Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
MKCG ନର୍ସିଂ ହଷ୍ଟେଲରେ ଅଗ୍ନିକାଣ୍ଡ, ଗ୍ୟାସ୍ ଲିକ୍ରୁ ନିଆଁ ଲାଗିଥିବା ସୂଚନା
୪୧ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ-କିଷାନ ଯୋଜନାର ପଞ୍ଚମ କିସ୍ତି
ନୟାଗଡ଼ରେ ଭୟଙ୍କର ବସ୍ ଦୁର୍ଘଟଣା: ଗଛରେ ପିଟିହେଲା ବସ୍, ଚାଳକ ମୃତ
ପାଟନାରେ ବନ୍ୟା ବିଭୀଷିକା: ଘରେ ପଶିଲା ପାଣି, ରାସ୍ତାଘାଟ ଜଳମଗ୍ନ
ଅଗ୍ନି ନିରାପତ୍ତା ଉଲ୍ଲଂଘନ ଉପରେ କଡ଼ା ନଜର
ଟ୍ରାଫିକ ନିୟମ ଭାଙ୍ଗିଲେ ଡିଏଲରୁ କଟିବ ପଏଣ୍ଟ, ବାତିଲ ହୋଇପାରେ ଲାଇସେନ୍ସ
Browsing Category
Today’s Highlight
ଭୂକମ୍ପରେ ଥରିଲା ବଙ୍ଗୋପସାଗର
ବାଂଲାଦେଶ; ବଙ୍ଗୋପସାଗରରେ ଭୂମିକମ୍ପ । ଆଜି ସକାଳେ ବଙ୍ଗୋପସାଗରରେ ମଧ୍ୟମ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ୫.୧ ତୀବ୍ରତା ଭୂକମ୍ପରେ ଥରିଲା ବାଂଲାଦେଶର ଢାକା । ଆଜି ସକାଳ ୮ଟା ୩୨ ମିନିଟରେ ଢାକା ସହ ବାଲାଂଦେଶର ବିଭିନ୍ନ ସ୍ଥାନରେ ଭୂକମ୍ପ ହୋଇଛି । ନ୍ୟାସ୍ନାଲ୍ ସେଣ୍ଟର୍ ଫର୍!-->…
Read More...
Read More...
ଚୂନ ପଥର ଖଣିରେ ମାଟି ଧସିବା ଯୋଗୁଁ ୭ ଜଣଙ୍କ ମୃତ୍ୟୁ
ରାୟପୁର: ଶୁକ୍ରବାର ଛତିଶଗଡର ମାଲଗାଓଁରେ ଖଣି ଭୁଶୁଡ଼ି ପ୍ରାୟ ୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୧୨ରୁ ଅଧିକ ଗ୍ରାମବାସୀ ଏଥିରେ ଫସିଥିବା ଜଣାପଡ଼ିଛି। ପୁଲିସ ଏବଂ ଏକ ଏସଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
ସୂଚନାଯୋଗ୍ୟ; ଆଜି!-->!-->!-->…
Read More...
Read More...
ଆଇପିଏଲ୍ ୨୦୨୩ ପାଇଁ ପ୍ରସ୍ତୁତି ଆରମ୍ଭ
ନ୍ୟୁଜ୍ ବ୍ୟୁରୋ; ସମ୍ପ୍ରତି,ଆଇପିଏଲ୍ ୨୦୨୩ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି | ଆଇପିଏଲର ୧୬ତମ ସିଜନ୍ ପାଇଁ ନିଲାମ ଡିସେମ୍ବର ୨୩ରେ ଅନୁଷ୍ଠିତ ହେବ। ଏହି ନିଲାମରେ ମୋଟ ୯୯୧ ଖେଳାଳି ପଞ୍ଜିକୃତ ହୋଇଛନ୍ତି। ଯେଉଁଥିରେ ୭୧୪ ଭାରତୀୟ ଏବଂ ୨୭୭ ବିଦେଶୀ ଖେଳାଳି ଅଛନ୍ତି | କୋଚିରେ ଆୟୋଜିତ!-->…
Read More...
Read More...
ଗିରଫ ହେଲା ସିଦ୍ଧୁ ମୁସେୱାଲା ହତ୍ୟା ଘଟଣାର ମାଷ୍ଟରମାଇଣ୍ଡ
ନୂଆଦିଲ୍ଲୀ; କାଲିଫର୍ଣ୍ଣିଆରୁ ଗିରଫ ହେଲା ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ଘଟଣାର ମାଷ୍ଟରମାଇଣ୍ଡ । ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାରକୁ ଗିରଫ କରିଛି ଗୁଇନ୍ଦା ବିଭାଗ । ଭାରତର ଗୁଇନ୍ଦା ଏଜେନ୍ସିର ସୂଚନା ଅନୁଯାୟୀ, କାଲିଫର୍ଣ୍ଣିଆରେ ଗୋଲ୍ଡି ବରାରକୁ ଅଟକ ରଖାଯାଇଛି। ଗ୍ୟାଙ୍ଗଷ୍ଟର!-->…
Read More...
Read More...
ଆଜି ପଦମପୁର ଗସ୍ତରେ ମୁଖ୍ୟମନ୍ତ୍ରୀ
ପଦମପୁର: ଆଜି ପଦମପୁର ମଇଦାନରେ ଖେଳିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡିର ନମ୍ବର ୱାନ ଷ୍ଟାର ପ୍ରଚାରକ ନବୀନ ପଟ୍ଟନାୟକ। ପଦମପୁର ଯାଇ ଦଳୀୟ ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ ପ୍ରଚାର କରିବେ ନବୀନ। ୩ଟି ସ୍ଥାନରେ ନିର୍ବାଚନୀ ସଭାରେ!-->…
Read More...
Read More...
ରହସ୍ୟରେ ମା’ ତାରାତାରିଣୀଙ୍କ ଚଣା ଭୋଗ
ଗଞ୍ଜାମ; ୫୧ ଶକ୍ତିପୀଠ ମଧ୍ୟରୁ ଅନ୍ୟତମ ଅଟେ ଓଡିଶାର ଗଞ୍ଜାମ ଜିଲ୍ଲାର ଇଷ୍ଟଦେବୀ ମା' ତାରାତାରିଣୀଙ୍କ ଶକ୍ତିପୀଠ । ଏଠାରେ ମା ପାର୍ବତୀଙ୍କର ସ୍ତନ ପଡିଥିବାରୁ ଏହା ଦେଶର ୪ ଆଦିଶକ୍ତି ପୀଠ ଓ ତନ୍ତ୍ର ପୀଠ ମଧ୍ୟରୁ ଅନ୍ୟତମ । ଏହି ଶକ୍ତିପୀଠରେ ତାରା ଓ ତାରିଣୀ ରୂପରେ ଦୁଇ ଭଉଣୀ ପୂଜା!-->…
Read More...
Read More...
ଆରପାରିରେ ବର୍ଷିଆନ୍ ଅଭିନେତ୍ରୀ ଝରଣା ଦାସ
କଟକ: ବିଶିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ ଘଟିଛି। କଟକ ଚଣ୍ଡି ରୋଡ୍ ସ୍ଥିତ ବାସଭବନରେ ଗତକାଲି ବିଳମ୍ବିତ ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ଝରଣା କିଛି ଦିନ ହେବ ଅସୁସ୍ଥ ଥିଲେ। ଗତକାଲି ବିଳମ୍ବିତ ରାତିରେ ତାଙ୍କ!-->…
Read More...
Read More...
ଜଳଶକ୍ତି ମନ୍ତ୍ରଣାଳୟର ଟ୍ୱିଟର ଆକାଉଣ୍ଟ ହ୍ୟାକ
ନୂଆଦିଲ୍ଲୀ; ସାଇବର ଠକଙ୍କ ଟାର୍ଗେଟରେ ସରକାରୀ ସଂସ୍ଥା । ଗତ ସପ୍ତାହରେ ଦିଲ୍ଲୀ ଏମ୍ସର ସର୍ଭର ହ୍ୟାକ କରିବା ପରେ ଏବେ ଜଳଶକ୍ତି ମନ୍ତ୍ରଣାଳୟର ଟ୍ୱିଟର ଆକାଉଣ୍ଟକୁ ହ୍ୟାକ କରିଛନ୍ତି ହ୍ୟାକର ।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳୁ ହିଁ ମନ୍ତ୍ରଣାଳୟର ଅଫିସିଆଲ ଟ୍ୱିଟର ଆକାଉଣ୍ଟକୁ!-->!-->!-->…
Read More...
Read More...
ଖୁବଶୀଘ୍ର ହ୍ରାସ ପାଇବ ତୈଳ ଦର
ନୂଆଦିଲ୍ଲୀ; ସରକାର ଖୁବଶୀଘ୍ର ଜନସାଧାରଣଙ୍କ ପାଇଁ ଆଶ୍ୱସ୍ଥି ଆଣିବାକୁ ଯାଉଛନ୍ତି । ବିଶେଷଜ୍ଞଙ୍କ ମତ ଅନୁଯାୟୀ, ଦେଶରେ ଖୁବଶୀଘ୍ର ହ୍ରାସ ପାଇବ ତୈଳ ଦର । ଆଗକୁ ସରକାର ପେଟ୍ରୋଲ-ଡ଼ିଜେଲ ଦରରେ ୧୦ ପ୍ରତିଶତ କମାଇବାକୁ ଯାଉଛନ୍ତି । ଅଶୋଧିତ ତୈଳ ଦରରେ ହ୍ରାସ ହେତୁ ଦେଶରେ ପେଟ୍ରୋଲ ଓ!-->…
Read More...
Read More...
ଇଡି ଜାଲରେ ସାଉଥ୍ ସୁପରଷ୍ଟାର ବିଜୟ ଦେବରକୋଣ୍ଡା
ମୁମ୍ବାଇ; ଅଡୁଆରେ ଫସିଲେ ସାଉଥ୍ ସୁପରଷ୍ଟାର ବିଜୟ ଦେବରକୋଣ୍ଡା । ମନି ଲଣ୍ଡରିଂ କେସ୍ରେ ବିଜୟଙ୍କ ନାମ ସାମିଲ ଥିବା କୁହାଯାଉଛି । ଲାଇଗର ଫିଲ୍ମକୁ ନେଇ ଅଭିନେତା ଇଡି ଜାଲରେ ପଡ଼ିଛନ୍ତି । କୁହାଯାଉଛି କି, ଫିଲ୍ମର ନିର୍ମାଣ ଏବଂ ପ୍ରଚାର ପ୍ରସାରରେ କଳା ଧନ ବ୍ୟବହୃତ ହୋଇଛି । ଏ ନେଇ!-->…
Read More...
Read More...