ପ୍ରମୁଖ ଖବର

MKCG ନର୍ସିଂ ହଷ୍ଟେଲରେ ଅଗ୍ନିକାଣ୍ଡ, ଗ୍ୟାସ୍‌ ଲିକ୍‌ରୁ ନିଆଁ ଲାଗିଥିବା ସୂଚନା
୪୧ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ-କିଷାନ ଯୋଜନାର ପଞ୍ଚମ କିସ୍ତି
ନୟାଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା: ଗଛରେ ପିଟିହେଲା ବସ୍‌, ଚାଳକ ମୃତ
ପାଟନାରେ ବନ୍ୟା ବିଭୀଷିକା: ଘରେ ପଶିଲା ପାଣି, ରାସ୍ତାଘାଟ ଜଳମଗ୍ନ
ଅଗ୍ନି ନିରାପତ୍ତା ଉଲ୍ଲଂଘନ ଉପରେ କଡ଼ା ନଜର
ଟ୍ରାଫିକ ନିୟମ ଭାଙ୍ଗିଲେ ଡିଏଲରୁ କଟିବ ପଏଣ୍ଟ, ବାତିଲ ହୋଇପାରେ ଲାଇସେନ୍ସ
Browsing Category

Today’s Highlight

ଏଣିକି ମହଙ୍ଗା ହେବ ଋଣ

ନୂଆଦିଲ୍ଲୀ; ପୁଣି ବଢିଲା ରେପୋ ରେଟ୍‌ । ଲଗାତାର ପଞ୍ଚମ ଥର ପାଇଁ ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ଚଳିତ ବର୍ଷ ରେପୋ ରେଟ୍‌ ବୃଦ୍ଧି କରିଛି । ଲଗାତାର ତିନି ଥର ରେପୋ ରେଟ୍ ୫୦ ବେସିସ୍ ପଏଂଟ ବଢିବା ପରେ ଏଥର ୩୫ ବେସିସ୍ ପଏଂଟ ବଢାଇଛି ଭାରତୀୟ ରଜର୍ଭ ବ୍ୟାଙ୍କ । ରେପୋ ରେଟ୍ ୦.୩୫%
Read More...

ହ୍ୟାକରଙ୍କ ଟାର୍ଗେଟରେ ଆଇସିଏମଆର

ନୂଆଦିଲ୍ଲୀ; ଦିନକୁ ଦିନ ବଢୁଛି ହ୍ୟାକରଙ୍କ ଦୌରାତ୍ମ୍ୟ । ପୂର୍ବରୁ ଦିଲ୍ଲୀ ଏମ୍ସ, ପରେ ଜଳଶକ୍ତି ମନ୍ତ୍ରାଳୟର ଟ୍ବିଟର ଆକାଉଣ୍ଟ ଆଉ ଏବେ ଆଇସିଏମଆର ଓ୍ବେବସାଇଟ୍ ଉପରେ ଆଟାକ କରିଛନ୍ତି ହ୍ୟାକର । ଦିଲ୍ଲୀ ଏମ୍ସର ସର୍ଭର ହ୍ୟାକକୁ କିଛିଦିନ ବିତିଯାଇଛି, ହେଲେ ଏବେ ବି ସମ୍ପୂର୍ଣ୍ଣ ଭାବେ
Read More...

ରାଜଧାନୀରେ ଅଳିଆ ଉଠେଇବ ‘ଜଟାୟୁ’

ଭୁବନେଶ୍ବର; ପରିମଳ ବ୍ୟବସ୍ଥା ପାଇଁ ଆଉ ଏକ ପାଦ ଆଗକୁ ବଢାଇଛି ଭୁବନେଶ୍ୱର ମହାନଗର ନିଗମ । ଅତ୍ୟାଧୁନିକ ମେସିନ୍ ‘ଜଟାୟୁ’ ଜରିଆରେ ଆରମ୍ଭ ହୋଇଛି ସଫେଇ । ସମସ୍ତ ପ୍ରକାରର ଆବର୍ଜନା ଉଠାଇବା ପାଇଁ ଏହି ମେସିନ୍ କ୍ଷମତା ରଖିଛି । ଏହି ମେସିନ୍ କ୍ଷମତା ୧.୫ ଟନ୍ ରହିଛି । ୯ ଇଞ୍ଚ ମୋଟେଇ
Read More...

ଶ୍ମଶାନର ଚିତା ଉପରେ ଠିଆ ହୋଇଛନ୍ତି ମା ଶ୍ୟାମାକାଳୀ

ବିହାର; ଭାରତରେ ଅନେକ ରହସ୍ୟମୟୀ ମନ୍ଦିର ରହିଛି। ରହସ୍ୟ ବି ଏମିତି ଯାହା ଶହ ଶହ ବର୍ଷ ପୁରୁଣା । ନିଜର ସ୍ବତନ୍ତ୍ର ମାନ୍ୟତାକୁ ନେଇ ମନ୍ଦିରମାନ ପ୍ରସିଦ୍ଧି ଲାଭ ମଧ୍ୟ କରିଛନ୍ତି । ଦେଶର ଭିନ୍ନ ଭିନ୍ନ ମନ୍ଦିର ମାନଙ୍କ ମଧ୍ୟରୁ ବିହାର ମଧ୍ୟ ବାଦ୍‌ ପଡ଼ିନି । ବିହାରର ଦରଭଙ୍ଗାରେ ଶବର ଚିତା
Read More...

ଫିଫା ୱାର୍ଲ୍ଡକପର ଉଦଘାଟନ କରିବେ ଦୀପିକା

ନ୍ୟୁଜ୍ବ୍ୟୁରୋ; ବଲିଉଡର ମୋଷ୍ଟ ପପୁଲାର ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ମିଳିଲା ବଡ ସମ୍ମାନ । ଫିଫା ବିଶ୍ୱକପ ଟ୍ରଫିର ଉଦଘାଟନ କରିବେ ଅଭିନେତ୍ରୀ ଦୀପିକା । ଯେଉଁଥିପାଇଁ ବର୍ତ୍ତମାନ ଠାରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ତେବେ ଦୀପିକା ପାଦୁକୋନ ହେଉଛନ୍ତି ପ୍ରଥମ ଅଭିନେତ୍ରୀ,
Read More...

ପୁଣି ଆରମ୍ଭ ହେବ ଇ-ଭିସା ବ୍ୟବସ୍ଥା

ନୂଆଦିଲ୍ଲୀ; କେନ୍ଦ୍ର ସରକାରଙ୍କ ବଡ ଘୋଷଣା । ବ୍ରିଟିଶ ନାଗରିକଙ୍କ ପାଇଁ ପୁଣି ଆରମ୍ଭ ହେବ ଇ-ଭିସା ବ୍ୟବସ୍ଥା । କରୋନା ମହାମାରୀ ପରେ ୨୦୨୦ ମାର୍ଚ୍ଚ ପରଠୁ ଇ-ଭିସା ନୀତି କାର୍ଯ୍ୟକାରୀ ହେଉନଥିଲା । ତେବେ ଆଗକୁ କ୍ରିଷ୍ଟମାସ ଆସୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି
Read More...

ଖୁବଶୀଘ୍ର ଆସିପାରେ ଏଚ୍ଆଇଭି ଟୀକା

ନ୍ୟୁଜ୍ ବ୍ୟୁରୋ; ଏଚ୍ଆଇଭି ଆକ୍ରାନ୍ତଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ଖବର । ଏଣିକି ସୁସ୍ଥ ହୋଇପାରିବେ ମାରାତ୍ମକ ଏଡସରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି । କାରଣ ଖୁବଶୀଘ୍ର ମିଳିପାରେ ଏଚଆଇଭି ଟୀକା । ପରୀକ୍ଷାମୂଳକଭାବେ ପ୍ରସ୍ତୁତ ହୋଇଥିବା ଟିକାର ପରୀକ୍ଷଣ ୯୭ ପ୍ରତିଶତ ସଫଳ ହୋଇଥିବା
Read More...

ଭୂସ୍ଖଳନରେ ଦବିଗଲା ବସ୍, ୩୩ ଜଣଙ୍କ ମୃତ୍ୟୁ

କଲମ୍ବିଆ; ପ୍ରବଳ ବର୍ଷା ଯୋଗୁଁ କଲମ୍ବିଆର ରିସାରାଲ୍ଡ ଅଞ୍ଚଳରେ ଭୂସ୍ଖଳନ ହୋଇଛି । ପୁଏଲବୋ ରିକୋ ଓ ସୋସିଲିଆ ଗାଁ ନିକଟସ୍ଥ ପାହାଡ଼ିଆ ଅଞ୍ଚଳରେ ଏହି ଭୂସ୍ଖଳନ ହୋଇଛି । ମାଟି ତଳେ ବସ୍ ଚାପି ହୋଇଯିବାରୁ ୩୩ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୩ଜଣ ଶିଶୁ ଥିବା ଜଣାପଡ଼ିଛି ।
Read More...

ଗୁଜୁରାଟରେ ତ୍ରିକୋଣୀୟ ଲଢ଼େଇରେ କିଏ ଗଢ଼ିବ ସରକାର ?

ଅହମ୍ମଦାବାଦ: ଶେଷ ହୋଇଛି ଗୁଜୁରାଟ ବିଧାନସଭା ନିର୍ବାଚନ । ଦ୍ୱିତୀୟ ପର୍ଯ୍ୟାୟରେ ୯୩ ଆସନ ପାଇଁ ମତଦାନ ସାବ୍ୟସ୍ତ କରିଛନ୍ତି ଭୋଟର । ସନ୍ଧ୍ୟା ୫ଟା ସୁଦ୍ଧା ୫୯ ପ୍ରତିଶତ ମତଦାନ ହୋଇଛି । ୧୪ ଜିଲ୍ଲାର ୯୩ ଆସନ ପାଇଁ ୮୩୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ଭୋଟର। ୯୩ ଆସନ
Read More...

ଏଣିକି ଏଟିଏମ୍ରୁ ବାହାରିବ ସୁନା

ହାଇଦ୍ରାବାଦ; ଏଣିକି ATMରୁ କେବଳ କ୍ୟାସ୍ ନୁହେଁ, ବାହାରିବ ସୁନା । ଭାରତରେ ଖୋଲିଲା ବିଶ୍ୱର ପ୍ରଥମ ରିଅଲ ଟାଇମ୍ ଗୋଲ୍ଟ ଏଟିଏମ୍ । ଭାରତର ହାଇଦ୍ରାବାଦର ପ୍ରକାଶ ନଗର ମେଟ୍ରୋ ଷ୍ଟେସନ ବେଗମପେଟରେ ଖୋଲିଛି ଏହି ଏଟିଏମ୍ । ତେବେ ହାଇଦ୍ରାବାଦରେ ଖୋଲିଥିବା ବିଶ୍ୱର ପ୍ରଥମ ରିଅଲ ଟାଇମ୍
Read More...