Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍ ବଜାରକୁ ଆଣିବ ପ୍ୟାକେଟ୍ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ
Browsing Category
Today’s Highlight
ପାହାଡି ସହରର ସ୍ଥିତି ସାଂଘାତିକ ହେବାରେ ଲାଗିଛି
ଡେରାଡୁନ୍: ଧସି ଧସି ଯାଉଛି ଯୋଶୀମଠ। ଭୂମି-ସ୍ଖଳନ ଓ ଭୂମି-ଚପା ଉପଦ୍ରୂତ ଜୋନ୍ ଭାବେ ଘୋଷିତ ହେବା ପରେ ଯୋଶୀମଠରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ଜୋର କରାଯାଇଛି। ସେଥିପାଇଁ ଉତ୍ତରାଖଣ୍ଡର ଚୋମୋଲି ପ୍ରଶାସନ ବ୍ୟାପକ ବ୍ୟବସ୍ଥା କରୁଛି। ବ୍ୟାପକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିବା ଘରେ!-->…
Read More...
Read More...
ଗାଁରେ ପଶିଲା ଦନ୍ତା, ଲୋକେ ଆତଙ୍କିତ
ଚନ୍ଦନପୁର: ପ୍ରତାପ ପୁରୁଷୋତ୍ତମପୁର ପଞ୍ଚାୟତର କୃଷ୍ଣାଜନପୁର ଗାଁର ହୋତା ସାହି ଅଞ୍ଚଳରେ ପଶିଛି ଦନ୍ତା। ହାତୀକୁ ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇଛନ୍ତି। ତେବେ ହାତୀଟି କୃଷ୍ଣାଜନପୁର ଗାଁ ନିକଟରେ ଏକ ଜଙ୍ଗଲରେ ରହିଥିବା ବେଳେ ହାତୀ ଉପରେ ଜଙ୍ଗଲ ବିଭାଗ ପକ୍ଷରୁ ନଜର ରଖାଯାଇଛି।
!-->!-->!-->…
Read More...
Read More...
ଭିଜିଲାନ୍ସ ଜାଲରେ ମୃତ୍ତିକା ସଂରକ୍ଷଣ ଅଧିକାରୀ
ରାୟଗଡା; ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ଅଧିକାରୀ । ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ୍ର ସହକାରୀ ମୃତ୍ତିକ ସଂରକ୍ଷଣ ଅଧିକାରୀ ଭାବେ ନିଯୁକ୍ତ ଅଛନ୍ତି କିଶୋରଚନ୍ଦ୍ର ନାୟକ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଯାଞ୍ଚ ବେଳେ ତାଙ୍କ ନିକଟରୁ ୫!-->…
Read More...
Read More...
ଠେଲାପେଲାରେ ଚାଲିଗଲା ମହିଳାଙ୍କ ଜୀବନ
ପୁରୀ; ପୁରୀ ରେଲ୍ୱେ ଷ୍ଟେସନରେ ଘଟିଛି ଅଘଟଣ । ଅସମ୍ଭାଳ ଭିଡ଼ ଯୋଗୁଁ ଠେଲାପେଲାରେ ଚାଲିଗଲା ଜଣେ ମହିଳାଙ୍କ ଜୀବନ । ମୃତକ ଜଣକ ଡେଲାଙ୍ଗ କଣ୍ଟାପଡାର କୁନିମଣି ନାୟକ।
ସୂଚନା ଅନୁସାରେ, ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ଆଜକୁ ୧୦୧ ବର୍ଷ ଆଗମନୀ ଉତ୍ସବରେ ହଜାର ହଜାର ଭକ୍ତ ପୁରୀ!-->!-->!-->…
Read More...
Read More...
ଚୟନକର୍ତ୍ତା କମିଟିର ସଦସ୍ୟ ହେଲେ ଓଡିଆ ପୁଅ ଶିବସୁନ୍ଦର
ନୂଆଦିଲ୍ଲୀ: ଭାରତ ତଥା ଓଡ଼ିଶାର ପୂର୍ବତନ ଖେଳାଳି ଶିବସୁନ୍ଦର ଦାସ ବିସିସିଆଇ ଚୟନ କମିଟିର ସଦସ୍ୟ ଭାବେ ନିଯୁକ୍ତି ପାଇଛନ୍ତି ଏବଂ ପୁଣିଥରେ ବିସିସିଆଇ ପୁରୁଷ ଚୟନକର୍ତ୍ତା କମିଟିର ଅଧ୍ୟକ୍ଷ ଭାବେ ମନୋନୀତ ହେଲେ ଚେତନ ଶର୍ମା । ଏନେଇ ବିସିସିଆଇ ସଚିବ ଜୟ ଶାହ ପ୍ରେସ ବିଜ୍ଞପ୍ତି ଜାରି କରି!-->…
Read More...
Read More...
ଆଜି ରାତି ରେ ପ୍ରବଳ ଶୀତ..
ଭୁବନେଶ୍ବର; ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟ ର ବିଭିନ୍ନ ଅଞ୍ଚଳ ରେ ରାତି ତାପମାତ୍ରା ସ୍ଵାଭାବିକ ଠାରୁ ୩-୫°ସି ତଳେ ରହିଥିଲା। ଝାରସୁଗୁଡା ରେ ସର୍ବନିମ୍ନ ତାପମାତ୍ରା ୫.୬°ସି ରେକର୍ଡ଼ ହୋଇଥିଲା ସେହିପରି ରାଜ୍ୟ ର କିଛି ଅଞ୍ଚଳ ରେ ରାତି ତାପମାତ୍ରା ୧୦.୦°ସି ତଳେ ରହିଥିଲା। ଭୁବନେଶ୍ବର ରେ!-->…
Read More...
Read More...
ଦନ୍ତା ଆକ୍ରମଣରେ ୪ ମୃତ୍ୟୁ
ଅନୁଗୁଳ; ଅନୁଗୁଳରେ ଦେଖିବାକୁ ମିଳିଛି ହାତୀ ଆତଙ୍କ । ଆଜି ସକାଳୁ ହାତୀ ଆକ୍ରମଣରେ ୪ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଛେଳିଆପଡ଼ାର ସୁବାସ ବିଶ୍ୱାଳ, ଅଙ୍ଗାରବନ୍ଧର ଅନିରୋଦ୍ଧ ସାହୁ ଓ ବାରସିଙ୍ଗାର ରମେଶ ଚନ୍ଦ୍ର ସାହୁ। ସୂଚନା ଅନୁଯାୟୀ, ମୃତକ ୪ ଜଣ ବଗିଚାରେ କାମ କରୁଥିବା ବେଳେ!-->…
Read More...
Read More...
ବିରିୟାନି ଖାଇ ଚାଲିଗଲା ଜୀବନ
ବେଙ୍ଗାଲୁରୁ: କେରଳର କାସରଗୋଡ଼ ଜିଲ୍ଲା ଅନ୍ତର୍ଗତ ଏକ ସ୍ଥାନୀୟ ହୋଟେଲ୍ରୁ ‘କୁଜିମାନ୍ତି’ ବା ଦମ୍ ବିରିୟାନୀ ଖାଇ ଜଣେ ୨୦ ବର୍ଷୀୟ ଯୁବତୀଙ୍କର ମୃତ୍ୟୁ ଘଟିଛି। ଫୁଡ୍ ପଏଜନିଂରୁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ପୁଲିସ କହିବା ଅନୁଯାୟୀ, କସରଗଡ଼ ନିକଟସ୍ଥ ପେରୁମ୍ବାଲାରର ଅଞ୍ଜୁ!-->…
Read More...
Read More...
ରୂପା ଜନ୍ମ ଦେଇଛି ୩ଟି ଶାବକ
ଭୁବନେଶ୍ବର; ନୂଆ ଅତିଥିଙ୍କ ଆଗମନରେ ନନ୍ଦନକାନନରେ ଖେଳିଯାଇଛି ଖୁସିର ଲହରୀ । ପ୍ରାଣୀଉଦ୍ୟାନରେ ବଢିଲା ବାଘଙ୍କ ସଂଖ୍ୟା । ନନ୍ଦନକାନନରେ ଧଳାବାଘ ରୂପା ଜନ୍ମ ଦେଇଛି ୩ଟି ଶାବକ । ଏମାନେ ସବୁ କେଉଁ ପ୍ରଜାତିର ତାହା ଚିହ୍ନଟ ହୋଇନାହିଁ। ଏହି ୩ ଶାବକଙ୍କ ମଧ୍ୟରେ ଦୁଇ ଜଣଙ୍କ ରଙ୍ଗ ନାଲି!-->…
Read More...
Read More...
ଭୁବନେଶ୍ୱର-ରାଉରକେଲା ବିମାନ ଉଡାଣ ଆରମ୍ଭ
ଭୁବନେଶ୍ବର; ଆଜିଠୁ ଷ୍ଟିଲସିଟିକୁ ଉଡିଲା ବିମାନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନବନ୍ଦରରେ ପତାକା ଦେଖାଇ ଭୁବନେଶ୍ୱର-ରାଉରକେଲା ବିମାନ ଉଡାଣର ଶୁଭାରମ୍ଭ କରିଛନ୍ତି । ସେପଟେ ଆନୁଷ୍ଠାନିକ ଭାବେ ଭିସିରେ ଶୁଭାରମ୍ଭ କରିଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ!-->…
Read More...
Read More...