Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
କେରଳରେ ପରିବର୍ତ୍ତନର ଲହରୀ, ୟୁଡିଏଫ ଫେରିଲା କ୍ଷମତାକୁ
ଆସାମରେ ହିମନ୍ତଙ୍କ ଐତିହାସିକ ବିଜୟ
କଲକାତାରେ ଭୋଟ ଗଣନା ମଧ୍ୟରେ ସେଲିବ୍ରେସନ ନିଷେଧ
ହାରିଲେ କଂଗ୍ରେସ ମୁଖିଆ ଗୌରବ ଗୋଗୋଇ
ଯାଜପୁରରେ ଭୟାବହ ସଡ଼କ ଦୁର୍ଘଟଣା, ୫ ମୃତ
ଓଡ଼ିଶାରେ ନୌକା ସୁରକ୍ଷା କଠୋର, ଲାଇଫ୍ ଜାକେଟ୍ ବାଧ୍ୟତାମୂଳକ
Browsing Category
Today’s Highlight
ସମୁଦ୍ରରେ ଖୋଲିଲା ଭାରତର ପ୍ରଥମ କାଚ ସେତୁ
ତାମିଲନାଡ଼ୁ: ତାମିଲନାଡ଼ୁର କନ୍ୟାକୁମାରୀରେ ବିବେକାନନ୍ଦ ରକ୍ ମେମୋରିଆଲ ଓ ପ୍ରଖ୍ୟାତ ତାମିଲ କବି ଏବଂ ଦାର୍ଶନିକ ତିରୁବଲ୍ଲୁବରଙ୍କ ପ୍ରତିମୂର୍ତ୍ତିକୁ ସଂଯୋଗ କରୁଥିବା ବହୁ ପ୍ରତୀକ୍ଷିତ କାଚ ସେତୁକୁ ସୋମବାର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଖୋଲାଯାଇଛି। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ!-->…
Read More...
Read More...
ଲକ୍ଷ୍ମୀଜୋର୍ ପୋଲ ଉପରୁ ଯୁବକଙ୍କ ମୃତଦେହ ଜବତ
ବଲାଙ୍ଗୀର-ସମ୍ବଲପୁର ୨୬ ନମ୍ବର ଜାତୀୟ ରାଜପଥ ସତ୍ୟନାରାୟଣପଡା ନିକଟ ଲକ୍ଷ୍ମୀଯୋର ପୋଲ ଉପରୁ ବଲାଙ୍ଗୀର ଟାଉନ ପୋଲିସ ରବିବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲେ। ମୃତ ଯୁବକ ଜଣକ ହେଲେ ବଲାଙ୍ଗୀର ସହର ଗେଟ୍ସରୋବରପଡାର ଚିଣ୍ଟୁ କରନ (୨୬।) କିଭଳି ପରିସ୍ଥିତିରେ!-->…
Read More...
Read More...
ପିଏମ୍-ଉଷା ଯୋଜନାରେ ଓଡ଼ିଶାକୁ ୬୭୦ କୋଟି ଟଙ୍କା ଅନୁଦାନ
ଭୁବନେଶ୍ବର: ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପିଏମ୍-ଉଷା ଯୋଜନାକୁ ନେଇ ବଡ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଶିକ୍ଷା ଗବେଷଣା ପାଇଁ ପିଏମ୍-ଉଷା ଯୋଜନାରେ ଓଡିଶାର ବିଭିନ୍ନ ବିଶ୍ବବିଦ୍ୟାଳୟକୁ ୬୭୦ କୋଟି ଟଙ୍କା ପ୍ରଦାନ କରାଯିବ। ରେଭେନ୍ସା ବିଶ୍ବବିଦ୍ୟାଳୟ,!-->…
Read More...
Read More...
ଲୋକସେବା ଭବନରେ ସାମ୍ବାଦିକଙ୍କୁ ମିଳିଲା ପ୍ରବେଶ ଅନୁମତି
ଭୁବନେଶ୍ବର: ସାମ୍ବାଦିକଙ୍କ ପାଇଁ ହଟିଲା କଟକଣା। ଏଣିକି ସାମ୍ବାଦିକଙ୍କୁ ମିଳିଲା ଅନୁମତି, ଯାଇପାରିବେ ଲୋକସେବା ଭବନ। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଟିଭି ଓ ଖବର କାଗଜର ଜଣେ ଲେଖାଏଁ ସାମ୍ବାଦିକଙ୍କୁ ପ୍ରବେଶ ଅନୁମତି ମିଳିଛି।ଏଥିପାଇଁ ନୂଆ!-->…
Read More...
Read More...
ସଫଳତାର ସହ ଉତକ୍ଷେପଣ ହେଲା ମିଶନ ସ୍ପାଡେକ୍ସ
ବର୍ଷ ଶେଷରେ ଇତିହାସ ରଚିଲା ଇସ୍ରୋ ଆନ୍ଧ୍ର ପ୍ରଦେଶ: ବର୍ଷ ୨୦୨୪ ରେ ଏକାଧିକ ଐତିହାସିକ ସଫଳତା ପାଇଥିବା ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ବର୍ଷ ଶେଷରେ ମଧ୍ୟ ଇତିହାସ ରଚିଛି। ସଫଳତାର ସହ ଉତକ୍ଷେପଣ ହେଲା ବହୁଚର୍ଚ୍ଚିତ ସ୍ପାଡେକ୍ସ ଉପଗ୍ରହ । ସମୟ ରାତି ପ୍ରାୟ ୧୦ ଟା ୧୫!-->…
Read More...
Read More...
ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତାଙ୍କ ପୁଅ ବୋହୂ କହି ଲୁଟୁଥିଲେ ଟଙ୍କା, ବାନ୍ଧିଲା କମିସନ୍ରେଟ୍ ପୋଲିସ
ଭୁବନେଶ୍ୱର: ହାଇପ୍ରୋଫାଇଲ ଦମ୍ପତ୍ତିଙ୍କ ହାଇପ୍ରୋଫାଇଲ ଡ୍ରାମା। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ନାଁ ନେଇ କରୁଥିଲେ କଳା କାରନାମା। ନିଜକୁ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତାଙ୍କ ପୁଅ ବୋହୂ କହି ଲୋକଙ୍କ ବୋକା ବନାଉଥିଲେ ଓ ଠକୁଥିଲେ ଦୁଇ ଠକ। ତାହା ପୁଣି ରାଜ୍ୟ ରାଜଧାନୀ!-->…
Read More...
Read More...
ହଷ୍ଟେଲରୁ ମିଳିଲା ଫୁଡ ବ୍ଲଗର୍ଙ୍କ ଝୁଲନ୍ତା ମୃତଦେହ
ଭୁବନେଶ୍ୱର: ଭୁବନେଶ୍ୱର ପଟିଆ ଅଞ୍ଚଳର ଗୋଟିଏ ଲେଡିଜ ହଷ୍ଟେଲରୁ ମିଳିଲା ଫୁଡ୍ ବ୍ଲଗରଙ୍କ ମୃତଦେହ। ଇନଫୋସିଟି ଥାନା ପଟିଆ ଆଦର୍ଶ ବିହାର ଲେନ ନମ୍ବର ୨ ରୁ ଯୁବତୀଙ୍କ ମୃତଦେହ ମିଳିଥିବା ଜଣାପଡ଼ିଛି। ମୃତକଙ୍କ ନାଁ ସୋନାଲି ସଂଘମିତ୍ରା ପରିଡା।
ଗତକାଲି ପରିବାର ଲୋକେ ତାଙ୍କୁ ବାରମ୍ବାର!-->!-->!-->…
Read More...
Read More...
୨୦୨୫ରେ ମହିଳାଙ୍କୁ ୩ ଥର ମିଳିବ ସୁଭଦ୍ରା ଟଙ୍କା
ଭୁବନେଶ୍ବର: ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ ଖବର। ‘ସୁଭଦ୍ରା’ ଯୋଜନାକୁ ନେଇ ବଡ଼ ସୂଚନା ଦେଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ନୂଆବର୍ଷରେ ମହିଳାଙ୍କୁ ମିଳିବ ବଡ ଉପହାର। ୨୦୨୫ ମସିହାରେ ମାଆ ମାନଙ୍କୁ ୩ ଥର ମିଳିବ ସୁଭଦ୍ରା ଟଙ୍କା। ଜାନୁଆରୀରେ ପ୍ରଥମ ପର୍ଯ୍ୟାୟରେ ଚତୁର୍ଥ କିସ୍ତି!-->…
Read More...
Read More...
କେଜ୍ରିୱାଲଙ୍କ ବଡ଼ ଘୋଷଣା: ପୂଜାରୀଙ୍କୁ ପ୍ରତି ମାସରେ ମିଳିବ ୧୮ ହଜାର ଟଙ୍କା
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ଆଉ ଏକ ବଡ଼ ଘୋଷଣା କରିଛନ୍ତି। ଆଗକୁ ଦିଲ୍ଲୀ ନିର୍ବାଚନ। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସରଗରମ ରାଜନୀତି। ଏଥିଲାଗି ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ସମସ୍ତ ରାଜନୈତିକ ଦଳ।!-->…
Read More...
Read More...
ଜଗା ଦର୍ଶନବେଳେ ଅଚେତ୍ ହେଲେ ୪ ଭକ୍ତ
ପୁରୀ: ନୂଆବର୍ଷ ପାଖେଇ ଆସୁଥିବାରୁ ଏବେ ଛୁଟିରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଛୁଟିଛି ଭକ୍ତଙ୍କ ସୁଅ। ଜନସମୁଦ୍ର ପାଲଟିଛି ଶ୍ରୀମନ୍ଦିର ପରିସର। ବର୍ଷର ଶେଷରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ରାଜ୍ୟ ଓ ସାରା ଦେଶରୁ ଲୋକେ ଆସି ପହଞ୍ଚିଥିବା ବେଳେ ଶୃଙ୍ଖଳିତ ଦର୍ଶନ ପାଇଁ ମାର୍କେଟ ଛକ ଯାଏଁ!-->…
Read More...
Read More...