ପ୍ରମୁଖ ଖବର

ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା: ୨୮ ନୂଆ ସହରାଞ୍ଚଳ ପାଇଁ ୫୬୦ କୋଟି
ସିନ୍ଧୁ ଜଳ ଚୁକ୍ତି ମାମଲା: ହେଗ୍‌ ଅଦାଲତର ରାୟକୁ ମାନିଲା ନାହିଁ ଭାରତ
ପରଲୋକରେ ଓଡ଼ିଶା କ୍ୟାଡର ଆଇପିଏସ୍‌ ଶଫିନ୍‌ ଅହମ୍ମଦ
ଚଳନ୍ତା ସ୍ଲିପର୍‌ ବସ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ
ଢେଙ୍କାନାଳରେ ଖୋଲିଲା ରାଜ୍ୟର ତୃତୀୟ ‘ଚାଉଳ ଏଟିଏମ୍‌
ନେପାଳ ବନ୍ୟାର ମୃତ୍ୟୁସଂଖ୍ୟା ୯୦୩, ନିଖୋଜ ୪,୨୪୭
ଏସ୍‌ସିଓ ଶିଖର ସମ୍ମିଳନୀ ପାଇଁ ବିଶକେକରେ ମୋଦୀ
Browsing Category

Today’s Highlight

ଆଜିଠୁ ଗଡ଼ିଲା ‘ସୁଭଦ୍ରା’ ରଥ,

ଭୁବନେଶ୍ୱର: ଆଜିଠୁ ଗଡ଼ିଲା ‘ସୁଭଦ୍ରା’ ରଥ। ଭୁବନେଶ୍ୱର ଗାନ୍ଧୀମାର୍ଗରୁ ଗଡିଲା ସୁଭଦ୍ରା ରଥ । ‘ସୁଭଦ୍ରା’ ଯୋଜନା ସମ୍ପର୍କରେ ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଗଡ଼ିବ ଏହି ସୁଭଦ୍ରା ରଥ । ଗଣେଶ ପୂଜା ଅବସରରେ ପତାକା ଦେଖାଇ ରଥର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
Read More...

ଆସନ୍ତା ୪ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା

ଚିହ୍ନିତ ଲଘୁଚାପ ରେ ପରିଣତ ହେଲା ଲଘୁଚାପ ଭୁବନେଶ୍ୱର: ଗତକାଲି କେନ୍ଦ୍ରୀୟ ତତ୍ ସଂଲଗ୍ନ ଉତ୍ତର ବଙ୍ଗୋପସାଗର ରେ ଥିବା ଲଘୁଚାପ କ୍ଷେତ୍ର ଆଜି ଉତ୍ତର ପଶ୍ଚିମ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ରେ ଚିହ୍ନିତ ଲଘୁଚାପ ରେ ପରିଣତ ହୋଇଛି। ଏହି କ୍ଷେତ୍ର କ୍ରମଶଃ ଉତ୍ତର ଦିଗ ରେ ଗତି କରିବା
Read More...

ପ୍ରବୀଣ କୁମାର ପୁରୁଷ ହାଇ ଜମ୍ପରେ ଜିତିଲେ ସ୍ୱର୍ଣ୍ଣ ପଦକ

ପ୍ୟାରିସ: ଚଳିତ ବର୍ଷ ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାରତ କମାଲ କରିଛି। ପ୍ୟାରିସ ଅଲିମ୍ପିକ୍ସରେ ଶୁକ୍ରବାର ପ୍ରବୀଣ କୁମାର ପୁରୁଷ ହାଇ ଜମ୍ପରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେ ଟି୬୪ ବିଭାଗରେ ଏହି ସଫଳତା ହାସଲ କରିଛନ୍ତି। ୨.୦୮ ମିଟର ଦୂରତାକୁ ଜମ୍ପ କରି ସେ ନୂତନ ଏସୀୟ ରେକର୍ଡ
Read More...

ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନଙ୍କ ପାଇଁ ସ୍ନାତକୋତ୍ତର ଶିକ୍ଷା ବୈଧ ଯୋଗ୍ୟତା ନୁହେଁ : ସୁପ୍ରିମକୋର୍ଟ

ଭୁବନେଶ୍ବର: ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ନିଯୁକ୍ତି ପାଇଁ ଅତ୍ୟାବଶ୍ୟକ ଯୋଗ୍ୟତା ହେଉଛି ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଡିପ୍ଲୋମା। ଏକ ଗୁରୁତ୍ୱପୂର୍ଣ୍ଣ ବିଚାରରେ, ଭାରତର ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ସ୍ନାତକୋତ୍ତର ଶିକ୍ଷା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନଙ୍କ ପାଇଁ ବୈଧ
Read More...

ରାଜ୍ୟରେ ଖାଲି ପଡ଼ିଛି ୩୦ ହଜାର ୫୪୦ ପ୍ରାଥମିକ ଶିକ୍ଷକ ପଦବୀ

ଭୁବନେଶ୍ବର: ରାଜ୍ୟରେ ଖାଲି ପଡ଼ିଛି ୩୦ ହଜାର ୫୪୦ ପ୍ରାଥମିକ ଶିକ୍ଷକ ପଦବୀ। ବିଧାନସଭାରେ ଚକ୍ରମଣି କହଁରଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ରାଜ୍ୟରେ ୧ ଲକ୍ଷ ୩୫ ହଜାର ୬୫୬ ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦ ରହିଛି। ସେଥିରୁ ୩୦ ହଜାର ୫୪୦ ପ୍ରାଥମିକ
Read More...

ନବୋଦୟ ସ୍କୁଲ ରାଗିଂ ଘଟଣାରେ ୭ ଛାତ୍ର ଓ ୨ ଛାତ୍ରୀ ନିଲମ୍ୱିତ

ନୂଆପଡା: ନବୋଦୟ ସ୍କୁଲ ହଷ୍ଟେଲରେ ରାଗିଂ ଅଭିଯୋଗ l ହଷ୍ଟେଲରେ ୨୨ ଜଣ ଛାତ୍ରଙ୍କୁ ସିନିୟର୍ ମାଡ଼ ମାରିବା ଘଟଣାରେ ଦ୍ୱାଦଶ ଶ୍ରେଣୀର ୭ ଛାତ୍ର ଓ ଦୁଇ ଛାତ୍ରୀଙ୍କୁ ନିଲମ୍ୱିତ କରିଛି ନବୋଦୟ ସ୍କୁଲ କର୍ତ୍ତୃପକ୍ଷ। ଦଶମ ଶ୍ରେଣୀର ୨୨ ଜଣଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିଲେ ଦ୍ୱାଦଶ
Read More...

ଭାଜପା ଛାଡିଲେ ସାବିତ୍ରୀ ଜିନ୍ଦଲ

ହରିୟାନା: ହରିୟାଣା ବିଧାନସଭା ନିର୍ବାଚନ ଆଗକୁ ଥିବାବେଳେ ଭାଜପାକୁ ଲାଗିଛି ବଡ଼ ଝଟ୍‌କା। ଦଳ ନିର୍ବାଚନ ପାଇଁ ଅଣ୍ଟା ଭିଡିଥିବାବେଳେ ଦେଶର ଚତୁର୍ଥ ଧନୀ ମହିଳା ସାବିତ୍ରୀ ଜିନ୍ଦଲ ଭାଜପାର ହାତ ଛାଡିଛନ୍ତି। ଦଳ ବିରୋଧରେ ବିଦ୍ରୋହ କରି ସେ ସ୍ୱାଧୀନ ଭାବରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା
Read More...

ପାଇଖାନା ଟାଙ୍କିରେ ଶ୍ଵାସରୁଦ୍ଧ ହୋଇ ୩ ଶ୍ରମିକ ମୃତ

କଟକ: ପାଇଖାନା ଟାଙ୍କିରେ ଶ୍ଵାସରୁଦ୍ଧ ହୋଇ ଶ୍ରମିକ ମୃତ। ଏହିଭଳି ଘଟଣା ବାରଙ୍ଗ ଥାନା ଅଧିନସ୍ଥ ନରଣପୁରଠାରେ ଦେଖିବାକୁ ମିଳିଛି। ସେଣ୍ଟ୍ରିଂ ଖୋଲିବାକୁ ଯାଇ ପାଇଖାନା ଟାଙ୍କି ଭିତରେ ଅଣନିଃଶ୍ୱାସୀ ହୋଇ ୩ ଜଣଙ୍କର ଜୀବନ ଚାଲିଯାଇଛି। ମିଳିଥିବା ସୂଚନା ଅନୁଯାୟୀ, କଟକର ନରଣପୁର
Read More...

ଜେଲ୍ ସୁପରିଣ୍ଟେଣ୍ଡେଣ୍ଟଙ୍କ ଘରେ ଭିଜିଲାନ୍ସ ରେଡ୍

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ ସତ୍ୟପ୍ରକାଶ ସ୍ବାଇଁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। କେନ୍ଦୁଝର ଅଫିସ ସହ ଭୁବନେଶ୍ବରରେ ଏକକାଳୀନ ରେଡ୍ ଚାଲିଛି। ଭୁବନେଶ୍ୱରରୁ ଏକ ଟିମ ସହ
Read More...

ବିଜେପିରେ ମିଶିଲେ ସୁଜିତ କୁମାର

ଭୁବନେଶ୍ବର: ମମତା ମହନ୍ତଙ୍କ ପରେ ବିଜେଡି ଏମ୍‌ପି ଥିବା ସୁଜିତ୍‌ ଶୁକ୍ରବାର ଏମ୍‌ପି ପଦରୁ ଇସ୍ତଫା ଦେଇଛନ୍ତି। ବିଜେଡି ଛାଡ଼ି ବିଜେପିରେ ମିଶିଲେ ସୁଜିତ କୁମାର। ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ସାମିଲ। ବିଜେଡି ଏମ୍‌ପି ଥିବା ସୁଜିତ୍‌ ଶୁକ୍ରବାର ଏମ୍‌ପି ପଦରୁ ଇସ୍ତଫା
Read More...