Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ଦିଲ୍ଲୀରେ ୬ଟି ବୋମା ଧମକ ମିଳିବା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଓଡ଼ିଶାର ୧୭ ପୋଲିସ ଓ ସୁରକ୍ଷା କର୍ମଚାରୀଙ୍କୁ ବିଶିଷ୍ଟ ସେବା ପୁରସ୍କାର
ଛାତିରେ ଯନ୍ତ୍ରଣା ପରେ ଏମ୍ସରେ ଭର୍ତ୍ତି ଜେପି ନଡ୍ଡା, ସ୍ୱାସ୍ଥ୍ୟାବସ୍ଥା ସ୍ଥିର
ପୁରୀ ଷ୍ଟେସନ୍ ନିକଟରେ ତାଳଚେର-ପୁରୀ ଟ୍ରେନ୍ର ଇଞ୍ଜିନ୍ ଲାଇନଚ୍ୟୁତ
ଓଡ଼ିଶା ପୁଲିସର ନୂଆ ଡିଜିପି ଦାୟିତ୍ୱରେ ବିନୟତୋଷ ମିଶ୍ର
ଛାତ୍ରଙ୍କ ଖାତାକୁ ସିଧା ଯିବ ଫି’ ରିଇମ୍ବର୍ସମେଣ୍ଟ ଟଙ୍କା
ପଶ୍ଚିମବଙ୍ଗରେ ଲାଗୁ ହେଲା ‘ବେଟି ବଚାଓ, ବେଟି ପଢ଼ାଓ’ ଯୋଜନା
ଆସାମରେ ୧୦୦୦ରୁ ଅଧିକ ପୁରୁଣା ପୋଲ ହେବ RCC
Browsing Category
Today’s Highlight
ଓଡ଼ିଶା ହେବ ‘ଇସ୍ପାତ ରାଜଧାନୀ’
ପାରାଦ୍ୱୀପରେ ଜେଏସଡବ୍ଲ୍ୟୁର ମେଗା ଷ୍ଟିଲ୍ ପ୍ଲାଣ୍ଟ
ପାରାଦ୍ବୀପ: ପାରାଦ୍ୱୀପର ଏରସମା ଅଞ୍ଚଳରେ ଜେଏସଡବ୍ଲ୍ୟୁ ଷ୍ଟିଲର ବୃହତ୍ ‘ମେଗା ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ ପ୍ଲାଣ୍ଟ’ର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ବୁଧବାର ଢିଙ୍କିଆରେ ଆୟୋଜିତ ସମାରୋହରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ!-->!-->!-->…
Read More...
Read More...
ଭାରତୀୟ ରେଳରେ ହାଇଡ୍ରୋଜେନ୍ ଟ୍ରେନ୍
ନୂଆଦିଲ୍ଲୀ: ସ୍ୱଚ୍ଛ ଓ ସ୍ଥାୟୀ ପରିବହନ ବ୍ୟବସ୍ଥା ଦିଗରେ ଭାରତୀୟ ରେଳ ବିଭାଗ ଏକ ଐତିହାସିକ ପଦକ୍ଷେପ ନେଇଛି। ରେଳ ମନ୍ତ୍ରଣାଳୟ ୧୦ ଡବା ବିଶିଷ୍ଟ ହାଇଡ୍ରୋଜେନ୍ ଇନ୍ଧନ ସେଲ୍ ଚାଳିତ ଟ୍ରେନ୍ ଚଳାଚଳକୁ ଅନୁମୋଦନ କରିଛି। ଏହି ଟ୍ରେନ୍ ଖୁବଶୀଘ୍ର ଉତ୍ତର ରେଲୱେର ହରିୟାଣାସ୍ଥିତ!-->…
Read More...
Read More...
ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସିଦ୍ଦାରାମାୟା
କର୍ଣ୍ଣାଟକ: କର୍ଣ୍ଣାଟକ ରାଜନୀତିରେ ବଡ଼ ପରିବର୍ତ୍ତନ ଆସିଛି। ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ବେଙ୍ଗାଲୁରୁ ରାଜଭବନକୁ ଯାଇ ଇସ୍ତଫାପତ୍ର ଦାଖଲ କରିଥିବା ସୂଚନା ଏକ ପ୍ରେସ୍ମିଟ୍ରେ ଦେଇଛନ୍ତି।
ସିଦ୍ଦାରାମାୟା କହିଛନ୍ତି ଯେ, ରାଜ୍ୟପାଳଙ୍କ!-->!-->!-->…
Read More...
Read More...
୨୦୨୭ ଏସିଆନ୍ ଇନଡୋର୍ ଆଥଲେଟିକ୍ସ ଚାମ୍ପିଅନସିପ୍ ଆୟୋଜନ କରିବ ଓଡ଼ିଶା
ଭୁବନେଶ୍ବର: ଓଡ଼ିଶା ପାଇଁ ପୁଣି ଆସିଛି ଏକ ବଡ଼ ଗୌରବର ମୁହୂର୍ତ୍ତ। ଆସନ୍ତା ୨୦୨୭ ମସିହାର ଏସିଆନ୍ ଇନଡୋର୍ ଆଥଲେଟିକ୍ସ ଚାମ୍ପିଅନସିପ୍ ଆୟୋଜନ କରିବାର ସୁଯୋଗ ଓଡ଼ିଶାକୁ ମିଳିଛି। ହଂକଂରେ ଅନୁଷ୍ଠିତ ଏସିଆନ୍ ଆଥଲେଟିକ୍ସ କାଉନସିଲ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହା ସହିତ!-->…
Read More...
Read More...
ମିକ୍ସର ମେସିନ ସହ ଓଲଟିଲା ପିକଅପ
ନ୍ୟୁଜ୍ ବ୍ୟୁରୋ: ରାଜନଗର ବ୍ଲକ ଡେରା ପଞ୍ଚାୟତ ଅଞ୍ଚଳରେ ଏକ ଦୁର୍ଘଟଣାରେ ମିକ୍ସର ମେସିନ ସହ ପିକଅପ ଗାଡ଼ି ଓଲଟି ପଡ଼ିବାରୁ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଗୋଖଣି ଗ୍ରାମରେ ଛାତ ପକାଇବା କାମ ସାରି ଶ୍ରମିକମାନେ ମିକ୍ସର ମେସିନ ସହ ପିକଅପରେ!-->…
Read More...
Read More...
କେନ୍ଦୁଝରରେ ୬୫ ହଜାର କୋଟିର ଜେଏସଡବ୍ଲ୍ୟୁ ଷ୍ଟିଲ ପ୍ଲାଣ୍ଟ
କେନ୍ଦୁଝର: ଓଡ଼ିଶାର ଶିଳ୍ପାୟନ କ୍ଷେତ୍ରରେ ଆଉ ଏକ ବଡ଼ ପଦକ୍ଷେପ ନିଆଯାଇଛି। କେନ୍ଦୁଝର ଜିଲ୍ଲାରେ ପ୍ରତିଷ୍ଠା ହେବାକୁ ଥିବା ଜେଏସଡବ୍ଲ୍ୟୁ ଷ୍ଟିଲର ବିଶାଳ ଷ୍ଟିଲ ପ୍ଲାଣ୍ଟ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୋହନ ଚରଣ ମାଝୀ । ପ୍ରାୟ ୬୫,୦୦୦ କୋଟି ଟଙ୍କାର ଏହି ପ୍ରକଳ୍ପ!-->…
Read More...
Read More...
ବାଣପୁରରେ ଭୟାବହ ଅଗ୍ନିକାଣ୍ଡ
୭ ପରିବାରର ୧୪ ବଖରା ଘର ପୋଡ଼ି ଛାରଖାର
ନ୍ୟୁଜ୍ ବ୍ୟୁରୋ: ବାଣପୁର ବ୍ଲକର ନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ସରନଇ ମାଣେତ୍ରୀ ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟି ୭ଟି ପରିବାରର ୧୪ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ଘରେ ଥିବା ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ସହ ଲକ୍ଷାଧିକ ଟଙ୍କାର!-->!-->!-->…
Read More...
Read More...
ଆସାମରେ ସମାନ ନାଗରିକ ସଂହିତା ବିଲ୍ ପାରିତ
ଆସାମ: ଆସାମ ସରକାର ସମାନ ନାଗରିକ ସଂହିତା (ୟୁସିସି) ବିଲ୍କୁ ବିଧାନସଭାରେ ପାରିତ କରାଇଛନ୍ତି। ଉତ୍ତରାଖଣ୍ତ ଏବଂ ଗୁଜୁରାଟ ପରେ ଆସାମ ଦେଶର ତୃତୀୟ ରାଜ୍ୟ ଭାବେ ଏହି ଆଇନକୁ ମଞ୍ଜୁରୀ ଦେଇଛି। ବିରୋଧୀ ଦଳମାନଙ୍କ ହଟ୍ଟଗୋଳ ମଧ୍ୟରେ ସରକାର ବିଲ୍ଟିକୁ ସଫଳତାର ସହ ପାସ କରାଇଛନ୍ତି। ନୂତନ!-->…
Read More...
Read More...
NEET-UG 2026 ପେପର୍ ଲିକ୍ ମାମଲା: ସିବିଆଇର ଆଉ ୨ ଗିରଫ
ନ୍ୟୁଜ୍ ବ୍ୟୁରୋ: ସିବିଆଇ NEET-UG 2026 ପେପର୍ ଲିକ୍ ମାମଲାରେ ଆଉ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହା ସହିତ ଏହି ମାମଲାରେ ମୋଟ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ଗିରଫ ହୋଇଥିବା ପ୍ରଥମ ଅଭିଯୁକ୍ତ ହେଉଛନ୍ତି ଲାଟୁରର ଡାକ୍ତର ମନୋଜ ଶିରୁରେ। ସିବିଆଇ ଅନୁଯାୟୀ, ସେ!-->…
Read More...
Read More...
ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି କାର୍ଯ୍ୟ ଆସନ୍ତାକାଲିଠାରୁ ସ୍ଥଗିତ
ପୁରୀ: ଶ୍ରୀମନ୍ଦିରର ରତ୍ନଭଣ୍ଡାର ଗଣତି କାର୍ଯ୍ୟ ଆସନ୍ତାକାଲିଠାରୁ ସ୍ଥଗିତ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ସହ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଆଖି ଆଗରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଜୁନ୍ ମାସରେ ପୁଣି ଗଣତି କାର୍ଯ୍ୟ ଆରମ୍ଭ!-->…
Read More...
Read More...