ହୋଇଥିବା କଟକଣାର ଅଂଶ ସ୍ୱରୂପ ଶିମିଳିପାଳ କ୍ଷେତ୍ର
Read More...

ବେଆଇନ ଏଲପିଜି ଗ୍ୟାସ ଟାଙ୍କି କାରଖାନାରେ ରେଡ

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଶୁଆଶୁନିରେ ଥିବା ବେଆଇନ ଏଲପିଜି ଗ୍ୟାସ ଟାଙ୍କି କାରଖାନା ଠାବ ହୋଇଛି। ଏହି ବେଆଇନ କାରଖାନା ଉପରେ ଯୋଗାଣ ବିଭାଗ ରେଡ୍ କରିଛି। ରେଡ୍ ବେଳେ କାରଖାନାରୁ ୫୦୦ରୁ ଅଧିକ ଚୋରା ଗ୍ୟାସ୍ ଟାଙ୍କି ଜବତ ହୋଇଛି। ଗୋଦାମରୁ ଏକ ଗ୍ୟାସ କନଭର୍ଟର ମେସିନ
Read More...

ଓମଫେଡ୍‌ ବୁଥରେ ଗୁଟଖା ବିକିଲେ ବାତିଲ ହେବ ଲାଇସେନ୍ସ

ନ୍ୟୁଜ୍ ବ୍ୟୁରୋ: ବିଏମ୍‌ସି ଅଞ୍ଚଳରେ ଗୁଟ୍‌ଖା ବିକ୍ରି ସମ୍ପୂର୍ଣ୍ଣ ନିଷେଧ। ଭେଣ୍ଡିଂ ଜୋନ୍,ଓମଫେଡ୍‌ ବୁଥରେ ଗୁଟ୍‌ଖା ବିକିଲେ ଆକ୍ସନ। ଲାଇସେନ୍ସ ବାତିଲ ନେଇ ବିଏମ୍‌ସି(ଭୁବନେଶ୍ଵର ମହାନଗର ନିଗମ)ର ଚେତାବନୀ। ଆଜି ବିଏମସିର କର୍ପୋରେସନ ବୈଠକରେ ଏହି ନିଷ୍ପତି ହୋଇଛି। ରାଜ୍ୟ ସରକାର
Read More...

ପଞ୍ଚଭୂତରେ ବିଲୀନ ହେଲେ ଅଜିତ୍ ପାୱାର

ମହାରାଷ୍ଟ୍ର: ପଞ୍ଚଭୂତରେ ଲୀନ ହେଲେ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେଲା ଏନସିପି ମୁଖ୍ୟ ଅଜିତ ପାୱାରଙ୍କ ଅନ୍ତିମ ସଂସ୍କାର। ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏବଂ ଏନସିପି ମୁଖ୍ୟ ଅଜିତ ପୱାରଙ୍କ ଶେଷକୃତ୍ୟ ବାରାମତିରେ
Read More...

ଭୁବନେଶ୍ବର ସୁନ୍ଦରପଦା ବିସ୍ଫୋରଣ, ତଦନ୍ତ କରିବ ଏନଆଇଏ

ଭୁବନେଶ୍ବର: ଭୁବନେଶ୍ବର ସୁନ୍ଦରପଦା ନିୟୁ ଆଜାଦ ନଗର ବୋମା ବିସ୍ଫୋରଣ ଘଟଣାରେ ଆରମ୍ଭ ହୋଇଛି ଏନଆଇଏ ତଦନ୍ତ। ଏନଆଇଏର ଟିମ୍ ଆଜି ସ୍ପଟ୍ ଭିଜିଟ୍ କରିବା ସହ ଯାଞ୍ଚ ଆରମ୍ଭ କରିଛି। ଘର ମାଲିକଙ୍କଠାରୁ ଆରମ୍ଭ କରି ଏକାଧିକ ଲୋକଙ୍କୁ ଜେରା କରିଛି ନ୍ୟାସନାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସି। ଏହି
Read More...

ଗୁରୁଗ୍ରାମର ଏକାଧିକ ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ: ଦିଲ୍ଲୀର ଗୁରୁଗ୍ରାମର ଅନେକ ପ୍ରମୁଖ ସ୍କୁଲକୁ ବୋମା ଧମକ ମିଳିଛି। ପୋଲିସ ଅନୁଯାୟୀ ବିଭିନ୍ନ ସ୍କୁଲର ସରକାରୀ ଇମେଲ୍ ଠିକଣାରେ ଧମକପୂର୍ଣ୍ଣ ବାର୍ତ୍ତା ମିଳିଥିଲା, ଯେଉଁଥିରେ ଦାବି କରାଯାଇଥିଲା ଯେ ସେମାନଙ୍କ କ୍ୟାମ୍ପସରେ ବୋମା ରଖାଯାଇଥିଲା। ପୋଲିସ କହିଛି ଯେ ସୂଚନା ପାଇବା
Read More...

ଓଜେଇଇ ୨୦୨୬ ପାଇଁ ପଞ୍ଜୀକରଣ ଆରମ୍ଭ

ଭୁବନେଶ୍ବର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପାଇଁ ପଞ୍ଜୀକରଣ ପ୍ରକ୍ରିୟା ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି। ମେ ମାସରେ ପ୍ରବେଶିକା ପରୀକ୍ଷା ହେବା ନେଇ ଜଣାପଡ଼ିଛି। ପୂର୍ବରୁ ପ୍ରକାଶିତ ସରକାରୀ କାର୍ଯ୍ୟସୂଚୀ ଅନୁଯାୟୀ, ଓଜେଇଇ ୨୦୨୬ ପାଇଁ ପଞ୍ଜୀକରଣ ଲିଙ୍କ୍ ମାର୍ଚ୍ଚ ୨୬
Read More...