Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ, ମାର୍ଚ୍ଚ ୫ ପରେ ଘୋଷଣା ହୋଇପାରେ ତାରିଖ
ୟୁକ୍ରେନ୍ ଉପରେ ୩ ଦିନ ଆକ୍ରମଣ ବନ୍ଦ: ପୁଟିନଙ୍କ ନିର୍ଦ୍ଦେଶ
ଶିକ୍ଷକଙ୍କ ସମସ୍ୟା ଶୀଘ୍ର ସମାଧାନ ହେବ: ଉଚ୍ଚଶିକ୍ଷା ମନ୍ତ୍ରୀ
ଟ୍ରକ୍ ପଛରେ ପିଟିହେଲା କାର୍, ୮ ଛାତ୍ରଙ୍କ ମୃତ୍ୟୁ
ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ, ଭବିଷ୍ୟତ ଗଢ଼ନ୍ତି: ରାଷ୍ଟ୍ରପତି ମୁର୍ମୁ
Browsing Category
Today’s Highlight
ପଳାଶୁଣିରେ ଛକରେ ୪ରୁ ଅଧିକ କାରକୁ ପିଟିଲା ଟ୍ରକ
ଭୁବନେଶ୍ବର: ପଳାଶୁଣି ଛକରେ ଗୁରୁବାର ଅପରାହ୍ନରେ ସିରିଜ୍ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୫ ଆହତ ହୋଇଥିବା ଜଣାପଡିଛି। ଆହତମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଆଜି ଅପରାହ୍ନରେ ଗୋଟିଏ ଟ୍ରକ୍ ଭାରସାମ୍ୟ ହରାଇଦ୍ରୁତ ଗତିରେ ଯାଇ ଗୋଟିଏ ପରେ ଗୋଟିଏ କାର୍ ଓ!-->!-->!-->…
Read More...
Read More...
ଜୁନ୍ ୨୬ରେ ଲୋକସଭା ବାଚସ୍ପତି ନିର୍ବାଚନ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଶେଷହେବା ପରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇସାରିଛନ୍ତି ନରେନ୍ଦ୍ର ମୋଦୀ ଏବଂ ତାଙ୍କ ମନ୍ତ୍ରୀମଣ୍ଡଳ। କିନ୍ତୁ ଆଗାମୀ ଲୋକସଭାର ବାଚସ୍ପତି କିଏ ହେବ ତାକୁ ନେଇ ଚର୍ଚ୍ଚା ଲାଗିରହିଛି। ଆଉ ଏହାରି ଭିତରେ ଆସନ୍ତା ଜୁନ୍ ୨୬ ତାରିଖରେ ବାଚସ୍ପତି ନିର୍ବାଚନ ହେବ!-->…
Read More...
Read More...
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନାମରେ ଫେକ୍ ଆଇଡି
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନାମରେ ଫେକ୍ ଆଇଡି ଖୋଲା ହୋଇଛି। ମୁଖ୍ୟମନ୍ତ୍ରୀ ହେବାର ୨୪ ଘଣ୍ଟା ନପୁରୁଣୁ ତାଙ୍କ ନାମରେ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ଫେକ୍ ଆକାଉଣ୍ଟ ଖୋଲାଯାଇ ତାଙ୍କୁ ବଦ୍ନାମ କରିବାକୁ ଉଦ୍ୟମ କରାଯାଇଛି। ଆଜି ୫-ଟି ଓ ମୋ ସରକାରକୁ ନେଇ ଏକ!-->…
Read More...
Read More...
ପୋଷ୍ଟାଲ ଚାକିରୀ ପାଇଁ ଜାଲ୍ ପ୍ରମାଣ ପତ୍ର : ରାଜ୍ୟରେ ବଡ ଧରଣର ସିବିଆଇ ଚଢ଼ାଉ
ଭୁବନେଶ୍ବର: ରାଜ୍ୟରେ ବଡ ଧରଣର ସିବିଆଇ ଚଢ଼ାଉ ଆରମ୍ଭ ହୋଇଛି I ଗ୍ରାମୀଣ ଡାକ ସେବକ ପରୀକ୍ଷାରେ ଜାଲ୍ ପ୍ରମାଣପତ୍ର ଦେବା ଘଟଣାରେ ସିବିଆଇ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଛି। I ପରୀକ୍ଷାରେ ବ୍ୟାପକ ସାର୍ଟିଫିକେଟ ଜାଲ ହୋଇଥିବା ସୂଚନା ମିଳିଥିଲା I ଏନେଇ କେନ୍ଦ୍ରୀୟ!-->…
Read More...
Read More...
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ମାଝୀ
ଭୁବନେଶ୍ବର: ଓଡ଼ିଶାରେ ପ୍ରଥମଥର ପାଇଁ ଭାଜପା ସରକାର ଗଠନ କରିବାକୁ ଯାଉଛି। ଏନେଇ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝି ବୁଧବାର ଶପଥ ନେଇଛନ୍ତି। ଭୁବେନଶ୍ୱରସ୍ଥିତ ଜନତା ମଇଦାନରେ ଆୟୋଜିତ ଶପଥ ପାଠ ସମାରୋହରେ ମୋହନଙ୍କୁ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ରଘୁବର ଦାସ।!-->…
Read More...
Read More...
ବିମାନ ଦୁର୍ଘଟଣାରେ ମଲାୱିର ଉପରାଷ୍ଟ୍ରପତି ସୌଲୌସଙ୍କ ସମେତ ୧୦ ମୃତ
ନ୍ୟୁଜ ବ୍ୟୁରୋ: ବିମାନ ଦୁର୍ଘଟଣାରେ ମଲାୱିର ଉପରାଷ୍ଟ୍ରପତି ସୌଲୌସ କ୍ଲସ୍ ଚିଲିମାଙ୍କର ମୃତ୍ୟୁ ହୋଇଛି। ତାଙ୍କ ସମେତ ବିମାନରେ ଥିବା ଅନ୍ୟ ୧୦ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି ।
ଗତକାଲି ସକାଳ ୯ଟା ୧୭ ସମୟରେ ପ୍ରତିରକ୍ଷା ବିଭାଗର ଏକ ସ୍ୱତନ୍ତ୍ର ବିମାନରେ!-->!-->!-->…
Read More...
Read More...
ଶିଶୁମାନଙ୍କ କ୍ଷେତ୍ରରେ ପେଡିଆଟ୍ରିକ୍ ଲାପାରୋସ୍କୋପିକ୍ ସର୍ଜରୀ ବର୍ତମାନ ସମ୍ଭବ: ବିଶେଷଜ୍ଞ
ଭୁବନେଶ୍ୱର, ୧୧/୦୬: ୨୫ ବର୍ଷ ପୂର୍ବେ ଯଦିଓ କେହି କଳ୍ପନା କରିପାରୁ ନଥିଲେ ବର୍ତମାନ ଅତ୍ୟାଧୁନିକ ବୈଷୟିକ ଜ୍ଞାନ ଓ ଯନ୍ତ୍ରପାତିର ଉପଲବ୍ଧି ଦ୍ୱାରା ଛୋଟ ଶିଶୁମାନଙ୍କ କ୍ଷେତ୍ରରେ ଲାପାରୋସ୍କୋପିକ ସର୍ଜରୀ ସମ୍ଭବ ହୋଇପାରୁଛି । ଏହି ଭଳି ଶଲ୍ୟ ଚିକିତ୍ସା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍!-->…
Read More...
Read More...
ସୋଆରେ ଅଟୋଲାରିନ୍ଗୋଲୋଜିଷ୍ଟସ ଅଫ୍ ଇଣ୍ଡିଆ ସଂଘ ଭୁବନେଶ୍ୱର ଶାଖାର ୩ ଦିନିଆ ସମ୍ମିଳନୀ
ଭୁବନେଶ୍ୱର, ୧୧/୦୬: ପ୍ରତ୍ୟେକ ସର୍ଜନ୍ ଜାଣିଥାନ୍ତି ତାଙ୍କ ରୋଗୀର କେବେ ସର୍ଜରୀ କରାଯିବା ଆବଶ୍ୟକ। ତେବେ କେବେ ସର୍ଜରୀ କରାଯିବା ଆବଶ୍ୟକ ନୁହେଁ ତାହା ଜାଣିବା ପାଇଁ ସାରା ଜୀବନ ଲାଗିଯାଏ ବୋଲି କହିଛନ୍ତି ବିଶିଷ୍ଟ ଅଟୋଲାରିନ୍ଗୋଲୋଜିଷ୍ଟ ପ୍ରଫେସର (ଡାକ୍ତର) ରବି ରାମଲିଙ୍ଗମ୍।!-->…
Read More...
Read More...
ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କଲେ ମୋହନ ମାଝୀ
ଭୁବନେଶ୍ବର: ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ସରକାର ଗଢ଼ିବାକୁ ଯାଉଛି ଭାଜପା। ମଙ୍ଗଳବାର ବସିଥିବା ଦଳର ବିଧାୟକ ଦଳ ବୈଠକରେ କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀଙ୍କ ଉପରେ ମୋହର ବାଜିଛି। ତେବେ ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯିବା ପରେ!-->…
Read More...
Read More...
ଜୁନ୍ ୩୦ ଯାଏଁ ଛୁଟି ମନା
ଭୁବନେଶ୍ବର: ଜୁନ୍ ୩୦ ଯାଏଁ ଛୁଟି ନେଇ ପାରିବେନି ସରକାରୀ କର୍ମଚାରୀ। ଛୁଟି ଦିନରେ ବି ଜାରି ରହିବ କାର୍ଯ୍ୟ। ଏନେଇ ବିଭାଗୀୟ ସଚିବ ଓ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ସୂଚନା ଦିଆଯାଇଛି। ସାଧାରଣ ପ୍ରଶାସନ ବିଭାଗ ଏସିଏସ୍ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ନୂଆ ସରକାର ଗଠନ ହେଉଥିବାରୁ!-->…
Read More...
Read More...