Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା: ୨୮ ନୂଆ ସହରାଞ୍ଚଳ ପାଇଁ ୫୬୦ କୋଟି
ସିନ୍ଧୁ ଜଳ ଚୁକ୍ତି ମାମଲା: ହେଗ୍ ଅଦାଲତର ରାୟକୁ ମାନିଲା ନାହିଁ ଭାରତ
ପରଲୋକରେ ଓଡ଼ିଶା କ୍ୟାଡର ଆଇପିଏସ୍ ଶଫିନ୍ ଅହମ୍ମଦ
ଚଳନ୍ତା ସ୍ଲିପର୍ ବସ୍ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ
ଢେଙ୍କାନାଳରେ ଖୋଲିଲା ରାଜ୍ୟର ତୃତୀୟ ‘ଚାଉଳ ଏଟିଏମ୍
ନେପାଳ ବନ୍ୟାର ମୃତ୍ୟୁସଂଖ୍ୟା ୯୦୩, ନିଖୋଜ ୪,୨୪୭
ଏସ୍ସିଓ ଶିଖର ସମ୍ମିଳନୀ ପାଇଁ ବିଶକେକରେ ମୋଦୀ
Browsing Category
Today’s Highlight
ବଙ୍ଗୋପସାଗର ରେ ସୃଷ୍ଟି ହେଲା ଅବପାତ, ପ୍ରବଳ ବର୍ଷିବ
ଭୁବନେଶ୍ବର: ଆଜି ସକାଳେ ପଶ୍ଚିମ କେନ୍ଦ୍ରୀୟ ତତ୍ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ଅବପାତ ରେ ପରିଣତ ହୋଇଛି ସଦୃଶ ଲଘୁଚାପ କ୍ଷେତ୍ର। ଏହି ଅବପାତ ଏବେ ଉତ୍ତର - ଉତ୍ତର ପଶ୍ଚିମ ଦିଗ ରେ ଅଗ୍ରସର ହେଉଛି। ବର୍ତମାନ ସିଷ୍ଟମ୍ ଟି ଗୋପାଳପୁର ଠାରୁ ପୂର୍ବ- ଦକ୍ଷିଣ ପୂର୍ବ ଦିଗରେ!-->…
Read More...
Read More...
ଯୁକ୍ତ ଦୁଇ ନାମଲେଖା ପାଇଁ ସାମ୍ସରେ ଛାତ୍ରଛାତ୍ରୀଙ୍କ ତଥ୍ୟ ଦେବ ସ୍କୁଲ
କଟକ: ଗଣେଶ ପୂଜାରେ ମାଧ୍ୟମିକ ଶିକ୍ଷା ବୋର୍ଡର ବଡ଼ ଘୋଷଣା। ଏଣିକି ସ୍କୁଲ ଦେବ ଯୁକ୍ତ ଦୁଇ ନାମଲେଖା ପାଇଁ ସାମ୍ସରେ ଛାତ୍ରଛାତ୍ରୀଙ୍କ ତଥ୍ୟ। ନବମରେ ପଢିଥିବା ପିଲାମାନଙ୍କ ଅନଲାଇନ ପଞ୍ଜିକରଣ ବ୍ୟବସ୍ଥା ରହିଛି। ବାପା, ମାଆଙ୍କ ନାଁ, ଜନ୍ମ ତାରିଖ ପରି ତଥ୍ୟ ପୋର୍ଟାଲରେ ଅପଲୋଡ଼ ହେବ ।!-->…
Read More...
Read More...
ରାଜ୍ୟରେ ଖୁବ ଶୀଘ୍ର ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ
କେନ୍ଦୁଝର: ରାଜ୍ୟରେ ଖୁବ ଶୀଘ୍ର ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ। କେନ୍ଦୁଝରରେ ସୁଭଦ୍ରା ରଥର ଶୁଭାରମ୍ଭ ଅବସରରେ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆସୂଚନା ଦେଇଛନ୍ତି। ୩ ମାସ ମଧ୍ୟରେ ଏହି ପଦବୀ ପୂରଣ ହେବ ପୂରଣ ହେବ।
ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି ଯେ,!-->!-->!-->…
Read More...
Read More...
ଆଇଟିଇଆର୍ରେ ଆୟୋଜିତ ହାକରୱାର ୫.୦ ରେ ୯୫ଟି ଟିମ୍ଙ୍କ ଯୋଗଦାନ
ଭୁବନେଶ୍ୱର, ସେପ୍ଟେମ୍ବର ୭ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍)ରେ ନିକଟରେ ଆୟୋଜିତ ୨୪ ଘଂଟିଆ ହାକରୱାର ୫.୦ ର ଶିକ୍ଷାନୁଷ୍ଠାନର ୫୮୦ ଛାତ୍ରଛାତ୍ରୀଙ୍କୁ ନେଇ ଗଠିତ ୯୫ଟି ଟିମ୍ ଭର୍ଚୁଆଲି ସାମିଲ!-->…
Read More...
Read More...
ପୃଥିବୀ ପୃଷ୍ଠକୁ ଫେରିଲା ମହାକାଶ ଯାନ ଷ୍ଟାରଲାଇନର
ନ୍ୟୁଜ୍ ବ୍ୟୁରୋ: ମହାକାଶ ଗବେଷଣା ଓ ସ୍ପେସଫ୍ଲାଇଟ୍ ଇତିହାସରେ ପ୍ରଥମ ଥର ପାଇଁ ଏକ ଯାନ ମହାକାଶଯାତ୍ରୀଙ୍କୁ ଧରି ମହାକାଶ ଯାଇଥିଲା। କିନ୍ତୁ ବିନା ମହାକାଶଯାତ୍ରୀରେ ପୃଥିବୀ ପୃଷ୍ଠକୁ ଫେରିଛି।
ପୃଥିବୀ ପୃଷ୍ଠକୁ ଫେରିଛି ବୋଇଂ ନିର୍ମିତ ମହାକାଶ ଯାନ ଷ୍ଟାରଲାଇନର। ସୁନୀତା ୱିଲିୟମସ ଓ!-->!-->!-->…
Read More...
Read More...
ଭିଜିଲାନ୍ସ ଜାଲରେ ନୂଆପଡ଼ା ଏମ୍ଭିଆଇ
ନୂଆପଡ଼ା: ଭିଜିଲାନ୍ସ ଜାଲରେ ନୂଆପଡ଼ା ଏମ୍ଭିଆଇ। ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା ଏମଭିଆ। ନୂଆପଡ଼ାରୁ ଭୁବନେଶ୍ବର ଆସୁଥିବା ବେଳେ ଖୋର୍ଦ୍ଧାରେ ଧରାପଡ଼ିଲେ। ଧରାପଡ଼ିଥିବା ଟଙ୍କା ପିସି ଆକାରରେ ଆଦାୟ ହୋଇଥିବା ସନ୍ଦେହ।!-->…
Read More...
Read More...
ଗଣେଶ ପୂଜା ବିସର୍ଜନ ପାଇଁ ଗାଇଡଲାଇନ୍ ଜାରି କଲା ବିଏମସି
ଭୁବନେଶ୍ୱର: ଭୁବନେଶ୍ୱରରେ ଶାନ୍ତି ଶୃଙ୍ଖଳା ଓ ନିରାପଦରେ ଗଣେଶ ପୂଜା ବିସର୍ଜନ ପାଇଁ ବିଏମସି ଗାଇଡଲାଇନ୍ ଜାରି କରିଛି। ଇକୋ ଫ୍ରେଣ୍ଡଲି ଭାବେ ବିସର୍ଜନ ପାଇଁ ନିୟମାବଳୀ ଜାରି ହୋଇଛି । ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ରାଜଧାନୀରେ ଦୁଇଟି ଜାଗା ଚି଼ହ୍ନଟ କରାଯାଇଛି। ତାହା ହେଲା!-->…
Read More...
Read More...
ବିଜେଡି ନେତାଙ୍କ ଦଳ ଛାଡ଼ିବା ନେଇ କଣ କହିଲେ ସାଂସଦ ମମତା
ଭୁବନେଶ୍ବର: ସୁଜିତ କୁମାର ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେବାର କିଛି ସମୟ ପରେ ବିଜେପିରେ ମିଶିଛନ୍ତି। ଏହାକୁ ନେଇ ଆଜି କଡ଼ା ପ୍ରତିକ୍ରିୟା ଦେଇଛନ୍ତି ରାଜ୍ୟସଭା ସାଂସଦ ମମତା ମହାନ୍ତ। ବିଜେଡି ନେତାଙ୍କ ଦଳ ଛାଡ଼ିବା ନେଇ ସାଂସଦ ମମତା ମହାନ୍ତ କହିଛନ୍ତି ଯେ, ବିଜେଡିର ବହୁ ନେତା ଓ!-->…
Read More...
Read More...
ମଣିପୁରରେ ପୁଣି ହିଂସା
ମଣିପୁର: ମଣିପୁରରେ ହିଂସା ଥମିବାର ନାଁ ନେଉନାହିଁ। କୁକି ଉଗ୍ରବାଦୀ ମାନେ ପୁଣି ସକ୍ରିୟ ହୋଇଛନ୍ତି। ଭୟଙ୍କର ହୋଇଯାଇଛି ସେଠାକାର ସ୍ଥିତି। କିଛି ଦିନର ପରେ ପୁଣି ଥରେ ହିଂସା ଉଗ୍ର ହୋଇଛି। ଡ୍ରୋନ୍ ମାଧ୍ୟମରେ ଆଟାକ୍ କରୁଛନ୍ତି। କିଛି ଦିନ ପୂର୍ବେ ସାଧାରଣ ବସତି ଉପରେ ଡ୍ରୋନ୍ ବୋମା ମାଡ!-->…
Read More...
Read More...
ଜେଲ ଗଲେ ଜେଲ ସୁପରିଟେଣ୍ଡଣ୍ଟ
ଭୁବନେଶ୍ବର: ଝାରପଡ଼ା ଜେଲର ପୂର୍ବତନ ଅଧୀକ୍ଷକ ସତ୍ୟପ୍ରକାଶ ସ୍ବାଇଁ ଗିରଫ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ। ଗତକାଲି ରେଡ୍ ବେଳେ ବିପୁଳ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ। ଭୁବନେଶ୍ବରରେ ଦେଢ଼ କୋଟିର ୪ ମହଲା କୋଠା ଠାବ ହୋଇଛି।
ଉଲ୍ଲେଖଯୋଗ୍ୟ, ଆୟ!-->!-->!-->…
Read More...
Read More...