Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍ ବଜାରକୁ ଆଣିବ ପ୍ୟାକେଟ୍ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ
Browsing Category
Today’s Highlight
ମିଶନ ଶକ୍ତି ଗୋଷ୍ଠୀଙ୍କୁ ୧୦୦୧ କୋଟି ଟଙ୍କାର ଋଣ
ଓଡିଶା ଗ୍ରାମ୍ୟ ବ୍ୟାଙ୍କର ମେଗା ଋଣ ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ୨୬,୭୨୨ ମିଶନ ଶକ୍ତି ଗୋଷ୍ଠୀଙ୍କୁ ୧୦୦୧ କୋଟି ଟଙ୍କାର ଋଣଉପକୃତ ହେଲେ ୨.୬୮ ଲକ୍ଷ ମା୫ଟି ମୋବାଇଲ ଭ୍ୟାନ-ତଥା-ଏଟିଏମ୍ ର ଶୁଭାରମ୍ଭମିଶନ ଶକ୍ତି ମା ମାନଙ୍କ ସଶକ୍ତିକଣରେ ଭାଗୀଦାର ହେବା ପାଇଁ!-->…
Read More...
Read More...
ଚଳିତବର୍ଷ ମିଳିଛି ୪୦୦ କୋଟିରୁ ଅଧିକ ଦାନ
ମୁମ୍ବାଇ; ଖୋଲିଲା ଶିରିଡି ସାଇ ବାବାଙ୍କ ଦାନ ବାକ୍ସ । ଚଳିତବର୍ଷ ଭାଙ୍ଗିଛି ଦାନ ବାକ୍ସର ରେକର୍ଡ । ଦାନ ବାକ୍ସରୁ ଏତେ ଟଙ୍କା ବାହାରିଛି ଯେ ଏହାକୁ ଗଣିବାକୁ ୧୨ ଜଣରୁ ଅଧିକ ଲୋକ ଲାଗିଛନ୍ତି । ମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ଯେ, ୨୦୨୨ରେ ୪୦୦ରୁ ଅଧିକ କୋଟି ଟଙ୍କା ଦାନ ଆକାରରେ!-->…
Read More...
Read More...
ଆଜି ରାତି ରୁ ପ୍ରବଳ ଶୀତ ରେ ଥରିବ ଓଡ଼ିଶା
ଭୁବନେଶ୍ବର; ଆଜି ରାତି ରୁ ଆସନ୍ତା ୪-୫ ଦିନ ଯାଏଁ ପ୍ରବଳ ଶୀତ ଅନୁଭୂତ ହେବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅଧିକାଂଶ ଅଞ୍ଚଳ ରେ ରାତି ତାପମାତ୍ରା ୩-୫°ସି ଯାଏଁ ଖସିବ। ବର୍ତ୍ତମାନ ରାଜ୍ୟ କୁ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ପବନ ପ୍ରବାହିତ ହେଉଛି ତେଣୁ ଥଣ୍ଡା ର ପ୍ରକୋପ ବୃଦ୍ଧି!-->…
Read More...
Read More...
ଦୁଇ ଦିନିଆ ଯୁଦ୍ଧ ବିରତି ଘୋଷଣା କଲେ ପୁଟିନ
ଋଷ; ଦୁଇ ଦିନିଆ ଯୁଦ୍ଧ ବିରତି ଘୋଷଣା କଲେ ରୁଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ । ଗୁରୁବାର ପୁଟିନ ଘୋଷଣା କରିଛନ୍ତି ଯେ, ଜାନୁୟାରୀ ୬ ଓ ୭ ତାରିଖ ଦୁଇ ଦିନ ଧରି ରୁଷ ସେନା ୟୁକ୍ରେନ ଉପରେ ଆକ୍ରମଣ କରିବେ ନାହିଁ । ସୂଚନା ଅନୁଯାୟୀ, ଚଳିତ ବର୍ଷ ଜାନୁୟାରୀ ୬ ଓ ୭ ତାରିଖରେ ରୁଷ ଓ ୟୁରୋପର!-->…
Read More...
Read More...
ଚାକିରିରୁ ବହିଷ୍କାର ହେଲେ ୨୪ ଶିକ୍ଷକ,
ନବରଙ୍ଗପୁର: ବିନା ଛୁଟିରେ କାର୍ଯ୍ୟରେ ଅନୁପସ୍ଥିତି ପଡ଼ିଲା ମହଙ୍ଗା, ୨୪ ଶିକ୍ଷକଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। କାର୍ଯ୍ୟରେ ଦୀର୍ଘବର୍ଷ ଧରି ଅନୁପସ୍ଥିତ ରହିବା ଯୋଗୁ ୨୪ ଶିକ୍ଷକଙ୍କୁ କାର୍ଯ୍ୟଚ୍ୟୁତ କରିଛନ୍ତି ନବରଙ୍ଗପୁର ଜିଲ୍ଲାପାଳ । ଦୀର୍ଘ ୧୨ ବର୍ଷ ମଧ୍ୟରେ କାର୍ଯ୍ୟରେ!-->…
Read More...
Read More...
ଦୁର୍ଘଟଣାଗସ୍ତ ହେଲା ବିମାନ, ପାଇଲଟ ମୃତ
ରେଓ୍ଵା; ମଧ୍ୟପ୍ରଦେଶ ରେଓ୍ଵା ଜିଲ୍ଲାରେ ହୋଇଛି ବିମାନ ଦୁର୍ଘଟଣା । ମନ୍ଦିରରେ ମାଡ଼ ହୋଇ ଖଣ୍ଡବିଖଣ୍ଡିତ ହୋଇଯାଇଛି ବିମାନ । ଦୁର୍ଘଟଣାରେ ପାଇଲଟଙ୍କର ମୃତ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ବିମାନଟି ଏକ ପାଇଲଟ ଟ୍ରେନିଂ କମ୍ପାନୀର । ଟ୍ରେନିଂ ବେଳେ ମନ୍ଦିରର ଉପରି ଭାଗରେ ମାଡ଼!-->…
Read More...
Read More...
ଭିତରକନିକାରେ ଆରମ୍ଭ ହେଲା ପକ୍ଷୀ ଗଣନା
ରାଜନଗର; ଭିତରକନିକା ଜାତୀୟ ଉଦ୍ୟାନରେ ଆରମ୍ଭ ହେଲା ପକ୍ଷୀ ଗଣନା । ଏଥିରେ ମୋଟ ୧୭ ଟି ଟିମ୍ ସାମିଲ ହୋଇଛନ୍ତି । ପ୍ରତ୍ୟେକ ଟିମ୍ ରେ ୪ରୁ୬ ଜଣ ଲେଖାଏଁ ସଦସ୍ୟ ରହିଛନ୍ତି । ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଏହି ଗଣନା କାର୍ଯ୍ୟ ଚାଲିବ । ଗତବର୍ଷ ପକ୍ଷୀ ୧୪୪ ପ୍ରଜାତିର ମୋଟ ୧ଲକ୍ଷ!-->…
Read More...
Read More...
ଆଜି ମହାପ୍ରଭୁଙ୍କ ପୁଷ୍ୟାଭିଷେକ
ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ସମସ୍ତ ଯାତ୍ରା ମଧ୍ୟରୁ ଏହା ଅନ୍ୟତମ ଅଟେ। ସକାଳଧୂପ ସରିବା ପରେ ରତ୍ନସିଂହାସନ ଉପରେ ଶ୍ରୀଜିଉ ଦୁର୍ଲଭ ସୁନାବେଶରେ ବିଭୂଷିତ ହେବେ। ଏଣୁ ଚଳଚଞ୍ଚଳ ହୋଇଛି ଶ୍ରୀମନ୍ଦିର।
ଗତକାଲି!-->!-->!-->!-->!-->…
Read More...
Read More...
ଉଦ୍ଘାଟନ ହେଲା ’ବିର୍ସା ମୁଣ୍ଡା’ ହକି ଷ୍ଟାଡିଅମ
ରାଉରକେଲାରେ ହେଲା ବିଶ୍ବର ସର୍ବ ବୃହତ ହକି ଷ୍ଟାଡିଅମ ବିର୍ସା ମୁଣ୍ଡା ହକି ଷ୍ଟାଡିଅମ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀବିଶ୍ଵ କ୍ରୀଡା ଈତିହାସ ରେ ଯୋଡି ହେଲା ସ୍ଵର୍ଣ୍ଣିମ ଅଧ୍ୟାୟବିଶ୍ଵ କପ୍ ଜିତିଲେ ପ୍ରତି ଭାରତୀୟ ଖେଳାଳି ପାଇବେ ଏକ କୋଟି ଟଙ୍କା, ଘୋଷଣା କଲେ ମୁଖ୍ୟମନ୍ତ୍ରୀ .ସମଗ୍ର!-->…
Read More...
Read More...
୧୮ହଜାର କର୍ମଚାରୀ ଛଟେଇ କରିବ ‘ଆମାଜନ୍’
ମୁମ୍ବାଇ; ଟ୍ଵିଟର ଏବଂ ମେଟା ପରେ ବିଶ୍ୱର ବଡ କମ୍ପାନୀ ଆମାଜନ ମଧ୍ୟ କର୍ମଚାରୀ ଛଟେଇ ପାଇଁ ନିଷ୍ପତ୍ତି ନେଇଛି । ମାନ୍ଦାବାସ୍ଥା କାରଣରୁ ପ୍ରାୟ ୧୮,୦୦୦ କର୍ମଚାରୀଙ୍କୁ ଛଟେଇ କରିବ ବୋଲି ବୁଧବାର ଦିନ ଇ-କମର୍ସ କମ୍ପାନୀ‘ଆମାଜନ୍’ ଘୋଷଣା କରିଛି । କମ୍ପାନୀର ସିଇଓ ଆଣ୍ଡି ଜେସି ଏନେଇ!-->…
Read More...
Read More...