Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଶିଳ୍ପ ନିବେଶକୁ ବଡ଼ ପ୍ରୋତ୍ସାହନ, ୩୭ ପ୍ରକଳ୍ପ ପାଇଁ ଜମି ଆବଣ୍ଟନକୁ ମଞ୍ଜୁରି
ଓଡ଼ିଶାର ୧୪ ଓଏଏସ୍ ଅଧିକାରୀଙ୍କୁ ଆଇଏଏସ୍ ପଦୋନ୍ନତି
ରାଜ୍ୟର ସବୁ ସ୍କୁଲରେ ପାଳନ ହେବ ଗୁରୁ ଦିବସ
ଚେନ୍ନାଇରେ ହେବ ଅଲିମ୍ପିକ୍ ସିଟି ଓ ମୋଟୋରସ୍ପୋର୍ଟସ୍ ସିଟି, ଆସିବ ଫର୍ମୁଲା-୧ ରେସ୍
ସତ୍ୟେନ୍ଦ୍ର ଜୈନ୍ଙ୍କୁ STP ଘୋଟାଲା ମାମଲାରେ ଜାମିନ୍
ଡ୍ରାଫ୍ଟ ଭୋଟର ତାଲିକାରୁ ବାଦ ପଡିଲା ରାଘବ ଚଢ଼ାଙ୍କ ନାଁ
Browsing Category
Today’s Highlight
୩ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା
ନୂଆଦିଲ୍ଲୀ: ୩ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରାଯାଇଛି। ଭାରତୀୟ ନିର୍ବାଚନ କମିଶନର ରାଜୀବ କୁମାର ଏନେଇ ସୂଚନା ଦେଇଛନ୍ତି। ଏହି ୩ ରାଜ୍ୟରେ କେବେ ମତଦାନ ହେବ ଓ କେବେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ, ସେ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି।
ସୂଚନା!-->!-->!-->…
Read More...
Read More...
ଆଗକୁ ଛଟେଇ ଘୋଷଣା କରିପାରେ ‘ମାଇକ୍ରୋସଫ୍ଟ୍’
ନ୍ୟୁଜ୍ ବ୍ୟୁରୋ; ବର୍ତ୍ତମାନ ଆଇଟି କଂପାନି ମାନଙ୍କର ମାନ୍ଦାବସ୍ଥା ଲାଗି ରହିଛି। ସାଘଂତିକ ଆର୍ଥିକ ପରିସ୍ଥିତିରୁ ମୁକ୍ତି ପାଇବା ଲାଗି ଅନ୍ୟାନ୍ୟ ବୃହତ୍ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ ଭଳି ‘ମାଇକ୍ରୋସଫ୍ଟ୍’ ମଧ୍ୟ ବିଶ୍ବବ୍ୟାପୀ ତା’ର କର୍ମଚାରୀଙ୍କ ସଂଖ୍ୟା ଆହୁରି ହ୍ରାସ କରିବାକୁ!-->…
Read More...
Read More...
ଚଳିତ ବର୍ଷ ଅଧିକ ଖରା, କମି ଯାଇପାରେ ବର୍ଷା !!
ଭୁବନେଶ୍ବର; ଏ ବର୍ଷ ଗ୍ରୀଷ୍ମ ଋତୁ ରେ ଅଧିକ ଖରା ହେବ। ଦିନ ତାପମାତ୍ରା ସ୍ଵାଭାବିକ ଠାରୁ ଅଧିକ ରହିବାର ସମ୍ଭାବନା ରହିଛି। କାରଣ ପ୍ରଶାନ୍ତ ମହାସାଗର ରେ ଗତ ୩ ବର୍ଷ ଧରି ସକ୍ରିୟ ରହିଥିବା ଲା- ନିନା ଏବେ କ୍ରମଶଃ ଦୁର୍ବଳ ହେବାକୁ ଯାଉଛି । ଲା - ନିନା ଦୁର୍ବଳ ହେବା ସହ ଫେବୃଆରୀ ପରେ!-->…
Read More...
Read More...
କଣ୍ଠଶିଳ୍ପୀ ହ୍ୟୁମାନଙ୍କ ନାଁରେ ଥାନାରେ ମାମଲା
କଟକ; ବିବାଦରେ ଫସିଲେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ତାଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ। ପତ୍ନୀଙ୍କ ଅଭିଯୋଗ ଅନୁଯାୟୀ, ହ୍ୟୁମାନ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଛନ୍ତି । ଯାହାଫଳରେ ନିଜ ସ୍ୱାମୀଙ୍କ ନିର୍ଯାତନାରେ ଅତିଷ୍ଠ ପତ୍ନୀ ନ୍ୟାୟ ପାଇଁ ମହିଳା ଥାନାର!-->…
Read More...
Read More...
ସେନାରେ ସାମିଲ ହେବ ଏକେ-୨୦୩ ରାଇଫଲ
ନୂଆଦିଲ୍ଲୀ; ଦିନକୁ ଦିନ ଶକ୍ତିଶାଳୀ ହେବାରେ ଲାଗିଛି ଭାରତର ପ୍ରତିରକ୍ଷା କ୍ଷେତ୍ର । ଏବେ ଆହୁରି ସୁଦୃଢ ହେବ ଭାରତର ପ୍ରତିରକ୍ଷା । ନୂଆ ରୂପରେ ସେନାରେ ସାମିଲ ହେବ ଏକେ-୨୦୩ ରାଇଫଲ ।ଭାରତୀୟ ଏକେ ୪୭ ବଦଳରେ ଏହି ରାଇଫଲକୁ ବ୍ୟବହାର କରିବାକୁ ଯାଉଛି । ଉତ୍ତର ପ୍ରଦେଶର ଆମେଠିରେ ୫ ଲକ୍ଷରୁ!-->…
Read More...
Read More...
କେରଳରେ ମାସ୍କ ପିନ୍ଧିବା ହେଲା ବାଧ୍ୟତାମୂଳକ
କେରଳ; ମାସ୍କ ପିନ୍ଧିବାକୁ ନେଇ ବାଧ୍ୟତାମୂଳକ କଲେ କେରଳ ସରକାର। ଚୀନରେ କରୋନା ମାମଲା ବଢିବା ସହ ଭାରତ, ଜାପାନ ଏବଂ ଆମେରିକା ପରି ଦେଶରେ କୋଭିଡ଼ ମାମଲା ବଢ଼ିବାରେ ଲାଗିଛି । ଆଉ ଏହାରି ମଧ୍ୟରେ କେରଳ ସରକାର ସର୍ବସାଧାରଣ ସ୍ଥାନରେ ମାସ୍କ ବାଧ୍ୟତାମୂଳକ କରିଛନ୍ତି ।
ସରକାରଙ୍କ!-->!-->!-->…
Read More...
Read More...
ଐଶ୍ବର୍ଯ୍ୟାଙ୍କ ପାଖକୁ ଆସିଲା କୋର୍ଟ ନୋଟିସ୍
ମୁମ୍ବାଇ: ବଲିଉଡର ଅଭିନେତ୍ରୀ ତଥା ଅମିତାଭ ବଚ୍ଚନଙ୍କ ବୋହୂ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ପାଖକୁ ଆସିଛି କୋର୍ଟ ନୋଟିସ୍। କାରଣ ଐଶ୍ବର୍ଯ୍ୟା ଜମି ଟିକସ ବକେୟା ରଖିଥିବା ହେତୁ ନାସିକ ତହସିଲଦାର ତାଙ୍କ ଘରକୁ ଏକ ନୋଟିସ ପଠାଇଥିବା ଜଣାପଡ଼ିଛି।
ପ୍ରକାଶିତ ରିପୋର୍ଟ ମୁତାବକ, ନାସିକର!-->!-->!-->…
Read More...
Read More...
ସେନାଙ୍କ ଗୁଳିରେ ଟଳିଲେ ୨ ଆତଙ୍କବାଦୀ
ଜମ୍ମୁ-କଶ୍ମୀର; ସୁରକ୍ଷାବାହିନୀକୁ ମିଳିଲା ବଡ ସଫଳତା । ଜମ୍ମୁକଶ୍ମୀରର ବଡଗାମରେ ସୁରକ୍ଷାବାହିନୀଙ୍କ ଏନକାଉଣ୍ଟରରେ ଟଳିଛନ୍ତି ୨ ଆତଙ୍କବାଦୀ । ମିଳିଥିବା ସୂଚନା ଅନୁଯାୟୀ, ବଡଗାମ ଏସଏସପି କାର୍ଯ୍ୟାଳୟ ନିକଟରେ ଏହି ଏନକାଉଣ୍ଟର ହୋଇଥିଲା। ଏଠାରେ ଦୁଇ ଆତଙ୍କବାଦୀ ଲୁଚିଥିବାର ଗୁଇନ୍ଦା!-->…
Read More...
Read More...
ଟ୍ରାକ୍ ରୁ ଖସିଲା ଟ୍ରେନ୍
ବିଶାଖାପାଟଣା; ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତିଲେ ରେଳଯାତ୍ରୀ । ବିଶାଖାପାଟଣାରୁ କୋରାପୁଟ ଆସୁଥିବା କିରଣ୍ଡୁଲ ପାସେଞ୍ଜର୍ ଟ୍ରେନ ଲାଇନଚ୍ଯୁତ ହୋଇଛି । ଶିବଲିଙ୍ଗପୁରମ ଠାରେ ଟ୍ରେନର ୬ ନଂ ବଗି ଟ୍ରାକରୁ ଖସି ଯାଇଛି । ଖବର ପାଇ ଘଟଣାସ୍ଥଳକୁ ରେଳ ବିଭାଗର ଏକ ଟିମ ସହ ବିଶାଖାପାଟଣା!-->…
Read More...
Read More...
‘ସୋଆ’ର ଛାତ୍ରଛାତ୍ରୀଙ୍କ ଷ୍ଟାର୍ଟଅପ୍ ୱିୱେର୍ ଇନୋଭେଟିଭ୍ ଷ୍ଟାର୍ଟଅପ୍ ପୁରସ୍କାର
ଭୁବନେଶ୍ୱର, ୧୭/୦୧: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସେଂଟର ଫର୍ ଇନୋଭେସନ୍ ଆଣ୍ଡ ଇନ୍କ୍ୟୁବେସନ୍ (ସୋଆ-ସିଆଇଆଇ)ଅଧିନସ୍ଥ ଷ୍ଟାର୍ଟଅପ୍ ୱିୱେର୍କୁ ଇନୋଭେଟିଭ୍ ଷ୍ଟାର୍ଟଅପ୍ ପୁରସ୍କାର ପ୍ରଦାନ କରାଯାଇଛି । ଜାତୀୟ ଷ୍ଟାର୍ଟଅପ୍ ଦିବସ ଅବସରରେ ଷ୍ଟାର୍ଟଅପ୍ ଓଡ଼ିଶା ପକ୍ଷରୁ!-->…
Read More...
Read More...